• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

Potato Crisis
କଠୋର ହେଲେ ସରକାର, ଏଣିକି ଚଢ଼ା ଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ

ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟରେ ଖୋଲାଯାଇଛି ୧୯ ଶହ ଦୋକାନ । ଆଳୁ କିଲୋ ପିଛା ୩୦ଟଙ୍କାରେ ବିକ୍ରି ହେଉଛି କହିଛନ୍ତି ଯୋଗାଣ ମନ୍ତ୍ରୀ ।

Mamata Mohanta
ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । କିଛି ଦିନ ତଳେ ସେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ।

Crocodile
ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ଅଛନ୍ତି ଘଡ଼ିଆଳ

ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ ଡ୍ୟାମରେ ଅଛନ୍ତି ୮୪ ଗୋ-ମୁହାଁ କୁମ୍ଭୀର ।

Ratna Bhandar
ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ, ଘୋଷଣା ହେଲା ତାରିଖ

ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରା। ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ।

SIM Box racket
ରାଞ୍ଚିକୁ ଲମ୍ବିଛି ସିମବକ୍ସ ଚେର, କମିଶନରେଟ୍ ପୋଲିସକୁ ମିଳିଲା ତୃତୀୟ ସିମବକ୍ସ

କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରୁ ମିଳିଲା ସିମବକ୍ସ । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୋଲିସ୍ ।

Protests at Badlapur railway station
ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣା ପରେ ତାତିଲେ ଲୋକେ । ମହାରାଷ୍ଟ୍ରର ବଦଲାପୁର ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ ।

World Record
ଟି-ଟ୍ୱେଣ୍ଟି କ୍ରିକେଟରେ ବିଶ୍ୱରେକର୍ଡ, ଗୋଟିଏ ଓଭରରେ ୩୯ ରନ୍

ଭାଙ୍ଗିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବିରଳ ରେକର୍ଡ । ଯୁବରାଜଙ୍କ ଗୋଟିଏ ଓଭରରେ ୬ଟି ଛକା ସହାୟତାରେ ୩୬ ରନର ରେକର୍ଡକୁ ଭାଙ୍ଗିଛନ୍ତି ଡେରିୟସ ଭିସେର୍ ।

FIR
କଠୋର ହେଲେ ସରକାର,ଏଣିକି ହେଲଥକେୟାର କର୍ମଚାରୀ ହିଂସାର ଶିକାର ହେଲେ...

ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।

Neeraj Chopra
ନଦୀମଙ୍କ ଖୁଲାସା...ଜାଭେଲିନ୍ ଫାଇନାଲରେ ନୀରଜଙ୍କୁ କିପରି ହରାଇଲେ...

୯୨.୯୭ ମିଟର ସ୍ମରଣୀୟ ଥ୍ରୋ ସହ ନୂଆ ଅଲିମ୍ପିକ୍ ରେକର୍ଡ କରିଥିଲେ ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ । 

Amit rohidas
ଭୁବନେଶ୍ୱରରେ ହକି ତାରକା ଅମିତ ରୋହିଦାସ, ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ।

Earthquake
ଭୂମିକମ୍ପରେ ଥରିଲା ତାଇୱାନ, ୨୪ ଘଣ୍ଟାରେ ଦ୍ୱିତୀୟ ଥର ଭୂକମ୍ପ ଝଟକା

ଭୂମିକମ୍ପରେ ଥରିଲା ତାଇୱାନ । କ୍ୟାମେରାରେ କଏଦ ହେଲା  ଛାତିଥରା ଦୃଶ୍ୟ ।

ISRO
ଇସ୍ରୋର ଆଉ ଏକ ମାଇଲଖୁଣ୍ଟ, ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ

ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ । ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ କକ୍ଷ ପଥରେ ଅବସ୍ଥାପିତ କରିଛି ଇସ୍ରୋ ।

Ratna Bhandar
ରତ୍ନଭଣ୍ଡାରରେ ଅଛି କି ସୁଡ଼ଙ୍ଗ ? ଖୁବଶୀଘ୍ର ହେବ ଯାଞ୍ଚ

ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ଯାଞ୍ଚ ହେବ ।

ISRO
ଇତିହାସ ରଚିବ ଇସ୍ରୋ, ଆଜି ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ ଉତକ୍ଷେପଣ

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ।

Paradip Port
ଜାହାଜକୁ ଗିରଫ ନିର୍ଦ୍ଦେଶ, ବାଂଲାଦେଶରୁ ପାରାଦୀପ ଆସିଛି ଏମଭି ୱାଡି ଆଲବୋସ୍ତାନ

ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ । ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି କୁଆଡେ ଯାଇ ପାରିବ ନାହିଁ ।

Odisha Weather
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୨୦ଯାଏଁ ପ୍ରବଳ ବର୍ଷା

ବଢ଼ିବ ରାଜ୍ୟରେ ବର୍ଷାର ପରିମାଣ । ଘନିଭୂତ ହେଉଛି ଆଉ ଏକ ଲଘୁଚାପ । ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।

SUCI calls 12 hours Bengal Bandh
ତେଜୁଛି ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରତିବାଦ, ଆଜି ୧୨ ଘଣ୍ଟିଆ ବେଙ୍ଗଲ ବନ୍ଦ

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ ।

IAS Ananya Das
ପ୍ରଥମ ପ୍ରୟାସରେ IAS ବନିଥିଲେ ଏହି IIT ଗ୍ରାଜୁଏଟ୍, ବଡ଼ ଚାକିରି ଛାଡ଼ି ବାଛିଥିଲେ ସିଭିଲ ସର୍ଭିସ୍

୨୦୧୫ ବ୍ୟାଚର ଗୁଜରାଟ କ୍ୟାଡରର IAS ଅଫିସର ଅନନ୍ୟା ଦାସ । ପ୍ରଥମ ପ୍ରୟାସରେ ହାସଲ କରିଥିଲେ AIR ୧୬ ରାଙ୍କ୍ ।

Indian Bankରେ ପୂରଣ ହେବ ଅଫିସର ପଦବୀ
Indian Bank Recruitment 2024: ବ୍ୟାଙ୍କରେ ଚାକିରି ସୁଯୋଗ, ଇଣ୍ଡିଆନ ବ୍ୟାଙ୍କରେ ପୂରଣ ହେବ ୩୦୦ ଅଫିସର ପଦବୀ

ଆପଣ ଯଦି Bankରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ସୁଯୋଗ ହାତମୁଠାରେ । Indian Bank ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି । ଏହି ନିଯୁକ୍ତି ମାଧ୍ୟମରେ ୩୦୦ ଲୋକାଲ ବ୍ୟାଙ୍କ ଅଫିସର ପଦବୀ ପୂରଣ ହେବ ।

Kangana Ranaut
'ଏମର୍ଜେନ୍ସି' ରିଲିଜ ପରେ ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ଏମିତି କହିଲେ କଙ୍ଗନା...

ସେପ୍ଟେମ୍ବର ୬ରେ ରିଲିଜ ହେବ ଚର୍ଚ୍ଚିତ ଫିଲ୍ମ ଏମର୍ଜେନ୍ସି । ଅଭିନୟ ଛାଡ଼ିବା ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କଙ୍ଗନା ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।