• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

BJD
‘ନବୀନଙ୍କ ହାତରେ ନାହିଁ ଶାସନ କ୍ଷମତା, ସଚିବ ସର୍ବେସର୍ବା’

୨୦୨୪ ଭୋଟ୍ ପାଇଁ ମୁଖ୍ୟ ମୁଦ୍ଦା କରିଛନ୍ତି ବିଜେପି-କଂଗ୍ରେସ । ସଚିବ ଶାସନକୁ ଅଗଣତାନ୍ତ୍ରିକ କହି ଟାର୍ଗେ କରିଛି ବିଜେପି ।

Paschima Dwara
ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର

ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ବାରରେ ପ୍ରବେଶ କରିବେ ପୁରୀବାସୀ

Dengue
ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ, କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨୫ରୁ ୨୬ ପଜିଟିଭ୍ ଚିହ୍ନଟ

ରାଜଧାନୀରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ । ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ୭ ବର୍ଷର ଶିଶୁକନ୍ୟା ଗତକାଲି ଡେଙ୍ଗୁରେ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ଡେଙ୍ଗୁର ଏବେ ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୧୩୦ରୁ ଅଧିକ ରକ୍ତ...

bjd
ବିଜେଡିକୁ ଅଡୁଆ ସରକାର ବିରୋଧୀ ହାୱା! କାଉଣ୍ଟର କରିବାକୁ ମହିଳା କାର୍ଡ ହିଁ ଶେଷ ଅସ୍ତ୍ର !

ମହିଳା କାର୍ଡ ଖେଳୁଛି ବିଜେଡି, ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଲଢେଇ କରିବ ଶଙ୍ଖ ଦଳ

JE Civil Main Written Exam
JE ସିଭିଲ ମେନ୍‌ ପରୀକ୍ଷା ରଦ୍ଦ କଲା OSSC

ଟ୍ୱିଟ୍‌ କରି ସୂଚନା ଦେଲେ OSSC ଚେୟାରମ୍ୟାନ ଅଭୟ

van overturns
କେହି ସାହାଯ୍ୟ କଲେନି, ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବୋହିନେଲେ କୁକୁଡ଼ା

କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । କୋମନା ବ୍ଲକ ଭେଲାଠାରେ ଓଲଟି ପଡ଼ିଲା ଗାଡ଼ି ।

India, Sri Lanka
ବିପଦ ବେଳେ ହାତ ଛାଡ଼ିଦେଲା ଚୀନ୍ ! ଶେଷରେ ଭାରତ ଶରଣରେ ଶ୍ରୀଲଙ୍କା

ଶ୍ରୀଲଙ୍କାରେ UPI ଆରମ୍ଭ କରିବାକୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି, ଅର୍ଥନୈତିକ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଳବିକ ବୃଦ୍ଧି ଆଣିବ ବୋଲି କହିଛନ୍ତି ମୋଦି । ଭାରତର 'ପଡ଼ୋଶୀ ପ୍ରଥମ' ଏବଂ 'ସାଗର' ପ୍ରୟାସରେ ଶ୍ରୀଲଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଭାଗୀଦାର

Jojanara Na Hariloot
ବାଡ଼ ଖାଇଗଲା ଫସଲ, ଜାଲ ଦସ୍ତଖତ କରି ଟଙ୍କା ନେଇଗଲେ ସଭାନେତ୍ରୀ ଓ ସଂପାଦିକା

ମିଶନଶକ୍ତି ଏମବିକେଙ୍କ ନାଁରେ ଠକେଇ ଅଭିଯୋଗ । ସଭାନେତ୍ରୀ ଓ ସଂପାଦିକାଙ୍କ ଜାଲ୍ ଦସ୍ତଖତ କରି ୯ ଲକ୍ଷ ଟଙ୍କା ହଡପ୍ ଅଭିଯୋଗ ।

Odisha Congress
ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ...

ମୋକିମ, ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ସପକ୍ଷ, ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼, ଏପଟେ ବିଜେଡିର ସବୁ ନେତା, ମନ୍ତ୍ରୀଙ୍କୁ ଗାନ୍ଧିଙ୍କ ତିନି ମାଙ୍କଡ଼ଙ୍କ ଫଟୋ ପଠାଇବ କଂଗ୍ରେସ...

Chudanga Gada
ASIର ସଂରକ୍ଷିତ ଜମି ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜର

ଖାଲି ଜମି ମାଫିଆ ନୁହେଁ ASI ଦ୍ୱାରା ସଂରକ୍ଷିତ ଐତିହ୍ୟ ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜରକୁ ନେଇ ତୀବ୍ର ପ୍ରତିକ୍ରିୟା...ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI...

Chudanga Gada
ଇତିହାସର ଆଇନାରୁ ହଜିଯିବ କି ବାରଙ୍ଗର ଚୂଡ଼ଙ୍ଗ ଗଡ଼ ?

ASI ସଂରକ୍ଷିତ ଜମି ଉପରେ ରାଜ୍ୟ ସରକାରଙ୍କ ଲୋଲୁପ ନଜର । ରାଜ୍ୟ ସରକାରଙ୍କ ଏଭଳି ଅବିଚାରକୁ ନେଇ ବଢ଼ିଲା ଉଦବେଗ । ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI ।

Odisha Congress
ପୁଣି ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ ?

ମୋକିମ-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ଥମୁନି ଝଡ଼ । କାର୍ଯ୍ୟକାରିଣୀରେ ସପକ୍ଷ-ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼ । କଟକରେ ମୋକିମ୍-ଚିରଞ୍ଜୀବ ନିଲମ୍ବନକୁ ବିରୋଧ ।

 agro equipment subsidy schem
ସବସିଡରେ କୃଷି ଯନ୍ତ୍ରପାତି ନେଇ ସମସ୍ୟାରେ ଚାଷୀ : ଦୌଡ଼ି ଦୌଡ଼ି ଥକିଗଲେଣି, ହେଲେ ମିଳୁନି ଅର୍ଥ

ସବସିଡ୍ ଅର୍ଥ କେବେ ମିଳିବ ଜାଣିପାରୁ ନାହାଁନ୍ତି ଚାଷୀ । ପାୱାର ୱିଡର ଓ ପାୱାର ଟିଲର ନେଇ ଚିନ୍ତାରେ ଚାଷୀ । ବ୍ୟାଙ୍କ କି କୃଷି ବିଭାଗ ଅଧିକାରୀ ଶୁଣୁନାହାଁନ୍ତି ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେନ୍ଦୁୱାଡା ଚାଷୀଙ୍କ ଅଭିଯୋଗ ।

VIMSAR
ନାଁକୁ ସ୍ୱୟଂଶାସିତ ଭୀମସାର ! ନିଜେ କରି ପାରୁନି ପରୀକ୍ଷା, ପ୍ରକାଶ କରିପାରୁନି ଫଳ

ଆର୍ଥିକ ଓ ପରିଚାଳନାଗତ ସ୍ୱାୟତ୍ତତା ବି ପାଇନି ଭୀମସାର

Sanjukta Mahala
ବିଜେଡି ନେତ୍ରୀଙ୍କ ଗାଡ଼ି ଅଟକାଇଲା ପୋଲିସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ...

ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ଅଟକାଇଲା ପୋଲିସ।

CBSE students
ଏଣିକି ଓଡ଼ିଆରେ ବି ପଢ଼ାଯିବ CBSE କୋର୍ସ..

‘ଯେଉଁ ପିଲାମାନେ ଚାହିଁବେ ଓଡ଼ିଆରେ ପଢ଼ିବାକୁ, ସ୍କୁଲ୍ ବ୍ୟବସ୍ଥା କରିବ’

murder
ନାଗ ସାପ କାମୁଡ଼ାଇ ପ୍ରେମିକକୁ ମାରିଲା ପ୍ରେମିକା, ଏବେ ନୂଆ ବୟଫ୍ରେଣ୍ଡ୍‌ ସହ ନେପାଳ ଛୁ

ପ୍ରେମିକାର ବିଷଧର ଷଡ଼ଯନ୍ତ୍ର । ପୋଲିସ୍‌ର ବି ମୁଣ୍ଡ ଘୁରାଇଦେଲା । ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଅମାନୁଷିକ କାଣ୍ଡ ।

Supreme Court
‘ସରକାର କିଛି ନକଲେ, ଆମେ କାର୍ଯ୍ୟାନୁଷ୍ଠାନ ନେବୁ’

କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସ୍ୱଳ୍ପ ସମୟ ଦେଇପାରିବୁ... ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।

tragic incident
‘ମୋ ସ୍ତ୍ରୀକୁ ଅସଭ୍ୟ ଭାଷାରେ ଗାଳି କରୁଥିଲା, ଅସହ୍ୟ ହେବାରୁ ଆତ୍ମହତ୍ୟା କରୁଛୁ...’

ସୁଇସାଇଡ୍‌ ନୋଟରେ ନିଜ ଦୁଃଖ କଥା ଲେଖି ଆତ୍ମହତ୍ୟା କଲେ ଦମ୍ପତି । ଋଣ ଭାରକୁ ନେଇ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।