• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Orissa High Court
ଏହି ୪ ଜଣ ହୋଇପାରନ୍ତି ଓଡିଶା ହାଇକୋର୍ଟର ନୂଆ ବିଚାପରତି, କଲେଜିୟମରେ ହେଲା ସୁପାରିଶ

ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।

Karnataka
ଆଜି ଠାରୁ ଖୋଲିଲା ସ୍କୁଲ ଓ କଲେଜ୍ ! ଛାତ୍ରଛାତ୍ରୀ ଓ ଶିକ୍ଷକ ଖୁସି

ବେଙ୍ଗାଲୁରୁରେ କରୋନା ନିୟମ ମାନି ଖୋଲିଲା ସ୍କୁଲ, କଲେଜ । ଦୀର୍ଘ ଦିନ ପରେ ସ୍କୁଲକୁ ଯାଇ ଖୁସି ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ।

bjd mla
କରୋନା କଟକଣାକୁ ଶାସକ ଦଳ ବିଧାୟକଙ୍କ ବେଖାତିର

ନିମୟ ଭାଙ୍ଗିଲେ ନେତା । ପ୍ରଚାର ସମୟରେ କରୋନା କଟକଣାର ଧଜିଆ ଉଡ଼ାଇଲେ ଶାସକ ଦଳ ବିଧାୟକ ।

arrest
ଖାକିରେ ଦାଗ ! ୯ କୋଟିର ବିଟକଏନ୍ ପାଇଁ ଅପରାଧୀ ପାଲଟିଗଲେ ଏଏସଆଇ

ରିୟାଣା ପୋଲିସର ସବ୍-ଇନ୍ସପେକ୍ଟର ୯ କୋଟି ଟଙ୍କା ମୂଲ୍ୟର ବିଟକଏନ୍ ପାଇଁ ଅପହରଣକାରୀ ହେବାକୁ ପଛାଇ ନାହାନ୍ତି । ସେ ତାଙ୍କର ଚାରିଜଣ ସହଯୋଗୀଙ୍କ ସହ ଜୟପୁରରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ତାଙ୍କ ମୋବାଇଲରୁ ୯ କୋଟି ଟଙ୍କା ମୂଲ୍ୟର ୩୦ ବିଟକଏନ୍ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିନେଇଛନ୍ତି...

President Ramnath Kovind
କୃଷକଙ୍କୁ ଆଶ୍ୱସ୍ତି, ମହିଳାଙ୍କୁ ଶକ୍ତି ! ସରକାରଙ୍କ ସଫଳତା ବଖାଣିଲେ ରାଷ୍ଟ୍ରପତି

ଫେବୃଆରୀ ୧ରେ ସଂସଦରେ ବଜେଟ୍ ଉପସ୍ଥାପନ କରାଯିବ । ଏହାପୂର୍ବରୁ ଆଜି ଅର୍ଥାତ୍ ୩୧ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସୋମବାର ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି ।

china
ପିଲା ଜନ୍ମ କଲେ ୧୧.୫୦ ଲକ୍ଷର ବୋନସ୍ ! ୧୨ ମାସ ପାଇଁ କର୍ମଚାରୀଙ୍କୁ ଛୁଟି ଦେଉଛି କମ୍ପାନୀ

ପିଲା ଜନ୍ମ କଲେ ଟଙ୍କା ସହ ଅତିରିକ୍ତ ଛୁଟି ପ୍ରଦାନ କରୁଛି କମ୍ପାନୀ ।

Sri Lankans
ପନିପରିବା ଚାଷ କଲେ ମିଳୁଛି ଟଙ୍କା ! ଖାଦ୍ୟ ସଙ୍କଟର ମୁକାବିଲା ପାଇଁ ଶ୍ରୀଲଙ୍କା ସରକାରଙ୍କ ପଦକ୍ଷେପ

ଶ୍ରୀଲଙ୍କାରେ ଖାଦ୍ୟ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ସରକାର ସମସ୍ତ ନାଗରିକଙ୍କୁ ନିଜସ୍ୱ ପନିପରିବା ଚାଷ କରିବାକୁ ଅନୁରୋଧ କରିଛନ୍ତି । ଏଥିପାଇଁ ସରକାର ଜମି ଅନୁଯାୟୀ ଲୋକଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଏହା କୃଷି ଉତ୍ପାଦନରେ ଉନ୍ନତି ଆଣିବ ବୋଲି...

nadda
ଜେପି ନଡ୍ଡାଙ୍କ ନିର୍ବାଚନ ପ୍ରଚାର ସମୟରେ ପଶିଗଲେ ଚୋର, ଦେଢ଼ ଡଜନରୁ ଅଧିକ ମୋବାଇଲ୍ ଚୋରି

ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।

panchayat poll
ରାଜନୀତି ପାଇଁ ବାଜିରେ ରକ୍ତସମ୍ପର୍କ ! ନିର୍ବାଚନୀ ମୈଦାନରେ ଦୁଇ ଭାଇ

ଚିଲିକା ନିର୍ବାଚନ ମଂଡଳୀ ଚିଲିକା ବ୍ଲକର ଡୁଙ୍ଗମାଳ ପଞ୍ଚାୟତରେ ଦୁଇଭାଇ ଓହ୍ଲାଇଛନ୍ତି ନିର୍ବାଚନ ରଣାଙ୍ଗନକୁ । ଦୁଇଜଣଙ୍କ ମଧ୍ୟରେ ଆରମ୍ଭ ହୋଇଛି ଜୋରଦାର ଫାଇଟ୍ । ଉଭୟେ ସରପଞ୍ଚ ପ୍ରାର୍ଥୀ ପାଇଁ ଦୁଆର ଦୁଆର ବୁଲି ଭୋଟ ହାତେଇବାକୁ ଆରମ୍ଭ କରିସାରିଲେଣି କସରତ ।

ROAD
ରାସ୍ତା ନିର୍ମାଣର ୨ଦିନ ନେହେଉଣୁ ଉଠିଯାଉଛି ଗୋଡ଼ି, ଠିକାଦାର ବିରୋଧରେ ତାତିଲେ ଲୋକେ

ନିର୍ମାଣର ୨ଦିନ ନହେଉଣୁ ରାସ୍ତାରୁ ଗୋଡ଼ି ଓ ପିଚୁ ଉଠିଯାଉଛି । କାଦାରକୁ ଘଣ୍ଟ ଘୋଡାଉଛି ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ?

amit shah
ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କଲେ ଅମିତ ଶାହ ! କରୋନା ପାଇଁ ୫ ମିନିଟରେ ସାରିଦେଲେ ୨୫ ମିନିଟର କାର୍ଯ୍ୟକ୍ରମ

ସଂକ୍ରମଣ ଭୟ ଥିବାରୁ ବନ୍ଦ କରିଦେଲେ କ୍ୟାମ୍ପେନ୍ । ରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ଡୋର୍‌ ଟୁ ଡୋର କ୍ୟାମ୍ପେନ୍ ବନ୍ଦ କରି ଦେଇଛନ୍ତି ।

rich boy
କୋଟିପତି କୁନି ପିଲା ! ୯ବର୍ଷ ବୟସରେ ପ୍ରା‌ଇଭେଟ ଜେଟ, ଆଲିସାନ୍ ବଙ୍ଗଳା ଓ ବିଳାଶପୂର୍ଣ୍ଣ କାରର ମାଲିକ

ମହମ୍ମଦ ଆୱାଲ ମୁସ୍ତାଫାଙ୍କ ଘର ବାହାରେ ବହୁ ଦାମୀ କାର ପାର୍କିଂ କରାଯାଇଥିବା ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ତେବେ ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, 'ମୋର ଜନ୍ମଦିନର ଶୁଭେଚ୍ଛା।' ତେବେ ଏଇଠି ପ୍ରଶ୍ନ ଉଠୁଛି, ଏହି ଛୋଟ ପିଲାଟି ପାଖକୁ କେଉଁଠୁ ଆସିଲା...

covid rule
କୋଭିଡ ନିୟମର ଧଜିଆ ଉଡାଇଲେ ସରପଞ୍ଚ : ପୁଅ ବାହାଘରରେ ବାଜିଲା ଡିଜେ, ଚାଲିଲା ରଙ୍ଗୀନ ନୃତ୍ୟ

ସରକାର ନିୟମ କରିଛନ୍ତି, କରୋନା ସମୟରେ ବିବାହ ବ୍ରତ ଆଦି କାର୍ଯ୍ୟକ୍ରମରେ କୌଣସି ପ୍ରକାର ଗହଳି ହୋଇ ପାରିବ ନାହିଁ। ହେଲେ ଏଠି ବୌଦ୍ଧ ଜିଲ୍ଲାରେ ଜଣେ ସରପଞ୍ଚ ତାଙ୍କ ପୁଅ ବାହାଘର କରି ଏମିତି ଡିଜେ ବଜେଇ ଗାଁ ଦାଣ୍ଡ ଦୁଲୁକାଉଛନ୍ତି।

tragic story
ଘରେ ମା’କୁ ଖୋଜୁଛି କୁନି ଝିଅ ! ରୋଗୀଣା ସ୍ୱାମୀଙ୍କ ଚିକିତ୍ସା ପାଇଁ ଦାଦନ ଖଟିବାକୁ ଯାଇଛି ସ୍ତ୍ରୀ, ଦୁଃଖରେ ଯଦୁମଣିଙ୍କ ପରିବାର

ସ୍ୱାମୀଙ୍କୁ ଭଲ କରିବାକୁ ଅଣ୍ଟା ଭିଡିଛନ୍ତି ସ୍ତ୍ରୀ ବିମଳା । ସ୍ତ୍ରୀ ଧର୍ମ ନିଭାଇବାକୁ ସେ ମାସେ ତଳେ ଆନ୍ଧ୍ରପ୍ରଦେଶ ଦାଦନ ଯାଇଛନ୍ତି । ସାଙ୍ଗରେ ଦୁଇ ପୁଅ ଝିଅକୁ ନେଇ ଯାଇଛନ୍ତି । ଲକ୍ଷେ ଅଛି ଟଙ୍କା ରୋଜଗାର ହେଲେ ସ୍ୱାମୀଙ୍କୁ ଭଲ ଡାକ୍ତରଖାନା ନେଇଯିବେ ।

no basic amenities
ଘନ ଅନ୍ଧକାର ସହ ବର୍ଷ ବର୍ଷ ଧରି ସଂଘର୍ଷ ! ଏବେବି ରେଢାଖୋଲର ଦୁଇଟି ଗାଁର ଲୋକ ଦେଖିନାହାନ୍ତି ବିଜୁଳି ଆଲୁଅ

ଆଖ ପାଖ ଗାଁ କୁ ଆସିଛି ବିଜୁଳି କିନ୍ତୁ ଏହି ଗାଁକୁ ଆସି ପାରିଲାନି ବିଜୁଳି । ସଂଧ୍ୟା ହେଲେ ଡିବିରି, ଲଣ୍ଠନ ଖୋଜାପଡେ ଗାଁରେ । ଆଜିବି ଅନ୍ଧାରର କଷ୍ଟ ଭୋଗୁଛନ୍ତି ଗାଁ ଲୋକେ । ଓଲଟି କିଛି ପରିବାରକୁ ଏକ ବର୍ଷ ତଳେ ସୋଲାର ଲାଇଟ ଦିଆଯାଇଥିଲା...

mobile loot
ମୋବାଇଲ ଭାବି ସ୍ୱାଇପ ମେସିନ ଚୋରି କରିନେଲା ଚୋର : ସିସିଟିଭିରେ କଏଦ୍ ପୂରା ଘଟଣା

ଭକୁଆ ବନିଗଲା ଚୋର । ମୋବାଇଲ୍ ଭାବି ଦୋକାନାରେ ଥିବା ସ୍ୱାଇପ୍‌ ମେସିନ୍‌କୁ ଚୋରି କରିନେଇଗଲା ।

Special Story
ବିବାଦରେ ଝିଲିକଙ୍କ ରସଗୋଲା ଭିଡିଓ ! ଫ୍ୟାନ୍‌ କହିଲେ, ଜୟ ଜଗନ୍ନାଥ, ରସଗୋଲା ଆମର

ପୁଣି ଉଠିଛି ରସଗୋଲା ବିବାଦ। ଏଥର ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ତର୍କବିତର୍କ ଦେଖିବାକୁ ମିଳିଛି। ଝିଲିକ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଭିଡିଓଟି ଛାଡ଼ିବା ପରେ ତାଙ୍କ ରସଗୋଲା ପ୍ରେମୀ ଫ୍ୟାନ୍‌ମାନେ ତାଙ୍କୁ ପ୍ରବଳ ସମାଲୋଚନା କରିଛନ୍ତି।

push up
ଆଙ୍ଗୁଳି ଟିପରେ ୧୦୯ ଥର ପୁଶ୍ ଅପ୍ କରି ରେକର୍ଡ କଲେ ୨୪ ବର୍ଷର ଯୁବକ

ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କ୍ରୀଡାବିତ୍ ସମସ୍ତେ ମାରନ୍ତି ପୁଶ୍ ଅପ୍। ଆପଣ ଏମିତି ଅନେକ ପୁଶ୍ ଅପ୍ ଦେଖିଥିବେ। ହେଲେ ଦେଖି ନଥିବେ ଆଙ୍ଗୁଳି ଟିପରେ ନନଷ୍ଟପ ପୁଶ୍ ଅପ୍। ଆମ ଦେଶର ଏହି ଯୁବକ ମାତ୍ର ଏକ ମିନିଟରେ ୧୦୯ ଥର ପୁଶ ଅପ୍ କରି...

 sister Suman Toor
‘ଟଙ୍କା ପାଇଁ ମା’କୁ ଛାଡ଼ିଥିଲେ ନବଜୋତ ସିଂ ସିଦ୍ଧୁ’ ! ଭାଇ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବଡ଼ ଭଉଣୀ

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜୋରଦାର ପ୍ରଚାର ସମୟରେ ନବଜୋତ ସିଂ ସିଦ୍ଧୁଙ୍କୁ ବଡ଼ ଝଟକା । ପାରିବାରିକ ବିବାଦ ପାଇଁ ଏବେ ଚର୍ଚ୍ଚାରେ ସିଦ୍ଧୁ ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।