ସରକାରକୁ ଅପେକ୍ଷା କରି ଲାଭ କଣ, ସେଇଥି ପାଇଁ ଲୋକେ ନିଜ ଉଦ୍ୟମରେ ଗଢ଼ିଛନ୍ତି ବାଉଁଶ ପୋଲ । ଉଦଘାଟନ କରି ନିଜେ କଦଳୀ ଗଛ ମଧ୍ୟ ବାନ୍ଧିଛନ୍ତି ।
ପ୍ରେମିକ ଜଣେ ସରକାରୀ ଡାକ୍ତର । ଅଭିଯୋଗକାରିଣୀ ବି ଏକ ପ୍ରତିଷ୍ଠିତ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନର କର୍ମଚାରୀ । ଡାକ୍ତର ଜଣକ ଏବେ ନୂଆପଡ଼ା ଡାକ୍ତରଖାନାରେ କାର୍ଯ୍ୟରତ ।
ଏଠି ଟଙ୍କା ରଖିଲେ ଚିନ୍ତା ନାହିଁ କି ସମସ୍ୟା ନାହିଁ। ଏ ସ୍କିମରେ ଟଙ୍କା ରଖିଲେ ଡବଲ ହୋଇଯାଏ ଟଙ୍କା। ଯଦି ଆପଣ ନିଜର ଟଙ୍କାକୁ ରଖି ଦୁଇଗୁଣା କରିବାକୁ ଚାହୁଁଥାନ୍ତି, ତେବେ ଏହିଠାରେ ସୁରକ୍ଷିତ ଭାବେ ଟଙ୍କା ରଖି ଭରପୂର ଲାଭ ଉଠାନ୍ତୁ
ନିଜ ଗୋଡରେ ଠିଆ ହେବା ପାଇଁ ଆଜିର ଯୁବପିଢି ୟୁଟ୍ୟୁବ୍ ଆଡେ ମୁହାଁଉଛନ୍ତି। ଏମିତି ଅନେକ ୟୁଥ୍ ଆଇକନ୍ ଅଛନ୍ତି ଯେଉଁମାନେ ୟୁଟ୍ୟୁବ୍ ଚ୍ୟାନେଲ୍ କରି ଘରେ ବସି ପଇସା କମାଉଛନ୍ତି। ସେମାନଙ୍କଠୁ ମୋଟିଭେଟ୍ ହୋଇ ଅନେକ ପିଲା ୟୁଟ୍ୟୁବ୍ ଜରିଆରେ ଆତ୍ମନିର୍ଭରଶୀଳ ହେବାର ବିକଳ୍ପ ବାଛୁଛନ୍ତି। ଯଦି...
ସ୍କୁଲ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡ଼ା କି ନାହିଁ ରାଜ୍ୟ ସରକାର ସ୍ଥିର କରିବେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପୋର୍ଟାଲ ଖୋଲୁନଥିବାରୁ ରାଜ୍ୟର ୬ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉନଥିବା ଦଳର ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ ଓ ସୁଜିତ କୁମାର ଅଭିଯୋଗ କରିଛନ୍ତି
ରାଜ୍ୟର ସବୁଠୁ ବଡ ଜିଲ୍ଲା, ଆଉ ସମସ୍ୟା ବି ଅଧିକ । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ରାସ୍ତାଘାଟ, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଭଳି ମୌଳିକ ସେବା ଆଜିବି ଲୋକଙ୍କ ପାଖରେ ଅପହଂଚ ।
ଚଳିତ ବର୍ଷ ଓଡ଼ିଶାକୁ ଦିଆଯାଇଥିବା ରେଳ ଅନୁଦାନ କଂଗ୍ରେସ ସରକାରଙ୍କ ତୁଳନାରେ ୧୦ଗୁଣ ଅଧିକ ।
ପଞ୍ଜାବ କଂଗ୍ରେସର ଚେହେରା ହୋଇପାରନ୍ତି ଚନ୍ନି । ୬ ଫେବୁଆରୀରେ ଘୋଷଣା ସମ୍ଭାବନା ରହିଛି ।
ଭୁବନେଶ୍ୱର ଲକ୍ଷ୍ମୀସାଗରରୁ ଯୁବକ ଇଷାନ ଅଗ୍ରୱାଲ୍ ଅପହରଣ ମାମଲାରେ ଗିରଫ ଅଭିଯୁକ୍ତମାନେ ଆଜି ସିନ୍ ରିକ୍ରିଏଟ୍ କରୁଛନ୍ତି । ଇଷାନଙ୍କୁ କେଉଁଠୁ ଅପହରଣ କଲେ, ଅପହରଣ କରିବା ଲାଗି କିଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ, କିପରି ଅପହରଣ କଲେ, ସେସବୁ କରି ଦେଖାଉଛନ୍ତି ଗିରଫ ଅଭିଯୁକ୍ତ
ନାମାଙ୍କନ ପତ୍ର ଦାଖଲ ପାଇଁ ବାହାରିଥିବା ଯୋଗୀଙ୍କ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି ।
୧୯୯୩ରେ କଟକ ଜିଲ୍ଲାରୁ ଅଲଗା ହୋଇ ସ୍ୱତନ୍ତ୍ର ଜିଲ୍ଲା ହେବା ପରେ ଏଯାଏଁ ପାଂଚ ଥର ପଂଚାୟତ ନିର୍ବାଚନ ହୋଇଛି ।
ପୂର୍ବରୁ ନିଜ ପରିବାର ସହ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଏକ ଭଲ ଖବର ଦେଇଛନ୍ତି। ସେ ତାଙ୍କ ଗାଁରେ ଏକ ନୂଆ ଘର ତିଆରି କରି ସପରିବାରେ ଗୃହପ୍ରବେଶ କରିଛନ୍ତି। ବଡ଼କଥା ହେଉଛି, ଏଥିରେ ତାଙ୍କ ବାପା ମାଆ କର୍ତ୍ତା ସାଜିଥିଲେ
ଆଞ୍ଚଳିକ ଭାଷାରେ ମଧ୍ୟ ଛାତଛାତ୍ରୀଙ୍କୁ ଏହି ସୁବିଧା ଉପଲବ୍ଧ କରାଇବେ ସରକାର । ଯେଉଁଥିରେ ଅନ୍ୟ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ସାହାଯ୍ୟ କରିବେ ।
ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ବିନୋଦ କୁମାର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବାରୁ ରାଜ୍ୟ ସରକାର ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି।
ପୁରୀ ବଳିଆପଣ୍ଡା ଗୋଡବାଡସାହିର ବଙ୍ଗାଳୀ କଲୋନୀ । ଏଠି ସୃଷ୍ଟି ହୋଇଛି ଗନ୍ଧମୟ ପରିବେଶ । କାହିଁକି ନା ବର୍ଷ ବର୍ଷ ଧରି ପୁରୀ ସହରର ମଇଳା ଆବର୍ଜନା ଏଠାରେ ପଡିରହୁଛି । ଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସହ ଘର ଭିତରେ ପୋକ ଜୋକ...
୨୦୨୨ ଆଇପିଏଲରେ ମୋଟ ୫୯୦ ଖେଳାଳିଙ୍କ ନିମାଲୀ ପାଇଁ ହେବ ଅକ୍ସନ । ଏଥିରେ ୩୭୦ ଭାରତୀୟ ଖେଳାଳି ଥିବା ବେଳେ ୨୨୦ ବିଦେଶୀ ଖେଳାଳି ରହିଛନ୍ତି । ଆଇପିଏଲରେ ମେଗା ଅକ୍ସନ ଫେବୃଆରୀ ୧୨ ଏବଂ ୧୩ରେ ବେଙ୍ଗାଳୁରୁରେ ହେବାକୁ ଯାଉଛି
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ହୋଇଛି ଭିଜିଲାନ୍ସ ରେଡ୍ ।
କେତେବେଳେ ଭାଇ ଭାଇ ମଧ୍ୟରେ ଲଢେଇ ତ କେତେ ବେଳେ ବାପା ପୁଅ ଗୋଟିଏ ପଦବୀ ଲାଗି କରୁଛନ୍ତି ପ୍ରତିଦ୍ୱନ୍ଦିତା ।
ଆଖିରେ ପଟି ବାନ୍ଧି ଟେକି ନେଇଥିଲେ ଦୁର୍ବୃତ୍ତ । ପ୍ରଚାର ନକରିବାକୁ ରାସ୍ତାରେ ଧମକ ଦେଇଥିଲେ ।