• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

Sangram Keshori Behera

Editor

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବ ...more

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।

less

Posts by Sangram Keshori Behera

Panchanga
Panchang Today 15th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଗୁରୁବାର ଚନ୍ଦ୍ର- ବିଛା ଦିବା ୧୨.୫୧ ଗତେ ଧନୁ ତିଥି- ୧୦ମୀ ଦିବା ୧୦.୨୭ ଗତେ ୧୧ଶୀ ଘାତଚନ୍ଦ୍ର- ଦିବା ୧୨.୫୧ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର...

Independence day
ସଜେଇ ହୋଇଛି ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗ, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଆୟୋଜନ । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Independence Day
ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

ଲଗାତାର ୧୧ ଥର ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Jersey retired
ଅବସର ନେଲା ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬

ଅବସର ନେଲା ଜର୍ସି ନମ୍ବର ୧୬ । ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ ।

Encounter
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହମଲା, ସେନା ଅଧିକାରୀ ସହିଦ

ଜମ୍ମୁ କାଶ୍ମୀରରେ ସର୍ଚ୍ଚ ଅପରେସନ ବେଳେ ବଡ଼ ଅଘଟଣ । ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର ଜଣେ କ୍ୟାପଟେନ ସହିଦ୍ ହୋଇଥିବା ସୂଚନା ମିଳିଛି।

Garlic spice or vegetable?
ରସୁଣ ମସଲା ନା ପରିବା ? ବିବାଦ ବଢ଼ିବା ପରେ କୋର୍ଟ ଶୁଣାଇଲେ ରାୟ

କୋର୍ଟ ଶୁଣାଇଲେ ରସୁଣ ରାୟ । ମସଲା ନା ପରିବା ନେଇ ହେଉଥିଲା ବିବାଦ ।

Taxi driver
ଟ୍ୟାକ୍ସି ଚାଳକଙ୍କ ଦେଶ ଭକ୍ତିରେ ସାରାଦେଶ ଗର୍ବିତ

ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବାରୁ ଗାଡ଼ିରୁ ଓହ୍ଲାଇଦେଲେ ଡ୍ରାଇଭର । ଅଧରାତିରେ ପ୍ରେମୀଯୁଗଳ ହଟହଟ୍ଟା ।

Organ donation
ସାନ ସିନା ଦାନ ତା’ ମହାନ, ୩ ଜଣଙ୍କ ଜୀବନ ବଞ୍ଚାଇଲା ୧୯ ମାସର ଶିଶୁ

ଅଙ୍ଗଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଲା ୧୯ ମାସର ଶିଶୁ । ମହତ କାମ ପାଇଁ ଆଜି ବାପା ମା'ଙ୍କୁ ସାଲ୍ୟୁଟ୍ କରୁଛି ସମାଜ ।

Rajya Sabha Election
ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଆଜି ପ୍ରକାଶ ପାଇବ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତଫା ଦେବାପରେ ଖାଲି ପଡ଼ିଛି ଆସନ।

Elephant attack
ଶୋଇଥିବାବେଳେ ହାତୀ ଭାଙ୍ଗିଦେଲା ଘର; ମାଆ, ପୁଅ ମୃତ

ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା ହାତୀ । କାନ୍ଥ ତଳେ ଚାପି ହେଇ ଗର୍ଭବତୀ ମାଆ ଓ ପୁଅର ମୃତ୍ୟୁ ।

India Population
୨୦୩୬ ସୁଦ୍ଧା ଭାରତରେ ପ୍ରତି ହଜାରେ ପୁରୁଷରେ ୯୫୨ ମହିଳା

୨୦୩୬ ସୁଦ୍ଧା ଭାରତ ଜନସଂଖ୍ୟା ୧୫୨ କୋଟିକୁ ଟପିପାରେ । କମିବେ ଶିଶୁ, ବଢ଼ିବେ ବୃଦ୍ଧ । କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟର ରିପୋର୍ଟ ।

CBI
କୋଲକାତାରେ CBIର ସ୍ପେଶାଲ ଟିମ, ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ତଦନ୍ତ

କୋଲକାତାରେ ପହଞ୍ଚିଲା CBIର ସ୍ପେଶାଲ ଟିମ । ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ ।

Odisha Universities Act
ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପରେ ତେଜିଲା ପଲିଟିକ୍ସ

ବଦଳିବ ୟୁନିଭର୍ସିଟି ଆଇନ୍- ୨୦୨୦ । ରାଜନୈତିକ ଉଦ୍ଦେଶ୍ୟରେ ନବୀନ ସରକାର ନିୟମ ବଦଳାଇଥିବା ଅଭିଯୋଗ ।

Vigilance raid
ନବୀନ ସରକାରରେ ଅଫିସରଙ୍କ ଘରେ ଥିଲା ମିନି ରତ୍ନଭଣ୍ଡାର: ବିଜେପି

ବିଜେଡି ଅମଳରେ ଇଞ୍ଜିନିୟରଙ୍କ ବାଟ ଦେଇ ଚାଲିଥିଲା କି ଦୁର୍ନୀତି ? ୧୫ ଦିନରେ ଧରାପଡ଼ିଲେଣି ଚାରି ଚାରି ଜଣ କୁବେର ଯନ୍ତ୍ରୀ ।

Rajasthan man drags wife
ଭଉଣୀ ଘର ଯିବାକୁ କହିଲା ସ୍ତ୍ରୀ, ବାଇକରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ 

ମଦୁଆ ସ୍ୱାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ବାଇକ ପଛରେ ବାନ୍ଧି ଗାଁ ସାରା ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ ।

Naxal
ଜଙ୍ଗଲରୁ ମିଳିଲା ବିଡ଼ା ବିଡ଼ା ନୋଟ୍

ଜଙ୍ଗଲରୁ ମିଳିଲା ବିଡ଼ା ବିଡ଼ା ନୋଟ୍ । ୧୦ ଫୁଟ ଗାତ ଖୋଳି ଟଙ୍କା ଲୁଚାଇ ରଖିଥିଲେ ନକ୍ସଲ ।

Bhubaneswar-Puri Expressway
ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ ରାସ୍ତା, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍‌ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା ।

No Confidence Motion
ସରପଞ୍ଚଙ୍କ ପେଞ୍ଚ...ୱାର୍ଡମେମ୍ବରଙ୍କୁ ଜଙ୍ଗଲକୁ ଡାକି ଭୋଜି ଦେଲେ, ମୁଣ୍ଡିଆ ମାରିଲେ

ଘଞ୍ଚ ଜଙ୍ଗଲ ଭିତରେ କୁକୁଡା ମାଂସ ଭୋଜିଭାତ ଜମିଛି । ଜଣେ ବ୍ୟକ୍ତି ସାଷ୍ଟାଙ୍ଗ ପ୍ରଣିପାତ ହେଉଛନ୍ତି । ଜଣ ଜଣ କରି ସମସ୍ତଙ୍କ ଗୋଡ଼ ଧରି ମୁଣ୍ଡିଆ ମାରୁଛନ୍ତି ।

Pramod Bhagat
ସସ୍‌ପେଣ୍ଡ ହେବାପରେ କ'ଣ କହିଲେ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍‌ମିଣ୍ଟନ ଫେଡେରେସନ ।

Neeraj Chopra
ନୀରଜ ଓ ମନୁଙ୍କ ବିବାହ ଚର୍ଚ୍ଚା, ମୁହଁ ଖୋଲିଲେ ସୁଟରଙ୍କ ବାପା

ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି । ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି ।

ସଂଗ୍ରାମ କେଶୋରୀ ବେହେରା- ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ଓଡ଼ିଆ ସାମ୍ବାଦିକତା । ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମି ସିଟି ‘ଇଟିଭି ଭାରତ’ ମୁଖ୍ୟ କାର୍ଯ୍ୟାଳୟରେ କଣ୍ଟେଣ୍ଟ୍ ଏଡିଟର ଓ ନ୍ୟୁଜ ଆଙ୍କର, ସିଫ୍ଟ ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । କ୍ରୀଡା, ରାଜନୀତି, ସ୍ପେଶାଲ ଷ୍ଟୋରୀ, ଭଏସ୍ ଓଭର୍ ଏବଂ ଉପସ୍ଥାପନାରେ ସ୍ୱତନ୍ତ୍ର ରୁଚି । ୨୦୨୩ରୁ ବର୍ତ୍ତମାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭିରେ କଣ୍ଟେଣ୍ଟ୍ ଏଡିଟର ଭାବେ କାର୍ଯ୍ୟରତ ।