• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

dolo 650
ସବୁ ଔଷଧକୁ ପଛରେ ପକାଇ ଡୋଲୋ-୬୫୦ ନମ୍ୱର ଓ୍ୱାନ୍, ଚାହିଦା ସାଙ୍ଗକୁ ଚର୍ଚ୍ଚା

ସୋସିଆଲ୍ ମିଡିଆରେ କରୁଛି ଟ୍ରେଣ୍ଡ। ହସପିଟାଲଠୁ ରୋଗୀ ସବୁଠି ଡୋଲୋ-୬୫୦ର ଚାହିଦା। କରୋନା ମହାମାରୀ ସମୟରେ ଡୋଲୋ-୬୫୦ ଦେଶର ସମସ୍ତ ଔଷଧ କଂପାନୀର ବିକ୍ରିକୁ ପଛରେ ପକାଇ ରେକର୍ଡ କରିଛି। ଆଉ ରାତାରାତି ଏ ମାଲିକ ହୋଇଗଲେ କୋଟିପତି।

republic day
ସାଧାରଣତନ୍ତ୍ର ଦିବସ ୨୦୨୨ : ଜାତୀୟ ପତାକା ଉତ୍ତୋଳନର ବିଧି ସମ୍ପର୍କରେ ଜାଣିନିଅନ୍ତୁ

ତ୍ରିରଙ୍ଗା ପତାକା ସର୍ବଦା ଖଦି କିମ୍ବା ହସ୍ତତନ୍ତରେ ତିଆରି ହେବା ଆବଶ୍ୟକ ଅଟେ । ଯଦି କୌଣସି କାରଣରୁ ପତାକାଟି ଫାଟିଯାଏ ତେବେ ଏହାକୁ ଉଡ଼ାଇବା ଅନୁଚିତ୍‌ ଅଟେ।

february
ଫେବୃଆରୀରୁ ବଦଳିଯିବ ଏସବୁ ନିୟମ... ଏସ୍‌ବିଆଇ, ପିଏନ୍‌ବି, ବିଓବି ବ୍ୟାଙ୍କ ଗ୍ରାହକ ନିହାତି ଜାଣନ୍ତୁ...

ଆସୁଛି ନୂଆ ମାସ। ଆସୁଛି ନୂଆ ନିୟମ। ଫେବୃଆରୀ ୧ ତାରିଖରୁ ବଦଳିବାକୁ ଯାଉଛି ଟଙ୍କା କାରବାର ସଂପର୍କିତ ଏସବୁ ନିୟମ। ଯଦି ଆପଣ ଏସ୍‌ବିଆଇ, ପିଏନ୍‌ବି କି ବିଓବି ଗ୍ରାହକ ହୋଇଥିବେ, ତେବେ ଜାଣନ୍ତୁ ଏସବୁ ନିୟମ

climate change
ମଣିଷ ଜାତି ପାଇଁ ମାଡି ଆସୁଛି ବଡ଼ ବିପଦ, ଅକାଳରେ ବର୍ଷକୁ ଯିବ ଅଢେଇ ଲକ୍ଷ ଲୋକଙ୍କ ଜୀବନ !

ମଣିଷ ଜାତି ପାଇଁ ମାଡି ଆସୁଛି ବଡ଼ ବିପଦ। କରୋନା ନ ଯାଉଣୁ ଏମିତି ଖବର ଶୁଣି ସ୍ତବ୍ଧ ହୋଇ ଯାଇଛନ୍ତି ବିଶ୍ୱବାସୀ। ଭୟଙ୍କର ହେବ ମ୍ୟାଲେରିଆ ଓ ଡାଇରିଆ ରୋଗ। ବର୍ଷକୁ ଅତି କମରେ ଅଢେଇ ଲକ୍ଷ ଲୋକ ପ୍ରାଣ ହରାଇବାର ଆଶଙ୍କା କରାଯାଉଛି। ଆଜିଠୁ ଏଥିପ୍ରତି...

Republic Day
ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ ! କଡା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ, ରାଜପଥରେ ଆୟୋଜିତ ହେବ ଭବ୍ୟ ପରେଡ୍

ଚଳିତ ଥର ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ ।

Neeraj Chopra
ନୀରଜ ଚୋପ୍ରାଙ୍କୁ ମିଳିବ ପରମ ବିଶିଷ୍ଟ ସେବା ମେଡାଲ

ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ PVSM ସମ୍ମାନ । ନୀରଜ ପାଇବେ PVSM- ପରମ ବିଶିଷ୍ଟ ସେବା ମେଡାଲ ।

Marital Dispute
ପାରିବାରିକ ବିବାଦ ମାମଲା : ତପସ୍ୱିନୀଙ୍କୁ ନୋଟିସ୍ କଲେ ହାଇକୋର୍ଟ

ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି କରିଛନ୍ତି ହାଇକୋର୍ଟ ।

snowfall
ବିବାହରେ କଣ୍ଟା ସାଜିଲା ତୁଷାରପାତ ! ଜେସିବିରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଲା ବର

ଜେସିବିରେ ଗଲା ବରଯାତ୍ରୀ । ବିବାହ ପରେ କନ୍ୟାକୁ ମଧ୍ୟ ଜେସିବିରେ ଆଣିଲେ ବର ।

IAS cadre rule change
ଆଇଏଏସ୍ କ୍ୟାଡର୍ ରୁଲରେ ପରିବର୍ତ୍ତନ, ପ୍ରସ୍ତାବକୁ ନେଇ ରାଜନୈତିକ ଝଡ଼

ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ତେବେ କେନ୍ଦ୍ରର ପ୍ରସ୍ତାବକୁ ଅଧିକାଂଶ ଅଣବିଜେପି ଶାସିତ ରାଜ୍ୟ ଜୋରଦାର ବିରୋଧ କରୁଥିବାରୁ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

Supreme Court
ମାଗଣା ଘୋଷଣାକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ, କେନ୍ଦ୍ର ଓ ECIକୁ ନୋଟିସ୍‌ ଜାରି

ନେତାଙ୍କ ମାଗଣା ପ୍ରତିଶ୍ରୁତି ଏକ ଗମ୍ଭୀର ପ୍ରସଙ୍ଗ । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ ।

bollywood
ଶାହରୁଖ, ଆମୀରଙ୍କ ଠାରୁ ଶିଲ୍ପା ସେଟ୍ଟୀ ଓ ପ୍ରୀତି ଜିଣ୍ଟା, ସରୋଗେସି ଆପଣାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି

ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି

police medal
ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୨୨ ଜଣ ପାଇବେ ପୋଲିସ୍ ମେଡାଲ

ଓଡ଼ିଶାରୁ ୨୨ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ଉତ୍କୃଷ୍ଟ ସେବା ପାଇଁ ଏବଂ ୯ ଜଣଙ୍କୁ ସାହସିକତା ଲାଗି ମନୋନୀତ କରାଯାଇଛି ।

Surrogacy
ସରୋଗେସି କ’ଣ ? କାହିଁକି ଏହାକୁ ନେଇ ବିବାଦ?

କୌଣସି ଦଂପତି ନିଜର ସନ୍ତାନ ପ୍ରାପ୍ତି ପାଇଁ ଅନ୍ୟ ମହିଳାଙ୍କ ଗର୍ଭକୁ ଭଡ଼ାରେ ନିଅନ୍ତି, ତେବେ ତାହାକୁ ସରୋଗେସି କୁହାଯାଏ ।

unique marriage
ବର ସାଙ୍ଗେ ଓସ୍ତର ବାହାଘର, ସମୁଦି ହେଲେ ଦୁଇ ସାଙ୍ଗ

ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା। ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ

Joe Biden
ଦରଦାମ୍ ବୃଦ୍ଧି ସମ୍ପର୍କରେ ପଚାରିବାରୁ ରାଗିଗଲେ ଆମେରିକା ରାଷ୍ଟ୍ରପତି ! ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳି କଲେ ବାଇଡେନ୍

ଦରଦାମ ବୃଦ୍ଧି ସମ୍ପର୍କରେ ଉତ୍ତର ଦେବାକୁ ନାରାଜ ଆମେରିକା ରାଷ୍ଟ୍ରପତି । ପ୍ରଶ୍ନ କରିବାରୁ ରାଗିଗଲେ ଓ ସାମ୍ବାଦିକଙ୍କୁ ଗାଳି କଲେ ।

Viral News
ସାଇକେଲରେ ସଚେତନତା ବାର୍ତ୍ତା ! ୩୮ ଦିନରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା କଲେ ୧୦ ବର୍ଷିୟ କୁନି ଝିଅ

ଯାନବାହାନ ପ୍ରଦୂଷଣର କ୍ଷତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଚଳାଇଲେ ୧୦ ବର୍ଷର କୁନି ଝିଅ ।

politics
ନିର୍ବାଚନୀ ମୈଦାନରେ ଆଦିବାସୀ ସପ୍ଟୱେର ଇଞ୍ଜିନିୟରିଂ ଛାତ୍ରୀ

ସମିତି ସଭ୍ୟ ପ୍ରାର୍ଥୀ ହେଲେ ସପ୍ଟୱେର ଇଂଜିନିୟର ଛାତ୍ରୀ । ନିଜ ପଞ୍ଚାୟତର ସମସ୍ୟାକୁ ଆୟୁଧ କରି ନିର୍ବାଚନୀ ବୈତରଣୀ ଜିତିବାକୁ ପ୍ରୟାସ ।

nabarangpur
ନବରଙ୍ଗପୁର ଝିଅକୁ ମିଳିଲା ରାଷ୍ଟ୍ରୀୟ ବାଲ୍ ପୁରସ୍କାର ! କ୍ଷୁଦ୍ର ଗ୍ରହ ସନ୍ଧାନରେ ସଫଳ ହୋଇଥିଲେ ବନିତା

ନବରଙ୍ଗପୁରର ୧୫ ବର୍ଷର ଛାତ୍ରୀ କୁମାରୀ ବନିତା ଦାସଙ୍କୁ ଏହି ପୁରସ୍କାର ମିଳିବ । ଗୋଟିଏ କ୍ଷୁଦ୍ର ଗ୍ରହର ସନ୍ଧାନ କରିଥିବାରୁ ବନିତାଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମହାକାଶ ଗବେଷଣାରେ ସେ ଏହି ସଫଳତା ହାସଲ କରିଛନ୍ତି ।

jaga
ପାର୍କରେ ବୁଲୁଛି, ସାଙ୍ଗସାଥୀଙ୍କ ସହ ମସ୍ତି କରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା

ସାଧାରଣ ଜୀବନ ବିତାଇବ ଜଗା । ଏଥିପାଇଁ ଘର ଲୋକ ଜଗାକୁ ବେଳେବେଳେ ମେଡିକାଲ ବାହାର ଦୁନିଆ ଦେଖାଇବାକୁ ପ୍ରୟାସ କରୁଛନ୍ତି ।

smart phone
ବିନା ଅନୁମତିରେ ଫୋନ୍ କିଣିଲେ ମହିଳା, ସ୍ତ୍ରୀକୁ ମାରିବାକୁ ସୁପାରୀ ଦେଇଦେଲା ସ୍ୱାମୀ

ସ୍ମାର୍ଟଫୋନ୍ ପାଇଁ ଜୀବନ ଯାଉ ଯାଉ ବଞ୍ଚିଗଲା । ସ୍ୱାମୀର ଖୁନୀ ଷଡ଼ଯନ୍ତ୍ରରୁ ରକ୍ଷା ପାଇଗଲେ ସ୍ତ୍ରୀ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।