• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

farmers protest
ଶେଷ ହେବ ଚାଷୀଙ୍କ ଆନ୍ଦୋଳନ ? ଆଜି ବସୁଛି ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ବୈଠକ

କୃଷି ଆଇନ ପ୍ରତ୍ୟାହାର ଓ ଅନ୍ୟାନ୍ୟ ଦାବି ନେଇ ୧୫ ମାସ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି । କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟହୃତ ହେବ କି ?

iit
ବାଧା ସୃଷ୍ଟି କରିପାରିଲାନି ଅଭାବ ଅନଟନ ! IITରେ ଗୋଲଡ଼ ମେଡାଲ ପାଇଲେ ଅବସରପ୍ରାପ୍ତ ଯବାନଙ୍କ ଝିଅ

ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Elon Musk
ଚିନ୍ତାଶକ୍ତିରେ ଚାଲିବ ମୋବାଇଲ୍ ଓ କମ୍ପ୍ୟୁଟର୍ : ଦାବି କଲେ ଏଲନ୍ ମସ୍କ

ଏଲୋନ୍ ମସ୍କ ଦାବି କରିଛନ୍ତି ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ମାନବ ମସ୍ତିଷ୍କରେ ଚିପ୍ ଲଗାଇବାକୁ ପ୍ରସ୍ତୁତ ଅଟେ ।

corona
୫ ରୁ ୧୪ ବର୍ଷ ପିଲାଙ୍କ ମଧ୍ୟରେ ବଢ଼ୁଛି ସଂକ୍ରମଣ : ଓମିକ୍ରନ୍ ଭୟ ଭିତରେ ୟୁରୋପକୁ WHOର ଚେତାବନୀ

ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା ଓମିକ୍ରନ୍ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପ ଚେତାବନୀ । ୫ ରୁ ୧୪ ବର୍ଷ ବୟସର ପିଲାମାନଙ୍କଠାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା କୁହାଯାଇଛି ।

ବୁଡ଼ିବାକୁ ବସିଛି ପଥର କାରିଗରଙ୍କ ବେଉସା : କରୋନା କଟକଣା ପାଇଁ ନାହିଁ ଶିଳ୍ପୀଙ୍କ ରୋଜଗାର

କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି । କାହିଁ କେଉଁ ଅମଳରୁ ଏଠି ପଥର କାରିଗରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି ଲଳିତଗିରିର ଗାଁ ଲୋକେ । ପଥରରେ ଖୋଦେଇ କରି ଭଳିକି ଭଳି ଦେବାଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି । ଏହାସହ ରକମର ରକମର ସୁନ୍ଦର...

cancer patient
ସାହାଯ୍ୟ କର ସରକାର ! କ୍ୟାନସର ପୀଡ଼ିତ ସ୍ୱାମୀକୁ ବଞ୍ଚାଇ ଦେବାପାଇଁ ସ୍ତ୍ରୀର ଆକୁଳ ନିବେଦନ

ରୋଜଗାରିଆ ମଣିଷଟି ବିଛଣାରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛି । ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା ପାନକ୍ରିଆଜ୍ କ୍ୟାନସରରେ ପୀଡିତ । ଗରିବ ଓ ଦିନ ମଜୁରିଆ ଭାବେ କାମ କରୁଥିବା ମଣିଷ ଜଣକ ଅର୍ଥ ଅଭାବରୁ ଚିକିତ୍ସିତ ହୋପାରୁନାହାନ୍ତି ।...

Mukesh Ambani
ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଦେଶ ୨ଜିରୁ ୪ଜିକୁ ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଥିବା ବେଳେ ଆମେ ଅପ୍ଟିକାଲ୍ ଫାଇବର୍‌, କ୍ଲାଉଡ୍ ଏବଂ ଡାଟା ସେଂଟର ଭିତ୍ତିଭୂମି ଜରିଆରେ ଡିଭାଇସ୍ ଲାଗି ଏକ ସମାନ ସୁଲଭ ବ୍ୟବସ୍ଥା ବିକଶିତ କରିବା ପ୍ରକ୍ରିୟାରେ ରହିଛୁ । ପରବର୍ତୀ ପଦକ୍ଷେପ ହେବ ମେସିନ୍‌, ଡିଭାଇସ୍ ଓ ଗାଡ଼ି ମଧ୍ୟରେ...

accident
ମନ୍ଦିରରୁ ଘରକୁ ଫେରିବା ସମୟରେ ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ ! ଭାଇ ସମେତ ଦୁଇ ଭଉଣୀ ମୃତ

ମନ୍ଦିରରୁ ଫେରୁଥିବା ସମୟରେ ବାଇକରେ ଥିବା ତିନି ଭାଇଭଉଣୀଙ୍କୁ ଧକ୍କା ଦେଲା ଦ୍ରୁତ ଗତିରେ ଆସୁଥିବା ଟ୍ରକ । ମଧ୍ୟପ୍ରଦେଶର ଖିଲଚିପୁରରେ ଏହି ଦୁର୍ଘଟଣା ଘଟିଛି ।

Amit Shah
ତେରି ମିଟି ମେ ମିଲ ଯାୱାଁ . . ! ବିଏସ୍‌ଏଫ୍‌ ଯବାନଙ୍କ ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ

ଯବାନଙ୍କ ସହ ରାତ୍ରି ଭୋଜନ କଲେ ଆଉ ଦେଶଭକ୍ତିର ଗୀତ ଶୁଣି ଭାବବିହ୍ୱଳ ହୋଇଗଲେ ଗୃହମନ୍ତ୍ରୀ ଅମିତ ଶାହ ।

karishma
ପରୀକ୍ଷା ଦେଇ ୫୩%କୁ ୯୧% ମାର୍କ କରିଦେଲେ କରିସ୍ମା, ହେଲେ ଏବେ ପାଠ ପଢ଼ିବାକୁ ସମ୍ବଳ ନାହିଁ

ଗରିବ ଘରର ଝିଅଟିଏ। ଯୁକ୍ତଦୁଇ ପରୀକ୍ଷାରେ ବୋର୍ଡ ତାଙ୍କୁ ଦେଇଥିଲା ୫୩ ପ୍ରତିଶତ ନମ୍ବର। କିନ୍ତୁ ସେଥିରେ ତାଙ୍କ ମନ ମାନିଲାନି। ତେଣୁ ସେ ପରୀକ୍ଷା ଦେବାକୁ ଅଣ୍ଟା ଭିଡ଼ିଲେ, ଆଉ ନିଜର ଦମ୍ ଦେଖାଇଲେ। ୫୩% ନମ୍ବରକୁ ରୂପାନ୍ତରିତ କରି ସେ କରିଦେଲେ ୯୧% ନମ୍ବରରେ।

e cycle
ସାଇକେଲ ବୟ ସିଦ୍ଧାର୍ଥ : ୟୁଟ୍ୟୁବ ଦେଖି ୩ ଦିନରେ ନିଜ ସାଇକେଲକୁ କରିଦେଲେ ଇ-ସାଇକେଲ

୧୬ ବର୍ଷୀୟ ବାଳକଙ୍କ କରିସ୍ମା। ମାତ୍ର ୩ ଦିନ ଭିତରେ ଏକ ସାଧାରଣ ସାଇକେଲକୁ ରୂପାନ୍ତରିତ କରିଦେଲେ ଇ-ସାଇକେଲରେ। ଯାହା ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପରି କାମ କରିପାରୁଛି

corona varient
ଓମିକ୍ରନ୍ ପାଇଁ ଜାନୁୟାରୀ-ଫେବୃୟାରୀରେ ତୃତୀୟ ଲହରୀ ! ଆତଙ୍କ ଖେଳାଇଲା ବିଶେଷଜ୍ଞଙ୍କ ଦାବି

ଅଧ୍ୟୟନ ଅନୁସାରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ । ମଣିନ୍ଦ୍ର ଅଗ୍ରୱାଲ ଅଗ୍ରୱାଲଙ୍କ ଗାଣିତିକ ମଡେଲ ଆଧାରରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

new rule
ନୂଆବର୍ଷରୁ ଏଟିଏମ ବ୍ୟବହାର ମହଙ୍ଗା, ଦେବାକୁ ହେବ ମୋଟା ଅଙ୍କର ଟଙ୍କା

ଫ୍ରି ଟ୍ରାନଜାକ୍ସନ ମାସିକ ଲିମିଟ ପରେ ଯଦି ଆପଣ ଅଧିକ କାରବାର କରୁଛନ୍ତି, ତେବେ ପୂର୍ବ ଚାର୍ଜ ତୁଳନାରେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ହେବ । ଏବେ ପ୍ରତିଟି ଅତିରିକ୍ତ କାରବାର ଉପରେ ଗ୍ରାହକଙ୍କୁ ପ୍ରତି କାରବାର ପିଛା ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଆସନ୍ତା...

twitter
ଭାରତ ଜନ୍ମିତ ଟ୍ୱିଟରର ନୂଆ ସିଇଓ ପରାଗ ଅଗ୍ରୱାଲଙ୍କ ଦରମା କେତେ ?

ପରାଗ ଙ୍କୁ ବର୍ଷକୁ ବଡ ପ୍ୟାକେଜ ଟ୍ୱିଟର କଂପାନୀ ? କୋଟି କୋଟି ଟଙ୍କା ଦରମା ସହ ପାଉଛନ୍ତି ଏସବୁ ସୁବିଧା . . .

cyclone
ବାତ୍ୟା ଜଓ୍ୱାଦ ! ଯେଉଁ ସମୁଦ୍ରରେ ହୋଇଥିଲା ବଳବାନ୍, ସେଇ ସମୁଦ୍ରରେ ହୋଇଗଲା ବଳହୀନ

ସମୁଦ୍ରରେ ଶକ୍ତିହୀନ ହେଉଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ପୁରୀ ନିକଟତର ହେବା ସମ୍ଭାବନା ।

Chief Justice of India N V Ramana
’ସମାଧାନର ସମସ୍ତ ରାସ୍ତା ବନ୍ଦ ହେବା ପରେ କୋର୍ଟ ଆସନ୍ତୁ ‘! ମହାଭାରତ ଓ ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ପରାମର୍ଶ ଦେଲେ ସିଜେଆଇ

ଶନିବାର ଦିନ ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା ବିବାଦର ସମାଧାନ ପାଇଁ AD) ବ୍ୟବସ୍ଥା ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

Vinod Dua
ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ, ସୂଚନା ଦେଲେ ଝିଅ ମଲ୍ଲିକା

ବରିଷ୍ଠ ସାମ୍ୱାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା

Doctor
ଓମିକ୍ରନ୍ ସମସ୍ତଙ୍କୁ ମାରି ପକାଇବ ! ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ଓ ଝିଅପୁଅକୁ ହତ୍ୟାକଲେ ଡାକ୍ତର

ଓମିକ୍ରନ୍ ପାଇଁ ପରିବାରକୁ ହତ୍ୟା କଲେ ଡାକ୍ତର । କରୋନା ସହ ଲଢ଼ି ଲଢ଼ି ମାନସିକ ଭାରସାମ୍ୟ ହରାଇ ବସିଲେ ଡାକ୍ତର । ନୂଆ ଭାରିଏଣ୍ଟ୍ ଚିନ୍ତାରେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଛନ୍ତି ।

omicron
ଭାରତରେ ଓମିକ୍ରନ୍‌ର ଆଉ ଜଣେ ରୋଗୀ, ଗୁଜରାଟରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଦକ୍ଷିଣ ଆଫ୍ରିକା ଫେରନ୍ତା

କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି।

Seashore
ସିସୋର କମ୍ପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।