• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

farmer
କୋବି ବିଲରେ ଆଣ୍ଠୁଏ ପାଣି ! ଚାଷୀ ଆଖିରେ ରକ୍ତ, ଦୃଶ୍ୟ ଦେଖି ଛାତି ଫାଟି ଯାଉଛି

କୋବି ଟିକେ ସୁକୁମାରିଆ ପରିବା । ସାମାନ୍ୟ ବର୍ଷା ହେଲେ ବି ଏହା ନଷ୍ଟ ହୋଇଯାଏ । କିଛି ସ୍ଥାନରେ ଫୁଲ ଧରି ଆସିଥିଲା ବେଳେ ବର୍ଷା ମାଡରେ ଏହା ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଏହା ଜାଣି ମଧ୍ୟ ଚାଷୀ ନିଜ ଫସଲକୁ ବଂଚାଇବାକୁ ପ୍ରାଣମୂର୍ଚ୍ଚା...

crash
ସୁଭାଷ ବୋଷଙ୍କ ଠାରୁ ବିପିନ ରାୱତଙ୍କ ପର୍ଯ୍ୟନ୍ତ . . .ଦେଶର ପ୍ରମୁଖ ବିମାନ ଦୁର୍ଘଟଣା, ପ୍ରାଣ ହରାଇଥିଲେ ଦେଶର ଚର୍ଚ୍ଚିତ ଚେହେରା

ଅତୀତରେ ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧୀ, ମାଧବରାଓ ସିନ୍ଧିଆ, ୱାଇଏସ୍‌ଆର୍‌ ରେଡ୍ଡୀଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ଏହା ସହ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଉଛି। ଏନେଇ ଏବେବି ବିବାଦ ରହିଛି।

cds
ଆଜି ପଞ୍ଚଭୂତରେ ବିଲୀନ ହେବେ ଜେନେରାଲ ବିପିନ ରାଓ୍ୱତ

ଆଜି CDS ଜେନେରାଲ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ । ସହିଦ ରାଓ୍ୱତଙ୍କ ସମେତ ଅନ୍ୟ ସହିଦ ଯବାନମାନଙ୍କର ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହେବ ।

omicron
ଜୟପୁରରେ ହାରିଲା ଓମିକ୍ରନ୍‌ ! ଦୁଇ ସପ୍ତାହରେ ୯ ରୋଗୀଙ୍କ ରିପୋର୍ଟ ନେଗେଟିଭ୍

ଓକିମ୍ରନ୍‌କୁ ହରାଇଲେ ସଂକ୍ରମିତ । ଜୟପୁରରେ ହାରିଲା ନୂଆ ଭାରିଏଣ୍ଟ୍ ।

lic
୧୨୧ ଟଙ୍କା ଦେଲେ, ଝିଅ ବାହାଘର ବେଳେ ଏଲଆଇସି ଦେବ ଲକ୍ଷ ଲକ୍ଷ ଟଙ୍କା

କନ୍ୟାର ଉଜ୍ଜଳ ଭବିଷ୍ୟତ ପାଇଁ ଲୋକମାନେ ସେମାନଙ୍କ ଜନ୍ମରୁ ନିବେଶ ପଲିସି ପାଇଁ ପ୍ଲାନ୍ କରନ୍ତି। ଆଜି ଆମେ ଆପଣଙ୍କୁ ଏଲଆଇସିର ଏମିତି ଏକ ପ୍ଲାନ୍ ସମ୍ପର୍କରେ ଜଣାଉଛୁ, ଯାହା କନ୍ୟାର ବିବାହ ପାଇଁ ହିଁ ପ୍ରସ୍ତୁତ କରାଯାଇଛି। ଏଲଆଇସିର ଏହି ପଲିସିର ନାଁ ହେଉଛି ଜୀବନ ରକ୍ଷକ...

baijayant panda
’ଦେଶ ପାଇଁ ଅପୂରଣୀୟ କ୍ଷତି, ଜଣେ ସଚ୍ଚା ତଥା ଦକ୍ଷ ସୈନିକ ଥିଲେ ଜେନେରାଲ୍ ବିପିନ୍ ରାୱତ୍ ’

ଜେନେରାଲ୍ ବିପିନ୍ ରାୱତ୍ ଜଣେ ଅତି ସରଳ ତଥା ନିର୍ଭିକ ବ୍ୟକ୍ତି ଥିଲେ । ଅତି ମେଳାପୀ, ଖୁବ ଭଦ୍ର ଥିଲା ତାଙ୍କୀ ବ୍ୟବହାର । କଥାରେ ଥିଲା ଅଦ୍ଭୁତ ତେଜ ଆଉ ସ୍ପଷ୍ଟୋକ୍ତି ।

Wing Commander Prithvi
ତିନି ଦିନ ପୂର୍ବରୁ କଲ୍ କରିଥିଲା . . . ସହିଦ୍ ପୃଥ୍ୱୀ ସିଂଙ୍କ ମୃତ୍ୟୁ ଖବର ଶୁଣି କଇଁ କଇଁ କାନ୍ଦୁଛନ୍ତି ୭୫ ବର୍ଷିୟ ବୁଢ଼ା ବାପା

ୱିଙ୍ଗ୍ କମାଣ୍ଡର ପ୍ରୀତି ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ । ତାଙ୍କର ଦୁଇ ଭଉଣୀ ଆଗ୍ରାରେ ରୁହନ୍ତି । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଖବର ଶୁଣି ଘରକୁ ଧାଇଁ ଆସିଥିବା ଭଉଣୀ ମୀନାଙ୍କ ଆଖିରୁ ଲୁହ ଶୁଖୁନି । ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାର ଭାଇ ଆସୁଥିଲା ।...

binika
ଲୋକକଳାର ଗାଁକୁ ଅବହେଳା : କାଗଜ କଳମରେ ସୀମିତ ସରକାରୀ ଘୋଷଣା

ଆମକୁ କୌଣସି ସାହାଯ୍ୟ ସହଯୋଗ ମିଳୁନି । ସୁବର୍ଣ୍ଣପୁର ଜିଲ୍ଲାର ଏକମାତ୍ର ଲୋକକଳା ଗାଁ ଭାବେ ପରିଚିତ ହୋଇଥିବା ଏଠାକାର କଳାକାj ମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜକଳାକୁ ପ୍ରଦର୍ଶିତ କରି ସୁନାମ ଅର୍ଜନ କରିଛନ୍ତି ।

 CDS Gen Bipin Rawat
ବିପିନ୍ ରାୱତ୍ ଓ ବାରମୂଳା ! ବିକଳ ହୋଇ କାନ୍ଦୁଛନ୍ତି ଉତ୍ତର କାଶ୍ମୀରବାସୀ, ଅସଲ ହିରୋକୁ ହରାଇଲା ଦେଶ

ଖୁବ୍ ଅମାୟିକ ଥିଲେ ସିଡିଏସ୍ ବିପିନ୍ ରାୱତ୍ । ଜୁନିୟର ଅଫିସରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାର ଖୁବ ଭଲ ଥିଲା । ତାଙ୍କର ଅବର୍ତ୍ତମାନରେ ଏବେ ସିଡିଏସଙ୍କୁ ଝୁରୁଛନ୍ତି ଉତ୍ତର କାଶ୍ମୀରବାସୀ ।

muni bai
ଚମ୍ବଲର ମୁନ୍ନିବାଇ . . .ଦିନ ଥିଲା ଦସ୍ୟୁ ସୁନ୍ଦରୀଙ୍କ ନାଁ ଶୁଣି ଥରହର ହେଉଥିଲେ ଲୋକେ, ଏବେ ତାଙ୍କ ଆଖିରେ ଲୁହ

ଚମ୍ବଲର ମୁନ୍ନିବାଇ ଏବେ ଘର ଖଣ୍ଡିଏ ପାଇଁ ବାରଦ୍ୱାର ହେଉଛନ୍ତି । ଜବରଦଖଲକାରୀଙ୍କ ଷଡ଼ଯନ୍ତ୍ରରେ ଜର୍ଜରିତ ହୋଇପଡ଼ିଛନ୍ତି ଚମ୍ବଲର ସୁନ୍ଦରୀ ।

Rohini Court
ଦିଲ୍ଲୀର ରୋହିଣୀ କୋର୍ଟରେ ବୋମା ବିସ୍ଫୋରଣ, ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ ଉଦ୍ଧାର

ରୋହିଣୀ କୋର୍ଟରେ ନିମ୍ନ ତୀବ୍ରତାଯୁକ୍ତ ବିସ୍ଫୋରଣ । ତୁରନ୍ତ ଖାଲି କରାଗଲା ପରିସର ।

police
ମୁସଲମାନରୁ ହିନ୍ଦୁ ହେବାକୁ ଚାହିଁଲେ ଯୁବକ, ନିର୍ଘାତ ମାରିଲେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି

ଧର୍ମ ପରିବର୍ତ୍ତନ କରାଇ ଦେଉନଥିବା ଅଭିଯୋଗ କରି ପୋଲିସ ନିକଟରେ ଅଭିଯୋଗ କଲେ ମୁସଲମାନ ଯୁବକ ।

Army Helicopter Crash
ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର କ୍ରାସ୍ : ଦୁର୍ଘଟଣାସ୍ଥଳରୁ ୪ମୃତଦେହ ଉଦ୍ଧାର

ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିବା ସହ ତିନି ଜଣଙ୍କୁ...

 Indra Dam Project
ପାଣି ଘେରରେ କରୁଆଁପଡ଼ା ! ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଆଁରେ ଗାଁ

ନୂଆପଡା ଜିଲ୍ଲାର ରଜନା ପଂଚାୟତର ବେଲଗାଁ କରୁଆଁପଡା ଏକ ଛୋଟ ଗାଁ । ଗାଁର ଜନସଂଖ୍ୟା ପ୍ରାୟ ୪୫୦ । ଏବେ ଲୋକଙ୍କ ପାଇଁ କାଳ ହୋଇଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ବର୍ଷା ଦିନ ଗାଁକୁ ଡ୍ୟାମର ପାଣି ମାଡି ଆସେ । ଘର ଦ୍ୱାର...

mahanga
ମାହାଙ୍ଗା ଡବଲ ମର୍ଡର : ପୋଲିସ୍‌କୁ ଝଟକା

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ ।

UAE
ସପ୍ତାହରେ ସାଢ଼େ ଚାରି ଦିନ ୱର୍କିଂ ଡେ : ଏବେ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଦିନର ଅଫ୍

ବିଶ୍ୱର ଅଧିକାଂଶ ଦେଶରେ ୫ ଦିନିଆ ସାପ୍ତାହିକ କାର୍ଯ୍ୟଦିବସ ରହିଛି । କିନ୍ତୁ କର୍ମଚାରୀଙ୍କୁ ଅଢ଼େଇ ଦିନ ଛୁଟି ଦେବାରେ ୟୁଏଇ ବିଶ୍ୱର ପ୍ରଥମ ଦେଶ ପାଲଟିଛି ।

school problem
ଖଣି ଅଞ୍ଚଳରେ ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା : ପ୍ରତିବର୍ଷ ପାଠପଢା ଛାଡ଼ୁଛନ୍ତି ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ବିଦ୍ୟାଳୟ ଉପରେ ୧୦ କିଲୋମିଟର ପରିଧିରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ, ଯାହା ଫଳରେ ବହୁ ଛାତ୍ର ଛାତ୍ରୀ ଏ ବିଦ୍ୟାଳୟକୁ ଭରଷା କରନ୍ତି । ହେଲେ ବିଦ୍ୟାଳୟରେ ସ୍ଥାନ କମ୍ ରହିଥିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରନ୍ତି ନାହିଁ । ପ୍ରତ୍ୟେକ ବର୍ଷ ଏ...

tarani
ଯୁକ୍ତ ତିନି ଛାତ୍ରଙ୍କ କମାଲ୍ : ସୋଲରେ ତିଆରି କରୁଛନ୍ତି ରାମ ମନ୍ଦିର, କାର୍ଟୁନ ପେଟିରେ ନନ୍ଦିଘୋଷ ରଥ

ତରଣୀ ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ ।

omicron
’ଅଧିକ ଘାତକ ନୁହେଁ ଓମିକ୍ରନ୍’ ! ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତାଙ୍କ ଦାବି

ଆମେରିକାର ଶୀର୍ଷ ବୈଜ୍ଞାନିକ ତଥା ମୁଖ୍ୟ ମହାମାରୀ ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଫୌସି କହିଛନ୍ତି ଓମିକ୍ରନ୍ ଭାରିଆଣ୍ଟ ଡେଲଟା ତୁଳନାରେ ଅଧିକ ଗୁରୁତର ନୁହେଁ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।