ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ମାସ୍କ ଖୋଲି ଛେପ ପକାଇଥିଲେ କି କିଙ୍ଗଖାନ? ସାରା ଦେଶରେ ଉଠିଛି ଏମିତି କଥା। ଯାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ। ସତରେ କ’ଣ ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କି ଶାହରୁଖ? ଏବେ ଜାଣନ୍ତୁ ପ୍ରକୃତ କଥା...
କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।
କୋଭିଡ୍ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ।
ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟ ର ଫଳାଫଳ କଣ ହେବ, ତା ଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । 5ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସର୍ବସମ୍ମୁଖରେ ଜଣେ ସାମ୍ବାଦିକଙ୍କୁ ପ୍ରବଳ ମାଡ଼ ମାରିଛନ୍ତି ଦୁଇ ଜଣ କନଷ୍ଟେବଳ ।
ବନବାସ ସମୟରେ ନିଜ ବଡଭାଇ ପବନ ପୁତ୍ର ହନୁମାନଙ୍କ ଦର୍ଶନ ଲାଭ କରି କୃତାର୍ଥ ହୋଇଥିଲେ ସେ । ପିଲାଦିନେ ନାଗଲୋକ ଯାଇ ୭ କାଂଚି ସୁଧାର ରସ ପାନ କରିଥିଲେ ସେ । ଦ୍ରୌପଦୀଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଦେଇଥିଲେ ସେ । ଏ ସମସ୍ତ ଭୂମିକାରେ...
ମାଲକାନଗିରି କାଲିମେଳା ବ୍ଲକ ତାଟିଗୁଡ଼ା ଗାଁ ସଭାରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି
ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା । ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି ।
ବ୍ରିଟେନର ଖୋଲା ଲାଫଲି ନାମକ ଜଣେ ୩୨ ବର୍ଷୀୟ ମହିଳା ଜାନୁଆରୀ ୨୪ରେ ସ୍କାଏ ମୋବାଇଲରୁ ଏକ ଆଇଫୋନ୍ ଅର୍ଡର କରିଥିଲେ । କିଛି ଟଙ୍କା ପଇଠ କରିବା ସହ ୩୬ ମାସର ଇଏମଆଇରେ ସେ ଏହି ଫୋନ ପାଇଁ ଅର୍ଡର କରିଥିଲେ ।
ଟୋଲ୍ ମାଗିବାରୁ ଟୋଲ୍ ଆଦାୟ କରୁଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ । ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଛି ।
କୁନି ନଣନ୍ଦ ସଂଗୀତା ଭାଉଜଙ୍କ ସହ ପ୍ରଚାର କରିବା ପାଇଁ ଜିଦ ଧରି ଘରୁ ବାହାରୁଛି । ଆଉ ଗାଁ ଗାଁ ବୁଲିବା ବେଳେ ପ୍ରଥମେ ଯାଇ ଭୋଟରଙ୍କୁ ଭେଟୁଛି ।
୧୯୬୨ ମସିହାର କଥା। ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ। ଏତେ କମ୍ ବୟସରେ ଲତା ସଫଳତାର ଶିଖର ଛୁଇଁଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋଙ୍କର ଈର୍ଷା ବି ବଢ଼ିଯାଇଥିଲା ।
ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।
ଦେଶର ରେଡ୍ ଲାଇଟ୍ ଏରିଆ। ଯେଉଁଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର। ଏମିତି ଅଂଚଳ ଭିତରେ ଆଗରେ ରହିଛି ସୋନାଗାଛିର ନାଁ। ତେବେ କାହିଁକି ଏଠାରେ ହୋଇଥାଏ ଏମିତି କାମ। ଏହି ନାମଟି କେଉଁଠୁ କେମିତି ଆସିଲା? କିଏ ଦେଲା ଏମିତି ନାଁ?
ଜନ୍ମରୁ ମାଆକୁ ଦେଖିନି, ସୂର୍ଯ୍ୟାଲୋକ ବି ଦେଖିନି...କଅଁଳ ସ୍ୱରରେ ପାଠ ପଢିବି ବୋଲି କହୁଛି....ମା ଚାଲିଗଲା ପରେ ଦୁନିଆରେ କେବଳ ସାହା ଭରଷା ଏବେ ବାପା
ନିତିଦିନ ପିଲାଙ୍କ ପାଠକୁ ତଦାରଖ କରିବାକୁ ଆସୁଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଏଇଠି ସରକାରୀ ଯୋଜନା ନୁହେଁ ବରଂ ଶିକ୍ଷକଙ୍କ ସାଧନା ହିଁ କାଲିର ଭବିଷ୍ୟତର ଗଢୁଛି ଭାଗ୍ୟ.
କହୁ କହୁ କହିଲେ, ମୋତେ ଏତେ ମାତ୍ରାରେ ଭୋଟ୍ ଦିଅ ଯେମିତି ମୁଁ ହାରିବି।
ସ୍ୱାମୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ନିଜ ସ୍ତ୍ରୀ।
ବାଟବଣା ମୁକ୍ତା ଯୋଜନା। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ବୁଝାମଣା କରି ଖାଇଗଲେ ଲକ୍ଷାଧିକ ଟଙ୍କା....କାମର ନାହିଁ ନାମ ନିଶାନ...