ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।
ଏନସିସିର କାର୍ଯ୍ୟକ୍ରମରେ ମୋଦି ଶିଖ ଲୁକ ସହ ଗାଢ଼ ସବୁଜ ରଙ୍ଗର ପଗଡି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି ।
ଘରୁ ବାହାରିବା ମାତ୍ରେ କାମୁଡ଼ିବା ପାଇଁ ଗୋଡ଼ାଇ ଆସୁଛନ୍ତି ମାଙ୍କଡ଼ । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି ।
ଦଳ ଏବଂ ଆବର୍ଜନାରେ ଭର୍ତ୍ତି ହେବାରୁ ଲୋକଙ୍କ କାମରେ ଆସିନି ବ୍ରହ୍ମପୁରର ଅନେକ ପୋଖରୀ।
ବିଦେଶରେ ଦ୍ୱିତୀୟ ବିବାହ କଲେ, ଆସନ୍ତା ଥର ଆସିଲେ ସାଥୀରେ ନେଇଯିବି କହି ଠକୁଥିଲା ସ୍ୱାମୀ ,ଏବେ ଖୋଲିଲା ପୋଲ୍
ହୁସେନ୍ଙ୍କ ସାଇକେଲ୍ ଗଡ଼ିଲେ ତାଙ୍କ ଉପରେ ସମସ୍ତଙ୍କ ଆଖି ଲାଖି ରହୁଛି । ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ଚାହିଁ ରହୁଛନ୍ତି ।
ନିର୍ବାଚନ ଜିତିବାକୁ ଚାଲିଛି ଜୋରଦାର କ୍ୟାମ୍ପେନିଂ । ଭୋଟରଙ୍କୁ ମନାଇବାକୁ ପ୍ରାର୍ଥିଙ୍କ ପ୍ରୟାସ ଜୋରଦାର୍ ।
ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କ ଲୁଟ୍ କରୁଥିଲେ ଦୁର୍ବୃତ୍ତ । ଏବେ ପଡ଼ିଲେ ପୋଲିସ୍ ପଞ୍ଛାରେ ।
ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ ମିରାମଙ୍କୁ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଭାରତୀୟ ସେନାକୁ ହସ୍ତାନ୍ତର କରିଛି ।
ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି ।
ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।
ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା । ତେବେ କଥା ହେଉଥିବା ଯୁବକ ଜଣକ ଦୃଷ୍ଟିବାଧିତ ବୋଲି ଜାଣିନଥିଲେ ଯୁବତୀ । ତେବେ ସତକଥା ଜାଣିବା ପରେ ମଧ୍ୟ ଉଭୟଙ୍କ ପ୍ରେମରେ ଭଟ୍ଟା ଆସିନଥିଲା ।...
ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଅକଥନୀୟ ଅତ୍ୟାଚାର କଲେ ଅଭିଯୁକ୍ତ ।
୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ ।
ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମାକୁ ମାରିଦେଲା କୁଳାଙ୍ଗାର ପୁଅ । ମୃତକ ହେଲେ ପରେଶ କୁମାରୀ ଭଞ୍ଜଦେଓ । ତାଙ୍କ ବୟସ ୭୫ ବର୍ଷ ।
କୋଭିଡ୍ କଟକଣା ଭିତରେ ଦେଶରେ ପାଳନ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ
୨୦୧୭, ଜୁନ୍ ୦୨ରେ ହାଇଲେବ୍ଲ କ୍ଲିଅରିଂ ଅଥରିଟିର ୧୭ ତମ ବୈଠକରେ ଜେଏସଡବ୍ଲ୍ୟୁର ୧୦ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ପ୍ରକଳ୍ପ ଏବଂ ୯ଶହ ମେଗାଓ୍ୱାଟ ପାଓ୍ୱାର ପ୍ଲାଣ୍ଟ ପାଇଁ ମିଳିଥିଲା ଅନୁମୋଦନ ।
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି
ଆଉ ଦିନେ କି ଦୁଇ ଦିନ ଅପେକ୍ଷା କରିବାକୁ ପଡିବନି। ଗ୍ୟାସ ବୁକିଂ କରିବାର ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଂଚିଯିବ ଫୁଲ୍ ଗ୍ୟାସ୍ ସିଲିଣ୍ଡର। ଜାଣନ୍ତୁ କିଏ କାହିଁକି କରିଛି ଏମିତି ନିୟମ...