• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

JDU
ଶିବସେନା ଓ ଏନସିପି ପରେ ଆସୁଛି କି ଜେଡିୟୁ ପାଳି? ଟେନସନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର !

ଉଦ୍ଧବ ଓ ଶରଦଙ୍କ ପରିଣତି ଭୋଗିବେ କି ନୀତୀଶ? ମହାରାଷ୍ଟ୍ରରେ ଗତବର୍ଷ ଶିବସେନା ଏବଂ ଏବର୍ଷ ଏନ୍‌ସିପି ଦୁଇଫାଳ ହୋଇଯିବା ପରେ ବିହାରରେ ବି ଆଗକୁ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Shivraj Singh Chouhan
ପୀଡ଼ିତଙ୍କ ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ...ଭଲମନ୍ଦ ପଚାରିଲେ, ଉପହାରରେ ଦେଲେ ଗଣେଶ ମୂର୍ତ୍ତି

ତିଲକ ଲଗାଇ ପୂଜାର୍ଚ୍ଚନା ପରେ ସାଲ୍ ଦେଇ ସମ୍ବର୍ଦ୍ଧିତ କଲେ, ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିଥିବା ଭିଡିଓ ଭାଇରାଲ ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

Kedarnath temple
କେଦାରନାଥ ଧାମରେ ମୋବାଇଲ୍ ବ୍ୟାନ୍, ପ୍ରସ୍ତୁତି ଆରମ୍ଭ କଲା ମନ୍ଦିର କମିଟି

ବାବାଙ୍କ ଧାମରୁ ବାରମ୍ବାର ବିଭିନ୍ନ ପ୍ରକାର ରିଲ୍ସ ଓ ଭିଡିଓ ଭାଇରାଲ ହେବାରୁ ଏଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Adoption
ବାପାମା ଛେଉଣ୍ଡ ଶିଶୁକୁ ମିଳିବ ମା’ର ସ୍ନେହ, ସମ୍ବଲପୁରରୁ ଫିନଲ୍ୟାଣ୍ଡ ଯିବ 'ଖୁସି'

'ଖୁସି'ର ଖୁସି କହିଲେ ନସରେ.. ଫିନଲ୍ୟାଣ୍ଡର ଲୌରା ଏଲେନା ଖୁସିକୁ ପୋଷ୍ୟ କନ୍ୟା କରିଛନ୍ତି

heavy rains
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ।

bicycle thieves in Surat
ମାତିଛନ୍ତି ହାଇଟେକ୍ ସାଇକେଲ ଲୁଟେରା : ସ୍କୁଲ, ଟ୍ୟୁସନ ପିଲାଙ୍କ ସାଇକଲ୍ ଧରି ମାରୁଛନ୍ତି ଛୁ

ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...

Justice Subhasis Talapatra
ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ତାଳପତ୍ର

gas leak
ଗ୍ୟାସ୍‌ ଲିକ୍‌ ଯୋଗୁଁ ବଡ଼ ଦୁର୍ଘଟଣା : ଛଟପଟ୍‌ ହୋଇ ଚାଲିଗଲା ୧୬ ଜୀବନ

ବେଆଇନ୍ ଖନନ ପାଇଁ ବ୍ୟବହାର ବେଳ ଗ୍ୟାସ୍‌ ଲିକ୍ ସନ୍ଦେହ । ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି ।

bus accident
ଭୟଙ୍କର ସଡ଼କ ଦୁର୍ଘଟଣା : ଘାଟିରୁ ୪୦ ଫୁଟ ତଳକୁ ଖସିଲା ବସ୍‌, ୨୭ ମୃତ

ମେକ୍ସିକୋରେ ଘାଟିରୁ ବସ୍‌ ଓଲଟି ୨୭ ମୃତ, ୧୭ ଗୁରୁତର

Pawar vs Pawar
ଦାଦାଙ୍କୁ ପୁତୁରାଙ୍କ କଟାକ୍ଷ: ଆପଣଙ୍କୁ ୮୩, କେତେ ଦିନ ଆଉ ରାଜନୀତି କରିବେ...

‘ ଆପଣଙ୍କୁ ୮୩ ବର୍ଷ ହୋଇଗଲା...ଏବେ ତ ରହିଯାଆନ୍ତୁ...ନୂଆ ଲୋକଙ୍କୁ ସୁଯୋଗ ଦେବା ଦରକାର । ଏପରି କହିବା ସହ ଦାଦାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କଲେ ପୁତୁରା ଅଜିତ୍ ପାୱାର ।

France riots
ନାହେଲ୍ ଏମ୍ କିଏ ? ଯାହାର ମୃତ୍ୟୁକୁ ନେଇ ଫ୍ରାନ୍ସରେ ଥମୁନି ହିଂସାକାଣ୍ଡ

କିଭଳି ସ୍ଥିତିରେ ହେଲା ନାହେଲଙ୍କ ମୃତ୍ୟୁ? ପୋଲିସର କହିବା ଅନୁଯାୟୀ ..୨୦୨୧ ପରେ ନାହେଲଙ୍କୁ ୫ ଥର ପୋଲିସ ଯାଞ୍ଚର ସାମ୍ନା କରିବାକୁ ପଡିଛି।

poison
ମୁଁ ମରିଗଲେ, ତୁମେ ବି ଜୀବନ ଦେଇଦେବ କି ? ମଜାରେ ମଜାରେ ଏମିତି କହି ବିଷ ପିଇଦେଲେ ଦମ୍ପତି...

ପାଗଳାମୀର ବି ସୀମା ଥାଏ.. ମଜା ମଜାରେ ମୃତ୍ୟୁକୁ ଡାକି ଆଣିବା କେତେ ଦୂର ଯୁକ୍ତିଯୁକ୍ତ ..

Ratna Bhandar
ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ମାମଲା, ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ନୋଟିସ

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକଙ୍କୁ ନୋଟିସ, ଏଏସ୍ ଆଇ ଡିଜି ଓ ଏଏସ୍ ଆଇ ଅଧୀକ୍ଷକଙ୍କୁ ନୋଟିସ

plaster collapse
ଛାତରୁ ଖସୁଛି ପ୍ଲାଷ୍ଟର୍‌, ହେଲମେଟ ପିନ୍ଧି ଚିକିତ୍ସା କରୁଛନ୍ତି ଡାକ୍ତର

ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲମେଟ୍‌..

Nitin Gadkari
୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ, ଫର୍ମୁଲା କହିଲେ ଗଡ଼କରୀ

ସତରେ କ’ଣ ଏତେ କମ୍‌ରେ ବିକ୍ରି ହେବ ପେଟ୍ରୋଲ ?

Sharad pawar vs Ajit pawar
ମହାରାଷ୍ଟ୍ରରେ କାହା କବଜାରେ ଏନସିପି ? ଦଳ ଦୁଇ ଫାଳ ହେବାପରେ ଦୁଇ ପକ୍ଷ ମଧ୍ୟରେ ଟଣାଓଟରା

ମହାରାଷ୍ଟ୍ରରେ ଏନସିପି ରାଜନୀତିରେ ରୋଚକ ମୋଡ। ଦଳ ଦୁଇ ଫାଳ ହେବାପରେ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ଲାଗିରହିଛି । ଉଭୟ ଗୋଷ୍ଠୀ ହିଁ ସେମାନେ ଅସଲ ଏନସିପି ବୋଲି ଦାବି କରିଛନ୍ତି । ଏଥିସହ ସାଙ୍ଗଠନିକ ପରିବର୍ତ୍ତନ ବି କରିଛନ୍ତି । ହେଲେ କିଏ ଅସଲ ଏନସିପି...

murder
ଫୁଲବାଣୀରେ ଚାଞ୍ଚଲ୍ୟ, ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା

ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ

Income Tax dept raids
ବ୍ୟାବସାୟିକ ପ୍ରତିଷ୍ଠାନ 'ଡିଏନ୍ ଗ୍ରୁପ' ଉପରେ ଆଇଟି ରେଡ୍, ୩୦ କୋଟି ଜବତ !

ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା

Shah Rukh Khan
ସୁଟିଂ ସେଟ୍‌ରେ ଦୁର୍ଘଟଣାର ଶିକାର ହେଲେ କିଙ୍ଗ୍‌ ଖାନ୍‌, କରିବାକୁ ପଡ଼ିଲା ଅସ୍ତ୍ରୋପଚାର

ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ରକ୍ତସ୍ରାବ ବନ୍ଦ କରିବାକୁ ଶାହାରୁଖ୍‌ଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା ।

Mother
ସତରେ କେଡ଼େ ହୃଦୟହୀନ : ୮ ମାସର ଝିଅକୁ ୮ଶହ ଟଙ୍କାରେ ବିକି ଦେଲା ମା’

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ମା’ ତଥା ଛୁଆ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ୍...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।