• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

yamuna
କି ଅବସ୍ଥା ହେଲା ! ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଲା ବନ୍ୟା ପାଣି

କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।

Woman Slaps MLA
Video: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା

ଚାପୁଡ଼ା ମାରି ବିଧାୟକଙ୍କ ଗାଲ ନାଲି କରିଦେଲେ ମହିଳା । ଲୋକଙ୍କ ଭଲମନ୍ଦ ବୁଝିବା ପାଇଁ ଯାଇଥିଲେ..ଅପମାନିତ ହୋଇ ଫେରିଲେ ।

murder
ପ୍ରେମିକ ସହ ଅସଞ୍ଜତ ଅବସ୍ଥାରେ ଥିଲେ, ଦେଖିଦେବାରୁ ପୁଅକୁ ପାଣିରେ ବୁଡ଼ାଇ ମାରିଦେଲା ମା’

ପାପ ପ୍ରଣୟ ପାଇଁ ପିଶାଚୀ ପାଲଟିଗଲା ମା’ । ସତରେ ମା’ କ’ଣ ଏତେ ନିର୍ଦ୍ଦୟ ହୋଇପାରେ । ନିଜ ଜନ୍ମକଲା ପିଲାକୁ ନିଜ ହାତରେ ମାରିପାରେ ।

Man shot dead
ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର

ମୃତକ ଖଲିକୋଟ କୁମଣ୍ଡ ଗାଁର ବିଜୟ ବେହେରା, ବିଜୟ ଝିଅର ଶାଶୁ ଘରକୁ ଆସିଥିବା ବେଳେ ଗୁଳିକାଣ୍ଡ

NHRC notice to Railway Board
ବାହାନଗା ଟ୍ରେନ୍ ଟ୍ରାଜେଡି : ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ NHRC

ଟ୍ରେନ୍ ଟ୍ରାଜେଡିରେ NHRCଙ୍କ ରିପୋର୍ଟ ତଲବ । ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ମାଗିଲେ ରିପୋର୍ଟ ।

Narendra Modi
ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ, ଭାରତକୁ ଭବିଷ୍ୟତରେ କିପରି ମିଳିବ ଲାଭ ?

PM Modi France Visit : ୨ଦିନିଆ ଗସ୍ତବେଳେ ଫୋକସରେ ରହିବ ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଡିଲ୍ । ଫ୍ରାନ୍ସ ଜାତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Yamuna river
ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର

ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।

rain deficit
ଶ୍ରାବଣରେ ଜମି ଫାଟି ଆଁ,ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଶ୍ରାବଣ ଅଧାରେ ପ୍ରାୟ ୪୦ % ଜମିରେ ଆରମ୍ଭ ହୋଇନି ଧାନଚାଷ । ସ୍ୱଳ୍ପ ମିଆଦୀ ଧାନ ଚାଷ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ । ରାଜ୍ୟ ସରକାର କହିଲେ, ଏଯାଏଁ ଆସିନି ମରୁଡ଼ି ସ୍ଥିତି । ସ୍ଥିତି ଉପରେ ନଜର ରଖିଛୁ, ଆବଶ୍ୟକ ହେଲେ ପଦକ୍ଷେପ ନିଆଯିବ ।

Woman Gets Husband Arrested 7 Times In Less Than 10 Year
ଆଶ୍ଚର୍ଯ୍ୟ !! ୧୦ ବର୍ଷରେ ସ୍ୱାମୀଙ୍କୁ ୭ ଥର ଜେଲ୍‌ ପଠାଇ ନିଜେ ବେଲ୍‌ରେ ଆଣିଛନ୍ତି ସ୍ତ୍ରୀ

ବିରଳ ଏ ସମ୍ପର୍କ.. ବିରଳ ଏ ବନ୍ଧନ...କାହିଁକି ସ୍ୱାମୀକୁ ବାରମ୍ବାର ଜେଲ୍‌ ପଠାଇ ବେଲ୍‌ରେ ଆଣୁଥିଲେ ସ୍ତ୍ରୀ ?

Indian Airforce Agniveer
IAF Agniveer Bharti 2023: ବାୟୁସେନାରେ ନୂଆ ଅଗ୍ନିବୀର ନିଯୁକ୍ତି ସୁଯୋଗ

ଅଗ୍ନିବୀର ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା କ’ଣ ରହିବା ଆବଶ୍ୟକ, କିପରି କରିବେ ଆବେଦନ ?

Birthday
ବିରଳ ପରିବାର, ଗୋଟିଏ ଦିନରେ ପଡ଼େ ବାପାମା’ ଓ ୭ ପିଲାଙ୍କ ଜନ୍ମଦିନ

ସମସ୍ତଙ୍କର ଜନ୍ମଦିନ ଗୋଟିଏ ଦିନରେ...କିପରି ସମ୍ଭବ..ଏ ଖବର ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ସତ।

Online Marriage
ବନ୍ୟା ଓ ଭୂସ୍ଖଳନ ପାଇଁ ଅନଲାଇନ୍‌ରେ ପଡ଼ିଲା ହାତଗଣ୍ଠି, ଭର୍ଚୁଆଲି ବିବାହ କଲେ ବରକନ୍ୟା

ବର୍ଷା ପାଇଁ ଝିଅ ଘରକୁ ଯିବା ସମ୍ଭବପର ନଥିଲା ...ଏଥିପାଇଁ ବିକଳ୍ପ ନିଷ୍ପତ୍ତି ବାହାର କଲେ ପରିବାର ଲୋକ..

crime
ଓଃ କି ଭୟଙ୍କର ! ଦିଦିଙ୍କ ମୁଥ ମାଡ଼ରେ ଛାତ୍ର ଗୁରୁତର

ମୁଥ ମାଡ଼ରେ କଙ୍କଡ଼ାହାଡ଼ ଉ.ପ୍ରା. ସ୍କୁଲ୍‌ର ଛାତ୍ର ଗୁରୁତର । ଫଳରେ ଛାତ୍ରଙ୍କୁ ପ୍ରଥମେ କଙ୍କଡ଼ାହାଡ଼ ଓ ପରେ କାମାକ୍ଷାନଗର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

flood condition
ଉତ୍ତର ଭାରତରେ ବର୍ଷା ବିତ୍ପାତ; ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ମଙ୍ଗଳବାର ଆଉ ୨୧ ଜଣଙ୍କ ମୃତ୍ୟୁକୁ ମିଶାଇ ସଂଖ୍ୟା ୯୧କୁ ବୃଦ୍ଧି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ।

 5T secretary
ବିରୋଧ ସତ୍ତ୍ୱେ ବନ୍ଦ ହେଉନି ପାଣ୍ଡିଆନଙ୍କ ଗସ୍ତ,ପଲିଟିକାଲ୍ ଷ୍ଟାଇଲରେ ରାଜ୍ୟ ବୁଲୁଛନ୍ତି 5T ସଚିବ

ଢେଙ୍କାନାଳରେ ବିଜେପିର ଜୋରଦାର ପ୍ରତିବାଦ । ବିଜେଡି କାର୍ଯ୍ୟକ୍ରମରେ 5T ସଚିବଙ୍କ ଆବିର୍ଭାବ

vote bank politics
ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ, ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି

ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ।...

Bahanaga train tragedy
ବାହାନଗା ଟ୍ରାଜେଡି: ସିବିଆଇ ହାତରେ ଲାଗିଛି କି ସୁରାକ୍ ?

ସତ ଓଗାଳୁଛି ସିବିଆଇ । ୩ ଅଭିଯୁକ୍ତଙ୍କୁ ଆଉ ୪ ଦିନିଆ ରିମାଣ୍ଡ । ସମନ୍ ହୋଇଥିବା ୩ ଜଣଙ୍କ ସହ ମୁହାଁମୁହିଁ ଜେରା ପ୍ଲାନ୍ ।

Gujarat Woman Constable
ପରୀକ୍ଷା ହଲ୍‌ରେ ମା’, କୁନି ପୁଅର ଯତ୍ନ ନେଇ ସମସ୍ତଙ୍କ ହୃଦୟ ଜିତିଲେ କନେଷ୍ଟବଳ ମାଡାମ୍‌

ସେ ଦେବକୀ ନୁହଁନ୍ତି..କିନ୍ତୁ ଯଶୋଦାଙ୍କ ପରି ବଡ଼ ତାଙ୍କ ହୃଦୟ । କାନ୍ଦୁଥିବା କୁନି ପୁଅକୁ ଦେଖି ରହି ପାରିଲେନି । ପରୀକ୍ଷା ଦେବାକୁ ଆସିଥିବା ମା’କୁ ସାହାଯ୍ୟ କରିବା ପାଇଁ ପିଲାକୁ କୋଳେଇ ନେଲେ।

Nepal chopper crash
ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ

କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ନିଖୋଜ ହୋଇଥିଲା । ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।