ସୁଧୁରିବନି ପାକିସ୍ତାନ୍ । ଆତଙ୍କରେ ଅନ୍ଧ ଥିବା ଦେଶ ଭୋକିଲାଙ୍କ ଭୋକକୁ ମଧ୍ୟ ଚିହ୍ନିପାରୁନି ।
ଏଡ୍ସ୍ ଏପରି ଏକ ରୋଗ ଯାହା ମଣିଷକୁ ଜୀବିତ ଥିବାବେଳେ ମରିବାକୁ ବାଧ୍ୟ କରେ। ଆଜି ଏଡ୍ସ୍ ଦୁନିଆର ସବୁଠାରୁ ମାରାତ୍ମକ ରୋଗ ଭାବରେ ଉଭାହୋଇଛି। ଏହି ରୋଗର ସେଭଳି କୌଣସି ଦୃଢ ଉପଶମ ବାହାରି ନାହିଁ, କିନ୍ତୁ ଏହା ନୁହେଁ ଯେ ଏହି ରୋଗକୁ ଏଡାଇ ଦିଆଯାଇପାରିବ...
ଏଡ୍ସ୍ ପୀଡ଼ିତ ବ୍ୟକ୍ତି ମୃତ୍ୟୁରୁ ରକ୍ଷା ପାଇପାରିବେ କି ?
କାହିଁକି ଓଡ଼ିଶା ମୁହାଁ ହେଉଛି ଗୋଟିଏ ପରେ ଗୋଟିଏ ବାତ୍ୟା? ଶନିବାର ଓଡ଼ିଶାର କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା? ଜାଣନ୍ତୁ କ’ଣ କହୁଛି ପାଣିପାଗ.
କଳଙ୍କିତ ମନ୍ତ୍ରୀଙ୍କୁ ଗୃହରେ ପୂରାଇ ଦେବୁ ନାହିଁ । ମନ୍ତ୍ରୀ ହତ୍ୟା ଘଟଣାରେ ପୂରା ସାମିଲ ଅଛନ୍ତି । କିନ୍ତୁ ସରକାର କିଛି କରୁନାହାନ୍ତି ।
୪ ତାରିଖରେ ବାତ୍ୟା । ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଉପକୂଳରେ ପହଞ୍ଚିବ ବୋଲି ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ କହିଛନ୍ତି ।
ଖଚରରେ ବୁଲି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ସରକାରୀ ଅଧିକାରୀ। ଦୁର୍ଗମ ଅଞ୍ଚଳରେ ପାଦ ଚଲା ରାସ୍ତା ଥିବାରୁ ଖଚରରେ ଗଲେ ଅଧିକାରୀ
କାଲିଠୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିଜିପି । ଡିଜିପିଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପରେ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ।
ସ୍ମାର୍ଟ ସ୍କୁଲ କାମ ଶେଷ ହୋଇନି , କିନ୍ତୁ ନେତାମନ୍ତ୍ରୀ ଆସି ଉଦଘାଟନ କରି ଚାଲିଗଲେ । ଜିଲ୍ଳା ଆର.ଉଦୟଗିରି ଛେଳିଗଡ ସ୍ମାର୍ଟ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ରାସନକାର୍ଡ ହଜିଗଲା ବୋଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଏ କଥା ସ୍ତ୍ରୀଙ୍କୁ ଏତେ ବାଧିଲା ଯେ, ଶେଷରେ ସେ ନିଜର ଜୀବନ ହାରିଦେଲେ।
ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମାଲବାହୀ ଟ୍ରକ ଆସୁଛି ଆଉ ଚାଷୀଙ୍କ ଅସୁବିଧାର ସୁଯୋଗ ଉଠାଇ ଧାନ ନେଇଯାଉଛି । ଗୋଟିଏ ପଟେ ପ୍ରକୃତିର ଦାଉ ଅନ୍ୟପଟେ ପ୍ରଶାସନିକ ଅବହେଳାରେ ପେଶି ହେଉଛନ୍ତି ସାଧାରଣ ଚାଷୀ ।
ପୁଣି ଜେରାର ସମ୍ମୁଖୀନ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୯ ଘଣ୍ଟା ଧରି ବିଭିନ୍ନ ପ୍ରକାର ପ୍ରଶ୍ନ କରିଛି।
ପାଗ ପରିବର୍ତ୍ତନକୁ ଦେଖି ଚିନ୍ତାରେ ଚାଷୀ । ବର୍ଷଯାକର ପରିଶ୍ରମ ଜମିରେ ପଡ଼ିଛି । କିପରି ହେବ ଅମଳ ?
ପଦ୍ମଶୀ ନନ୍ଦକିଶୋର ପୃଷ୍ଟି କରୋନା ଆକ୍ରାନ୍ତ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ନୂଆ ମାରାତ୍ମକ କରୋନା ଭାରିଆଣ୍ଟ୍ର ନାମ ଓମିକ୍ରନ୍ କାହିଁକି ? କେଉଁ ଆଧାରରେ ଏହି ନମା ଦିଆଯାଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ନୂତନ ଭାରିଆଣ୍ଟ୍ ଅଧିକ ସଂକ୍ରାମକ ହୋଇଥିବା ସୂଚନା ମିଳିଛି । ଏହି ଭ୍ୟାରିଆଣ୍ଟ କକଟେଲ ଆଣ୍ଟିବଡ଼ିକୁ ବି ପ୍ରତିହତ କରିବାର କ୍ଷମତା ରଖେ ବୋଲି ଆଶଙ୍କା କରାଯାଉଛି ।
ବିଲ୍ ପାରିତ ହେବା ପୂର୍ବରୁ କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ କୃଷି ଆଇନ୍ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା।
ସରକାରଙ୍କ ଦ୍ୱାରା ନିର୍ମିତ ହୋଇଛି ଏକ ପୋଲ । ହେଲେ ଏଇ ପୋଲଟିର ନାଁ ଦୁଇ ଭାଇଭଉଣୀଙ୍କ ନାଁରେ ନାମିତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ଲୋକମାନେ କାହିଁକି ଏମିତି ଦାବି କରିଛନ୍ତି । ଜାଣନ୍ତୁ ଏଇ ରିପୋର୍ଟରେ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁଦର୍ଶନଙ୍କ ବହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି