• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

Asha Bhosle and Lata Mangeshkar
ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

୭ ଦଶନ୍ଧି ଧରି ସଙ୍ଗୀତ ଦୁନିଆରେ ତାଙ୍କର ରାଜୁତି। ସେ କୋକିଳକଣ୍ଠୀ, ସୁରସାମ୍ରାଜ୍ଞୀ, ମେଲୋ଼ଡି କୁଇନ୍, ଭଏସ୍ ଅଫ୍ ଇଣ୍ଡିଆ। ସେ ଲତା ମଙ୍ଗେସକର । ୨୦ଟି ଭାଷାରେ ୨୫ ହଜାରରୁ ଅଧିକ ଗୀତ ଗାଇଥିଲେ ଭାରତ ରତ୍ନ ଲତା ମଙ୍ଗେସକର

Lata Mangeshkar
ଦୁନିଆକୁ ଅଲବିଦା କହିଲେ ସ୍ୱରର ମଲ୍ଲିକା : ପରିବାର ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ ଲତା

କଳାକାର ପରିବାରରେ ଜନ୍ମ ହୋଇଥିବାରୁ ଲତା ମଙ୍ଗେସକର ପିଲାଟି ଦିନରୁ କଳା ପ୍ରତି ଭାରି ଆଗ୍ରହୀ ଥିଲେ । ଖେଳବୁଲା ବୟସରେ ଲତା ମଙ୍ଗେସକର ବାପାଙ୍କ ସହିତ ବସି ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ମାତ୍ର ୫ ବର୍ଷ ବୟସରେ ସେ ପିତାଙ୍କ ସଂଗୀତ ନାଟକରେ ଅଭିନୟ...

Pakistan army
ବେଲୁଚିସ୍ତାନରେ ଭୀଷଣ ଯୁଦ୍ଧ ! ୨୦ ବଲୁଚି ବିଦ୍ରୋହୀ ଓ ୯ ପାକ୍‌ ସେନା ମୃତ

ପାକ୍ ସେନା ସୂଚନା ଅନୁସାରେ ନୌସକି ପ୍ରଦେଶରେ ହୋଇଥିବା ଏନକାଉଣ୍ଟରରେ ୯ ବଲୁଚ୍ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଛି । ଜଣେ ଅଧିକାରୀଙ୍କ ସମେତ ପାକ୍ ସେନାର ପାଞ୍ଚ ଜଣ ଯବାନଙ୍କର ମଧ୍ୟ ଜୀବନ ହରାଇଛନ୍ତି ।

digital currency
 ଡିଜିଟାଲ କରେନ୍ସି କ’ଣ ? ସହଜ ଓ ସରଳରେ ଜାଣିବେ ଅଡ଼ୁଆ ସୂତ୍ର

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ଡିଜିଟାଲ କରେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ଏହି ଡିଜିଟାଲ କରେନ୍ସି ? କାହିଁକି ଏମିତି ମୁଦ୍ରା ଆଣିବାକୁ ବିଚାର କଲା ଆରବିଆଇ ? ଏହାକୁ କେମିତି ବ୍ୟବହାର କରିବେ ଲୋକେ ? ଏହାକୁ ନେଇ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଥିବା...

sonepur
କୃଷି ଓ କୃଷକର ଜିଲ୍ଲା ସୁବର୍ଣ୍ଣପୁରରେ କିଏ ମାରିବ ବାଜି ?

ସୁବର୍ଣ୍ଣପୁରରେ ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ଏଠାକାର ରାଜନୀତି ଟିକିଏ ଅଲଗା । କାରଣ ଏଠି ପଂଚାୟତରେ ଲୋକେ ବିଜେପି ସପକ୍ଷରେ ଭୋଟ୍ ଦେଇଥିଲା ବେଳେ ସାଧାରଣ ନିର୍ବାଚନରେ ଜନମତ ଯାଇଛି ବିଜେଡି ସପକ୍ଷରେ । ତେଣୁ ଚଳିତ ପଂଚାୟତ ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର ।

money
ମାଲାମାଲ୍ କଲା ଲଟେରୀ ! ବିଦେଶରେ ୪୫ କୋଟି ଟଙ୍କା ଜିତିଲେ ଭାରତୀୟ ମହିଳା

ରାତାରାତି କୋଟିପତି । ଲଟେରୀ ଜିତିଲେ ମହିଳା, ବଦଳିଗଲା ଭାଗ୍ୟ ।

jsw
JSW ପ୍ରକଳ୍ପକୁ ପୁଣି ଝଟକା : ତୃତୀୟ ଥର ଲାଗି ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ବେଠକରେ ମିଳିଲାନି ପରିବେଶ ମଞ୍ଜୁରୀ

ଏବେ ପ୍ରଶ୍ନ ଉଠୁଛି, ଯଦି ପରିବେଶ ମଞ୍ଜୁରି ନଥିଲା, କେମିତି ଆଗଉଥିଲା ପ୍ରକଳ୍ପ କାମ ? ନିୟମ ଅନୁଯାୟୀ ଜେଏସଡବ୍ଲୁ ସବୁ କାଗଜପତ୍ର ପରଖି କାର୍ଯ୍ୟ କରୁଥିଲା ତ ପ୍ରଶାସନ ? ସ୍ଥାନୀୟ ଲୋକଙ୍କ ପାନବରଜ ଭାଙ୍ଗି କେମିତି ପ୍ରଶାସନ ଆଗକୁ ବଢ଼ୁଥିଲା? ଏସବୁ କମ୍ପାନି ପ୍ରତି ସରକାରଙ୍କ...

loot
ଅଟୋରେ ଆସିଲେ, ବୁଲେଟ୍ ନେଇଗଲେ

ଅଟୋରେ ଆସି ଘରେ ପଶି ଚତୁରତା ସହକାରେ ବୁଲେଟ୍ ନେଇ ପଳାଇଲେ ଲୁଟେରା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।

Abu Bakr
ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା: ୟୁଏଇରୁ ଧରାପଡ଼ିଲା ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ

ଦୀର୍ଘ ୨୯ ବର୍ଷ ପରେ ଭାରତୀୟ ସୁରକ୍ଷା ସଂସ୍ଥାକୁ ବଡ଼ ସଫଳତା ଦେଶ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ଅବୁ ବକର ଗିରଫ ହୋଇଛି । ୧୯୯୩ ମୁମ୍ବାଇ ବିସ୍ଫୋରଣର ଅନ୍ୟତମ ପ୍ରମୁଖ ଷଡ଼ଯନ୍ତ୍ରକାରୀ ଅବୁ ବକ୍କରକୁ ୟୁଏଇରୁ ଗିରଫ କରିଛି ଭାରତୀୟ ସୁରକ୍ଷା ସଂସ୍ଥା

death
ମାଓ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା

ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ମୃତ ଯୁବ ସାମ୍ବାଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ମୃତ ସାମ୍ବାଦିକଙ୍କ ପରିବାର ପାଇଁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

election
ନିର୍ବାଚନୀ ରଣାଙ୍ଗନରେ ସ୍ୱାମୀସ୍ତ୍ରୀ ! ସମ୍ବଳ ନଥିବାରୁ ସାଇକେଲରେ ସାଥୀ ହୋଇ ମାଗୁଛନ୍ତି ଭୋଟ୍

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର ଶାଶଙ୍ଗ ପଞ୍ଚାୟତ । ୭ ଟି ଗାଁର୧୨ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ। ଏହି ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ପ୍ରଚାର। ଉଭୟ ସ୍ୱାମୀ-ସ୍ତ୍ରୀ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଓ ସରପଞ୍ଚରେ ନିର୍ବାଚନ ଲଢ଼ୁଛନ୍ତି

surat
ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ୮ ମାସର ଶିଶୁକୁ ପିଟିଲା ଚାକରାଣୀ, ସିସିଟିଭିରେ କଏଦ୍ ହେଲା ବର୍ବର ଦୃଶ୍ୟ

ସେ ବି ଜଣଙ୍କର ମା’ , ହେଲେ ଏତେ ନିର୍ଦ୍ଦୟ କିପରି ହୋଇପାରିଲା । ଶିଶୁକୁ ନିର୍ଦ୍ଦୟ ଭାବେ ମାଡ଼ ମାରିଲା ଚାକରାଣୀ ।

Lata Mangeshkar
ଭେଣ୍ଟିଲେଟରରେ ଅଛନ୍ତି ସୁରସାମ୍ରାଜ୍ଞୀ  ! ଗୁରୁତର ଥିବା କହିଲେ ଡାକ୍ତର

ସୁରସାମ୍ରାଜ୍ଞୀଙ୍କ ସ୍ୱାସ୍ଥ୍ୟାବସ୍ଥା। ଭେଣ୍ଟିଲେଟରରେ ଅଛନ୍ତି ୯୨ ବର୍ଷୀୟା ଲତା ମଙ୍ଗେସକର। ବ୍ରିଚକାଣ୍ଡି ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଚିନ୍ତିତ ହୋଇ ପଡ଼ିଛନ୍ତି ଫ୍ୟାନ୍ସ।

malkangiri
କାହାକୁ ବାଛିବେ ମାଲକାନଗିରି ଜନତା ? ପ୍ରତିଥର ଭଳି ଏଥର ବି ବଦଳିବ କି ଭୋଟରଙ୍କ ମୁଡ୍ ?

ମାଲକାନଗିରି ପଂଚାୟତ ନିର୍ବାଚନରେ ଏଠି ପ୍ରତିଥର ବଦଳିଛି ଭୋଟରଙ୍କ ମୁଡ୍ । କହିବାକୁ ଗଲେ, ପ୍ରତିଥର ନେତାଙ୍କୁ ପରଖୁଛନ୍ତି ମାଲକାନଗିରିର ସଚେତନ ଜନତା । ଗତ ପଂଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ କିନ୍ତୁ ଭୋଟରଙ୍କ ଆସ୍ଥା ବିଜେପି ଉପରେ ରହିଛି

gajapati
କାହାର ହେବ ଗଜପତି ଜିଲ୍ଲା ପରିଷଦ? ଏଥର କିଏ ମାରିବ ବାଜି ?

ଗଜପତି ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ତିନିଥର କଂଗ୍ରେସ ପରେ ବିଜେଡି ଏବଂ ତାପର ନିର୍ବାଚନ ଜିତି ବିଜେପି ଗଢିଥିଲା ପରିଷଦ । ଗତ ତିନିଟି ନିର୍ବାଚନର ଫଳାଫଳ କହୁଛି ଯେ ଜିଲ୍ଲାରେ ବଦଳିଛି ଭୋଟରଙ୍କ ମୁଡ୍ । ଆଉ ଏଥର ତ୍ରିମୁଖୀ ଲଢେଇ ହେବ...

special report
ଯାତ୍ରା ଛାଡ଼ିଲେଣି ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ! ବଦଳିଯାଇଛି ଦାମ ପଣ୍ଡାଙ୍କ ଜୀବନଶୈଳୀ

ଓଡ଼ିଆ ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା ଏବେ କ୍ୟାନସର ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ। ପୂର୍ବଭଳି ସେ ଆଉ ଯାତ୍ରା କରୁ ନାହାନ୍ତି, ବରଂ ସିନେମା କରୁଛନ୍ତି। ଦାମ ପଣ୍ଡାଙ୍କ ଜୀବନ ଶୈଳୀ ବଦଳି ଯାଇଛି।

death
ଖବର ସଂଗ୍ରହ କରିବାକୁ ଯାଇଥିଲେ ସାମ୍ବାଦିକ, ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ମୃତ୍ୟୁ

ଖବର ସଂଗ୍ରହ କରିବାକୁ ଯାଇ ମାଓବାଦୀ ବିଛାଇଥିବା ଲାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ୍ୟୁ

special story
‘ବାପାଙ୍କ କଥା ବହୁତ ମନେ ପଡ଼ୁଛି’ ! କୁନି ଝିଅର ଭାବପ୍ରବଣ ଭିଡିଓ ଭାଇରାଲ୍

ବାପାଙ୍କ କଥା ମନେ ପକାଇ ବିକଳ ହୋଇ କାନ୍ଦୁଛି କୁନି ଝିଅ । ଆଖିର ଲୁହ ତା’ର ବାପାଙ୍କ ଯନ୍ତ୍ରଣା ବଖାଣୁଛି ।

death
ପ୍ରେମିକକୁ ଭେଟିବାକୁ ୬୦୦୦ କିମି ଯାଇଥିଲେ ଯୁବତୀ, ଆସିଲା ମୃତ୍ୟୁ ଖବର

ପ୍ରେମିକକୁ ଦେଖା କରିବାକୁ ଯାଇଥିଲେ, ହେଲେ ଜୀବନ ନେଇ ଘରକୁ ଫେରି ପାରିଲେନି ।

bike stunt
ପରିଣତ ବୟସରେ ଜଲୱା : ବୃଦ୍ଧଙ୍କ ଷ୍ଟଣ୍ଟ ଦେଖି ଟୋକା କାବା

ଜଣେ ବୃଦ୍ଧ ବାଇକ ଉପରେ ଜବରଦସ୍ତ ଷ୍ଟଣ୍ଟ କରୁଥିବା ଦେଖିବକା ମିଳୁଛି । ବାଇକଟି ଗଡୁଥିବା ବେଳେ ବୃଦ୍ଧ ଜଣକ ବାଇକ ଉପରେ ଉଠବସ ହେଉଛନ୍ତି । ଯାହାକୁ ଦେଖିବା ପରେ ଆପଣ କହିପାରିବେ, ଯୁବକମାନେ ଏ ବୃଦ୍ଧଙ୍କ ଭଳି କେବେହେଲେ ଷ୍ଟଣ୍ଟ କରିପାରିବେ ନାହିଁ

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।