• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Shah Rukh Khan
ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କି କିଙ୍ଗଖାନ ? ଉଠିଲା ପ୍ରଶ୍ନ

ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବେଳେ ମାସ୍କ ଖୋଲି ଛେପ ପକାଇଥିଲେ କି କିଙ୍ଗଖାନ? ସାରା ଦେଶରେ ଉଠିଛି ଏମିତି କଥା। ଯାହାକୁ ନେଇ ଉଠିଛି ବିରାଟ ପ୍ରଶ୍ନ। ସତରେ କ’ଣ ଛେପ ପକାଇ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କି ଶାହରୁଖ? ଏବେ ଜାଣନ୍ତୁ ପ୍ରକୃତ କଥା...

Prime Minister Narendra Modi
‘କଂଗ୍ରେସ ନଥିଲେ ପରିବାରମୁକ୍ତ ହୋଇଥାଆନ୍ତା ଗଣତନ୍ତ୍ର’

କଂଗ୍ରେସକୁ ଧୁଲେଇ କଲେ ମୋଦି । ଦେଶର ସବୁ ସମସ୍ୟା ପାଇଁ କଂଗ୍ରେସକୁ ଦାୟୀ କଲେ ପ୍ରଧାନମନ୍ତ୍ରୀ ମୋଦି ।

Religious institutions
ଅପେକ୍ଷାର ଅନ୍ତ ! ଆସନ୍ତା ୧୨ତାରିଖରୁ ଭୁବନେଶ୍ୱରରେ ଖୋଲିବ ସବୁ ଧର୍ମାନୁଷ୍ଠାନ

କୋଭିଡ୍ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ।

panchayat poll
କଳାହାଣ୍ଡିରେ କିଏ ମାରିବ ବାଜି ? ମମିତା ହତ୍ୟା ମାମଲାରା ଚର୍ଚ୍ଚାରେ ଥିବା ଦିବ୍ୟଶଙ୍କରଙ୍କ ଛବି କିଛି ପ୍ରଭାବ ପକାଇବ କି ?

ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟ ର ଫଳାଫଳ କଣ ହେବ, ତା ଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା

corruption & inefficiency
୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । 5ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

bheem
ଚିରନିଦ୍ରାରେ ପ୍ରବଳ ପ୍ରତାପୀ ଭୀମ ! ପ୍ରବୀଣଙ୍କ ଚମତ୍କାର ସଂଳାପ ସାଙ୍ଗକୁ ଉଚ୍ଚକୋଟୀର ଅଭିନୟରେ ବନ୍ଧା ଥିଲେ ଦର୍ଶକ

ବନବାସ ସମୟରେ ନିଜ ବଡଭାଇ ପବନ ପୁତ୍ର ହନୁମାନଙ୍କ ଦର୍ଶନ ଲାଭ କରି କୃତାର୍ଥ ହୋଇଥିଲେ ସେ । ପିଲାଦିନେ ନାଗଲୋକ ଯାଇ ୭ କାଂଚି ସୁଧାର ରସ ପାନ କରିଥିଲେ ସେ । ଦ୍ରୌପଦୀଙ୍କୁ ବିଭିନ୍ନ ସମୟରେ ସୁରକ୍ଷା ଦେଇଥିଲେ ସେ । ଏ ସମସ୍ତ ଭୂମିକାରେ...

bjd
ବିଜେଡି ନେତା ଟଙ୍କା ବାଣ୍ଟିବାର ଭିଡିଓ ଭାଇରାଲ୍ ! ଶାସକ ଦଳକୁ ଟାର୍ଗେଟ କଲେ ବିରୋଧୀ

ମାଲକାନଗିରି କାଲିମେଳା ବ୍ଲକ ତାଟିଗୁଡ଼ା ଗାଁ ସଭାରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଆଉ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି

panchayat poll
ଅନୁଗୁଳ ଜିଲ୍ଲା ପରିଷଦ ହାଲଚାଲ୍ ! ବିକାଶ ରାସ୍ତାରେ କେତେ ଆଗକୁ ବଢିଛି ଜିଲ୍ଲା ?

ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା ।  ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି ।

iPhone 13 Pro Max
ଅର୍ଡର କଲେ ୧.୫ ଲକ୍ଷର ମୋବାଇଲ, iPhone 13 Pro Max​ ବଦଳରେ ଆସିଲା ସାବୁନ୍ ବୋତଲ

ବ୍ରିଟେନର ଖୋଲା ଲାଫଲି ନାମକ ଜଣେ ୩୨ ବର୍ଷୀୟ ମହିଳା ଜାନୁଆରୀ ୨୪ରେ ସ୍କାଏ ମୋ‍ବାଇଲରୁ ଏକ ଆଇଫୋନ୍ ଅର୍ଡର କରିଥିଲେ । କିଛି ଟଙ୍କା ପଇଠ କରିବା ସହ ୩୬ ମାସର ଇଏମଆଇରେ ସେ ଏହି ଫୋନ ପାଇଁ ଅର୍ଡର କରିଥିଲେ ।

uttarakhand
ଟୋଲ୍ ମାଗିବାରୁ ବୁଲିଲା ଖଣ୍ଡା ! କାର ଚାଳକଙ୍କ ଆତଙ୍କରାଜ, ଦୁଇ ଟୋଲ କର୍ମଚାରୀ ଆହତ

ଟୋଲ୍‌ ମାଗିବାରୁ ଟୋଲ୍ ଆଦାୟ କରୁଥିବା କର୍ମଚାରୀଙ୍କ ଉପରେ ଆକ୍ରମଣ । ଟୋଲ୍ ପ୍ଲାଜାରେ ଲାଗିଥିବା ସିସିଟିଭିରେ ଏହି ପୂରା ଘଟଣା କଏଦ ହୋଇଛି ।

election campaign
ଭାଉଜଙ୍କ ପାଇଁ ପ୍ରଚାର କରୁଛି କୁନି ଝିଅ, ହାତଯୋଡ଼ି ଭୋଟରଙ୍କୁ ମାଗୁଛି ଭୋଟ

କୁନି ନଣନ୍ଦ ସଂଗୀତା ଭାଉଜଙ୍କ ସହ ପ୍ରଚାର କରିବା ପାଇଁ ଜିଦ ଧରି ଘରୁ ବାହାରୁଛି । ଆଉ ଗାଁ ଗାଁ ବୁଲିବା ବେଳେ ପ୍ରଥମେ ଯାଇ ଭୋଟରଙ୍କୁ ଭେଟୁଛି ।

Lata Mangeshkar
ମେଲୋଡି କ୍ୱିନ୍‌ଙ୍କୁ ଦିଆଯାଇଥିଲା ବିଷ, ୩ ମାସ ବେଡରେ ପଡ଼ିରହିଥିଲେ . .

୧୯୬୨ ମସିହାର କଥା। ସେତେବେଳେ ଲତାଙ୍କ ବୟସ ମାତ୍ର ୩୩ ବର୍ଷ। ଏତେ କମ୍‌ ବୟସରେ ଲତା ସଫଳତାର ଶିଖର ଛୁଇଁଥିବା ଦେଖି କିଛି ଲୋକ ଗୌରବ ଅନୁଭବ କରୁଥିବା ବେଳେ କିଛି ଲୋଙ୍କର ଈର୍ଷା ବି ବଢ଼ିଯାଇଥିଲା ।

kandhamal
ବିକାଶ ରାସ୍ତାରେ କେତେ ଆଗକୁ ବଢିଛି କନ୍ଧମାଳ?

ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।

sonagachhi
ଦେଶର ବଦନାମ ଗଳି ସୋନାଗାଛି, ନାଁ ପଛର ରହସ୍ୟ

ଦେଶର ରେଡ୍ ଲାଇଟ୍ ଏରିଆ। ଯେଉଁଠାରେ ପ୍ରତିଦିନ ଚାଲିଥାଏ ଦେହ ବେପାର। ଏମିତି ଅଂଚଳ ଭିତରେ ଆଗରେ ରହିଛି ସୋନାଗାଛିର ନାଁ। ତେବେ କାହିଁକି ଏଠାରେ ହୋଇଥାଏ ଏମିତି କାମ। ଏହି ନାମଟି କେଉଁଠୁ କେମିତି ଆସିଲା? କିଏ ଦେଲା ଏମିତି ନାଁ?

help
ମାଆର ମମତା କଣ ଜାଣିନି…ଦୁନିଆର ବାସ୍ତବତା ବି ଦେଖିନି, ଏବେ ଦୃଷ୍ଟିବାଧିତ ପୁଅ ମାଗୁଛି ସାହାଯ୍ୟ

ଜନ୍ମରୁ ମାଆକୁ ଦେଖିନି, ସୂର୍ଯ୍ୟାଲୋକ ବି ଦେଖିନି...କଅଁଳ ସ୍ୱରରେ ପାଠ ପଢିବି ବୋଲି କହୁଛି....ମା ଚାଲିଗଲା ପରେ ଦୁନିଆରେ କେବଳ ସାହା ଭରଷା ଏବେ ବାପା

village
ପ୍ରତି ଘର ସାମ୍ନାରେ ଲାଗିଛି କଳାପଟା। ସକାଳୁ ଉଠିଲେ ଏଇଠି ଅ, ଆ, ଇ ଲେଖୁଛନ୍ତି ପିଲା

ନିତିଦିନ ପିଲାଙ୍କ ପାଠକୁ ତଦାରଖ କରିବାକୁ ଆସୁଛନ୍ତି ସ୍କୁଲ ପ୍ରଧାନଶିକ୍ଷକ। ଏଇଠି ସରକାରୀ ଯୋଜନା ନୁହେଁ ବରଂ ଶିକ୍ଷକଙ୍କ ସାଧନା ହିଁ କାଲିର ଭବିଷ୍ୟତର ଗଢୁଛି ଭାଗ୍ୟ.

election campaign
ଭୋଟ ମାଗିବାକୁ ଯାଇଥିଲେ ନେତା…କହୁ କହୁ କହିଲେ, ମୋତେ ଏତେ ମାତ୍ରାରେ ଭୋଟ୍ ଦିଅ ଯେମିତି ମୁଁ ହାରିବି।

କହୁ କହୁ କହିଲେ, ମୋତେ ଏତେ ମାତ୍ରାରେ ଭୋଟ୍ ଦିଅ ଯେମିତି ମୁଁ ହାରିବି।

campaign
ସ୍ୱାମୀ ସମିତିସଭ୍ୟ, ସ୍ତ୍ରୀ ସରପଞ୍ଚ ପ୍ରାର୍ଥୀ... ସାଇକେଲରେ ବୁଲି ବୁଲି ମାଗୁଛନ୍ତି ଭୋଟ

ସ୍ୱାମୀ ସମିତିସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ସରପଂଚ ପ୍ରାର୍ଥୀ ହୋଇଛନ୍ତି ନିଜ ସ୍ତ୍ରୀ।

pc
ପିସି କାରବାର କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା, SHG ଗ୍ରୁପ୍‌ ସହ ବୁଝାମଣା କଲେ ଠିକାଦାର

ବାଟବଣା ମୁକ୍ତା ଯୋଜନା। ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ବୁଝାମଣା କରି ଖାଇଗଲେ ଲକ୍ଷାଧିକ ଟଙ୍କା....କାମର ନାହିଁ ନାମ ନିଶାନ...

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।