• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

‘Chaddi-Banian gang’
କମିଶନରେଟ୍ ପୋଲିସ ପଞ୍ଝାରେ ଚଡ଼ି-ଗେଞ୍ଜି ପିନ୍ଧା ଲୁଟେରା ଗ୍ୟାଙ୍ଗ...

ଦିନରେ ରେକି ତ ରାତିରେ ଅଜବ ବେଶରେ ଘରେ ପଶି କରୁଥିଲେ ଲୁଟ୍ ପାଟ୍...ସିସିଟିଭିରେ କଏଦ ଭିଜୁଆଲ, ରାଜଧାନୀର ପ୍ରାୟ ସବୁ ଥାନାରେ ଅଛି ୧୬ରୁ ଅଧିକ ମାମଲା...

Bridge collapse
ଯାଜପୁର କୁଆଖିଆରେ ଟଳିଗଲା ବଡ଼ ଦୁର୍ଘଟଣା

ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ହଠାତ୍ ଧସିଯାଇଛି କୋଲକାତା-ଚେନ୍ନାଇ ରାସ୍ତାରେ ମାତ୍ର ୧୫ବର୍ଷ ତଳେ ନିର୍ମିତ ସ୍ଥାୟୀ ପୋଲ । ନିର୍ମାଣରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଥିବାବେଳେ...

Politics- I.N.D.I.A Vs NDA
୨୪ରେ ହେବ NDA ବନାମ୍ I.N.D.I.A ଲଢ଼େଇ

ୟୁପିଏ ବନିଲା ଇଣ୍ଡିଆ। ୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ...

Seema from Pakistan
ସୀମା ଓ ସଚିନଙ୍କୁ ଧରି ପଚରାଉଚରା କରୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍

ସୁଦୂର ପାକିସ୍ତାନରୁ ଖସିଆସି ଭାରତରେ ବେଆଇନ ଏଣ୍ଟ୍ରି। ବିବାହିତା ହିନ୍ଦୁ ନାରୀ ଭଳି ମଥାରେ ପିନ୍ଧିଛନ୍ତି ସିନ୍ଦୁର। କେତେବେଳେ ମୁହଁରେ ରାମ ନାମ ଗାନ କରୁଛନ୍ତି ତ ପୁଣି କେତେବେଳେ ତୁଳସୀ ଚଉଁରା ମୂଳେ ପାଣି ଦେଉଛନ୍ତି।

Poor Odisha
ରାଜ୍ୟରେ ଗରିବଙ୍କ ସଂଖ୍ୟା କମୁଥିବା ବେଳେ କାହିଁକି ଦରିଦ୍ର ରାଜ୍ୟ ତାଲିକାରେ ଉପରମୁହାଁ?

ରାଜ୍ୟରେ ଦରିଦ୍ରଙ୍କ ସଂଖ୍ୟା କମିଛି, ହେଲେ ଗରିବ ରାଜ୍ୟ ତାଲିକାରେ ଆଉ ଟିକେ ତଳକୁ ଖସିଛି ଓଡ଼ିଶା। ଏକଥା ଆମେ କହୁନୁ, କହୁଛି ନୀତି ଆୟୋଗର ସଦ୍ୟତମ ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ।

Bridge collapse
ଯାଜପୁର କୁଆଖିଆ ନିକଟରେ ଟଳିଲା ବଡ଼ ଦୁର୍ଘଟଣା, ନିର୍ମାଣ ତ୍ରୁଟିରୁ ଅଘଟଣ ମାନିଲେ NHAI କର୍ତ୍ତୃପକ୍ଷ

ନିରାପଦ ରାଜପଥରେ ଆସନ୍ନ ବିପଦର ସ୍ପଷ୍ଟ ଚିହ୍ନ, କିନ୍ତୁ ସୌଭାଗ୍ୟକୁ ଅଳ୍ପକେ ଟଳିଯାଇଛି ବଡ଼ ଦୁର୍ଘଟଣା

‘Chaddi-Banian gang’
ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ଚୋରି କରୁଥିଲେ, ଧରାପଡ଼ିଲା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ

ପୋଲିସକୁ ଚକମା ଦେଇ ଲୋକଙ୍କ ଘରେ କଳା କନା ବୁଲାଉଥିବା ଗଞ୍ଜି-ଚଡ୍ଡି ଗ୍ୟାଙ୍ଗ ଶେଷରେ ଧରାପଡ଼ିଛନ୍ତି। ଅନ୍ତବସ୍ତ୍ର ପିନ୍ଧି, ମୁହଁକୁ ଢାଙ୍କି ରାଜଧାନୀରେ ଚୋରି କରୁଥିବା ଏହି ଗ୍ୟାଙ୍ଗର ୧୧ ଜଣଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ୍। ଦିନରେ ଏମାନେ ବାରବୁଲାଙ୍କ ଭଳି ଜୀବନ କାଟୁଥିବା ବେଳେ ଗୋଟିଏ...

Opposition vs NDA Meeting
୨୦୨୪ ନିର୍ବାଚନ ପାଇଁ ଏନଡିଏ ମେଣ୍ଟର ପାଗଭିଡା, ୩୮ ଦଳକୁ ନେଇ ଶକ୍ତି ପ୍ରଦର୍ଶନ

 ଶାସକ-ବିରୋଧୀ ଭିତରେ ଏବେଠାରୁ ଘମାସାନ । ନିଜ ନିଜ ସହଯୋଗୀ ଦଳକୁ ନେଇ ଉଭୟ କ୍ୟାମ୍ପରେ ଆଜିଠାରୁ ଆରମ୍ଭ ହୋଇଛି ଶକ୍ତି ପ୍ରଦର୍ଶନ । ଏହାରି ଭିତରେ ବିରୋଧୀଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

attempt to murder
ପ୍ରେମ କରିବା କ’ଣ ପାପ ! ନାବାଳକକୁ ଟେକି ନେଇ ନିଆଁକୁ ଫିଙ୍ଗିଦେଲେ

ପ୍ରେମ ପାଇଁ ଭୟଙ୍କର ସଜା । ସମ୍ପର୍କୀୟାଙ୍କୁ ପ୍ରେମ କରି ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ନାବାଳକ । ତାଙ୍କ ଆକୁଳ ଚିତ୍କାରରେ ଫାଟି ପଡ଼ୁଛି ହସ୍ପିଟାଲ । ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ହସ୍ପିଟାଲ କର୍ମଚାରୀଙ୍କ ଆଖିରେ ଲୁହ ।

Yojanara Na Hariloot
ମୂଳରୁ ପୋଖରୀ ନାହିଁ, ପଚାରିବାରୁ ଅଜବ ଯୁକ୍ତି ବାଢ଼ିଲେ ସରପଞ୍ଚ

ପୋଖରୀ ନଥିଲେ ସୁଦ୍ଧା ଖନନ ଓ ତୁଠ ବାବଦକୁ ଟଙ୍କା ବିଲ୍ ହୋଇଯାଇଛି ।

murder
୯୦ ହଜାର ପାଇଁ ନୃଶଂସ ହତ୍ୟା, କକାଙ୍କୁ ଜିଅନ୍ତା ଖଣ୍ଡ ଖଣ୍ଡ କରିଦେଲା ପୁତୁରା

ଦିନେ ଯାହାକୁ କାଖେଇ କୋଳେଇ ବୁଲୁଥିଲେ, ଆଜି ସେ ଅତି ନୃଶଂସ ଭାବରେ କକାଙ୍କୁ ହତ୍ୟା କରିଛି । ଟଙ୍କା ନେଲା, ହେଲେ ଟଙ୍କା ଫେରାଇବାକୁ କହିବା ପରେ ଜୀବନ ନେଇଗଲା ।

loot
Viral Video : ୨୦ଟଙ୍କା ପାଇଁ ଗାଡ଼ିରୁ ଓହ୍ଲାଇଲେ କିରାଣୀ, ଆଖି ପିଛୁଳାକେ ଲୁଟ୍ ହୋଇଗଲା ୧୦ ଲକ୍ଷ

୨୦ ଟଙ୍କା ପକାଇ ଲୁଟିନେଲେ ୧୦ ଲକ୍ଷ । ତଳେ ପଡ଼ିଥିବା ୨୦ ଟଙ୍କା ଖୋଜିବାରେ ବ୍ୟସ୍ତ ଥିଲେ କିରାଣୀ..ପଛପଟୁ ୧୦ ଲକ୍ଷ ଉଡ଼ାଇନେଲେ ଚୋର ।

Unit 2 Market Building
ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ

ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ ରଖାଯାଇଛି..ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଲାଗିଛି..

Accident
ଟ୍ରକ-କାର ମୁହାଁମୁହିଁ ଧକ୍କା, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ରବିବାର ସନ୍ଧ୍ୟାରେ ସାଗର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Yojanara Na Hariloot
ଉଠା ଜଳସେଚନ ପ୍ରକଳ୍ପ କାମରେ ଦୁର୍ନୀତି ! ଲକ୍ଷ ଲକ୍ଷ ଖର୍ଚ୍ଚ ହେଲା, ହେଲେ ଜମିକୁ ମାଡ଼ୁନି ପାଣି

୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ତିଆରି ହେଲା ଉଠା ଜଳସେଚନ ପ୍ରକଳ୍ପ, ହେଲେ ଚାଷୀଙ୍କ କାମରେ ଲାଗୁନି ।

Chandrayaan-3
ଅଷ୍ଟ୍ରେଲିଆରେ ରାତିର ଆକାଶକୁ ଆଲୋକିତ କଲା ଚନ୍ଦ୍ରୟାନ-୩, ଭାଇରାଲ୍‌ ହେଲା ଫଟୋ

ଅତି ସୁନ୍ଦର ଚିତ୍ର.. ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ଫଟୋ ଚନ୍ଦ୍ରୟାନ-୩ର ଫଟୋ ।

Bear attack
ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଆକ୍ରମଣର ଶିକାର

exam
ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ଚଢ଼ାଉ; ୧୦ ଗିରଫ

ପଶ୍ଚିମବଙ୍ଗ ଦୀଘାରେ ଜଣେ ମହିଳା ସମେତ ୧୦ ଦଲାଲ ଗିରଫ

Mumbai
୨୦ ବୁଲା କୁକୁରଙ୍କୁ ମିଳିଲା ଆଧାର କାର୍ଡ, ହେଲେ କାହିଁକି ?

ଏଥର କୁକୁରଙ୍କୁ ବି ମିଳିବ ଆଧାର କାର୍ଡ..QR କୋଡ୍ ଦ୍ୱାରା ମିଳିବ ପରିଚୟ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।