• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

panchayat poll
ସରପଞ୍ଚ ପଦବୀ ପାଇଁ ନଣନ୍ଦ ଭାଉଜ ଲଢ଼େଇ ! କିଏ ହାରିବ, କିଏ ପିନ୍ଧିବ ବିଜୟ ଟୀକା ?

ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।

PM Modi at NCC rally in Delhi
ଏନସିସି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ଦାଜ ! ପଗଡ଼ି ଓ କଳା ଚଷମାରେ ନଜର ଆସିଲେ ନରେନ୍ଦ୍ର ମୋଦି

ଏନସିସିର କାର୍ଯ୍ୟକ୍ରମରେ ମୋଦି ଶିଖ ଲୁକ ସହ ଗାଢ଼ ସବୁଜ ରଙ୍ଗର ପଗଡି ପିନ୍ଧିଛନ୍ତି । ଏହା ବ୍ୟତୀତ ସେ କଳା ଚଷମା ମଧ୍ୟ ପିନ୍ଧିଛନ୍ତି ।

monkey aatack
ନିର୍ବାଚନୀ ମୁଦ୍ଦା ପାଲଟିଛି ମାଙ୍କଡ ଉପଦ୍ରବ ! ୨ମାସରେ ୬ ଗୁରୁତର ଓ ୧୦ ଆହତ

ଘରୁ ବାହାରିବା ମାତ୍ରେ କାମୁଡ଼ିବା ପାଇଁ ଗୋଡ଼ାଇ ଆସୁଛନ୍ତି ମାଙ୍କଡ଼ । ଯିଏ କୌଣସି କାମରେ ଘରୁ ବାହାରକୁ ଆସୁଛି ସାଙ୍ଗହୋଇ ଅଥବା ହାତରେ ବାଡିଠେଙ୍ଗା ଧରି ପଦାକୁ ଆସୁଛନ୍ତି ।

brahmapur
ବ୍ରହ୍ମପୁରରେ ପୋତି ହେବାକୁ ବସିଲାଣି ଅନେକ ପୁରାତନ ପୋଖରୀ ! ପୁନରୁଦ୍ଧାର ପାଇଁ କେନ୍ଦ୍ରରୁ ଆସିଥିବା ଅର୍ଥ ହଡ଼ପ ଅଭିଯୋଗ

ଦଳ ଏବଂ ଆବର୍ଜନାରେ ଭର୍ତ୍ତି ହେବାରୁ ଲୋକଙ୍କ କାମରେ ଆସିନି ବ୍ରହ୍ମପୁରର ଅନେକ ପୋଖରୀ।

crime
ବିଶ୍ୱାସରେ ବିଷ ଦେଲା ଧୂର୍ତ୍ତ ସ୍ୱାମୀ, ଅନ୍ତ ହେଲାନି ଆଠ ବର୍ଷର ଅପେକ୍ଷା

ବିଦେଶରେ ଦ୍ୱିତୀୟ ବିବାହ କଲେ, ଆସନ୍ତା ଥର ଆସିଲେ ସାଥୀରେ ନେଇଯିବି କହି ଠକୁଥିଲା ସ୍ୱାମୀ ,ଏବେ ଖୋଲିଲା ପୋଲ୍

biggest cycle
ପିଲଭିତ ରାସ୍ତାରେ ସ୍ୱତନ୍ତ୍ର ସାଇକେଲ ! ଯିଏ ଦେଖୁଛି, ସେଲ୍ଫି ନେଉଛି . .

ହୁସେନ୍‌ଙ୍କ ସାଇକେଲ୍‌ ଗଡ଼ିଲେ ତାଙ୍କ ଉପରେ ସମସ୍ତଙ୍କ ଆଖି ଲାଖି ରହୁଛି । ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାଙ୍କୁ ଚାହିଁ ରହୁଛନ୍ତି ।

panchayat poll
ମତାଦାତା ଭଗବାନଙ୍କୁ ମନାଇବାକୁ ପ୍ରୟାସ ! ହାତରେ ଛତା ଓ କେଟଲି ଧରି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ନିର୍ବାଚନ ଜିତିବାକୁ ଚାଲିଛି ଜୋରଦାର କ୍ୟାମ୍ପେନିଂ । ଭୋଟରଙ୍କୁ ମନାଇବାକୁ ପ୍ରାର୍ଥିଙ୍କ ପ୍ରୟାସ ଜୋରଦାର୍ ।

Loot
ଲୁଟ୍ ପୂର୍ବରୁ ଭଗବାନଙ୍କୂ ପୂଜା ! ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କୁ ଲୁଟୁଥିଲେ ଲୁଟେରା

ରସଗୋଲା ଭୋଗ ଲଗାଇ ଔଷଧ ଦୋକାନୀଙ୍କ ଲୁଟ୍ କରୁଥିଲେ ଦୁର୍ବୃତ୍ତ । ଏବେ ପଡ଼ିଲେ ପୋଲିସ୍ ପଞ୍ଛାରେ ।

Arunachal boy
ଭାରତ ଫେରିଲେ ମିରାମ ! ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକଙ୍କୁ ଫେରାଇଲା ପିଏଲଏ

ଅରୁଣାଚଳ ପ୍ରଦେଶର ନିଖୋଜ ଯୁବକ ମିରାମଙ୍କୁ ଚୀନ୍‌ର ପିପୁଲ୍ସ ଲିବରେସନ୍‌ ଆର୍ମି ଭାରତୀୟ ସେନାକୁ ହସ୍ତାନ୍ତର କରିଛି ।

Weekend Curfew
ରାଜଧାନୀରେ କଟକଣାରୁ ଆଶ୍ୱସ୍ତି ! ସପ୍ତାହାନ୍ତ କର୍ଫ୍ୟୁ ଶେଷ, ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମାହଲ୍

ମହାମାରୀ କରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗିଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି । ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି ।

gouri
ଜୁଏଲ ଓରାମଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ : ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ଗୌରୀ ମୁଣ୍ଡାରୀ

ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।

love story
ମିସକଲରୁ ପ୍ରେମ ! ଦୃଷ୍ଟିବାଧିତ ପ୍ରେମିକଙ୍କୁ ସାତଜନ୍ମର ସାଥୀ କଲେ ଚାନ୍ଦିନୀ

ଚାନ୍ଦିନୀଙ୍କ ମୋବାଇଲକୁ ଦିନେ ଜଣେ ଅଜଣା ଯୁବକଙ୍କ ମିସ୍ କଲ୍ ଆସିଲା। କଥା ହେଉ ହେଉ ପ୍ରେମ ହେଇଗଲା । ତେବେ କଥା ହେଉଥିବା ଯୁବକ ଜଣକ ଦୃଷ୍ଟିବାଧିତ ବୋଲି ଜାଣିନଥିଲେ ଯୁବତୀ । ତେବେ ସତକଥା ଜାଣିବା ପରେ ମଧ୍ୟ ଉଭୟଙ୍କ ପ୍ରେମରେ ଭଟ୍ଟା ଆସିନଥିଲା ।...

rape
ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର : ଗଣଦୁଷ୍କର୍ମ ପରେ ଚୁଟି କାଟି ରାସ୍ତାରେ ବୁଲାଇଲେ ଅଭିଯୁକ୍ତ

ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ପରେ ଅକଥନୀୟ ଅତ୍ୟାଚାର କଲେ ଅଭିଯୁକ୍ତ ।

bank fraud
୩ କୋଟି ବ୍ୟାଙ୍କ ଫ୍ରଡ, ୩ ଗିରଫ

୩ କୋଟି ୬୮ଲକ୍ଷ ଠକେଇ ଅଭିଯୋଗରେ ବନ୍ଧା ହେଲେ ବାପୁଜିନଗର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଚିଫ ମ୍ୟାନେଜରଙ୍କ ସମେତ ୩ ଜଣ ।

Ranendra Pratap Swain
ପାଣିପାଗ ଯୋଗୁଁ ମଣ୍ଡି ସମସ୍ୟା ହୋଇଥିବା ସ୍ୱୀକାର କଲେ ମନ୍ତ୍ରୀ

ଯେଉଁଠି ସମସ୍ୟା ଦେଖାଦେଉଛି, ସେଠାରେ ବିଭାଗ ଯୁଦ୍ଧକାଳୀନ ଭାବେ ସାମ୍ନା କରୁଛି ଏବଂ ଚାଷୀଙ୍କର ସୁବିଧା ହେବା ଭଳି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

murder
ମାଆକୁ କଟୁରିରେ ହାଣି ଦେଲା ପୁଅ ! ମୃତକ କନିକା ରାଜ ପରିବାରର ପରେଶ କୁମାରୀ ଦେବୀ

ମାକୁ ମାରିଦେଲା କୁଳାଙ୍ଗାର ପୁଅ । ମୃତକ ହେଲେ ପରେଶ କୁମାରୀ ଭଞ୍ଜଦେଓ । ତାଙ୍କ ବୟସ ୭୫ ବର୍ଷ ।

RepublicDay
ରାଜପଥରେ ଶସକ୍ତ ଭାରତର ଝଲକ୍, ରାଷ୍ଟ୍ରପତିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ପରେଡ୍ ଆରମ୍ଭ

କୋଭିଡ୍ କଟକଣା ଭିତରେ ଦେଶରେ ପାଳନ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ

Dhinkia Unrest
ପରିବେଶ ମଞ୍ଜୁରୀ ନାହିଁ କି ହୋଇନି ଜମି ଲିଜ୍ ଏଗ୍ରିମେଣ୍ଟ, ଢିଙ୍କିଆରେ ଜେଏସଡବ୍ଲୁରେ ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଉଠିଲା ପ୍ରଶ୍ନ

୨୦୧୭, ଜୁନ୍ ୦୨ରେ ହାଇଲେବ୍ଲ କ୍ଲିଅରିଂ ଅଥରିଟିର ୧୭ ତମ ବୈଠକରେ ଜେଏସଡବ୍ଲ୍ୟୁର ୧୦ ନିୟୁତ ମେଟ୍ରିକ ଟନ୍ ଇସ୍ପାତ ପ୍ରକଳ୍ପ ଏବଂ ୯ଶହ ମେଗାଓ୍ୱାଟ ପାଓ୍ୱାର ପ୍ଲାଣ୍ଟ ପାଇଁ ମିଳିଥିଲା ଅନୁମୋଦନ ।

73rd Republic Day
ରାଜଧାନୀରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ, ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି

special report
ରନ୍ଧନ ଗ୍ୟାସ୍ ବୁକିଂରେ ‘ତତ୍କାଳ ସେବା’; ୨ ଘଣ୍ଟାରେ ଘରେ ପହଞ୍ଚିବ ଗ୍ୟାସ୍ ସିଲିଣ୍ଡର

ଆଉ ଦିନେ କି ଦୁଇ ଦିନ ଅପେକ୍ଷା କରିବାକୁ ପଡିବନି। ଗ୍ୟାସ ବୁକିଂ କରିବାର ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଂଚିଯିବ ଫୁଲ୍ ଗ୍ୟାସ୍ ସିଲିଣ୍ଡର। ଜାଣନ୍ତୁ କିଏ କାହିଁକି କରିଛି ଏମିତି ନିୟମ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।