• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

PM Narendra Modi
ପୋଲାଣ୍ଡ ଓ ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

୪ ଦଶନ୍ଧି ମଧ୍ୟରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ପୋଲାଣ୍ଡ ଯାଉଛନ୍ତି ମୋଦି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡୋମିର ଜେଲେନସ୍କି ବି କରିଛନ୍ତି ନିମନ୍ତ୍ରଣ ।

Elephant Ramu
କେମିତି ହେଲା ହାତୀ ରାମୁର ମୃତ୍ୟୁ ?

ଚନ୍ଦକାରେ ଆଉ ଶୁଣିବାକୁ ମିଳିବନି ବୟସ୍କ ଗଜ ରାମୁର ଗର୍ଜନ କି ଦେଖିବାକୁ ମିଳବନି ତା’ ହରକତ । ଜୀବନର ୪୦ ବର୍ଷ ଚନ୍ଦକା ଜଙ୍ଗଲରେ ରାଜା ଭଳି ଜିଇଁବା ପରେ ଆଖି ବୁଜିଛି ହାତୀ ରାମୁ ।

Rajya Sabha election
ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ମମତା ମହାନ୍ତ ।

Sourav Ganguly
କୋଲକାତା ପୀଡିତାଙ୍କୁ ନ୍ୟାୟ ଦାବି, ଆନ୍ଦୋଳନରେ ସାମିଲ ହେବେ ଗାଙ୍ଗୁଲି

କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କୁ ନ୍ୟାୟ ଦାବି । ଆନ୍ଦୋଳନରେ ସାମିଲ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।

Hockey Team India
ଭୁବନେଶ୍ୱରରେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ୍

ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ।

Safety reality check
ଓଡ଼ିଶାରେ ମେଡିକାଲ କଲେଜ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥା କେମିତି ?

ମହିଳା ଡାକ୍ତରଙ୍କ ସୁରକ୍ଷାକୁ ନେଇ ବଢୁଛି ଉଦବେଗ । ବ୍ରହ୍ମପୁରର ଏମକେସିଜି, ବୁର୍ଲାର ଭିମସାର୍ ଓ ବାରିପଦାର ପିଆରଏମରେ ବିଳମ୍ବିତ ରାତିରେ ସୁରକ୍ଷା ସ୍ଥିତି ପରଖିଲା ଓଟିଭି ।

Sim Box Racket
ରାଞ୍ଚିରେ ବି ସିମବକ୍ସ ସେଟଅପ୍, ଆତଙ୍କୀ ଲିଙ୍କ ତଦନ୍ତ କରିବ NIA

ରାଞ୍ଚିରେ ବି ବସିଥିଲା ସିମବକ୍ସ ସେଟ୍ଅପ୍ । ଭଡ଼ାଘରୁ ୫ଟି ସିମବକ୍ସ ଠାବ କଲା ଓଡ଼ିଶା ପୋଲିସ ।

UPSC Lateral Entry
UPSC ଲେଟେରାଲ ଏଣ୍ଟ୍ରି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ୟୁଟର୍ଣ୍ଣ

ଯୁଗ୍ମ ସଚିବ ଓ ବିଭିନ୍ନ ବିଭାଗ ଏବଂ ମନ୍ତ୍ରଳାୟର ନିର୍ଦ୍ଦେଶକ ଭାବେ ନିଯୁକ୍ତି ନେଇ UPSC ପକ୍ଷରୁ ବାହାରିଥିଲା ବିଜ୍ଞପ୍ତି ।

Biker Attacks Car
ଭିତରେ ଛୁଆ ଅଛି ଆମକୁ ଛାଡ଼ିଦିଅ..ଦମ୍ପତ୍ତିଙ୍କ ଗୁହାରି ଶୁଣିଲେନି ବାଇକ୍ ଚାଳକ

କାର୍ ଭିତରେ ଥିବା ଦମ୍ପତ୍ତି ଗୁହାରି କରୁଛନ୍ତି କିନ୍ତୁ ଜଣେ ଉତ୍ତ୍ୟକ୍ତ ବ୍ୟକ୍ତି ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଆକ୍ରମଣ କରିବାରେ ଲାଗିଛନ୍ତି ।

Potato Crisis
କଠୋର ହେଲେ ସରକାର, ଏଣିକି ଚଢ଼ା ଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ

ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟରେ ଖୋଲାଯାଇଛି ୧୯ ଶହ ଦୋକାନ । ଆଳୁ କିଲୋ ପିଛା ୩୦ଟଙ୍କାରେ ବିକ୍ରି ହେଉଛି କହିଛନ୍ତି ଯୋଗାଣ ମନ୍ତ୍ରୀ ।

Mamata Mohanta
ମମତା ମହାନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ

ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେପି । କିଛି ଦିନ ତଳେ ସେ ରାଜ୍ୟସଭା ସାଂସଦ ପଦ ସହ ବିଜେଡିରୁ ଇସ୍ତଫା ଦେଇଥିଲେ ।

Crocodile
ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ମହାନଦୀରେ ଅଛନ୍ତି ଘଡ଼ିଆଳ

ଭିତର କନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬, ଘୋଡ଼ାହାଡ଼ ଡ୍ୟାମରେ ଅଛନ୍ତି ୮୪ ଗୋ-ମୁହାଁ କୁମ୍ଭୀର ।

Ratna Bhandar
ରତ୍ନଭଣ୍ଡାରରୁ କଢ଼ାଯିବ ସିନ୍ଦୁକ, ଘୋଷଣା ହେଲା ତାରିଖ

ଆସନ୍ତା ୨୩ ତାରିଖରେ ସ୍ଥାନାନ୍ତର ହେବ ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ସିନ୍ଦୁକ ଓ ଆଲମିରା। ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ।

SIM Box racket
ରାଞ୍ଚିକୁ ଲମ୍ବିଛି ସିମବକ୍ସ ଚେର, କମିଶନରେଟ୍ ପୋଲିସକୁ ମିଳିଲା ତୃତୀୟ ସିମବକ୍ସ

କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରୁ ମିଳିଲା ସିମବକ୍ସ । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୋଲିସ୍ ।

Protests at Badlapur railway station
ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣା ପରେ ତାତିଲେ ଲୋକେ । ମହାରାଷ୍ଟ୍ରର ବଦଲାପୁର ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ ।

World Record
ଟି-ଟ୍ୱେଣ୍ଟି କ୍ରିକେଟରେ ବିଶ୍ୱରେକର୍ଡ, ଗୋଟିଏ ଓଭରରେ ୩୯ ରନ୍

ଭାଙ୍ଗିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବିରଳ ରେକର୍ଡ । ଯୁବରାଜଙ୍କ ଗୋଟିଏ ଓଭରରେ ୬ଟି ଛକା ସହାୟତାରେ ୩୬ ରନର ରେକର୍ଡକୁ ଭାଙ୍ଗିଛନ୍ତି ଡେରିୟସ ଭିସେର୍ ।

FIR
କଠୋର ହେଲେ ସରକାର,ଏଣିକି ହେଲଥକେୟାର କର୍ମଚାରୀ ହିଂସାର ଶିକାର ହେଲେ...

ଏମ୍ସ ସମେତ ଦେଶର ସମସ୍ତ ମେଡିକାଲ କଲେଜର ପ୍ରିନ୍ସିପାଲ, କେନ୍ଦ୍ର ସରକାରଙ୍କ ହସ୍ପିଟାଲ ଗୁଡ଼ିକର ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ସ୍ୱାସ୍ଥ୍ୟ ସେବାର ଡିରେକ୍ଟର ଜେନେରାଲଙ୍କ ନିର୍ଦ୍ଦେଶ ।

Neeraj Chopra
ନଦୀମଙ୍କ ଖୁଲାସା...ଜାଭେଲିନ୍ ଫାଇନାଲରେ ନୀରଜଙ୍କୁ କିପରି ହରାଇଲେ...

୯୨.୯୭ ମିଟର ସ୍ମରଣୀୟ ଥ୍ରୋ ସହ ନୂଆ ଅଲିମ୍ପିକ୍ ରେକର୍ଡ କରିଥିଲେ ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ । 

Amit rohidas
ଭୁବନେଶ୍ୱରରେ ହକି ତାରକା ଅମିତ ରୋହିଦାସ, ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ।

Earthquake
ଭୂମିକମ୍ପରେ ଥରିଲା ତାଇୱାନ, ୨୪ ଘଣ୍ଟାରେ ଦ୍ୱିତୀୟ ଥର ଭୂକମ୍ପ ଝଟକା

ଭୂମିକମ୍ପରେ ଥରିଲା ତାଇୱାନ । କ୍ୟାମେରାରେ କଏଦ ହେଲା  ଛାତିଥରା ଦୃଶ୍ୟ ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।