/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
Panchang
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ବୃଷ ଅହୋରାତ୍ର । ତିଥି- ୮ମୀ ରାତ୍ରି ୦୨.୨୦ ଗତେ ୯ମୀ । ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ଦିବା ୦୩.୫୫ ପର୍ଯ୍ୟନ୍ତ ।
ଶୁଭସମୟ-
ପ୍ରାତଃ- ୦୫.୩୩ ରୁ ୦୭.୦୭
ଦିବା- ୧୦.୩୩ ରୁ ୦୧.୦୩
ଦିବା- ୦୪.୨୯ ରୁ ୦୫.୧୩
ସନ୍ଧ୍ୟା- ୦୬.୪୯ ରୁ ୦୯.୦୭
ରାତ୍ରି- ୧୧.୪୮ ରୁ ୦୨.୨୯
ଅଶୁଭସମୟ-
ରାହୁକାଳ- ପ୍ରାତଃ ୦୭.୦୭ ରୁ ୦୮.୪୦
କାଳବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦
ବାରବେଳା-ଦିବା ୦୨.୫୫ ରୁ ୦୪.୨୯
କାଳରାତ୍ରି- ରାତ୍ରି ୧୦.୨୨ ରୁ ୧୧.୪୮
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)