• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

politics
ଦେବଗଡ଼ ଜିଲ୍ଲା ପରିଷଦ ହାଲଚାଲ୍ ! ପୁରୁଣା ପ୍ରତିଶ୍ରୁତି କେତେ ପୂରା, କେତେ ଅଧୁରା?

ଦେବଗଡ଼ ଜିଲ୍ଲା ପାଇଁ ରାସ୍ତା, ନେଟ୍ଓ୍ୱର୍କ ଓ ରେଳପଥ ପ୍ରମୁଖ ପ୍ରସଙ୍ଗ ପାଲଟିଛି । 

nuapada
ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ନୂଆପଡ଼ା ! ଦାଦନ, ରାସ୍ତା ଓ ପିଇବା ପାଣି ପ୍ରମୁଖ ପ୍ରସଙ୍ଗ

ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି...

loot
ଗ୍ରହ ପୂଜା ବାହାନାରେ ଅଭିନବ ଠକେଇ ! ପୂଜାର୍ଚ୍ଚନା ପରେ ଘରୁ ସୁନା ଅଳଙ୍କାର ଲୁଟି ଚଂପଟ ମାରିଲେ ପୂଜକ

ଗ୍ରହ ପୂଜା ଆଳରେ ଲୁଟ୍ ଅଭିଯୋଗରେ ଦୁଇ ଠକଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ ମାଲକାନଗିରି ଜେଲ୍ ଲାଇନ୍ରେ ରହୁଥିବା ଶ୍ରୀଧର ପଟ୍ଟନାୟକ ଗ୍ରହ ପୂଜା ପାଇଁ ଦୁଇ ପୂଜକଙ୍କୁ ଡକାଇଥିଲେ ।

rain
ଆସନ୍ତାକାଲିଠୁ ପାଣିପାଗରେ ପରିବର୍ତ୍ତନ ! ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା

ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡରେ ବର୍ଷା ସହ ଘଡଘଡି ହୋଇପାରେ । ୪ ତାରିଖରେ ବର୍ଷା ଟିକେ ବଢିବ ବୋଲି ଜଣାପଡ଼ିଛି ।

soumya
ବାପା ବୁଝୁଛନ୍ତି ଜଣେ ବାପାର ଦୁଃଖ ! ପୁଅ ମୃତ୍ୟୁ ପରେ ବି ସୋନାଲିକୁ କ୍ଷମା ଦେବାକୁ ରାଜି

ସଂସାର ଭାସିଗଲା, ଆଖିରେ ଲୁହ , ହେଲେ ଆଜି ବି ସୋନାଲିର ଭଲ ଚାହୁଁଛନ୍ତି । ତାକୁ ରକ୍ଷା କରିଦିଆଯାଉ ! ପୁଅର ମୃତ୍ୟୁ ପରେ ବି ଜଣେ ଝିଅ ନଷ୍ଟ କରିବିନି ବୋଲି ସେ କହିଛନ୍ତି ।

cyclone
ବାତ୍ୟାର ରାଜଧାନୀ ସୁନ୍ଦରବନ

ଲଘୁଚାପ ଯଦି ବାତ୍ୟାର ରୂପ ନିଏ, ତେବେ ତାହା ଓଡ଼ିଶା ହେଉକି ପଶ୍ଚିମବଙ୍ଗ ନଚେତ୍ ଆନ୍ଧ୍ରପ୍ରଦେଶ ଆଡେ ମୁହାଁଇଥାଏ। ଗତ କିଛି ଦିନର ତଥ୍ୟକୁ ନେଇ ଏମିତି ରିପୋର୍ଟ ଦେଇଛି ଭାରତୀୟ ପାଣିପାଗ ବିଭାଗ।

special report
ଆଜି ଠାରୁ ନୂଆ ନିୟମ ! ଖୋଲିଲା ଶ୍ରୀମନ୍ଦିର, କୋହଳ ହେଲା କଟକଣା

ଆଜି ଫେବୃଆରୀର ପ୍ରଥମ କାର୍ଯ୍ୟ ଦିବସ । ଆଜି ଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ । ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ . . .

national-highway
ଜାତୀୟ ରାଜପଥ ନିର୍ମାଣ ଗତିକୁ ବଢ଼ାଇବେ ସରକାର ! ଏକ ବର୍ଷରେ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ

୨୦୨୨-୨୩ବର୍ଷରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

e passport
ବିଦେଶ ଯାଉଥିବା ଲୋକଙ୍କ ପାଇଁ ବଡ଼ ଘୋଷଣା ! ୨୦୨୨-୨୩ରେ ଚିପ୍‌ ଯୁକ୍ତ ଇ-ପାସପୋର୍ଟ

ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା କରାଯିବ । ଭବିଷ୍ୟତରେ ସୁବିଧା ପାଇଁ ଇ-ପାସପୋର୍ଟରେ ଏକ ଆଧୁନିକ ଚିପ୍ ସଂଯୋଗ କରାଯିବ ।

5g
ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା ! ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ

ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ।

digital currency
ଡିଜିଟାଲ କରେନ୍ସି ଆରମ୍ଭ କରିବ ଆରବିଆଇ

ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ଡିଜିଟାଲ କରେନ୍ସି ବ୍ୟବସ୍ଥା ଆରମ୍ଭ କରିବ RBI

budget
ବଜେଟରେ ସାଧାରଣ ଲୋକଙ୍କ ପାଇଁ ବଡ଼ ଘୋଷଣା ! PM Awas Yojanaରେ ତିଆରି ହେବ ୮୦ ଲକ୍ଷ ଘର

ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।

Nirmala Sitharaman
ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହନ, କୃଷକମାନଙ୍କ ଠାରୁ MSPଉପରେ ହେବ ରେକର୍ଡ କିଣାବିକା

ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର...

budget
ଆଗାମୀ ୨୫ ବର୍ଷକୁ ନଜରରେ ରଖି ବଜେଟ୍

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ୨୦୨୨ ବଜେଟ୍ ଉପସ୍ଥାପନ କରୁଛନ୍ତି । କରୋନା ଅବଧିରେ ଉପସ୍ଥାପିତ ବଜେଟକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।  

robbery
‘ସ୍ପେସାଲ ୨୬’ ପରି ଆସିଲା ନକଲି ଟିମ୍ ! କଣ୍ଟ୍ରାକ୍ଟରଙ୍କ ଘରୁ ଲୁଟିଦେଲେ ୨୫ ଲକ୍ଷର କ୍ୟାସ୍ ଓ ସୁନାଗହଣା

ସିନେମା ଷ୍ଟାଇଲରେ କଣ୍ଟ୍ରାକ୍ଟରଙ୍କ ଘର ଲୁଟିଲେ । ‘ସ୍ପେସାଲ ୨୬’ ପରି ନକଲି ଟିମ୍ ଆସି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା ଓ ସୁନାଗହଣା ।

budget
ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ୍‌ ଉପସ୍ଥାପନ କରିଥିଲେ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ

ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ୍‌ ଉପସ୍ଥାପନ କରିଛନ୍ତି । ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ।

turka
ସ୍କୁଲ ମାଟି ମାଡିନାହାଁନ୍ତି ତୁର୍କା ଗାଁର ଝିଅ

ସଭିଏଁ ପଢିବେ ସଭିଏଁ ବଢ଼ିବେ ,"ଝିଅ ହେଲେ ପାଠୋଇ "ଦେଶ ଯିବ ଆଗେଇ " ଭଳି ସରକାରଙ୍କ ଅନେକ ନାରା ତୁର୍କା ଗାଁରେ ବିଫଳ

economic-survey
ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ ! ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫% ରହିବା ଆକଳନ

ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।

boar haunt
ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବାରହା ଶିକାର : ୨ ଅଭିଯୁକ୍ତ ଗିରଫ

ବାରହା ଶିକାର କରି ଦୁଇ ଜଣ ଗିରଫ ହୋଇଛନ୍ତି । ଗିରଫ୍ ୨ ଜଣ ହେଲେ ରୁଗୁଡ଼ି ଥାନା ରୋଇଡ଼ା କ୍ୟାମ୍ପ୍ ହଟିଂ ଅଂଚଳର ସଲିମ ଓରାମ୍ ଓ ଅନୀଲ ମୁଣ୍ଡା ।

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।