• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

vechile
ପାଞ୍ଚ ସିଟ୍ ବିଶିଷ୍ଟ ଜିପ୍ ତିଆରି କଲେ ଇଞ୍ଜିନିୟରିଂ ଛାତ୍ର ! ମାତ୍ର ୩୦ ଟଙ୍କାରେ ଚାଲିବ ୧୮୫ କିମି

ପ୍ରତିଦିନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କିଛି ନୂଆ ଉଦ୍ଭାବନ କରିବାକୁ ପ୍ରେରଣା ଦେଇଛି । ମଧ୍ୟପ୍ରଦେଶର ସାଗର ନିବାସୀ ହିମାଂଶୁ ଭୋଇ ପଟେଲ ଏକ ଇ-ଜିପ୍ ତିଆରି କରିଛନ୍ତି ।

Ajaz Patel
ରେକର୍ଡ କଲେ ଏଜାଜ୍ ପଟେଲ୍ ! ୧୧୯ ରନ୍ ବିନିମୟରେ ଭାରତର ସମସ୍ତ ୧୦ ୱିକେଟ ନେଲେ

ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।

taliban
ତାଲିବାନ୍ ଶାସନରେ ମହିଳାଙ୍କୁ ଅଧିକାର : ବଳପୂର୍ବକ ବିବାହ ଉପରେ ଲାଗିଲା ରୋକ୍

ପୂର୍ବରୁ ମହିଳାଙ୍କୁ ବଳ ପୂର୍ବକ ବିବାହ କରୁଥିବା ଅଭିଯୋଗ ହେଉଥିଲା। ହେଲେ ଆଜି ତାଲିବାନ୍ ଏହି ବଳପୂର୍ବକ ବିବାହ ଉପରେ ରୋଗ ଲଗାଇଛି ।

jio
ଜିଓ ଗ୍ରାହକଙ୍କୁ ଜୋରଦାର ଝଟକା ! ୪ ଶାନଦାର ପ୍ରିପେଡ୍ ପ୍ଲାନ୍ ବନ୍ଦ କଲା କମ୍ପାନୀ

ଜିଓ ୟୁଜରଙ୍କ ଉପରେ ନୂଆ ବୋମା ପକାଇଲା କମ୍ପାନୀ । ବନ୍ଦ ହେଲା ୪ ପ୍ରିପେଡ୍ ପ୍ଲାନ୍ ।

love story
ଯୁଆନ୍ କାଳରେ ଅଲଗା ହୋଇଯାଇଥିଲେ ପ୍ରେମୀଯୁଗଳ : ୩୫ ବର୍ଷ ପରେ ବିବାହ କଲେ, ଖୁବ ବେଦନାଦାୟୀ ଏ ପ୍ରେମ କାହାଣୀ

ଆଜି ଖୁସିରେ ଗଦଗଦ୍ ହୋଇଯାଉଛନ୍ତି ଚିକନ୍ନା । ଏତେ ବର୍ଷ ପରେ ପ୍ରାଣର ପ୍ରିୟାକୁ ଫେରି ପାଇଛନ୍ତି । ଖୁସିରେ ଗୋଡ଼ ତଳେ ଲାଗୁନି ।

cyclone
ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା 

ପାଖେଇ ଆସୁଛି ବାତ୍ୟା । ବର୍ତ୍ତମାନ ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା 

ganjna
ହଜାର ହଜାର ହେକ୍ଟର ଜମିରେ ଗଞ୍ଜେଇ ଚାଷ,ବ୍ୟବସାୟ ରୋକିବା ଦିଗରେ ସମ୍ପୂର୍ଣ୍ଣ ଫେଲ ଅବକାରୀ ବିଭାଗ

ଏକର ଏକର ଜମିରେ ହୋଇଛି ଗଞ୍ଜେଇ ଚାଷ । କିଏ ଅନୁମତି ଦେଲା, ଆଉ କରୁଛି କିଏ ?

corona
୩୦ ଦେଶକୁ ବ୍ୟାପି ସାରିଛି ଓମିକ୍ରନ୍ ! ଡେଲଟା ଠାରୁ ଭିନ୍ନ ନୂଆ ଭାରିଏଣ୍ଟର ଲକ୍ଷଣ

ଡେଲଟା ପରି ତାଣ୍ଡବ ରଚିବ କି ଓମିକ୍ରନ୍ । ଅଳ୍ପ ସମୟ ମଧ୍ୟରେ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ମାଡ଼ି ସାରିଛି ନୂଆ ଭାରିଏଣ୍ଟ୍ । କ’ଣ ହେବ ଆଗାମୀ ସ୍ଥିତି ?

school
ପାଠ ପଢ଼ିବା ପାଇଁ ହିନସ୍ତା ହେଉଛନ୍ତି ଛାତ୍ରଛାତ୍ରୀ : ଶ୍ରେଣୀଗୃହ ନଥିବାରୁ ବାରଣ୍ଡାରେ ପାଠ ପଢ଼ାଉଛନ୍ତି ଶିକ୍ଷକ

ଶ୍ରେଣୀ ଗୃହ ନାହିଁ ପିଲା ପଢ଼ିବେ କିପରି । ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢ଼ୁଛି ଦେଶର ଭବିଷ୍ୟତ ।

cyclone
ବିଶାଖାପାଟଣାରୁ ୪୨୦ କିମି ଦୂରରେ ବାତ୍ୟା

ବାତ୍ୟା ଜୱାଦ୍ ଗୁଲାବ ବାତ୍ୟାଠୁ ଅଧିକ ତିତିଲିଠୁ କମ୍ ହେବ ବୋଲି କୁହାଯାଉଛି । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ଏହାପରେ ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ...

accident
ଇଟାଗଦା ସହ ଧକ୍କା ହେଲା କାର୍ ! ଘଟଣାସ୍ଥଳରେ ୫ ମୃତ

ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଗଲା ।

cyclone
ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସମେତ ୩ ରାଜ୍ୟରେ ୪୬ଟି NDRF ଟିମ୍ ମୁତୟନ, ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍

ସମ୍ଭାବ୍ୟ ବାତ୍ୟା ପାଇଁ NDRF ଟିମ୍ ମୁତୟନ । ୩ ରାଜ୍ୟ ପାଇଁ ୪୬ଟି NDRF ଟିମ୍ ମୁତୟନ ଅଛନ୍ତି ।

omicron
ରାଜଧାନୀ ଦିଲ୍ଲୀରେ ବଢ଼ିଲା ଓମିକ୍ରନ୍ ! LNJPରେ ଭର୍ତ୍ତି ହେଲେ ୧୨ ସନ୍ଦିଗ୍ଧ ରୋଗୀ

ରାଜଧାନୀ ଦିଲ୍ଲୀରେ ଆଜି ଓମିକ୍ରନ୍ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଗତକାଲି ପର୍ଯ୍ୟନ୍ତ ୬ ଜଣ ଥିଲେ ।

jungle boy
ଓଡ଼ିଶାର ବେୟାର ଗ୍ରୀଲ୍‌ସ ! ଘଞ୍ଚ ଅରଣ୍ୟରେ ରୁହନ୍ତି, ପୋକଜୋକ ଖାଆନ୍ତି

ଶିମିଳିପାଳର ଘଞ୍ଚ ଜଙ୍ଗଲ ଭିତରେ ରହୁଛନ୍ତି ଓଡ଼ିଶାର ଜଙ୍ଗଲ ବୟ ନିଜେ ଜଙ୍ଗଲରେ ରହୁଛନ୍ତି। ପୁଅକୁ ବି ଜଙ୍ଗଲରେ ରଖିଛନ୍ତି। ପୋକଜୋକ ଯାହାକୁ ଦେଖିଲେ ଖାଉଛନ୍ତି । ଆଉ ପାଣିରୁ ଜୋକ ଆଣି ତାହାର ରକ୍ତ ପିଉଛନ୍ତି ।

Special Story
ଚାରି ବାନ୍ଧବୀଙ୍କ ନିଆରା ପ୍ରୟାସ : ଆର୍ଟ ସେଣ୍ଟର୍ ଖୋଲି କୁନି କୁନି ପିଲାଙ୍କୁ ଶିଖାଉଛନ୍ତି ଡ୍ରଇଂ, ପେଣ୍ଟିଙ୍ଗ ଆଉ କ୍ରାଫ୍ଟ

ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ ।

corruption
ମନେରଗା ମହାଦୁର୍ନୀତି : ସରକାରୀ ଅର୍ଥ ଆତ୍ମସାତ କରିବାର ନୂଆ ଉପାୟ, ଗୋଟିଏ ରାସ୍ତାକୁ ଦୁଇଥର କାମ

ସରକାରକା ମାଲ୍ ଦରିଆ ମେ ଡାଲ୍ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାଁରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା । ଆଉ ଏଥିରେ ସାମିଲ ଅଛନ୍ତି ଠିକାଦାର ଠୁ ଯନ୍ତ୍ରୀ ।

road
ଶତାଧିକ ପୁରୁଷ ଓ ମହିଳାଙ୍କ ହାତରେ କୋଡି କୋଦାଳ : ପାହାଡ ଚିରି ଜଳପ୍ରପାତକୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନକୁ ଅପେକ୍ଷା କଲେନି, ନିଜେ ଚାନ୍ଦା କରି ଜଳପ୍ରପାତକୁ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ ।

water problem
ନଳକୂଅ ଆଗରେ ମହିଳାଙ୍କ ଲମ୍ବା ଧାଡ଼ି ! ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ

ବସୁଧା ଯୋଜନା ଅଧିନରେ ସେମାନଙ୍କୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଦୀର୍ଘ ଦିନରୁ ପାଣି ବନ୍ଦ ଥିବାରୁ ପାଣି ପାଇଁ ଡହଳ ବିକଳ ହେଉଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମିଳୁଛି ଖାଲି ପ୍ରତିଶୃତି...

aids day
ଏଡ୍‌ସ୍ ବ୍ୟାପିବାର କାରଣ କ’ଣ ? ଏହାର ଲକ୍ଷଣ କ’ଣ ?

ଏଡ୍‌ସ୍ ବ୍ୟାପିବାର ଅନେକ କାରଣ ରହିଛି । କ’ଣ ରହିଛି କାରଣ ନଜର ପକାନ୍ତୁ . .

Returning gold
ଲୋଭ ମୋହ ମାୟା ଠାରୁ ଉର୍ଦ୍ଧ୍ୱରେ ଅଟୋଚାଳକ ଶ୍ରବଣ କୁମାର : ଯାତ୍ରୀଙ୍କୁ ଫେରାଇଦେଲେ ପାଇଥିବା ମୂଲ୍ୟବାନ ସୁନାଗହଣା

ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।