• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

CBI
କୋଲକାତାରେ CBIର ସ୍ପେଶାଲ ଟିମ, ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ତଦନ୍ତ

କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ ।

Odisha Universities Act
ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ତେଜିଲା ପଲିଟିକ୍ସ

ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ ।

Vigilance raid
ନବୀନ ସରକାରରେ ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର: ବିଜେପି

ବିଜେଡି ଅମଳରେ ଇଞ୍ଜିନିୟରଙ୍କ ବାଟ ଦେଇ ଚାଲିଥିଲା କି ଦୁର୍ନୀତି ? ୧୫ ଦିନରେ ଧରାପଡ଼ିଲେଣି ଚାରି ଚାରି ଜଣ କୁବେର ଯନ୍ତ୍ରୀ ।

Rajasthan man drags wife
ଭଉଣୀ ଘର ଯିବାକୁ କହିଲା ସ୍ତ୍ରୀ, ବାଇକରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ 

ମଦୁଆ ସ୍ୱାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ବାଇକ ପଛରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ ।

Naxal
ଜଙ୍ଗଲରୁ ମିଳିଲା ବିଡ଼ା ବିଡ଼ା ନୋଟ୍

ଜଙ୍ଗଲରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ୧୦ ଫୁଟ ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ ।

Bhubaneswar-Puri Expressway
ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ ରାସ୍ତା, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍‌ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ।

No Confidence Motion
ସରପଞ୍ଚଙ୍କ ପେଞ୍ଚ...ୱାର୍ଡମେମ୍ବରଙ୍କୁ ଜଙ୍ଗଲକୁ ଡାକି ଭୋଜି ଦେଲେ, ମୁଣ୍ଡିଆ ମାରିଲେ

ଘଞ୍ଚ ଜଙ୍ଗଲ ଭିତରେ କୁକୁଡା ମାଂସ ଭୋଜିଭାତ ଜମିଛି । ଜଣେ ବ୍ୟକ୍ତି ସାଷ୍ଟାଙ୍ଗ ପ୍ରଣିପାତ ହେଉଛନ୍ତି । ଜଣ ଜଣ କରି ସମସ୍ତଙ୍କ ଗୋଡ଼ ଧରି ମୁଣ୍ଡିଆ ମାରୁଛନ୍ତି ।

Pramod Bhagat
ସସ୍‌ପେଣ୍ଡ ହେବାପରେ କ'ଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନ ।

Neeraj Chopra
ନୀରଜ ଓ ମନୁଙ୍କ ବିବାହ ଚର୍ଚ୍ଚା, ମୁହଁ ଖୋଲିଲେ ସୁଟରଙ୍କ ବାପା

ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି । ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି ।

Prithviraj Harichandan
ପୁଣି ଖୋଲିବ ନବ ଦାସ ହତ୍ୟା ମାମଲାର ଫାଇଲ୍

ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲା । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର ।

Arshad Nadeem
ଅଲିମ୍ପିକ୍ସରେ ଜ୍ୱାଇଁ ଜିତିଲେ ଗୋଲ୍ଡ ମେଡାଲ, ମଇଁଷି ଗିଫ୍ଟ ଦେଲେ ଶ୍ୱଶୁର 

ପ୍ୟାରିସ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମଙ୍କୁ ମିଳିଲା ମଇଁଷି ଉପହାର ।

Vigilance raid
ଘର ନୁହେଁ ତ ମିନି ଜୁଏଲାରୀ ସପ୍, ପୂର୍ବତନ R & B ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଆଉ ଜଣେ କୁବେର ବାବୁ । ଘରୁ ମିଳିଲା ଦେଢ଼ କେଜିର ସୁନା ଅଳଙ୍କାର । ଦାମୀ ଗାଡ଼ି ଓ ଫ୍ଲାଟ୍ ସଂଖ୍ୟା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ।

J. P. Nadda
ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା

ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା, ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ଚାଲିବ ବିଧାନସଭାରେ ବିଧାୟକଙ୍କ ତାଲିମ୍ କର୍ମଶାଳା ।  

No Confidence Motion
ସଂଗଠନ ଚିନ୍ତାରେ ବିଜେଡି, ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ପୌର ସଂସ୍ଥା

ଭବାନୀପାଟଣା ପରେ ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା । ଯୁବ-ବରିଷ୍ଠଙ୍କୁ ଏକାଠି କଲାବେଳକୁ ଘାଇଲା କରୁଛି ଗୋଷ୍ଠୀ କନ୍ଦଳ ।

Sudha Murty
ସ୍ୱାମୀଙ୍କୁ ଲୋନ୍ ଆକାରରେ ଦେଇଥିଲେ ୧୦ ହଜାର, ଏବେ ୭.୩୪ ଲକ୍ଷ କୋଟିର କମ୍ପାନୀ

ବର୍ଷ ୧୯୮୧ରେ ଭାରତୀୟ IT ସେକ୍ଟରରେ ଆରମ୍ଭ ହୋଇଥିଲା ଏକ ବିପ୍ଳବ । ଏହା କୌଣସି ପୁରୁଷଙ୍କ ଦ୍ୱାରା ନଥିଲା, ବରଂ ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ବିଶ୍ୱାସ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଏହାର ମୂଳଦୁଆ ପଡ଼ିଥିଲା ।

Mamata Banerjee
ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ମମତା

ବାଂଲାଦେଶୀ ସନ୍ଦେହରେ ବେଙ୍ଗଲ ଶ୍ରମିକଙ୍କ ଉପରେ ଅତ୍ୟାଚାର ଅଭିଯୋଗ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଫୋନ୍ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Bitti Hottra Mohanty
ଜର୍ମାନ ଯୁବତୀ ଦୁଷ୍କର୍ମ ଅଭିଯୁକ୍ତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

୨୦୦୬ରେ ଚର୍ଚ୍ଚାରେ ଥିଲେ ବିତ୍ତିହୋତ୍ର ମହାନ୍ତି । ବିତ୍ତିହୋତ୍ରଙ୍କ ନାଁରେ ଜଣେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।

Sujeet Kumar
କେନ୍ଦ୍ରକୁ ସୁଜିତ କୁମାରଙ୍କ ପ୍ରଶଂସା, ବିଜେପି ଆଡକୁ ଢଳୁଛନ୍ତି କି ବିଜେଡି ସାଂସଦ ?

ମମତା ମହାନ୍ତଙ୍କ ରାସ୍ତାରେ କି ସୁଜିତ୍ କୁମାର ? ରାଜ୍ୟକୁ ମିଳିଥିବା ନୂଆ ରେଳପ୍ରକଳ୍ପ ପାଇଁ କେନ୍ଦ୍ରକୁ ସୁଜିତଙ୍କ ପ୍ରଶଂସା ।

Ratnabhandar
କେବେଠୁ ରତ୍ନଭଣ୍ଡାର ମରାମତି ? ସରକାରଙ୍କ ଗ୍ରୀନ୍ ସିଗନାଲ ଅପେକ୍ଷାରେ ASI

ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ ।

Tunnel Highway
ରାଜ୍ୟର ପ୍ରଥମ ସୁଡ଼ଙ୍ଗ ରାସ୍ତାକୁ ନେଇ ଉତ୍ସାହ, ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ୍ ଉଚ୍ଚତା

କୋରାପୁଟରେ ରାଜ୍ୟର ପ୍ରଥମ ଟନେଲ ରାସ୍ତାକୁ ନେଇ ଉତ୍ସାହ । ଆରବର୍ଷ ଟନେଲ୍ କାମ ସାରିବାକୁ ଟାର୍ଗେଟ୍ ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।