• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

farmer problem
ଚାଷୀଙ୍କ ପାଇଁ କାଳ ସାଜିଛି ରେଳଧାରଣା ! ଜମିକୁ ରାସ୍ତା ଟିଏ ନଦେଲେ ଆତ୍ମହତ୍ୟା କରିବାକୁ ଧମକ

ହାଟୁଆରି ଗ୍ରାମବାସୀଙ୍କ ମୁଖ୍ୟ ବେଉସା ଚାଷ l ଚାଷ କରି ନିଜର ପରିବାର ପ୍ରତିପୋଷଣ କରିବା ସହିତ ପନିପରିବା ଚାଷ କରି ବଜାରକୁ ଯୋଗାଉଥିଲେ l କିନ୍ତୁ ଏବେ ଚାଷୀମାନଙ୍କ ପାଇଁ କାଳ ସାଜିଛି ହାଟୁଆରି ଠାରେ ନିର୍ମାଣ ହେଉଥିବା ରଙ୍ଗମାଟିଆ ରେଲୱେ ଷ୍ଟେସନ l ଚଳିତ ବର୍ଷ...

Russia-Ukraine tensions
ଯୁଦ୍ଧମୁହାଁ ୟୁକ୍ରେନ୍‌ ଓ ଋଷ୍‌ ! ତିନୋଟି ପ୍ରମୁଖ କାରଣ ଉପରେ ନଜର ପକାନ୍ତୁ . . .

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ ।

Rice Millers
ରାତି ଅଧିଆ ଚାଷୀଙ୍କ ଉପରେ ଚାଲିଛି ଜୁଲମ୍‌ ! ପୁଣି ଥରେ ବଲାଙ୍ଗିର ଜିଲ୍ଲାରେ ମିଲର୍ସଙ୍କ ଦାଦାଗିରି ଅଭିଯୋଗ

ଶୀତୁଆ ରାତିରେ ମିଲର୍ସଙ୍କ ଦାଦାଗିରି । ମାଘମାସର ହାଡଭଙ୍ଗା ଶୀତରେ ଶୂନଶାନ ରାତିରେ ଚାଷୀଙ୍କ ଠାରୁ ସିଧାସଲଖ ମିଲ ଭିତରକୁ ଧାନ ଯାଉଥିବା ଭିଡିଓରେ ରେକର୍ଡ ହୋଇଛି । ଟ୍ରାକ୍ଟର ଯୋଗେ ଗୋଟିଏ ପରେ ଗୋଟିଏ ଗାଡି ଯାଉଛି । ଦିନବେଳା ମଣ୍ଡି ଚାଲିଥିବା ବେଲେ ରାତିରେ ଚୋରି...

youth
‘ଏଲି ମୋତେ ଭୁଲ୍ ବୁଝିବ ନାହିଁ’ : ରୋଗ ହୋଇଥିବାରୁ ପରିବାର ଉଦ୍ଦେଶ୍ୟରେ କୋହଭରା ଚିଠି ଲେଖି ଘର ଛାଡ଼ିଲେ ଯୁବକ

ରୋଗ ପାଇଁ ଘର ଛାଡ଼ି ଚାଲି ଯାଇଛନ୍ତି ଯୁବକ । ରୋଗ ହୋଇ ଯାଇଥିବାରୁ ସେ ଘର ଛାଡ଼ି ଯାଉଥିବା ଏକ ଚିଠି ଛାଡ଼ି ଯାଇଛନ୍ତି ।

IND vs SA
ପୁଣି ବିବାଦରେ ଫସିଲେ ବିରାଟ କୋହଲି ! ଜାତୀୟ ସଙ୍ଗୀତ ଗାନ ସମୟରେ ଚୁଇଁଙ୍ଗମ୍ ଚୋବାଉଥିବାର ଭିଡିଓ ଭାଇରାଲ୍

ବିରାଟ କୋହଲି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । କେପଟାଉନରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ଭାରତୀୟ ଜାତୀୟ ସଂଗୀତ ଗାନ କରାଯାଉଥିଲା । ତେବେ ସେହି ସମୟରେ ବିରାଟ କୋହଲି ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲା ।

Mayurbhanj
ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା : କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ

ବିଶ୍ୱେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରାଯିବ । ୩ ଦିନ ପାଇଁ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ସରକାରୀ କର୍ମଚାରୀ ।

corona vaccine
ମୃତ୍ୟୁର ୯ ମାସ ପରେ ଲାଗିଲା ଭ୍ୟାକ୍ସିନ୍‌ର ଦ୍ୱିତୀୟ ଡୋଜ୍ ! ମେସେଜ୍ ଦେଖି ପରିବାର ଲୋକ ଅଶ୍ଚର୍ଯ୍ୟାନ୍ୱିତ

ମୃତକଙ୍କୁ ଲଗାଇଦେଲେ କରୋନା ଟିକା । ୧୦୦ ପ୍ରତିଶତ କରୋନା ଟିକାକରଣ ଦେଖାଇବାକୁ ଯାଇ ସ୍ୱାସ୍ଥ୍ୟ ବିଭାଗର କାରନାମା ପଦାରେ ପଡ଼ିଲା ।

ips-santosh-mishra
ମାତୃଭୂମିର ମମତା ଆଗରେ ତୁଚ୍ଛ ହେଲା ୫୦ ଲକ୍ଷ ପ୍ୟାକେଜ ! ଦେଶ ସେବା ପାଇଁ ବିଦେଶୀ ଚାକିରି ଛାଡ଼ି ଆଇପିଏସ୍‌ ହେଲେ ପାଟନା ପୁଅ

ପାଟନା ଜିଲ୍ଲାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ପୁଅ ସନ୍ତୋଷ ମିଶ୍ର । ପିଲାବେଳୁ ସେ ବେଶ୍ ମେଧାବୀ ଥିଲେ । ବିହାର ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ପାସ କରିବା ପରେ ସେ ପୁଣେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ

New Zealand PM
କୋଭିଡ୍ ଗାଇଡଲାଇନ୍ ପାଇଁ ବିବାହ ଘୁଞ୍ଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

କରୋନା ପାଇଁ ନିଜ ବିବାହ ରଦ୍ଦ କରିଦେଲେ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍ ।

omicron Variant
ଗୋଷ୍ଠୀ ସଂକ୍ରମଣ ସ୍ଥିତିରେ ଓମିକ୍ରନ୍ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌ କୁ ନେଇ ଆସିଛି ନୂଆ ତଥ୍ୟ । ଭାରତରେ ଏହା ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚିଛି।

candidate
ପ୍ରାର୍ଥୀ ପତ୍ର ନାକଚ ହେବା ପରେ ଗର୍ଭବତୀ ସମିତି ସଭ୍ୟା ପ୍ରାର୍ଥୀଙ୍କ ଧାରଣା

ନାକଚ ହୋଇଗଲା ସମିତି ସଭ୍ୟା ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର । ଏବେ ସେ ଧାରଣାରେ ବସିଛନ୍ତି ।

Coronavirus
ଟେଷ୍ଟିଂ କମିନାହିଁ, ଦୈନିକ ୭୦ ହଜାର ଉପରେ ରହିଛି ଟେଷ୍ଟିଂ

ଦେଶ ଅପେକ୍ଷା ରାଜ୍ୟର ସ୍ଥିତ ଭଲ ରହିଛି । ପଜିଟିଭିଟି ହାର ଅପେକ୍ଷାଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

pok
‘ନରେନ୍ଦ୍ର ମୋଦି ଆସ, ଆମକୁ ପାକ୍ ସରକାରଙ୍କ ଜୁଲମରୁ ରକ୍ଷା କର’: ପିଓକେରୁ ନାଗରିକଙ୍କ ଅନୁରୋଧ

ଇମ୍ରାନ୍‌ ସରକାରଙ୍କ ଦମନଲୀଳା ବିରୋଧରେ ବର୍ଷିଲେ ପିଓକେ ନାଗରିକ ।

politics
ପ୍ରାର୍ଥୀପତ୍ର ନାକଚ ଭୟ ! ସରପଞ୍ଚ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ

ରାଜନୀତିରେ ସବୁ ସମ୍ଭବ । ନିର୍ବାଚନ ଜିତିବା ପାଇଁ ବିଭିନ୍ନ ପଇଁତରା ଆପଣାଉଛନ୍ତି ପ୍ରତିଦ୍ୱନ୍ଦୀ ।

school
ପାର୍କର ଭ୍ରମ ସୃଷ୍ଟି କରୁଛି ସ୍କୁଲ ! ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକଙ୍କ ବୁଦ୍ଧି ବଳରେ ଶିକ୍ଷାନୁଷ୍ଠାନ ପାଲଟିଗଲା ମନୋରମ ଉଦ୍ୟାନ

ଦିବ୍ୟାଙ୍ଗ ପ୍ରଧାନ ଶିକ୍ଷକ କରୋନା କାଳରେ ସମୟର ସଦୁପୋଯୋଗ କରି ବିଦ୍ୟାଳୟର ପରିବେଶକୁ ଅତି ସୁନ୍ଦର କରି ଗଢି ତୋଳିବା ସହିତ ଅଚଂଳ ପାଇଁ ଉଦାହରଣ ପାଳଟିଯାଇଛନ୍ତି । ଏହି ସୈାର୍ନ୍ଦଯ୍ୟଭରା ପରିବେଶକୁ ଦେଖି ଏଇ ରାସ୍ତାଦେଇ ଯାଉଥିବା ପଥିକ ମଧ୍ୟ ଘଡିଏ ଅଟକି ଯାଉଛି ଏବଂ ବାଧ୍ୟ ହେଉଛି ଫୁଳଗଛ...

patient
୨ବିଶେଷଜ୍ଞ ଡାକ୍ତରଙ୍କୁ କରୋନା, ପ୍ରସୂତୀ ବିଭାଗରେ ଅଚଳାବସ୍ଥା

ବ୍ୟାପକ ଭିତ୍ତିଭୂମି ଥାଇ ଚାରିଆଡ଼ ଏବେ ଖାଁ ଖାଁ । ମାତ୍ର ୭ଦିନ ପୂର୍ବରୁ ଏଠି ପ୍ରସୂତୀ ମହିଳା ଙ୍କ ଚିକିତ୍ସା ଠିକ୍ ଠାକ୍ ଚାଲିଥିଲା । ହେଲେ ପ୍ରଥମେ ଜଣେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଓ ପରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାରୁ...

corona
କାବୁରେ ଆସୁନି କରୋନା ! ଆଜି ବି ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୫୨୫ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଦେଶରେ ୩,୩୩,୫୩୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୫ ଜଣ ପ୍ରାଣ ହରାଇଛନ୍ତି ।

rain alert
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ସମ୍ଭାବନା

ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ।

Odisha Panchayat Polls
ପଞ୍ଚାୟତ ନିର୍ବାଚନରେ ରୋଚକ ଲଢ଼େଇ ! ମଇଦାନରେ ମୁହାଁମୁହିଁ ହେବେ ୩ ଭାଇ

ନାୟକଗୁଡ଼ା ପଞ୍ଚାୟତରେ ତିନି ଭାଇଙ୍କ ମଧ୍ୟରେ ଲଢ଼େଇ I ଗୋଟିଏ ବାପର ୨ ପୁଅ ଓ ଦାଦା ପୁଅଙ୍କ ମଧ୍ୟରେ ଲଢ଼େଇ I

COAL
ମାଫିଆଙ୍କ ଲୋଲୁପ ଦୃଷ୍ଟିରେ କଳାହୀରା: ନାଲି ଆଖି ଦେଖାଇ ଓଡିଶାରୁ କରୁଛନ୍ତି ଲୁଟ୍

ସୁନ୍ଦରଗଡ଼ ରମ୍ପିଆ କୋଲ ବ୍ଲକର ଘୋଘରପାଲିର ନିଛାଟିଆ ଅଞ୍ଚଳରେ ଟନ୍ ଟନ୍ କୋଇଲା ଥୁଆ ହୋଇଛି । ବେଆଇନ୍ ଖନନ ଦ୍ୱାରା ସବୁ ଖୋଳା ହୋଇଛି । ଦିନବେଳା ଶ୍ରମିକ ଲଗାଇ ମାଫିଆ ଖୋଳୁଛନ୍ତି, ଆଉ ରାତି ହେଲେ ଛତିଶଗଡ଼କୁ ହେଉଛି ଚାଲାଣ । ସକାଳ ଯାଏଁ ଟ୍ରକ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।