• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

Kolkata Murder Case
କୋଲକାତା ଲଜ୍ଜା: ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା RG କର ମେଡିକାଲ୍ କଲେଜ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଂଜୟର ଆଜି ପଲିଗ୍ରାଫ ଟେଷ୍ଟ । ପ୍ରେସିଡେନ୍ସି ଜେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ସିବିଆଇ ।

Lakhpati Didi
ମହିଳାଙ୍କ ପାଇଁ ଆଜି ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ, ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ମିଳିବ ପ୍ରମାଣପତ୍ର

SHG ଗ୍ରୁପ୍ ମହିଳାଙ୍କ ପାଇଁ ଘୋଷଣା ହେବ ୨୫୦୦ କୋଟିର ପ୍ୟାକେଜ୍ । ମହିଳା ସଶକ୍ତୀକରଣ କ୍ଷେତ୍ରରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ ।

Odisha Congress
କିଏ ଧରିବ ଓଡ଼ିଶା କଂଗ୍ରେସର ମଙ୍ଗ ? ମୋକିମ୍, ଶ୍ରୀକାନ୍ତ ନା ଜୟଦେବ ?

ଦେଢ ମାସ ଧରି ବିନା ମୁରବିରେ ଚାଲିଛି ରାଜ୍ୟ କଂଗ୍ରେସ । ନାଁ ବାଛି ପାରୁନି ଷ୍ଟିୟରିଂ କମିଟି ।

Kolkata Murder Case
କୋଲକାତା ଲଜ୍ଜା: ୨ ସପ୍ତାହ ପରେ ବି ଥମୁନି ଆକ୍ରୋଶ, ଢୁ ଢୁ ବର୍ଷାରେ ଚାଲିଛି ଆନ୍ଦୋଳନ

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଚାଲିଛି ଅନବରତ ଆନ୍ଦୋଳନ । ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ରାଜନୀତି ।

FMMCH
ସିସିଟିଭି ଅଚଳ, ପୋଲିସ ଫାଣ୍ଡି ଫାଙ୍କା; କେତେ ସୁରକ୍ଷିତ ଫକୀରମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ?

ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ ?

Kolkata murder case
ସନ୍ଦୀପ ଘୋଷଙ୍କ ନାଁରେ CBIର ଏତଲା, ବଢ଼ିଲା ଗିରଫ ସମ୍ଭାବନା

କୋଲକାତା ଲଜ୍ଜା । ଆର୍ .ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ CBI ପକ୍ଷରୁ ଏତଲା ।

Elephant
କିଛି ଖାଉନି କୁନୀ ହାତୀ, ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଡାକ୍ତରୀ ଟିମଙ୍କ ଉଦ୍ୟମ

ଅସୁସ୍ଥ ହାତୀ ଛୁଆକୁ ବଞ୍ଚାଇବାକୁ ଚାଲିଛି ସବୁ ପ୍ରୟାସ । ଗୋଠ ଛଡ଼ା ହୋଇଥିବା କୁନି ହାତୀର ତଣ୍ଟିରେ କିଛି ଲାଗିଯାଇଥିବା ଅନୁମାନ କରୁଛନ୍ତି ଡାକ୍ତରୀ ଟିମ୍ ।

Drishti IAS
ବନ୍ଦ ହୋଇଯିବ ଦ୍ରିଷ୍ଟି IAS ! ମୁଖାର୍ଜୀ ନଗର ଛାଡ଼ିବାକୁ କୋଚିଂ ସେଣ୍ଟର ସଜବାଜ

ମୁଖାର୍ଜୀ ନଗରରେ ବନ୍ଦ ହୋଇପାରେ ଜଣାଶୁଣା ସିଭିଲ ସର୍ଭିସ କୋଚିଂ ସେଣ୍ଟର ଦ୍ରିଷ୍ଟି ଆଇଏଏସ୍ ।

Rungta Mines
ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ତାଲା

ରୁଙ୍ଗଟା ମାଇନ୍ସ କାରାଖାନା ମୁଖ୍ୟ ଗେଟରେ ପଡ଼ିଲା ତାଲା । କାରଖାନା ଦ୍ୱାରା ଜମି ହରାଇଥିବା ଲୋକେ ଓ ସେହି ଅଞ୍ଚଳର ଟ୍ରକ୍ ମାଲିକଙ୍କ ଧାରଣା ।

Gagan
Success Story: ମଜୁରୀ ଲାଗି ଦିନକୁ ରୋଜଗାର କରୁଥିଲେ ୩୫୦ ଟଙ୍କା, ଏବେ ପାଇଲେ IIT

ଦିନରେ ମଜୁରୀ ଲାଗୁଥିଲେ ରାତିରେ ପାଠ ପଢ଼ୁଥିଲେ । IITରେ ପଢ଼ିବାର ସୁଯୋଗ ସହ କମାଲ କଲେ ଛାତ୍ର ।

Shakib Al Hasan
ବାଂଲାଦେଶ କ୍ରିକେଟର ଶାକିବଙ୍କ ନାଁରେ ହତ୍ୟା ଅଭିଯୋଗ

FIRରେ ଦର୍ଶାଯାଇଛି ଯେ ଆନ୍ଦୋଳନ ସମୟରେ ଗୁଳି ବାଜିବାରୁ ରୁବେଲ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଦିନ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

BCCI
ବିଦେଶୀ କ୍ରିକେଟରଙ୍କ ପାଇଁ ଭାରତର ବାଟ ବନ୍ଦ, BCCIର କ'ଣ ସେହି ବଡ଼ ନିୟମ

ଏକମାତ୍ର କ୍ରିକେଟ ବୋର୍ଡ ଭାବେ ଘରୋଇ କ୍ରିକେଟରେ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ଅନୁମତି ଦିଏନି ବିସିସିଆଇ ।

Kolkata Case accused Sanjay Roy
କୋଲକାତା ଲଜ୍ଜା: ଅଭିଯୁକ୍ତ ସଞ୍ଜୟର ନିଶା ଥିଲା ପର୍ଣ୍ଣ ଭିଡିଓ, ପଶୁ ଭଳି ଥିଲା ଆଚରଣ

କୋଲକାତା ମେଡିକାଲ କଲେଜ ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ସଞ୍ଜୟ ବିଷୟରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ସେ ଥିଲା ପଶୁ ପ୍ରବୃତ୍ତିର ବ୍ୟକ୍ତି ଓ ପର୍ଣ୍ଣ ଭିଡିଓ ଦେଖିବାରେ ଥିଲା ଅଭ୍ୟସ୍ତ ।

Dance Bar
ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍

ସ୍କୁଲ, କଲେଜ, ମନ୍ଦିର ପାଖରେ ରହିବନି ମଦ ଦୋକାନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ।

Monkey pox
ଆପଣ ମଙ୍କିପକ୍ସ ସଂକ୍ରମିତ କି ? କେମିତି ଜାଣିବେ, କ'ଣ ଏହାର ଲକ୍ଷଣ, କେମିତି ବ୍ୟାପେ ?

କେତେ ମାରାତ୍ମକ ମଙ୍କିପକ୍ସ ? କୋଭିଡ ପରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ହେଉଛି ସଂକ୍ରମଣ । ଗ୍ଲୋବାଲ୍ ଏମର୍ଜେନ୍ସି ଘୋଷଣା କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

Kolkata Police
କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ଅଭୟାକାଣ୍ଡରେ କୋଲକାତା ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା। ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ ।

Open Drain Tragedy
ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍, କେବେ ଚେତିବ ପ୍ରଶାସନ ? 

ମୁକୁଳା ଡ୍ରେନ୍ ରେ ପଡ଼ି ଚାଲିଗଲା ୧୧ ବର୍ଷୀୟ ସାଇରାମର ଜୀବନ । ସାଇକେଲ ଚଳାଇ ଘରକୁ ଫେରୁଥିବାଳେ ରାସ୍ତା କଡ଼ରେ ଥିବା ମୁକୁଳା ଡ୍ରେନ୍ କୁ ଜାଣିନପାରି ଭାସି ଯାଇଥିଲା।

SCB Medical
SCBରେ ଦୁଇ ରୋଗୀଙ୍କୁ ଦୁଷ୍କର୍ମ ଘଟଣା, ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ

କଟକ SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ସଂପୃକ୍ତ ଡାକ୍ତରଙ୍କୁ ବହିଷ୍କାର ପାଇଁ ନିର୍ଦ୍ଦେଶ ।

Liquor Death
ମଦମୃତ୍ୟୁ ପଛରେ ବିଜେଡି ଲିଙ୍କ୍ ଅଭିଯୋଗ, ହୁଲସ୍ତୁଲ୍ ବିଧାନସଭା

ଚିକିଟି ମଦ ବିଭୀଷିକାକୁ ନେଇ ହୁଲସ୍ତୁଲ୍ ବିଧାନସଭା । ଆକ୍ସନ ମୋଡ୍ ରେ ରାଜ୍ୟ ସରକାର । ରାଜ୍ୟବ୍ୟାପି ଜୋରଦାର ହେଲା ବେଆଇନ ମଦ ବିରୋଧୀ ଅପରେସନ୍ ।

Hema Malini
ପ୍ରଶଂସକଙ୍କ ସହ ଏମିତି ବ୍ୟବହାର କଲେ ଅଭିନେତ୍ରୀ, ୟୁଜର୍ସ କହିଲେ ବଡ଼ ଲୋକ ଛୋଟ ହୃଦୟ

ଫଟୋ ଉଠାଇବା ବେଳେ ବିରକ୍ତ ହେଲେ ହେମାମାଳିନୀ । ଜଣେ ପ୍ରଶଂସକଙ୍କ ସହିତ ବ୍ୟବହାରକୁ ନେଇ ୟୁଜର୍ସଙ୍କ ସମାଲୋଚନା ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।