ରିପୋର୍ଟ ପ୍ରକାଶ କଲା ଏଡିଆର । ଜଣେ MLAଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି ।
ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ରାଜ୍ୟରେ ପ୍ରବଳ ବର୍ଷା, ଆଉ ଗଜା ମରୁଡ଼ିର ଆଶଙ୍କା ନାହିଁ : କୃଷି ମନ୍ତ୍ରୀ
ୟୁନିଭରସିଟି କ୍ୟାମ୍ପସରୁ ହଟିବ ରମାଦେବୀ ଜୁନିୟର କଲେଜ,ଭୁବନେଶ୍ୱର ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଛନ୍ତି, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଳଭ ପଟ୍ଟନାୟକଙ୍କ ଶାସନ କାଳରେ ବାଘ-ଛେଳି ଗୋଟିଏ ଘାଟରେ ପାଣି ପିଉଥିଲେ ।
ସ୍ମାର୍ଟସିଟି ରାଉରକେଲାକୁ ବିମାନ ସେବାର ଭବିଷ୍ୟତକୁ ନେଇ ଏବେ ନାନା ଶଙ୍କା। ହକି ବିଶ୍ୱକପକୁ ଦେଖି ଉଡାନ୍ ସ୍କିମରେ ଆରମ୍ଭ ହୋଇଥିବା ବିମାନସେବା ଏବେ ଧକଉଛି। ରାତିରେ ବିମାନ ଅବତରଣ ପାଇଁ ସୁବିଧା ନଥିବା ଏବଂ ଇନଷ୍ଟ୍ରୁମେଣ୍ଟ ଲାଣ୍ଡିଂ ସିଷ୍ଟମ-ଆଇଏଲଏସ ଭଳି ଜରୁରୀ ଭିତ୍ତିଭୂମି ଅଭାବରୁ ଗତ ସପ୍ତାହେ...
ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ ।
ଟପ୍ ଲିଡର ମୋକିମ୍ ଓ ଚିରଞ୍ଜୀବଙ୍କୁ ଦଳରୁ ନିଲମ୍ବନ । ଦଳବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ସସପେଣ୍ଡ କଲା AICC
ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ସ୍ୱାଗତ ।
ସ୍ୱାମୀ ନାଁରେ କଳଙ୍କ । ସ୍ତ୍ରୀକୁ ସୁରକ୍ଷା ଦେବା ବଦଳରେ ସାଙ୍ଗ ସହିତ ରାତି କାଟିବାକୁ ବାଧ୍ୟ କଲା ସ୍ୱାମୀ । ୱାଇଫ୍ ସ୍ୱାପିଂ ମାମଲାରେ ୯ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଓଡିଶା ଦଖଲ ପାଇଁ ସୁନୀଲ୍ ବଂଶଲଙ୍କ ଦୁଇ ଦିନିଆ ମାନସ ମନ୍ଥନ । ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍। ଏଥିସହ...
ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା ଚନ୍ଦ୍ରୟାନ-୩..ଜହ୍ନ ରାଇଜ ଅଭିମୁଖେ ଭାରତର ଯାତ୍ରା..
କୋର୍ଟରେ ଦାଖଲ କ୍ରାଇମବ୍ରାଞ୍ଚ ଚାର୍ଜସିଟରୁ ମିଳିଲା ତଥ୍ୟ । ଗାଡ଼ିଂ ଚେକିଂ ବିବାଦରୁ ବଢ଼ିଥିଲା ଶତ୍ରୁତା । ଷଡ଼ଯନ୍ତ୍ର ଦିଗର କାହିଁକି ହେଲାନି ତଦନ୍ତ: ବିରୋଧୀ ।
ଅର୍ଥ ସହ ଯୋଜନା ବିଭାଗ ସମ୍ଭାଳିବେ ଅଜିତ୍ ପାୱାର
ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।
Bastille Day Parade: ଭାରତର ୪ଟି ରାଫେଲ ଫାଇଟର ଜେଟ୍ ସହିତସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା
ରିମାଣ୍ଡ ଶେଷ ପରେ ଜେଲ୍ ଗଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି CBI ।
ଜୀବନର ସବୁ ହସଖୁସିରେ ସେ ପାଖରେ ଥିଲେ । ଝିଅ ଯେତେବେଳେ ଯାହା ମାଗୁଥିଲା..ସବୁ ଆଣି ଥୋଇ ଦେଉଥିଲେ.. ହେଲେ ସେହି ବାପାଙ୍କୁ ପ୍ରେମ ପାଇଁ ପୋଲିସ୍ ହାତରେ ବନ୍ଧାଇଲା ଝିଅ ।
ଆସନ୍ତାକାଲି ଭାରତର ବହୁ ପ୍ରତୀକ୍ଷିତ ତୃତୀୟ ମୁନ୍ ମିଶନ୍ । ଚନ୍ଦ୍ରଯାନ-୩କୁ ଧରି ଲଞ୍ଚ ପ୍ୟାଡରେ ପ୍ରସ୍ତୁତ ରହିଛି ବୃହତକାୟ ରକେଟ୍ LVM3-M4 । ଏବେ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡରେ ସ୍ଥିତି କିଭଳି ରହିଛି ଏବଂ ନିର୍ଦ୍ଧାରିତ ସମୟରେ ଚନ୍ଦ୍ରଯାନ-୩ ଲଞ୍ଚ ହେଲେ ଜହ୍ନ ରାଇଜରେ କେବେ ପାଦ...