• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

Neeraj Chopra
Paris Olympics 2024 : ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ

ଅଲିମ୍ପିକ୍ସରେ ଆଜି ଏକାଧିକ ପଦକ ଆଶାରେ ଭାରତ । ଗୋଲ୍ଡେନ ବୟ ନୀରଜ ଚୋପ୍ରା ଓ ପୁରୁଷ ହକି ଟିମ ପାଖରେ ରହିଛି ପଦକ ଜିତିବାର ସୁଯୋଗ ।

Muhammad Yunus
ବାଂଲାଦେଶରେ ଅନ୍ତରୀଣ ସରକାରର ଆଜି ଶପଥଗ୍ରହଣ

ଆଜି ହେବ ଶପଥଗ୍ରହଣ ଉତ୍ସବ । ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ବ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ।

Repo Rate
ରେପୋ ରେଟ୍ ଅପରିବର୍ତ୍ତିତ, ଇଏମଆଇ ଉପରେ କଣ ପଡ଼ିବ ପ୍ରଭାବ ?

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ।

Buddhadeb Bhattacharya
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଦେହାନ୍ତ । ୨୦୦୦ରୁ ୨୦୧୧ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଥିଲେ ।

Load default
ବାହାଚିତା ଲିଭିନି, ନୂଆବୋହୂ ମଥାରୁ ଲିଭିଗଲା ସିନ୍ଦୂର

ସବୁ ସାରିଦେଲା ଉଧାର ଟଙ୍କା । ବାହାଚିତା ଲିଭିନି, ନୂଆବୋହୂ ମଥାରୁ ଲିଭିଗଲା ସିନ୍ଦୂର ।

Anganwadi centre
ଏମିତି ଚାଲିଛି ଅଙ୍ଗନୱାଡ଼ି ପାଠପଢ଼ା, ବର୍ଷେ ହେଲା ଭୁଶୁଡି ପଡ଼ିଛି ଘର

ବର୍ଷେ ହେଲା ଭୁଶୁଡି ପଡ଼ିଛି ଅଙ୍ଗନବାଡ଼ି କେନ୍ଦ୍ର । ବିପଦ ମୁଣ୍ଡାଇ ପାଠ ପଢ଼ୁଛନ୍ତି କୁନି କୁନି ପିଲା ।

Kerala Landslide
ରଖେ ହରି ତ ମାରେ କିଏ, ଭୂସ୍ଖଳନର ଭୟଙ୍କର ତାଣ୍ଡବରୁ ବର୍ତ୍ତିଯାଇଛି ନିରୀହ ଜୀବନ

ମାଟି ଅତଡ଼ା ତଳୁ ଦୁଇଟି କୁନି ମାଙ୍କଡ଼ ଉଦ୍ଧାର ହୋଇଛନ୍ତି । ପାଖରେ ମା’ ନାହିଁ, ବଞ୍ଚିବାକୁ ସାହାରା ବି ନାହିଁ, ହେଲେ ଭଗବାନ ବଞ୍ଚାଇ ଦେଇଛନ୍ତି ।

ISRO
ଅଗଷ୍ଟ ୧୫ରେ ଇତିହାସ ରଚିବ ଇସ୍ରୋ, ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍

ସ୍ୱାଧୀନତା ଦିବସରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।

Bhubaneswar Double Murder
ରାଜଧାନୀରେ ଚାଞ୍ଚଲ୍ୟ, ଗାଡ଼ି ପାର୍କିଂକୁ ନେଇ ଡବଲ ମର୍ଡର

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ଘଟିଛି ଡବଲ ମର୍ଡର । 

Chandrayan-3
ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର-୨୦୨୪ ତାଲିକାରେ ଚନ୍ଦ୍ରାୟନ-ଥ୍ରୀ ଟିମ୍

ବାଇଓଲୋଜିକାଲ ସାଇନ୍ସ ପାଇଁ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନଙ୍କୁ ମିଳିବ ବିଜ୍ଞାନ ରତ୍ନ । ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ ।

Rishabh Pant
Paris Olympics 2024: ନୀରଜ ଚୋପ୍ରାଙ୍କ ପାଇଁ କ୍ରିକେଟର ପନ୍ତଙ୍କ ବଡ଼ ଘୋଷଣା

ନୀରଜ ଚୋପ୍ରାଙ୍କ ପାଇଁ ବଡ଼ ଅଫର ଘୋଷଣା କଲେ କ୍ରିକେଟର ରିଷଭ ପନ୍ତ । ଗୋଲ୍ଡ ଜିତିଲେ ଲକି ବିଜେତାଙ୍କୁ ମିଳିବ ।

Vinesh Phogat
ତୁମେ ଚାମ୍ପିଅନ୍ସଙ୍କ ଭିତରେ ଚାମ୍ପିଅନ, ଭିନେଶ ଫୋଗଟଙ୍କୁ ମୋଦିଙ୍କ ସାନ୍ତ୍ୱନା

ଭିନେଶ ତୁମେ ଭାରତ ପାଇଁ ଗର୍ବ ଓ ସାରା ଭାରତୀୟଙ୍କ ପାଇଁ ପ୍ରେରଣା । ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବାପରେ ଭିନେଶ ଫୋଗଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାନ୍ତ୍ୱନା ।

Sheikh Hasina
ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା, ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ

କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।

Vinesh Phogat
Paris Olympics 2024: ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଅଲିମ୍ପିକ୍ସରୁ ଡିସକ୍ୱାଲିଫାଏଡ୍ ଭିନେଶ

ପ୍ୟାରିସ୍ ଅଲିମ୍ପିକ୍ସରୁ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ । ୫୦ କିଲୋଗ୍ରାମ ବର୍ଗରେ ଖେଳିପାରିବେନି ଗୋଲ୍ଡ ମେଡାଲ ମ୍ୟାଚ୍ ।

Bangladesh crisis
ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।

Potato
ଆଳୁ ସମସ୍ୟାର ସମାଧାନ କେବେ ? ଖୁଚୁରା ବଜାରରେ ପୁଣି ୫୦ ଟପିଲା ଦର

ପୁଣି ବଜାରରୁ ଉଭାନ ଆଳୁ । ତିନି ଦିନ ତଳେ କିଲେ ଆଳୁ ୩୦ରୁ ୩୫ ଟଙ୍କାରେ ମିଳୁଥିଲା । ଆଜି ହାଫ୍ ସେଞ୍ଚୁରୀ ମାରିଛି ।

BJD
ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି, ଅସନ୍ତୋଷ ଝାଡ଼ିଲେ ଯୁବ ନେତା

ବିଜେଡି ଗଢିଲା ରାଜ୍ୟସ୍ତରୀୟ ସମନ୍ୱୟ କମିଟି । ଯୁବ ବର୍ଗଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଥିବାରୁ ଦଳ ଭିତରୁ ଆସିଲା ଅସନ୍ତୋଷର ସ୍ୱର ।

Vinesh Phogat
ବଢ଼ିଲା ପଦକ ଆଶା, ଅଲିମ୍ପିକ୍ସ କୁସ୍ତି ସେମିଫାଇନାଲରେ ଭିନେଶ ଫୋଗାଟ

ପ୍ୟାରିସ୍ ଅଲିମ୍ପିକ୍ସ ମହିଳା କୁସ୍ତି ଇଭେଣ୍ଟରେ ବଢ଼ିଲା ପଦକ ଆଶା । ୫୦ କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ସ୍ଥାନ ପକା କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।

Vinod kambli
ଚାଲିପାରୁ ନାହାନ୍ତି ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଭିଡିଓ ଭାଇରାଲ୍

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

Student leader Nahid Islam
କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ଦେଶର ସଂରକ୍ଷଣ ନୀତିରେ ସଂସ୍କାର ପାଇଁ ଚିନ୍ତା କରିବା ହସିନା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଛାତ୍ର ଆନ୍ଦୋଳନ ସାଂଘାତିକ ରୂପ ନେବା ପରେ ଅଣାୟତ୍ତ ହୋଇଛି ପରିସ୍ଥିତି ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।