ଏଚଆଇଭି ରୋଗ ପାଇଁ ପର ହେଲା ସ୍ୱାମୀ । ତୁଟିଗଲା ପ୍ରେମ, ପ୍ରୀତିର ବନ୍ଧନ ।
ବର୍ଷା ଦିନରେ ନଦୀରେ ପାଣି ବଢିଲେ, କାଠ ପୋଲ ପାଣିରେ ଭାସିଯିବା ସହ ବାଦପୁର ଓ କୋଦାଳବାଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଆନ୍ତି ।
ଓଡ଼ିଶାରେ ତଥା ପୂରା ବିଶ୍ୱରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଡେଲଟା ଭାରିଆଣ୍ଟ୍ ମାଡ଼ୁଥିବା ବେଳେ ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିଲା । କିନ୍ତୁ ଏବେ ସେପରି ସ୍ଥିତି ନାହିଁ । ଏବେ ଚାରିଆଡ଼େ ଓମିକ୍ରନ୍ ହିଁ ସଂକ୍ରମିତ କରୁଛି । ଘରେ ଘରେ ପହଞ୍ଚିବ ଓମିକ୍ରନ୍...
ଜାନୁୟାରୀ ୧୧ ଅପରାହ୍ନ ୩ ଟା । ସେଦିନ କଳାହାଣ୍ଡି ପାଇଁ ଥିଲା କାଳ ସମୟ । ଏକ ଘଣ୍ଟାର କୂଆ ପଥର ବର୍ଷା ଉଜୁଡେଇ ଦେଇଥିଲା ଚାଷୀଙ୍କ ବର୍ଷକର ଜୀବନ ଜୀବିକା ।
ବାସନ୍ଦ ଭୟରେ ମାନବିକତା ହରାଇଲେ ଗାଁ ଲୋକ । ମୃତ୍ୟୁ ପରେ ବି କାନ୍ଧ ଦେବାକୁ ଆସିଲେନି କି ଶବ ସତ୍କାର କରିବାକୁ ଆସିଲେନି ।
ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ଭୀମ ଆର୍ମି ମେଣ୍ଟ କରିପାରନ୍ତି ।
୩ଦିନ ହେଲା ଫେରିଲାନି ଝିଅ । ଝିଅକୁ ଫେରାଇ ଦିଅ କହି କାନ୍ଦୁଛି ମା’ ।
ନିଜେ ଭିକ୍ଷା ମାଗି ଚଳୁଥିଲେ । ବଳକା ପଇସା ମନ୍ଦିରକୁ ଦାନ କରୁଥିଲେ । ଲୋକଙ୍କୁ ଅଜସ୍ର ଭଲ ପାଇବା ଦେଉଥିଲେ । ନିଜର ସଂପର୍କୀୟ ବୋଲି ପାଖରେ କେହି ନଥିଲେ । ତାଙ୍କ ଘର କେଉଁଠି କେହି ଜାଣନ୍ତି ନାହିଁ । ହେଲେ ୮୦ ବର୍ଷ ବୟସରେ ତାଙ୍କର...
ବିରୋଧର ସମ୍ମୁଖୀନ ହେବାରୁ ମହିଳାଙ୍କ ଗୋଡ଼ ତଳେ ପଡ଼ିଗଲେ ମନ୍ତ୍ରୀ । ଅଭିଯୋଗ ଶୁଣାଇବା ପୂର୍ବରୁ ପ୍ରଥମେ ମୋତେ ମାଡ଼ ମାର ମା ବୋଲି କହିଥିଲେ ।
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଛନ୍ତି ନେତାମନ୍ତ୍ରୀ ।
ବସ ଟର୍ମିନାଲ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଠିକ ସମୟରେ ତିଆରି ହୋଇପାରୁନି ।
ବୃଦ୍ଧ ଦମ୍ପତିଙ୍କୁ ଠକିଲେ ଭଡ଼ାଟିଆ । ଟଙ୍କା ଦୂର କରିବାର ବାହାନା ଦେଖାଇ ଟଙ୍କା ଲୁଟିନେଲେ ।
ବିଦେଶରୁ ଡାକ୍ତର ଆସି ଚିକିତ୍ସା କଲେ, ହେଲେ ସଂକ୍ରମିତଙ୍କ ଜୀବନ ବଞ୍ଚିଲାନି ।
ବିଭାଜନ ବେଳେ ଅଲଗା ହୋଇଥିଲେ, ୭୪ ବର୍ଷ ପରେ ଏକାଠି ହେଲେ ଦୁଇ ଭାଇ ।
କରୋନାଙ୍କ ସୁପର ସ୍ପିଡ୍ । ଗତ ୨୪ଘଣ୍ଟାରେ ଦେଶରେ ୨ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସମସ୍ତ ରାଜ୍ୟରେ ସଂକ୍ରମଣ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
କରୋନା ଭୟରେ ଶିଶୁ ଓ ଗର୍ଭବତୀ ମହିଳା ଓ ଅନେକ ଲୋକଙ୍କୁ ମେଟାଲ ବକ୍ସରେ ବନ୍ଦ କରି ରଖୁଛନ୍ତି ଚୀନ୍ ସରକାର ।
ପରିଣତ ବୟସରେ ଦଶମ ପାସ୍ । ୭୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଥିଲେ ।
ଗୌହାଟିର ହେଙ୍ଗରାବାଡି ଅଞ୍ଚଳରେ ଥିବା ଏକ ଘରେ ଚୋରି କରିବାକୁ ପହଞ୍ଚିଥିଲା ଚୋର । ଘରେ କେହି ନଥିବା ଦେଖି ଘରେ ପଶିବା ପାଇଁ ତାକୁ ସୁବିଧା ହୋଇଥିଲା । ଚୋରି କରିବ କ’ଣ, ତାକୁ ପ୍ରବଳ ଭୋକ ଲାଗିଥିଲା । ଆଉ ଭୋକ ଲାଗିବାରୁ ଖେଚୁଡ଼ି ତିଆରି...
ବ୍ୟାଙ୍କ ବନ୍ଦ କରିବାର କିଛି ସମୟ ପୂର୍ବରୁ ଚାରିଜଣ ଯୁବକ ଦୁଇଟି ମୋଟର ସାଇକେଲରେ ଆସି ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ। ମୁହଁରେ ମୁଖା ପିନ୍ଧିଥିବା ସହ ହାତରେ ଛୁରି ,ଭୁଜାଲି ଓ ଲୁହାର ପଞ୍ଚ ବ୍ୟବହାର କରିଥିଲେ ଡକାୟତ ମାନେ । ବ୍ୟାଙ୍କ ମ୍ୟାନେଜରଙ୍କ...