ଖଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ।
ହଜାର ହଜାର ଲୋକ କେବଳ ରାସ୍ତାକୁ ଓହ୍ଲାଉନାହାନ୍ତି, ବରଂ ଆଇନକୁ ନିଜ ହାତକୁ ନେବାକୁ ପଛାଉନାହାନ୍ତି ସେମାନେ ।
ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିପାରେ ।
ସିଆର୍ଏସ୍ ତଦନ୍ତ ରିପୋର୍ଟରେ ସିଗ୍ନାଲ୍ ତ୍ରୁଟିକୁ ଦାୟୀ କରାଗଲା । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ।
କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଲା । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସରୁ ବି ଫେରିଲା ।
ଦୁର୍ବୃତ୍ତ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା । ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ଅଟକ ରଖିଲା ।
ଗଂଜାମ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର ଗାଁରେ ଶୋକାକୁଳ ପରିବେଶ । ବାଜା ବଜାଇ ଶିକ୍ଷକଙ୍କୁ ଗାଁ ପରିକ୍ରମା କରାଇଲେ ଛାତ୍ରଛାତ୍ରୀ।
ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ଖୋଦ୍ ମୃତକଙ୍କ ମାଆ । ୧୫ ଦିନର ତଦନ୍ତ ପରେ ପୋଲିସ୍ ଖୋଲିଛି ରହସ୍ୟ ।
ସୋ' ରୁମ୍ ବାହାରେ ଥିବା ଶତାଧିକ ଗାଡ଼ି ଜଳିପୋଡ଼ି ପାଉଁଶ । ୮୦ଟି ଅଗ୍ନିଶମ ବାହିନୀ ଗାଡ଼ି ଦ୍ୱାରା ନିଆଁ ଆୟତ୍ତ ।
ବେଙ୍ଗାଲୁରୁ ସ୍ଥିତ ୟୁଆର୍ ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଚନ୍ଦ୍ରୟାନ-୩କୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାକୁ ପଠାଯିବ।
ଦୟନୀୟ ଅବସ୍ଥାରେ ରାମ ମଲ୍ଲିକଙ୍କ ପରିବାର । ୭ ବର୍ଷ ହେଲା ପାହାଡ଼ ଉପରେ ଏକ ପଲଥିନ କୁଡିଆ ଘରେ କଟୁଛି ଜୀବନ ।
ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି ।
ଡିଜେ ଗୀତରେ ଶାଶୁଙ୍କ ଧମାକେଦାର ଡ୍ୟାନ୍ସ । ଶ୍ୱଶୁର ଘର ଲୋକଙ୍କ ରଙ୍ଗଢ଼ଙ୍ଗ ଦେଖି ବର କାବା ।
ବିବାହର ମାନ ରଖିଲାନି ସ୍ୱାମୀ । ପର ସ୍ତ୍ରୀ ପ୍ରେମରେ ପଡ଼ି ସ୍ତ୍ରୀର ନାକ କାଟି ଲହୁଲୁହାଣ କରିଦେଲା ..ପିଲାମାନେ ବି ତା’ ପାଇଁ ପର ହୋଇଗଲେ..
ସାନ ଝିଅ ଓ ପୁଅର ମୃତଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି ।
ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି ।
ମହାରାଷ୍ଟ୍ର ରାଜନୀତିରେ ଆଉ ଏକ ମହାନାଟକ। ଶିବସେନା ଭଳି ଏନ୍ସିପି ଦୁଇଫାଳ। ଦଳୀୟ ସୁପ୍ରିମୋ ଶରଦ ପାୱାରଙ୍କ ସହିତ କୌଣସି ଆଲୋଚନା ନକରି, ମହାରାଷ୍ଟ୍ର ଏନଡିଏ ସରକାରରେ ସାମିଲ ହୋଇଛନ୍ତି ଅଜିତ ପାୱାରଙ୍କ ସମେତ ଏନ୍ସିପିର ବହୁ ବିଧାୟକ।
ଅଧ୍ୟାଦେଶ ନେଇ ଆଇନ ବିଭାଗ ଗେଜେଟ ନୋଟିଫିକେସନ ଜାରି କରିଛି। ସବୁ ନୂଆ ଓ ପୁରୁଣା ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ ଏହି ଅଧ୍ୟାଦେଶ। ଏହା ଉଭୟ ଫ୍ରି’ ଓ ଲିଜ୍ ହୋଲ୍ଡ ଜମିରେ ନିର୍ମିତ ଆପାର୍ଟମେଣ୍ଟ ପାଇଁ ଲାଗୁ ହେବ। ପ୍ରକଳ୍ପର ୫୦% କିମ୍ବା ୭ ଟି...
ଲଗାତାର ଭାବେ ବଢିଚାଲିଛି ପରିବା ଦର। ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା। ବର୍ଦ୍ଧିତ ଦର ରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି। ଏପଟେ ଆମଦାନୀ ସ୍ବାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ।