• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Electricity Bill
ଏଣିକି ଦିନକୁ ତିନି ପ୍ରକାର ବିଜୁଳି ଦେୟ ଦେବେ ଉପଭୋକ୍ତା

ସୋଲାର, ପିକ୍ ଓ ନର୍ମାଲ ଆୱାର ଆଧାରରେ ଲାଗୁ ହେବ ଦେୟ ...କେନ୍ଦ୍ରର ନୂଆ ନିୟମକୁ ଗ୍ରାହକଙ୍କ ନାପସନ୍ଦ

Weather Update
ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ସମ୍ଭାବନା

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ।

Assam flood
ଆସାମରେ ବନ୍ୟାର କରାଳ ରୂପ, ପାଣି ଘେରରେ ୫ ଲକ୍ଷ ଲୋକ

ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ କ୍ୟାମ୍ପ କରାଯାଇଥିବା ବେଳେ ସେଠାରେ ବିପନ୍ନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି।

Vladimir Putin
ବିଶ୍ୱସ୍ତଙ୍କ ବିଦ୍ରୋହ ପରେ ରାଗରେ ଜରଜର ପୁଟିନ୍‌ ! କହିଲେ, ଦେଶଦ୍ରୋହୀଙ୍କୁ ମିଳିବ ଭୟଙ୍କର ଦଣ୍ଡ

ଦେଶଦ୍ରୋହୀଙ୍କ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି । ଯେଉଁମାନେ ବିଦ୍ରୋହରୁ ବିରତ ରହିବେ ସେମାନଙ୍କର କୌଣସି କ୍ଷତି ହେବାକୁ ଦିଆଯିବନାହିଁ ବୋଲି ରୁଷିଆନ୍ ଆର୍ମି ପକ୍ଷରୁ କୁହାଯାଛି।...

Students read in dilapidated school
କେତେବେଳେ କ’ଣ ଘଟିବ କହିବା ମୁସକିଲ୍, ପାଠ ପଢ଼ିଲା ବେଳେ ମୁଣ୍ଡ ଉପରେ ଛାତ ପଡ଼ିବା ଭୟ

ଦୀର୍ଘ ଦିନ ହେବ ପୁରୁଣା ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷା ଦାନ । ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରିନାହିଁ ।

murder
ବଂଶ ବୁଡ଼ାଇଦେଲା ଭାଇ, ପରିବାରର ୫ ଜଣକୁ ଟାଙ୍ଗିଆରେ ହାଣିଲା

ନିଜ ସଂସାରକୁ ନିଜେ ଉଚ୍ଛନ୍ନ କରିଦେଲା ଭାଇ...ସମସ୍ତଙ୍କୁ ମାରିବା ପରେ ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କଲା ।

Modi White House visit
ରାଜକୀୟ ଗସ୍ତ...ରାଜକୀୟ ସ୍ବାଗତ...ରାଜକୀୟ ଆତିଥ୍ୟ...ରାଜକୀୟ ଉପହାର

ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ସାଢ଼େ ସାତ କ୍ୟାରେଟର ସୁନ୍ଦର ସବୁଜ ହୀରା ଭେଟି ଦେଇଛନ୍ତି ପିଏମ୍ ମୋଦି । ସେପଟେ ଚର୍ଚ୍ଚାରେ ରହିଛି ରାଷ୍ଟ୍ରପତି ବାଇଡେନଙ୍କୁ ମୋଦିଙ୍କ ଚନ୍ଦନ କାଠରେ ନିର୍ମିତ ଆକର୍ଷଣୀୟ ବାକ୍ସ ଓ ଏଥିରେ ଥିବା ଦଶ ଦାନ....

Monsoon
ରଜ ଓ ରଥ ପରେ ଭିଜିଲା ଓଡ଼ିଶା।

ସ୍ୱାଭାବିକ ସମୟଠାରୁ ରାଜ୍ୟକୁ ପ୍ରାୟ ୧୦ ଦିନ ବିଳମ୍ବରେ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

JP Nadda
ଓଡ଼ିଶା ଦଖଲ ପାଇଁ କ'ଣ ରହିବ ନଡ୍ଡାଙ୍କ ନକ୍ସା ?

ଓଡ଼ିଶା ଦଖଲ ପାଇଁ ବିଜେପିର ପଶ୍ଚିମ ଓଡ଼ିଶା ପ୍ରୟୋଗଶାଳା। ଦଳ ଆଉ ନେତୃତ୍ବଙ୍କ ଫୋକସ ପଶ୍ଚିମ ଓଡ଼ିଶା। ସେଇଥିପାଇଁ ପଶ୍ଚିମ ଓଡ଼ିଶାକୁ ଦୁଇ ଦିନିଆ ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।

Puri Srimandir’s Singhadwar
ଗର୍ଭଗୃହ..ଜଗମୋହନ ..କାହା ସ୍ଥିତି ଦୁର୍ବଳ ? କେଉଁଠି ଦରକାର ମରାମତି ?

ଝଲସିବ ଶ୍ରୀମନ୍ଦିର ସିଂହଦ୍ବାର। ଲାଗିବ ଉତ୍କଳୀୟ କାରୁକାର୍ଯ୍ୟରେ ରୂପା ଖଚିତ କବାଟ। ଏଥିପାଇଁ ମୁମ୍ବାଇର ଜଣେ ଦାତାଙ୍କଠାରୁ ଅନୁଦାନ ଆକାରରେ ରୂପା ଆସିଛି।

Adapa Mandap Bije
ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ

ରତ୍ନବେଦୀରୁ ବାହାରିଥିଲେ ଧାଡ଼ି ପହଣ୍ଡିରେ, ଜନ୍ମବେଦୀକୁ ବିଜେ କରୁଛନ୍ତି ଗୋଟି ପହଣ୍ଡିରେ। ଶ୍ରୀଜିଉଙ୍କର ଆଜି ଚାଲିଛି ଆଡ଼ପ ବିଜେ। ମହାପ୍ରଭୁଙ୍କ ଏ ଅନନ୍ୟ ଯାତ୍ରା ଦେଖିବାକୁ ଲୋକରାଣ୍ୟ ଶ୍ରୀକ୍ଷେତ୍ର । ଆସନ୍ତାକାଲି ବାହାରିବ ଆଡପ ଅବଢ଼ା।

Monsoon
ପ୍ରଚଣ୍ଡ ତାତିରୁ ତ୍ରାହି... ପ୍ରାୟ ୧୦ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ମାଲକାନଗିରି, କୋରାପୁଟ ଓ ଗଜପତିରେ ମୌସୁମୀର ପ୍ରବେଶ । ପ୍ରାକ୍ ମୌସୁମୀ ବର୍ଷାରେ ଉବୁଟୁବୁ କଟକ, ଭୁବନେଶ୍ୱର । ପଦାରେ ପଡ଼ିଲା ଟୁଇନ୍ ସିଟି ପ୍ରଶାସନର ଢିଲା ପ୍ରସ୍ତୁତି

ACCIDENT
ଗଭୀର ଖାଇକୁ ଖସିଲା ବୋଲେରୋ : ଦିଅଁ ଦର୍ଶନ ପୂର୍ବରୁ ଚାଲିଗଲା ୯ ଜଣଙ୍କ ଜୀବନ

ମନ୍ଦିରରେ ପହଞ୍ଚିବା ପୂର୍ବରୁ ଜୀବନ ନେଇଗଲା ଯମ । ଦୁର୍ଘଟଣାରେ ଶିକାର ହୋଇଥିବା ଲୋକେ ବାଗେଶ୍ୱର ତହସିଲ୍‌ର କପକୋଟ୍‌, ଶାମା ଓ ଭନାର୍‌ର ବୋଲି କୁହାଯାଉଛି ।

special story
ଟଙ୍କାକର ଖର୍ଚ୍ଚ ନାହିଁ, ମାଗଣାରେ ପଞ୍ଚତାରକା ହୋଟେଲରେ ଦୁଇ ବର୍ଷ ରହିଲେ ଯୁବକ

ହୋଟେଲ୍‌ରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଲେ, ୫୮ ଲକ୍ଷର ବିଲ୍‌ ନଦେଇ ଫେରାର ହୋଇଗଲେ ।

Honduras Jail
ଜେଲ୍‌ ଭିତରେ ଭୟଙ୍କର ଦଙ୍ଗା : ୪୧ ମହିଳା କଏଦୀଙ୍କୁ ହତ୍ୟା

କାହାକୁ ଗୁଳି ମାରିଦେଲେ ତ କାହାକୁ ପୋଡ଼ିଦେଲେ । ହୋଣ୍ଡୁରସ୍‌ରେ ଥିବା ଜେଲରେ ଭୟଙ୍କର ହିଂସାକାଣ୍ଡ ଘଟିଛି ।

murder
ଚାଞ୍ଚଲ୍ୟ : ପୂର୍ବତନ ସରପଞ୍ଚଙ୍କୁ କାର୍ ମଡ଼ାଇ ହତ୍ୟା !

ବୁଲେଟରେ ଫେରୁଥିବା ବେଳେ ଜଣେ ସ୍ଥାନୀୟ ଯୁବକ ମାରିଥିବା ଅଭିଯୋଗ ।

Ratha Jatra
ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର

Independent MLA slaps civic engineer
ରାଗିଗଲେ ବିଧାୟିକା, ସର୍ବସମ୍ମୁଖରେ ଇଞ୍ଜିନିୟର ବାବୁଙ୍କୁ ପକାଇଲେ ବ୍ରହ୍ମଚାପୁଡ଼ା

ବିଧାୟିକାଙ୍କ ରୂପ ଦେଖି ଇଞ୍ଜିନିୟର ବାବୁଙ୍କ ଅକଲ ଗୁଡୁମ୍‌ । ମାଡ଼ ଖାଇବା ପରେ ମଧ୍ୟ ଥାନାରେ କୌଣସି ଅଭିଯୋଗ ନାହିଁ ।

School reopen
ଗ୍ରୀଷ୍ମକାଳୀନ ଅବକାଶ ଶେଷ, ଖୋଲିଲା ସ୍କୁଲ

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

Rath Jatra
ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

କାଲି ବଡ଼ଦାଣ୍ଡରେ ଅଟକିଥିଲା ୨ ରଥ, ଆଜି ପୁଣି ଟାଣି ନେଉଛନ୍ତି ଭକ୍ତ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।