ଆପଣ ବିଏସଏଫ୍ ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବିଏସଏଫରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ଖାଲିପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ
ମଣିଷ ଶାନ୍ତିରେ ରହିବା ପାଇଁ ଏକ ଘର ବା ବାସସ୍ଥାନ ଠିକ୍ ରହିଲେ ସବୁକିଛି ଠିକ୍ ରହିଥାଏ । ଆମେ ଯେବେ ନୂତନ ଘର ବା ଗୃହ ନିର୍ମାଣ କରୁଛେ ତାହା ପୂର୍ବରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ଗୃହ ନିର୍ମାଣ...
ସାଧାରଣତଃ ଆଳୁରେ ତିଆରି ରେସିପି ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁର ଏକ ସୁଆଦିଆ ରେସିପି । ଆଜି ଆମେ ପ୍ରସ୍ତୁତ କରିବା ‘ଆଳୁ ମଖନି’ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କରୋନା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବା ଆଶା ନେଇ ସୁଦୂର ଗଜପତି ଚନ୍ଦ୍ରଗିରିରୁ ଆସି ଖାନ୍...
ସାରା ରାଜ୍ୟରେ ମମିତା ମେହେର କେସକୁ ନେଇ ସ୍ତବ୍ଧ ଥିବା ବେଳେ । ବିଧାନସଭାରେ ଏନେଇ ଗୃହ ମୁଲତବୀ ରହିଛି । ମମିତା ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରି ଥିଲେ । ତେବେ ଆମର ବିଶେଷ ଉପସ୍ଥାପନା ଖୋଲାକଥାରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ...
ଓଡ଼ିଶାରେ ଓମିକ୍ରନ୍ ଟେନସନ୍ରୁ ସାମାନ୍ୟ ଆଶ୍ୱସ୍ତି । ଏଯାଏଁ ରାଜ୍ୟକୁ ପଶିନି କୋଭିଡ୍ର ଦ୍ରୁତ ସଂକ୍ରାମକ ମାରାତ୍ମକ ଭ୍ୟାରିଆଣ୍ଟ । ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILSର ସଦ୍ୟତମ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟ ଆସିବା ପରେ ଆଶ୍ୱସ୍ତ ହୋଇଛି ରାଜ୍ୟ ।
ରାଜ୍ୟରେ ଭୁଷୁଡିବାକୁ ଯାଉଛି କି ଶିକ୍ଷା ବ୍ୟବସ୍ଥା । ମହାମାରୀ ଓ ଅନ୍ୟାନ ଅସୁବିଧା ପାଇଁ ପାଠଠୁ ଦୂରେଇ ଯାଉଛନ୍ତି କି ପିଲା ? ପାଠପଢା ଓ ପିଲାମାନଙ୍କ ମଧ୍ୟରେ ମଧ୍ୟ ବିଶାଳ ବ୍ୟବଧାନ ସୃଷ୍ଟି କରିଛି ମହାମାରୀ କରୋନା । ଏବେ ସଂକଟରେ ଶିକ୍ଷାର ପ୍ରାଥମିକ ସ୍ଥିତି...
ଆଲୁଅ ଭିତରେ ଅନ୍ଧାର ଓ ଅନ୍ଧାର ଭିତରେ ଆଲୁଅ । ରାଉରକେଲାର ଶିକ୍ଷକ ଦମ୍ପତି ଦିବ୍ୟସୁନ୍ଦର ଓ ଅପରାଜିତା । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଦୃଷ୍ଟି ଶକ୍ତି ନାହିଁ । ହେଲେ ଭଗବାନ ତାଙ୍କ କୋଳରେ ଦେଇଛନ୍ତି ଏକ ସୁନ୍ଦର ପୁଅ ଯାହାର ସବୁ କିଛି ଠିକଠାକ୍...
ଆପଣ ପୋଲିସ ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଅଫିସ୍ ଅଫ୍ ଦ ଚେୟାରମ୍ୟାନ୍, ଷ୍ଟେଟ୍ ଲେବଲ ପୋଲିସ ରିକ୍ରୁଇଟ୍ମେଣ୍ଟ ବୋର୍ଡ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ୩୦୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ତୁରନ୍ତୁ...
ବେଳେବେଳେ ସବୁ ଠିକ ହେଲା ପରେ ବି ବିବାହ ବିଳମ୍ବ ହୋଇଥାଏ । ବିଳମ୍ବ ବିବାହ ପଛରେ ଅନେକ କାରଣ ଥାଏ ଯାହାକୁ ଦୂର କରିବାକୁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ଅଛି । ବାସ୍ତୁଶାସ୍ତ୍ରର ଏହି ଉପାୟ ବିବାହରେ ଦେଖା ଦେଉଥିବା ବାଧା ଦୂର କରିଥାଏ ।
ସୁନ୍ଦର ହେବା ପାଇଁ ଚାହୁଁଛନ୍ତି କି, ତାହେଲେ ଚାପୁଡ଼ା ଖାଆନ୍ତୁ । ଆଶ୍ଚର୍ଯ୍ୟ ହୋଇଗଲେ ନା । ହଁ ଆଜ୍ଞା ଆଶ୍ଚର୍ଯ୍ୟ ହେଲେ ବି ସତ । ମୁହଁରେ ଚାପୁଡ଼ା ମାରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଓ ଏହା ଦ୍ୱାରା ମୁହଁ ବା ଚେହେରାରେ ଚମକ...
ଆପଣ କେବେ ଦେଶୀ ଶୈଳୀରେ ପ୍ରସ୍ତୁତ ହୋଇଥିବା 'ଛେଚା କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ସୁଆଦିଆ 'କଞ୍ଚା ଲଙ୍କା ମାଂସ ଝୋଳ' ରେସିପି ପ୍ରସ୍ତୁତ କରିବୁ । ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...
ବାସ୍ତୁଶାସ୍ତ୍ରରେ ମୁଖ୍ୟଦ୍ୱାର ୨ ପାଖର କାନ୍ଥରେ ସ୍ୱସ୍ତିକ ଚିହ୍ନ ଲଗାଇବାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଦ୍ୱାର ସହ ଜଡ଼ିତ ଯଦି କୌଣସି ବାସ୍ତୁ ସମସ୍ୟା ଥାଏ, ତେବେ ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ। ଘରକୁ ସୁଖସମୃଦ୍ଧି ପ୍ରବେଶ କରିଥାଏ
ଆପଣ କେବେ ବାମ୍ଫଦିଆ ସିମ୍ବର କୈଣସୀ ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ବାମ୍ଫ ସିମ୍ବ ପିଠଉ' । ଏହି ରେସିପି ଆମେ ପୂରା ଦେଶୀ ଶୈଳୀରେ ଚୁଲିରେ ବନେଇବା ,ଯାହା କି ଏହାର ସ୍ୱାଦ ଆହୁରି ବଢି ଯିବ ।
ମାତ୍ର ୮୦ ଟଙ୍କାରେ ଘର । ଆଶ୍ଚର୍ଯ୍ୟ ହେଲେ କି । ହଁ ଆଜ୍ଞା ୮୦ ଟଙ୍କାରେ ଘର ମିଳିବ, ଏକଥା ଶୁଣି ତ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସତରେ କଣ ମାତ୍ର ୮୦ ଟଙ୍କାରେ ଘର ମିଳୁଛି , ଚାଲନ୍ତୁ ଜାଣିବା ୮୦...
ଏକ ସୁସ୍ଥ ଜୀବନଶୈଳୀ ନିମନ୍ତେ ହସିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି । ଏପରିକି ହସିବା ପାଇଁ ‘ଲାଫିଙ୍ଗ କ୍ଲବ’ ମାନ ସଂଖ୍ୟାଧିକ ରହିଛି । ହେଲେ କଣ ଆପଣ ଜାଣିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ ଅଧିକ ରହିଛି...
ଅଜଣା ରୋଗରେ ପୀଡିତ ପୁଅ । ଆଉ ପୁଅକୁ ଭଲ କରିବା ପାଇଁ ଦରକାର ୧୬ କୋଟି ଟଙ୍କା । ପୁଅର ରୋଗ ପାଇଁ ଆକୁଳ ନିବେଦନ କରିଛି ମାଆ । କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭୀରକୁ ହୋଇଛି ବିରଳ...
ଆପଣ ସ୍ୱାସ୍ଥ୍ୟ ବିଭାଗ କିମ୍ବା ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଛନ୍ତି କି ? ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଡେରି ନକରି ତୁରନ୍ତ କରନ୍ତୁ ଆବେଦନ ।
ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ମଧ୍ୟମ ଫଳ ରହିବ । କିଛି ନୂଆ ଆରମ୍ଭ କରିବା ପାଇଁ ଏହା ଏକ ଅନୁକୂଳ ସମୟ ରହିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ...
ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାନ୍ତି । ଏନେଇ ଚ୍ୱଚ୍ଚାପାଇଁ ବିଭିନ୍ନ କସମେଟିକ୍ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ ।