ଏହି ଶିକ୍ଷୟିତ୍ରୀଙ୍କୁ ସବୁଠାରୁ ଖରାପ କର୍ମଚାରୀ କହି ଚାକିରିରୁ ବିଦା କରାଯାଇଛି ।
‘ଏହି ଚିଠି ଆଗାମୀ ଦିନରେ ବିଜେଡି ସରକାରକୁ ଭସ୍ମ କରିଦେବ’
ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଡ୍ରୋନ୍ ନିୟୋଜିତ କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ୨ ଚକିଆ ଯାନଗୁଡ଼ିକ ପାଇଁ ଜଗନ୍ନାଥ ବଲ୍ଲଭରେ ପାର୍କିଂ ବ୍ୟବସ୍ଥା ହୋଇଛି
କଂଗ୍ରେସର ପୋଷ୍ଟର ଦେଖି ଫୋନପେ ଦେଲା ଚେତାବନୀ, ପୋଷ୍ଟରରେ ଶିବରାଜ ସିଂ ଚୌହାନଙ୍କ ଚେହେରା।
ଜଗତସିଂହପୁର, ରାହାମା, କୁଜଙ୍ଗ, ପାରାଦୀପରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଛି ।
ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ରଥ, ତ୍ରିପୁରାର ଉନ୍ନାକୋଟିରେ ଏହି ଅଘଟଣ ଘଟିଛି ।
କାଳ ହେଲା ଡ୍ରାଇଭର୍ର ମନମାନୀ । ମନା କରିବା ସତ୍ତ୍ୱେ ନିର୍ମାଣାଧୀନ ବ୍ରିଜ ଉପରେ ଗାଡ଼ି ଚଳାଇବା ପରେ...
ନୱାଜଙ୍କ ଘର୍-ୱାପସି ଲାଗି ଶେହବାଜଙ୍କ କସରତ !
ଶୀର୍ଷରେ ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ୧୨ ବର୍ଷ ଧରି ଶୀର୍ଷରେ ରହି ଆସିଛି ଏହି ବିଶ୍ୱବିଦ୍ୟାଳୟ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର କରୋଲବାଗରେ ପହଞ୍ଚି ସେଠାରେ ମୋଟର ସାଇକେଲ ମେକାନିକଙ୍କ ସହ କଥାବାର୍ତ୍ତା କରିଛନ୍ତି ।
କୌଣସି ସୁସ୍ଥସବଳ ଯୁବକ ଠାରୁ କମ୍ ନୁହଁନ୍ତି ରାମବାଇ । ଯେଉଁ ବୟସରେ ଲୋକେ ରୋଗଶଯ୍ୟାରେ ପଡ଼ି ଘାଣ୍ଟି ହେଉଛନ୍ତି, ସେହି ବୟସରେ ସେ ରେକର୍ଡ ପରେ ରେକର୍ଡ କରୁଛନ୍ତି ।
ଭବିଷ୍ୟତରେ ବାହାନଗା ପରି ଯେପରି ରେଳ ଦୁର୍ଘଟଣା ନଘଟିବ, ଏନେଇ ଅଲ୍ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି ।
ଶ୍ରୀଜିଉଙ୍କୁ ବାହୁଡ଼ାଇ ନେବାକୁ ଦଣ୍ଡାୟମାନ ୩ ରଥ । କାଲି ଦିନ ୧୨ଟାରେ ପହଣ୍ଡି, ଅପରାହ୍ନ ୪ଟାରେ ରଥଟଣା ସୂଚନା ।
କେବଳ ବିଜୁଳି କାଟ୍ ନୁହେଁ, ବିଜୁଳି ଦର ବୃଦ୍ଧି, ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ଏବଂ ଦୁର୍ବଳ ଭିତ୍ତିଭୂମିକୁ ନେଇ ମଧ୍ୟ ଟାଟା ପାୱାର ବିରୋଧରେ ବଢୁଛି ଅସନ୍ତୋଷ।
ଛେଳିର ଏତେ ମୂଲ୍ୟ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏ କୌଣସି ସ୍ୱତନ୍ତ୍ର ପ୍ରଜାତିର ନୁହେଁ, ବରଂ ତାଙ୍କ ଶରୀରରେ ଥିବା ଚିହ୍ନ ପାଇଁ..
ଗୁରୁତର ଅବସ୍ଥାର ମେଡିକାଲ୍ରେ ଭର୍ତ୍ତି କରିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଛି
ଘୋଷଣା ପରେ ଖୁସି ମନାଇଲେ ପ୍ରବାସୀ ଭାରତୀୟ ସମୁଦାୟ । ସ୍କୁଲ ଛୁଟି ଘୋଷଣା ପାଇଁ ଦୁଇ ଦଶନ୍ଧି ହେଲା ହେଉଥିଲା ଦାବି ।
୧୦ ବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଏବେ ସଂପୂର୍ଣ୍ଣ ଅଚଳ।
ସରକାରଙ୍କ କଡ଼ା ଆଭିମୁଖ୍ୟ ...ଯେଉଁ କର୍ମଚାରୀମାନେ ଅଫିସ୍ ଆସୁନାହାନ୍ତି, ସେମାନେ ଦରମା କଥା ଭୁଲି ଯାଆନ୍ତୁ..
ଯେଉଁଠି ପୋଖରୀ ନାହିଁ ସେଠି ପୋଖରୀର ପୁନରୁଦ୍ଧାର ନାଁରେ ଟଙ୍କା ହଡପ୍ ପାଇଁ ମସୁଧା। ଏକ ଗୋଚର ଜମିରେ ପୋଖରୀ ଥିବା ଦର୍ଶାଇ ତାର ପୁନରୁଦ୍ଧାର ପାଇଁ ଆସିଛି ୮ ଲକ୍ଷ ଟଙ୍କା ଅନୁଦାନ। ଯାହାକୁ ବିରୋଧ କରିଛନ୍ତି ଗଞ୍ଜାମ ଆସିକା ବ୍ଳକର ଆମ୍ବପୁଆ ଗ୍ରାମବାସୀ