• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Orissa HC
ମିଛ ଦୁର୍ଘଟଣାରେ ବୀମା ଦାବି କରି ଫଶିଲେ, ତଦନ୍ତ କରିବ ସିବିଆଇ

ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ICICI ଲମ୍ବାର୍ଡ ଇନସୁରାନ୍ସ କମ୍ପାନୀ ପକ୍ଷରୁ ହୋଇଥିଲା ଆବେଦନ।

Manipur Horror
ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ତା’ପରେ ଗଣଦୁଷ୍କର୍ମ...

ଭିଡିଓ ଦେଖିଲେ ହୃଦୟ ଥରି ଉଠିବ । ଏ ଲୋକ ଏତେ ଭୟଙ୍କର କିପରି ହୋଇପାରେ.. । ସମ୍ବେଦନଶୀଳ ହୋଇଥିବାରୁ ଭିଡିଓକୁ ଲେଖାରେ ସଂଯୋଗ କରିବା ଠିକ୍ ମନେ କରାଯାଉ ନାହିଁ ।

 low pressure
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଦକ୍ଷିଣ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଆଗାମୀ ୨ ଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ

Deadly shooting
ମହିଳା ଫିଫା ବିଶ୍ୱକପ୍‌ ପୂର୍ବରୁ ଫୁଟିଲା ଗୁଳି : ୨ ମୃତ, ୬ ଆହତ

ଅଭିଯୁକ୍ତକୁ ମଧ୍ୟ ଗୁଳି କରାଯାଇଛି । ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ଘୋଷଣା ।

Parliament monsoon session
ଆଜିଠୁ ସଂସଦର ମୌସୁମୀ ଅଧିବେଶନ :୨୩ ଦିନରେ ୧୭ କାର୍ଯ୍ୟ ଦିବସ...

୨୧ ନୂଆ ଓ ୭ଟି ପୁରୁଣା ବିଲ୍ ପାସ୍ କରାଇବାକୁ କେନ୍ଦ୍ର ସରକାରଙ୍କ ଯୋଜନା...ସୁରୁଖୁରୁରେ ଗୃହ ଚଳାଇବାକୁ ସର୍ବଦଳୀୟ ବୈଠକରେ ସରକାରଙ୍କ ଅପିଲ...ସେପଟେ ମଣିପୁର ଓ ଦରଦାମ ପ୍ରସଙ୍ଗରେ ଘେରିବେ ବିରୋଧୀ...

IMD
ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୪ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା!

ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତିକୁ ବର୍ଷା ୱାର୍ଣ୍ଣିଂ ।

accident
ଇସକନ୍ ବ୍ରିଜ୍‌ ଉପରେ ମର୍ମନ୍ତୁଦ ଦୁର୍ଘଟଣା : ୯ମୃତ, ୧୫ରୁ ଅଧିକ ଆହତ

ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍ ମନ୍ଦିର ପାଖରେ ଦୁର୍ଘଟଣା । ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ।

Second cut-off marks for Plus II
+୨ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ, ମୋଟ ୭୦,୧୦୫ ପିଲା ମନୋନୀତ

ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଭିତରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

Shraddhanjali Behera
ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟ ଝଟକା : ଓକିଲ ଜରିଆରେ ହାଜର ଆବେଦନ ଖାରଜ

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳିଙ୍କୁ ଝଟକା ।

crime
ବାପା ସହ ଶତ୍ରୁତା : ତିନି ନିରୀହଙ୍କ ଉପରେ ଗାଡ଼ି ଚଢ଼ାଇଦେଲା କାର୍‌ ଚାଳକ

କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..

BJD
ଟିଟୋର ସହଯୋଗୀ ଜିଲ୍ଲା ବିଜେଡି ଉପସଭାପତି, ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ

ବିଜେଡିରେ କେଁ । ପ୍ରଶାନ୍ତଙ୍କୁ ଦୋଷ ଦେଲେ ସମ୍ବିତ । ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି ପଦକୁ ନେଇ ବଢ଼ିଲା ବିବାଦ । ଟିଟୋ ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି ।

Deomali
ଦେଓମାଳିରେ ନିର୍ମାଣକୁ ମନା,୨୬ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ

NGTରେ ମାମଲା ଦାୟର କରିଛି ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା

crime
Video : ସବୁବେଳେ ମୋବାଇଲ୍‌ ଦେଖୁଥିଲେ, ବାପାମା’ ଗାଳି କରିବାରୁ ଜଳପ୍ରପାତରୁ ଡେଇଁ ପଡ଼ିଲେ ଯୁବତୀ

ସତରେ ଏ ମୋବାଇଲ କ’ଣ ବା ନକରୁଛି.. ଯୁବପିଢ଼ି ମୋବାଇଲ୍‌ ବାୟାରେ ବାୟା । କିଛି ବି କରିବାକୁ ପଛାଉ ନାହାନ୍ତି । ସତେ ଯେମିତି ପାଗଳ କରିଛି ମୋବାଇଲ ଆଉ ସୋସିଆଲ ମିଡିଆ ।

MEMU train
ଲୁପ୍ ଲାଇନରେ ମେମୁ: ପଏଣ୍ଟମ୍ୟାନ୍ ସସପେଣ୍ଡ

ମେମୁ ଟ୍ରେନ ଲୁପ୍ ଲାଇନକୁ ପଶିଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପଚରାଉଚରା ପରେ ପଏଣ୍ଟମ୍ୟାନଙ୍କୁ ସସପେଣ୍ଡ କଲେ DRM ।

  Nude Protest
ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ, ରାସ୍ତାକୁ ଓହ୍ଲାଇଲେ ୧୨ରୁ ଅଧିକ ଯୁବକ

Nude Protest : ରାୟପୁରରେ କିଛି ଯୁବକ ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Bargarh
ଅକ୍ଷୟ ତୃତୀୟାରେ ଆସନ୍ତି, ଦୀପାବଳିରେ ବାହୁଡ଼ି ଯାଆନ୍ତି

ଏମିତି ଗଲା ଅକ୍ଷୟ ତୃତୀୟାରୁ ଆସିଛନ୍ତି । ଏବେ କିନ୍ତୁ ଗାଁ ଲୋକଙ୍କ ସ୍ନେହ ଯତ୍ନ ଓ ସୁରକ୍ଷା ପାଇଁ ଏତେ ଦିନ ଧରି ରହିଯାଇଛନ୍ତି ।

Odisha’s mountain man
୧୦ ବର୍ଷ ବିତିଗଲା, ସରକାର ଶୁଣିଲେନି : ନିଜେ ପାହାଡ଼ କାଟି ଚାଷ ଜମିକୁ ପାଣି ମଡ଼ାଇଲେ ଚାଷୀ

ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି ନାଳ ଖୋଳିଛନ୍ତି । ଆଉ ତା‘ପରେ ନିଜ ଜମି ପାଖରେ ପାଣି ପହଞ୍ଚାଇବା ପାଇଁ ହାଡ ଭଙ୍ଗା ପରିଶ୍ରମ କରିଛନ୍ତି ଗାଁ ଲୋକ।

 Banakalagi’ rituals
କାଳିଆ ସାଆନ୍ତଙ୍କ ଶ୍ରୀମୁଖ ଶିଂଗାର ପାଇଁ ମିଳୁନି ସୁଗନ୍ଧ କସ୍ତୁରୀ

ବଜାରରେ ମିଳୁଥିବା ରଙ୍ଗମିଶା ନକଲି ପଦାର୍ଥକୁ କୁଆଡ଼େ ମହାପ୍ରଭୁଙ୍କ ସେବାରେ ବ୍ୟବହାର କରାଯାଉଥିବା ରୋକଠୋକ୍ ଅଭିଯୋଗ ଆଣିଛନ୍ତି ସେବାରେ ନିୟୋଜିତ ସେବକ।

 Banakalagi’ rituals
ନୀଳାଦ୍ରି ବିଜେ ପରେ ବି ହୋଇନି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର, ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଖୋଲାଖୋଲି ଅଣଦେଖା

ନକଲି ସାମଗ୍ରୀ ଦିଆଯାଉଥିବା ଦତ୍ତମହାପାତ୍ର ସେବକଙ୍କ ଅଭିଯୋଗ । କାଲି ବନଲାଗି ହେବ କହି ପ୍ରସଙ୍ଗ ଏଡ଼ାଇଗଲେ ମୁଖ୍ୟ ପ୍ରଶାସକ।

BJD, Odisha Politics
ସେଣ୍ଟର ପଲିଟିକ୍ସରେ ନୂଆ ସମୀକରଣ, ହେଲେ ଜୟରାମଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି...

କେନ୍ଦ୍ରରେ ବିଜେପି ସାଙ୍ଗେ ସାଲିସ୍ ଓ ରାଜ୍ୟରେ ବିଜେଡିର ନିଶାନା ଫଣ୍ଡାକୁ କଂଗ୍ରେସର ସମାଲୋଚନା...ମନମୋହନ କହିଲେ ନବୀନଙ୍କୁ ପଚାର କଣ ରହିଛି ବାଧ୍ୟବାଧ୍ୟକତା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।