Orissa High Court
ହାଇକୋର୍ଟରେ ବିଚାରପତି ପାଇଁ ଆଉ ୪ ଜଣଙ୍କ ନାମ ସୁପାରିଶ । ଓଡ଼ିଶା ହାଇକୋର୍ଟରେ ଆଉ ୪ ବିଚାରପତି ନିଯୁକ୍ତି ପାଇଁ ୪ ଜଣ ଆଇନଜୀବୀଙ୍କ ନାଁ ସୁପାରିଶକୁ ସୁପ୍ରିମକୋର୍ଟ କଲେଜିୟମ ସ୍ୱୀକୃତି ଦେଇଛନ୍ତି । ବରିଷ୍ଠ ଆଇନଜୀବୀ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଓ ଏମ୍. ଏସ୍. ରମଣଙ୍କୁ ପଦୋନ୍ନତି ସହ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ହୋଇଥିବା ସୁପାରିଶକୁ ଜାନୁଆରି ୨୯ରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ମଞ୍ଜୁରୀ ଦେଇଥିଲେ । ତେବେ ଏହି ନିଯୁକ୍ତି ମଞ୍ଜୁର ହେବା ହେବାପରେ ଓଡ଼ିଶା ହାଇକୋର୍ଟର ମୋଟ୍ ବିଚାରପତି ସଂଖ୍ୟା ୨୨କୁ ବୃଦ୍ଧି ପାଇବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)