• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Medical Issue
ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ମାସେ କି ଦୁଇମାସ ନୁହେଁ ବରଂ ୮ ମାସ ହେଲାଣି ଗର୍ଭବତୀଙ୍କ ପରି ଚାଲିଥିଲା ଚିକିତ୍ସା । ଆଶା ଏବଂ ଅଙ୍ଗନୱାଡି କର୍ମୀ ମାଆ ଓ ଶିଶୁ ସୁରକ୍ଷା କାର୍ଡ ଦେବା ସହିତ ନିୟମିତ ଔଷଧ ଦେବା ସହ ଡାକ୍ତରଙ୍କୁ ଦେଖାଉଥିଲେ । ହେଲେ ଅସହ୍ୟ ଯନ୍ତ୍ରଣା ହେବାରୁ...

Odisha Politics
ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାୟାର୍ଡ ବାବୁ, ଦରମା ୭୫ ହଜାର

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଫିସର୍ ପ୍ରୀତିକୁ ନେଇ ଚର୍ଚ୍ଚା । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ନେଇ ଅସନ୍ତୋଷ । ଏଣେ ନିଯୁକ୍ତି ନପାଇ ହତାଶ ଯୁବ ପିଢି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲୋକସେବା ଭବନ ପରେ ଏବେ ଜିଲ୍ଲା ସ୍ତରରେ ରିଟାୟାର୍ଡ ବାବୁଙ୍କ ନିଯୁକ୍ତି...

 mental disorders increasing
ଜେଲରେ ବଢୁଛି ମାନସିକ ରୋଗୀଙ୍କ ସଂଖ୍ୟା : ରାଜ୍ୟର ୮୭ ଜେଲରେ ୮୦୦ରୁ ଅଧିକ ରୋଗୀ

ଓଡ଼ିଶା ଜେଲରେ ବଢୁଛନ୍ତି ମାନସିକ ରୋଗୀ । ଦିନକୁ ଦିନ ରୋଗଗ୍ରସ୍ତ ହେଉଛନ୍ତି କଏଦୀ। ସାରା ଦେଶରେ ଉତ୍ତର ପ୍ରଦେଶ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଗତ ୩ ବର୍ଷ ମଧ୍ୟରେ ମାନସିକ ରୋଗଗ୍ରସ୍ତ କଏଦୀଙ୍କ ସଂଖ୍ୟା ୬ଶହରୁ ୮ଶହକୁ ଡେଇଁଲାଣି । ଏଭଳି ସ୍ଥିତିରେ...

Havildar Rajesh Sahu
ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ପ୍ରଫେସନାଲ ଟ୍ରେନିଂ, ପ୍ରଫେସନାଲ ଆଟିଚ୍ୟୁଡ୍। ତାରି ଭିତରୁ ବାହାରିଛନ୍ତି ପରଫେକ୍ଟ ପ୍ରଡକ୍ଟ। ଜୟପୁର ବିକ୍ରମଦେବ କଲେଜ ପଡ଼ିଆରେ ତାଲିମ୍ ମୁଦ୍ରାରେ ଥିବା ସବୁ ଯୁବକ ଯୁବତୀ ଚାଖିଛନ୍ତି ସଫଳତାର ସ୍ୱାଦ। ନିକଟରେ କୋରାପୁଟ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ କନଷ୍ଟେବଳ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି ସମସ୍ତେ।...

Bonded Labor
​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ଗାଁଖାଲି ଖାଲି.. ଦୂଆରେ ଦୂଆରେ ତାଲା..। ଯାହାଙ୍କ ଘର ଖୋଲା, ବୁଢ଼ାବୁଢ଼ୀ, ଛୁଆ ପିଲାଙ୍କୁ ଛାଡ଼ି ଦେଲେ, ସେ ଘରୁ ଦାଦନରେ ମୁଖିଆ ନହେଲେ ଭେଣ୍ଡିଆ । ଠିକଣା-ସୁରତ, ଚେନ୍ନାଇ ନହେଲେ ବାଙ୍ଗାଲୋର । ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଡି. ନୂଆପାଲି ଗାଁରେ ଏଭଳି କିଛି ଚିତ୍ର...

Metro Train
କେବେ ଗଡ଼ିବ ମେଟ୍ରୋ ? କେଉଁଠି ହେବ ରାସ୍ତା ? ଖର୍ଚ୍ଚ ହେବ କେତେ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ ନେବ ବାସ୍ତବ ରୂପ ? କେମିତି ଗଡ଼ିବ ମେଟ୍ରୋ, ଆଉ କେଉଁ ରୁଟ୍ ଦେଇ ଯିବ ଏଲିଭେଟେଡ୍ କରିଡର । ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପକୁ ନେଇ ଏମିତି ଚର୍ଚ୍ଚା । ଏବେ ପ୍ରସ୍ତୁତ ହେଉଛି ଡିପିଆର୍ ।...

Dilapidated condition of school building
ଇଏ ସ୍କୁଲ ନୁହେଁ ଯମଦ୍ୱାରକୁ ରାସ୍ତା...

ପାଠପଢା ଲାଗି ବାଜିରେ ଲାଗିଛି ପିଲାଙ୍କ ଜୀବନ । ଅତି ବିପଦସଂକୁଳ ଶ୍ରେଣୀ ଗୃହରେ ଚାଲିଛି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା । ସ୍କୁଲ କୋଠରୀ ଦେଖିଲେ ଜଣାପଡୁଛି କେତେ ବିପଦପୂର୍ଣ୍ଣ ଭାବରେ ଚାଲିଛି ଶ୍ରେଣୀ ଗୃହ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ବର୍ଷବର୍ଷ...

Gajamuan Bhoga
ନିଆରା ପରମ୍ପରା: ରାତିସାରା ବୁଲିବେ...ସକାଳୁ ଗଜମୁଆଁ ପାଇବେ

ମଙ୍ଗଳବାର ସହର ପରିକ୍ରମା କରିବା ପରେ ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି ହେବ। ଏହାକୁ ସମସ୍ତେ ପ୍ରସାଦ ରୂପେ ଗ୍ରହଣ କରନ୍ତି । ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ସେଇଥି ଲାଗି ତ ବାଜା ବାଜିବା ମାତ୍ରେ ଅନେକ ନାଚରେ...

Locals enjoy Pala
ପାଲା ଚାଲିଛି...ଷ୍ଟେଜ୍‌ ସାରା ଝୁଲୁଛି କଦଳୀ କାନ୍ଧି

ପାଲା ମଣ୍ଡପରେ ଓହଳିଥିବା ଶହଶହ ପାଚିଲା କଦଳୀ କାନ୍ଧି ଭକ୍ତି ଓ ମାନସିକରେ ଭଗବାନ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ । କ଼ଟକ ବାରଙ୍ଗ ହରିଅନ୍ତା ପଂଚାୟତ ଖନ୍ଦୋଳ ଗାଁରେ ଏମିତି ନିଆରା ପାଲା ଅନୁଷ୍ଠାନ ରହିଛି । ଶହେ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ଆଜି...

Former Nabarangpur Municiplity Chairman
ଦିନେ ଜନଶୁଣାଣୀ କରୁଥିଲେ, ଆଜି ନିଜ ଅଭିଯୋଗ ନେଇ ଗଲେ

କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ ।...

Head Master
ଆ ସୁନା ଘରୁ ବାହାରି ଆ...ପେଟେ ପିଇ ନାଚିଲେ ହେଡ୍‌ସାର୍‌

ବାଲେଶ୍ୱର ଜଳେଶ୍ୱରର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋଚିରାମ ମାରାଣ୍ଡି ମଦ ପିଇ ସ୍କୁଲ ଆସିଥିଲେ । ଖାଲି ମଦ ପିଇ ସ୍କୁଲ ଆସିଥିଲେ ତାହା ନୁହେଁ ବରଂ ସମ୍ବଲପୁରୀ ଗୀତରେ ନାଚିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ । ଖାଲି...

Medical
ଡାକ୍ତର ନାହାନ୍ତି କି କର୍ମଚାରୀ ନାହାନ୍ତି କିନ୍ତୁ ମେଡ଼ିକାଲ ପାଇଲା ଆୱାର୍ଡ଼

ମେଡ଼ିକାଲ କାନ୍ଥରେ ମେଂଚା ମେଂଚା ଚିତ୍ର ହୋଇଛି । ପୁଣି ଉପରେ ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ବି ଲାଗିଛି । ଖାଲି ଏତିକି ନୁହେଁ ବରଂ ଝିଲିମିଲି ଲାଇଟ୍‌ ବି ଜଳୁଛି । ପରିସ୍କାର ଓ ପରିଛନ୍ନତା ଦେଖିବା ପରେ ଘଣ୍ଟାଏ ବସିବାକୁ ମନ ଡାକିବ । ସେଇଥି...

MarryGold Farming
ମାଲେମାଲ କରିଦେଲା ଗେଣ୍ଡୁ ଚାଷ...ରୋଜଗାର ଦେଖିଲେ ଉଡ଼ିଯିବ ହୋସ୍‌

ଟାନବାଟ୍ ଗାଁର ମହିଲାମାନେ ନିଜ ଗାଁରେ ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ଓଡିଶା ଜୀବିକା ମିଶନ ସହ ଯୋଗାଯୋଗ କଲେ । ଏହି ବିଭାଗମାନେ ତାଙ୍କ ଉତ୍ସାହକୁ ଦେଖି ଗେଣ୍ଡୁଫୁଲ ଚାଷ କରିବାକୁ ଅନୁରୋଧ କଲେ । ବିହନଠାରୁ ବିଭିନ୍ନ...

Bond of cat & dog
ନିଆରା ୟାଙ୍କର ପ୍ରେମକାହାଣୀ : ପାରିବେନି କେହି ଅଲଗା କରି

ଜଗତସିଂହପୁର ଜିଲ୍ଳା ସଦର ବ୍ଲକ୍ ଅନ୍ତର୍ଗତ କଂଟିଲୋରେ କୁକୁର ଓ ବିଲେଇଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଉଭୟେ ସାଙ୍ଗ ହୋଇ ଖେଳୁଛନ୍ତି, ସାଙ୍ଗ ହୋଇ ଶୋଉଛନ୍ତି ପୁଣି ସାଙ୍ଗ ହୋଇ ଖାଉଛନ୍ତି ।

Special campaign
ବାଟରେ ଛକିଛି ଯମ: ମଦ ପିଇବ ତ ସାଙ୍ଗରେ ନେଇଯିବ

ନିଶା ଖାଇବା ପରେ କେମିତି ଅକାରଣେ ଜୀବନ ଚାଲିଯାଉଛି ତାହାକୁ ବୁଝାଇବା ଉଦେଶ୍ୟରେ ପାରାଦ୍ୱୀପରେ ଚାଲିଛି ସଚେତନତା ଶୋଭାଯାତ୍ରା । ସେଇଥି ପାଇଁ ତ ଏତେ ସବୁ ଆୟୋଜନର ବ୍ୟବସ୍ଥା କରାଯାଇଛି । ଓଡିଶା ୟୁଥ ଫେଡେରେସନର ସ୍ଵେଚ୍ଛାସେବୀଙ୍କ ଦ୍ଵାରା ରବିବାର ଦିନ ଏମିତି କାର୍ଯ୍ୟକ୍ରମ ପାରାଦୀପରେ ଅନୁଷ୍ଠିତ ହୋଇଛି...

Viral Video
କନିଆଁକୁ ଦେଖି ନାଚିଲା ବର : ଭାଇରାଲ ହେଲା ଭିଡ଼ିଓ

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି, କନିଆଁକୁ ଖୁସି କରିବାକୁ ଯାଇ ବର ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ସିଏ ପୁଣି ଟ୍ରେଣ୍ଡିଂ ଗୀତରେ ।

Cyber Loot
ସାଇବର ଥାନା ହେବାର ଦେଢ ବର୍ଷ ମଧ୍ୟରେ ୨ କୋଟି ଠକି ନେଲେ ଲୁଟେରା

ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍‌ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍‌ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ...

Pakistan economic crisis
ପାକିସ୍ତାନକୁ ଶନିଦଶା : ଅଙ୍ଗୁର ୭ଶହ, କମଳା ୫ଶହ

ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, କଦଳୀ ଡଜନ ପିଛା ୩୦୦ ଟଙ୍କା, ସେଓ କିଲୋ ପ୍ରତି ୫୦୦ ଟଙ୍କା, କମଳା ୫୫୦ ଟଙ୍କା କିଲୋଗ୍ରାମ ରହିଥିବା ବେଳେ ଅଙ୍ଗୁର ୭୦୦ ଟଙ୍କା ଓ ତରଭୁଜ କିଲୋ ୬୫୦ ଟଙ୍କା ରହିଛି । ସେହିପରି ନଡ଼ିଆ ଦର ୩୫୦ ଉପରେ...

Mobile Phone
ମୋବାଇଲ୍ ଫୋନକୁ ପୂରିଲା ୫୦ ବର୍ଷ, ପ୍ରଥମ ମୋବାଇଲ୍‌ର ଓଜନ କେତେ ଥିଲା ଜାଣନ୍ତୁ...

ଆଜକୁ ଠିକ୍‌ ୫୦ ବର୍ଷ ତଳେ ଲଞ୍ଚ ହୋଇଥିଲା ବିଶ୍ବର ପ୍ରଥମ ମୋବାଇଲ୍ ଫୋନ୍। ଫାଦର ଅଫ୍ ସେଲଫୋନ୍ ନାଁରେ ପରିଚିତ ବା ମୋବାଇଲ୍ ଫୋନର ଉଦ୍ଭାବକ ଆମେରିକୀୟ ଇଞ୍ଜିନିୟର୍ ମାର୍ଟିନ କୁପର୍ ନ୍ୟୁୟର୍କର 6TH ଆଭେନ୍ୟୁରୁ ପ୍ରଥମ ଫୋନ୍ କଲ୍ କରିଥିଲେ ବୋଲି ଜଣାପଡ଼ିଛି । ବିଶ୍ବର...

Tata Power
ମନମାନି କରୁଛି ଟାଟାପାୱାର : ଅଫିସରଙ୍କୁ ଛାଡୁଛି, ଗରିବଙ୍କୁ ଧରୁଛି

ପୁଣି ମନମାନି କରୁଛି ଟାଟାପାୱାର । ସରକାରୀ କାର୍ଯ୍ୟାଳୟ ଉପରେ ଲକ୍ଷଲକ୍ଷ ଟଙ୍କା ବକେୟା ବିଲ୍‌ ରହିଛି...ହେଲେ ଗରିବଙ୍କର କିଛି ଟଙ୍କା ବକେୟା ଥିବାରୁ ବିଜୁଳି କାଟି ଦେଇଛି ଟାଟା । ଗାଁକୁ ବିଜୁଳି ନଗଲେ ଏସଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତାବନୀ ଦେଲେ ଗାଁ ଲୋକେ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି