• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

money
କୃଷକଙ୍କ ଜନଧନ ଖାତାରେ ଜମା ହେଲା ୧୫ ଲକ୍ଷ ଟଙ୍କା, ଘର କଲା ପରେ ଟଙ୍କା ଫେରାଇବାକୁ କହୁଛି ବ୍ୟାଙ୍କ୍

ମହାରାଷ୍ଟ୍ର ଔରଙ୍ଗାବାଦ ଜିଲ୍ଲା ପୈଠକ ଗ୍ରାମର ଜ୍ଞାନେଶ୍ୱର ଓଟେ । ବ୍ୟାଙ୍କ୍ ଅଫ୍ ବରୋଦାରେ ତାଙ୍କର ଜନଧନ ଖାତା ରହିଛି । ୨୦୨୧ ଅଗଷ୍ଟ ୧୭ ତାରିଖରେ ତାଙ୍କ ଜନଧନ ଆକାଉଣ୍ଟ କୁ ୧୫ ଲକ୍ଷ ୩୪ ହଜାର ୬୨୪ ଟଙ୍କା ଆସିଥିଲା । ଏତେ ଟଙ୍କା ଦେଖି...

khali
ବିଜେପିରେ ଯୋଗଦେଲେ ବିଖ୍ୟାତ ରେସଲର୍ ଖଲି

ପଦ୍ମ ଧରିଲେ ରେସଲର୍‌ ଦି ଗ୍ରେଟ୍‌ ଖଲି ।

death
ରିଲ୍‌ ଚକ୍କରରେ ମୃତ୍ୟୁ କୋଳକୁ ଚାଲିଗଲେ ଯୁବକ, ଭିଡିଓ ସୁଟ୍‌ କରିବାରେ ବ୍ୟସ୍ତ ଥିଲେ ସ୍ତ୍ରୀ

ଜୀବନ ନେଲା ରିଲ୍ ଭିଡିଓ । ଭିଡିଓ ତିଆରି କଲା ବେଳେ ନଦୀରେ ବୁଡ଼ିଗଲେ ଯୁବକ ।

Jay Panda
ପଂଚାୟତ ନିର୍ବାଚନକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ଭର୍ଚୁଆଲ୍ ରାଲି ! କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବୈଜୟନ୍ତ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଭର୍ଚୁଆଲ୍ ରାଲି କରିଛନ୍ତି । ଏହି ପରିପେକ୍ଷୀରେ ନିର୍ବାଚନରେ ବିଜୟୀ ହେବା ଲାଗି କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବୈଜୟନ୍ତ ।

unemployment
ଜୀବନ ନେଉଛି ଋଣବୋଝ ଓ ବେକାରୀ ସମସ୍ୟା ! ୩ ବର୍ଷରେ ୨୫ ହଜାରରୁ ଅଧିକ ଆତ୍ମହତ୍ୟା

୨୦୧୮-୨୦୨୦ ମଧ୍ୟରେ ଋଣବୋଝ ଓ ବେକାରୀ ସମସ୍ୟା ପାଇଁ ୨୫,୦୦୦ରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି।

rape
ବିଜିନେସ୍ କ୍ଲାସରେ ମହିଳାଙ୍କ ସହ ଦୁଷ୍କର୍ମ ! ନ୍ୟୁଜର୍ସିରୁ ଲଣ୍ଡନ୍ ଯାଉଥିଲା ବିମାନ

ଯାତ୍ରୀମାନେ ଶୋଇଥିବା ସମୟରେ ଏହାର ସୁଯୋଗ ନେଇ ମହିଳାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଏହି ଘଟଣା ଘଟିଛି ।

jamtara gang
ଜାମତରା ଗ୍ୟାଙ୍ଗର ଲୁଟପାଟ୍ ଅପରେସନର ଖୁଲାସା ! କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ହେଲା ଡେମୋ ଭିଡିଓ

ଓଟିପିକୁ କୋଡ୍ ବୋଲି କହି ମାଗୁଥିଲେ ଜାମତରା ଗ୍ୟାଙ୍ଗ ସଦସ୍ୟ । ସେମାନଙ୍କ ନାଁରେ ସାରା ଦେଶରେ ରୁଜୁ ହୋଇଥିଲା ୫୫ଟି ମାମଲା ।

tudu
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା, ମାର୍ଚ୍ଚ ୪ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ

ତଦନ୍ତ ସମୟରେ ସାକ୍ଷୀଙ୍କୁ ଯେପରି ପ୍ରଭାବିତ ନକରିବେ ସେ ଦିଗରେ ବି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

mamita meher
ନିର୍ବାଚନୀ ମାହୋଲ ଭିତରେ ପୁଣି ସତେଜ ମମିତା ତାତି

ପୋଲିସ ହାତରେ ଆଉ ସପ୍ତାହେ ଥିବା ବେଳେ ଏ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ହୋଇନାହିଁ, ଯାହାକୁ ନେଇ ବିରୋଧୀ ତୁମ୍ବି ତୋଫାନ କରୁଛନ୍ତି । ଏପରିକି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଉଥିବାର ଅଭିଯୋଗ ମଧ୍ୟ କରୁଛନ୍ତି ।

landmine blast
ଥମୁନି ମାଓବାଦୀଙ୍କ ବର୍ବରତା ! ମାଓ ପୋଷ୍ଟର ନିକଟରେ ବିସ୍ପୋରଣ, ଯୁବକ ମୃତ

ସାମ୍ବାଦିକଙ୍କ ମୃତ୍ୟୁର କେଇଟା ଦିନ ଯାଇନି, ପୁଣି ଆଉ ଏକ ମୁଣ୍ଡ ଗଡ଼ିଲା । ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରରେ ଜଣ ଯୁବକ ପ୍ରାଣ ହରାଇଛନ୍ତି ।

puspita
ସମାଜର ଟାହିଟାପରାକୁ ନାହିଁ ଡର ! ସାଇକେଲ ରିପିୟାରିଂ କରି ସ୍ୱାବଲମ୍ବୀ ଦୃଢ଼ମନା ପୁଷ୍ପିତା

ବୁଝେଇ ସୁଝେଇ ଝିଅକୁ ପାଠ ପଢେଇଥିଲେ ବାପା । ଝିଅ ITI କଲା । ବାପାଙ୍କ ଦେହାନ୍ତ ପରେ ସାଇକେଲ୍ ରିପେୟାରିଂ କରି ଚଳାଉଛନ୍ତି ପରିବାର । ସ୍ୱପ୍ନ ଦେଖୁଛନ୍ତି, ସାନ ଭାଇଭଉଣୀଙ୍କୁ କରିବେ ମଣିଷ ।

politics
ଶାସକ ଦଳ ଫେଭରରେ ବୌଦ୍ଧ ଜିଲ୍ଲାର ରାଜନୀତି ପାଣିପାଗ ! ଏଥର ବି ମାରିବ କି ବାଜି ?

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବୌଦ୍ଧ ଜିଲ୍ଲାର ୯୦ ପ୍ରତିଶତ ଲୋକଙ୍କ ମୁଖ୍ୟ ବେଉସା ଚାଷ । ହେଲେ ଏଇ କ୍ଷେତ୍ରଟି ବେଶି ଅବହେଳିତ ଜିଲ୍ଲାରେ ବାଘ ଓ ସାଲୁଙ୍କି ଭଳି ଜଳସେଚନ ପ୍ରକଳ୍ପ ତ ରହିଛି । କିନ୍ତୁ ଦରକାର ବେଳେ ଅଧିକାଂଶ ଜମିକୁ ପାଣି ମିଳେନି ।...

land
ଲିଙ୍ଗରାଜଙ୍କ ୧ ଏକରରୁ ଅଧିକ ଜମି ଉପରେ ଘରୋଇ ମାଲିକାନା, ପଟ୍ଟା କରିଥିବାରୁ ଜମି ଛାଡିବାକୁ ନାରାଜ ସ୍ଥାନୀୟ ଲୋକେ

ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।

Prashant Jagdev
କମୁନି ବାହୁବଳୀ ବିଧାୟକଙ୍କ ଦୌରାତ୍ମ୍ୟ, ପୁଣି ଏକ ଧମକଭରା ଭିଡିଓ ଭାଇରାଲ୍

ଭାଇରାଲ ହୋଇଥିବା ଭିଡିଓରେ ପ୍ରଶାନ୍ତ ଜଗଦେବ କହୁଛନ୍ତି, ବିଧାୟକ ଭାବେ କ୍ଲବ ଘରକୁ ବୁଲି ଆସିଥିଲି । ହେଲେ ଜଣେ ଭଦ୍ରବ୍ୟକ୍ତି ତାଙ୍କର କାଣ୍ଡଜ୍ଞାନ ନାହିଁ ବୋଲି କହିଥିଲେ । ସେ ତାଙ୍କ ଜ୍ଞାନର ଉତ୍ତର ଦେବେ, ନହେଲେ ତାଙ୍କୁ ଘରକୁ ଛଡା ଯିବନି ବୋଲି କହି ବିଧାୟକ...

jharsuguda
ସମସ୍ୟା ହେଉ କି ରାଜନୀତି, ଝାରସୁଗୁଡ଼ାରେ ଏଥର ନିର୍ବାଚନୀ ଅଙ୍କ ଅଲଗା ! ଏଥର କିଏ ମାରିବ ବାଜି ?

ଝାରସୁଗୁଡା କଂଗ୍ରେସର ଗଡ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ପାଂଚ ପାଂଚ ଥର ଅଧ୍ୟକ୍ଷ ପଦ ହାତେଇଛି କଂଗ୍ରେସ । ହେଲେ ଏବେ ବଦଳିଯାଇଛି ଝାରସୁଗୁଡାର ରାଜନୈତିକ ସମୀକରଣ, ଯାହା ବଳରେ ବଳିୟାନ ହୋଇଥିଲା କଂଗ୍ରେସ, ସେ ଏବେ ବିଜେଡିରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ...

asha
ଦର୍ଶକଙ୍କୁ ତରଙ୍ଗ ଟିଭିର ପ୍ରୀତିଭରା ଭେଟି, ପ୍ରତିଟି ବୋହୂ କ୍ଷେତ୍ରରେ ଘଟୁଥିବା ଘଟଣାକୁ ନେଇ ଆସୁଛି ସୁନ୍ଦର ଧାରାବାହିକ ଆଶା

ଆଶାର କାହାଣୀ ସେହି ଘରଣୀଙ୍କ ପାଇଁ, ଯିଏ ପ୍ରତିଟି ମୂହୁର୍ତ୍ତରେ ଆଶା ଭଳି ସମସ୍ୟାରେ ପଡୁଛନ୍ତି। ତେବେ ଆଗକୁ ଦେଖିବାକୁ ରହିଛି ଆଶା କ’ଣ ହୋଇ ପାରୁଛି ସମସ୍ତଙ୍କ ପାଇଁ ଆଶାର କିରଣ ନା’ ସାରା ଜୀବନ ଏମିତି ଦୁଃଖ କଷ୍ଟ ସହି ରହିବ।

rain
ରାଜ୍ୟରେ ଆଜି ଓ କାଲି ପୁଣି ବର୍ଷା ସମ୍ଭାବନା ! ପଶ୍ଚିମା ବାୟୁ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ

ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରର ସ୍ଥାନେ ସ୍ଥାନେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

balangia
ନିଜ ନାମରେ ନାହିଁ ଜମି ପଟ୍ଟା, ସରକାରୀ ଯୋଜନାରୁ ବଞ୍ଚିତ ବଲାଙ୍ଗିଆ ଗ୍ରାମବାସୀ

ମୁଲଲାଗି ପେଟ ପୋଷୁଥିବା ଏହି ଲୋକମାନେ ଦୀର୍ଘ ଦଶନ୍ଧି ଧରି ସରକାରୀ ଜାଗାରେ ଘର କରି ରହିଆସୁଛନ୍ତି । ଏମାନଙ୍କୁ ଭୋଟ ପରିଚୟ ପତ୍ର ମିଳିଛି । ଯାହାଫଳରେ ଏମାନେ ଭୋଟ ଦେଇପାରୁଛନ୍ତି ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।