• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

CM Race
ତେଲେଙ୍ଗାନାରେ ରେବାନ୍ତ; ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କିଏ ଧରିବ ମଙ୍ଗ ?

୭ ତାରିଖରେ ତେଲେଙ୍ଗାନାକୁ ମିଳିବ ନୂଆ ସିଏମ୍। ଶକ୍ତିଶାଳୀ ବିଆରଏସକୁ ମାତ୍ ଦେଇ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା କଂଗ୍ରେସର ପୋଷ୍ଟର୍ ବୟ୍ ଅନୁମୁଲା ରେବନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ଏକରକମ ନିଶ୍ଚିତ।

Today Panchang
Today Panchang 26th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

Ayodhya Deepotsav
ଝଲସୁଛି ରାମନଗରୀ; ଏକାଠି ଜଳିବ ୨୪ ଲକ୍ଷ ଦୀପ

ଆକର୍ଷଣୀୟ ଆଲୋକମାଳାରେ ଝଲସୁଛି ଉତ୍ତରପ୍ରଦେଶର ଅଯୋଧ୍ୟା। କେଉଁଠି ଏଲଇଡି ତୋରଣ, ଲାଇଟ୍ ସୋ', ତ ଆଉ କେଉଁଠି ବିରାଟ ବିରାଟ ସ୍କ୍ରିନରେ ରାମାୟଣ ପ୍ରଦର୍ଶନ। ଆସନ୍ତାକାଲି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ ।

Jagannath Temple
ଶ୍ରୀମନ୍ଦିର ଦର୍ଶନ ଅବ୍ୟବସ୍ଥା; କାର୍ତ୍ତିକରେ ହନ୍ତସନ୍ତ ହେଉଛନ୍ତି ଶ୍ରଦ୍ଧାଳୁ

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି । ପଞ୍ଚୁକ ପୂର୍ବରୁ ପଦାରେ ପଡ଼ିଲା ଦର୍ଶନ ବ୍ୟବସ୍ଥାରେ ଅବ୍ୟବସ୍ଥା । ସାତପାହାଚ ନିକଟରେ ଠେଲାପେଲା, ୧୦ରୁ ଅଧିକ ଆହତ ।

ATM Van
ଫିଲ୍ମ ଷ୍ଟାଇଲରେ ATM ଭ୍ୟାନ୍ ଅଟକାଇଲେ, ଟଙ୍କା ଭର୍ତ୍ତି ଟ୍ରଙ୍କ୍ ଉଠାଇନେଲେ

ମୁଖାପିନ୍ଧି ଆସିଲେ, ଟଙ୍କା ଟ୍ରଙ୍କ ଧରି ଚମ୍ପଟ ମାରିଲେ । ATM ଭ୍ୟାନ୍ କୁ ରାସ୍ତାରେ ଅଟକାଇ ନଗଦ ୧ କୋଟି ୭୩ ଲକ୍ଷ ଟଙ୍କା ଥିବା ଟ୍ରଙ୍କକୁ ଧରି ଦୁର୍ବୃତ୍ତ ସୀମାପାର୍ ଅଭିଯୋଗ ।

Pakistan Cricketers
'ବିଶ୍ୱକପ୍‌ରେ ଭଲ ନ ଖେଳିବା ପଛରେ IPL'

"ପାକିସ୍ତାନ ବିଶ୍ୱକପ ଟିମରେ ଥିବା ଖେଳାଳି ଭାରତରେ ପ୍ରଥମ ଥର ଖେଳୁଛନ୍ତି । ସେଥିପାଇଁ ଏଠାକାର ପରିବେଶ ସହ ଖାପ ଖୁଆଇବା ପାଇଁ ଟିକେ ସମୟ ଲାଗୁଛି ।"

Onion Price Hike
ସଙ୍କଟରେ ପିଆଜ ଚାଷୀ: ବିକିଲେ ୫ରେ, କିଣିବେ ୭୦ଟଙ୍କାରେ

କିଛି ମାସ ତଳେ ଓଡ଼ିଶା ଚାଷୀ କେଜି ପିଛା ପିଆଜ ମାତ୍ର ୪/୫ ଟଙ୍କାରେ ବିକି ଦେଇଥିଲେ, ଏବେ ନିଜେ ଖାଇବା ପାଇଁ ୬୦-୭୦ ଟଙ୍କାରେ କିଣୁଛନ୍ତି ।

Group Clash
ଗିରଫ ଭୟରେ ପୁରୁଷଶୂନ୍ୟ ପଦ୍ମକେଶରପୁର

ଗୋଷ୍ଠୀ ସଂଘର୍ଷ ମାମଲାରେ ଘରେ ଘରେ ପଶି ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ପରେ ଏବେ ପୁରା ଗାଁ ଏବେ ଶୂନଶାନ୍ ।

Ayodhya ram mandir and Srimandir Parikrama project
ରାଜନୀତିରେ ରାମ-ଜଗନ୍ନାଥ ! ଅଧପନ୍ତରିଆ କାମରେ ହୋଇଯିବ କି ଲୋକାର୍ପଣ ?

ଗଜପତି ମହାରାଜାଙ୍କ ପ୍ରସ୍ତାବରେ ରାଜ୍ୟ ସରକାରଙ୍କ ମୋହର ବାଜେ, ତାହେଲେ ଜାନୁଆରୀ ୧୭ରେ ହିଁ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ତେବେ ପ୍ରଶ୍ନ କାମ ତ ସମ୍ପୂର୍ଣ୍ଣ ହୋଇନି, ହେଲେ ଲୋକାର୍ପଣ ପାଇଁ ରାଜ୍ୟ ସରକାର ଏତେ ତର ତର କାହିଁକି ?

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।