• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Drinking glass of water
କାଚ ଗ୍ଲାସରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର: ମିଳିବ ଏହିସବୁ ଫାଇଦା

ପାଣି ପିଇବା ପାଇଁ ଲୋକମାନେ ସାଧାରଣତ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ...

gpld rate today
ସାମାନ୍ୟ କମିଲା ସୁନାର ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ୪୮,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୧୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ...

Atlantis city
ଦିନେ ଥିଲା ଭବ୍ୟର ସହର କିନ୍ତୁ ଆଜି ବୁଲୁପ୍ତ

ପ୍ରାଚୀନ ଦ୍ୱାରିକା ନଗର ଭଳି ଏକ ସହର ସମୁଦ୍ର ଭିତରେ ମିଳିଥିଲା । ସହରଟି ହେଉଛି ଆଟଲାଣ୍ଟିସ୍‌ ସହର । କୁହାଯାଏ ଏହି ସହର ବେଶ ଭବ୍ୟ ଥିଲା ଓ ଏହା ସମଗ୍ର ଏସିଆ ମହାଦେଶଠାରୁ ମଧ୍ୟ ବିଶାଳକାୟ ଥିଲା । ଏହି ସହର ସହ ଜଡିତ ଅନେକ...

bamboo tree for home
ଘରେ ବାଉଁଶ ଗଛ ରଖିଲେ ରହେ ନାହିଁ ଅର୍ଥର ଅଭାବ

ବାଉଁଶ ଗଛ ସମସ୍ତଙ୍କର ପରିଚିତ ଗଛ ଅଟେ l ଏହି ଗଛଟି ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ବା ଗଛ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ...

chicken malai tikka
ଡିନର ପାଇଁ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଚିକେନ୍ ମଲାଇ ଟିକ୍କା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ମଲାଇ ଟିକ୍କା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ୍ ମଲାଇ ଟିକ୍କା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୨୭ ଡିସେମ୍ବର ୨୦୨୧ରୁ ୨ ଜାନୁଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ ଆପଣ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ବୃତ୍ତିଗତ ଜୀବନରେ ନୂତନ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ...

how control your hair fall
ଏହି ଖାଦ୍ୟ ଖାଇଲେ ଝଡ଼ିବ ନାହିଁ ଚୁଟି

କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି । କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବାରୁ ଏହି ସମସ୍ୟା ଦେଖାଦେଇ ଥାଏ । ତେବେ ଚାଲନ୍ତୁ ଜାଣିବା କଣ ଖାଇଲେ ଚୁଟି ଝଡିବା କମ୍...

gold rate today
କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍‌

କମିଛି ସୁନାର ଦାମ୍ । ଆଜି ସାମାନ୍ୟ କମିଛି ସୁନାର ଦାମ୍‌। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦାମ୍‌ ୩୦ ଟଙ୍କା କମିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ...

shanghai astronomy museum
ନିଆରା ସଂଗ୍ରହାଳୟ, ଯେଉଁଠି ବ୍ରହ୍ମାଣ୍ଡର ଅନୁଭୂତି ପାଆନ୍ତି ପର୍ଯ୍ୟଟକ

ବିଶ୍ୱର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ସଂଗ୍ରହାଳୟ ରହିଛି ଚୀନ ସଂଘାଇରେ । ନିକଟ ଅତୀତରେ ସର୍ବସାଧାରଣଙ୍କ ପାଇଁ ଏହା ଖୋଲିଛି । କିନ୍ତୁ ଏହାର ଆକାରକୁ ନେଇ ଦୀର୍ଘ ଦିନ ହେବ ଏହା ଚର୍ଚ୍ଚାରେ ରହି ଆସିଛି । ଆଉ ବାସ୍ତବରେ ଏହି ସଂଗ୍ରହାଳୟ ସମସ୍ତ ପର୍ଯ୍ୟଟକଙ୍କୁ ଦେଇଥାଏ ନିଆରା...

'chingudi chkma' recipe
କେବେ ବି ଖାଇନଥିବେ ଚିଙ୍ଗୁଡ଼ିର ଏହି ରେସିପି

ଆପଣ ଅନେକ ପ୍ରକାରର ଚିଙ୍ଗୁଡ଼ି ଆଇଟମ୍‌ ଖାଇଥିବେ କିନ୍ତୁ କେବେ କ’ଣ ଚିଙ୍ଗୁଡ଼ି ଚକ୍‌ମା ଖାଇଛନ୍ତି। ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଚିଙ୍ଗୁଡ଼ି ଚକ୍‌ମା।

taste of tea
ଚା’ର ସ୍ୱାଦ ବଢ଼ାଇବାକୁ ବ୍ୟବହାର କରନ୍ତୁ ଏହି ସବୁ ମସଲା

ଚା’ ପିଇବାକୁ କାହାକୁ ବା ଭଲ ନ ଲାଗେ । ଖାସ୍ କରି ଶୀତ ଦିନରେ ଚା’ ପିଇବାର ମଜା ଟିକେ ନିଆରା । ଯଦି ଶୀତୁଆ ସକାଳରେ ଟିକେ ମଶଲା ମାର୍କା ଚା’ ମିଳିଯାଏ ତାହେଲେ ଦିନଟା ଆହୁରୀ ଭଲ ଲାଗେ । ଚା’କୁ ଆଉ...

AKARMARA GHOST CITY
ଏହି ସହରରେ ମଣିଷ ନୁହେଁ,ରହନ୍ତି ଭୂତ

ଏଇ ସହର ଭୂତ ପାଇଁ ଜଣାଶୁଣା । ଆବଖାଜିଆ ଦେଶର ଆକରମାରା ହେଉଛି ଘୋଷ୍ଟ ସିଟି । ଅର୍ଥାତ୍‌ ଭୂତଙ୍କ ସହର । ଏକଦା ଏହା ଜନଗହଳି ପୂର୍ଣ୍ଣ ଖଣିର ସହର ଥିଲା । ହେଲେ ବର୍ତ୍ତମାନ ଏହା ଏକ ଘୋଷ୍ଟ ସହର ପାଲଟିଯାଇଛି । ତଥାପି ପର୍ଯ୍ୟଟକଙ୍କ...

'Plum Cake'
ଏହି ଖ୍ରୀଷ୍ଟମାସକୁ ବନାନ୍ତୁ ଖାସ୍, ଘରେ ତିଆରି କରନ୍ତୁ ‘ପ୍ଲମ୍‌ କେକ୍’

ଜନ୍ମଦିନ ହେଉ ବା ଖ୍ରୀଷ୍ଟମାସ୍, ଆପଣ ବଜାରରୁ ବିଭିନ୍ନ ପ୍ରକାରର କେକ୍ ଅର୍ଡର କରି ସେଲିବ୍ରେସନ କରିଥିବେ । ଆପଣ ମଧ୍ୟ ଘରେ ସୁଆଦିଆ କେକ୍ ତିଆରି କରି ଖାଇ ପାରିବେ । ଆପଣ କେବେ ଘର ତିଆରି ପ୍ଲମ୍ କେକ୍ ଖାଇଛନ୍ତି କି ? ଆଜି ହିଁ...

OBC reservation
ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ । ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି ସେଥିରୁ ଏହା ଅନୁମେୟ ।  ଏମିତି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Tulao house, china
ଜଙ୍ଗଲ ଭିତରେ ବସ୍ତି ପରି ଦୁର୍ଗ

ଆମ ଦୁନିଆ ବେଶ୍‌ ରଙ୍ଗୀନ । କୌଣସି ସ୍ଥାନକୁ ଯଦି ବୁଲିବାକୁ ଯିବା, ତେବେ ଆଶ୍ଚର୍ଯ୍ୟ କଲାଭଳି ଅନେକ ଛୋଟ ବଡ ବିଚିତ୍ର ଜିନିଷ ମିଳିଯିବ । ଚୀନର ପୂର୍ବାଞ୍ଚଳ ସ୍ଥିତ ଫୁଜିୟାନ ପ୍ରାନ୍ତରେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜଙ୍ଗଲ ଓ ପାହାଡ ମଧ୍ୟରେ ଲୁଚି ରହିଛି...

 'Atrange' and '83'.
ବଡ଼ ପରଦାରେ ମୁହାଁମୁହିଁ ‘ଅତରଙ୍ଗେ’ ଓ ‘୮୩’

ରିଲିଜ୍ ହୋଇଛି ଏବର୍ଷର ଦୁଇଟି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ। ବିଶ୍ୱ ବିଜୟୀ ଟିମ୍ ଇଣ୍ଡିଆର କାହାଣୀକୁ ନେଇ ପରଦାକୁ ଆସିଛି '୮୩' । ଐତିହାସିକ, ରୋମାଞ୍ଚକର କ୍ରିକେଟ୍ ସ୍ମୃତିକୁ ପୁଣି ପରଦାରେ ତାଜା କରିଛନ୍ତି ରଣବୀର । ରିଲ୍ ରେ ପୁଣି ଏକାଠି ହୋଇଛନ୍ତି ରିୟଲ୍ ଲାଇଫ୍...

Health Benifits of 'Red banana'
ଖାଆନ୍ତୁ ‘ଲାଲ୍ କଦଳୀ’, ଦୁର୍ବଳ ହେବନି ହାଡ଼

କଦଳୀ ବର୍ଷସାରା ଉପଲବ୍ଧ ହେଉଥିବାଏକ ଫଳ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଲାଲ୍ କଦଳୀ ଖାଇବାର ଉପକାରିତା ବିଷୟରେ କହିବୁ। ତେବେ ଚାଲନ୍ତୁ ଜାଣିବା ସ୍ୱାସ୍ଥ୍ୟ...

gold rate today
କମିଲା ସୁନା-ରୁପା ଦର, ଜାଣନ୍ତୁ କେତେ ରହିଛି ଦାମ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୦୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୦୦ ଟଙ୍କା ହୋଇଛି। ନୂଆଦିଲ୍ଲୀରେ ସୁନାର ଦାମ୍ ୪୭,୩୦୦ ଟଙ୍କା ଓ ୫୧,୬୦୦ ଟଙ୍କା ରହିଛି। ଅନ୍ୟପଟେ ରୁପା ମୂଲ୍ୟ...

petra jordan
ଗୋଲାପୀ ରଙ୍ଗର ପଥରରେ ତିଆରି ହୋଇଛି ଗୋଲାପୀ ସହର, ଅନ୍ୟ ଏକ ସପ୍ତାଶ୍ଚର୍ଯ୍ୟ

ଏଇ ସହର ବାସ୍ତୁକଳା ପାଇଁ ବିଶ୍ୱପ୍ରସିଦ୍ଧ । ଗୋଲାପୀ ରଙ୍ଗର ପଥରରେ ତିଆରି ହୋଇଛି ସହର । ସେଇଥିପାଇଁ ଏହାକୁ କୁହାଯାଏ ଗୋଲାପୀ ସହର । ସକାଳ ଓ ସନ୍ଧ୍ୟା ସୂର୍ଯ୍ୟକିରଣରେ ହୋଇଯାଏ ରଙ୍ଗୀନ ରଙ୍ଗୀନ । ପ୍ରାଚୀନ ଭବ୍ୟ ସହରରେ ରହିଛି ଅନେକ ରହସ୍ୟ ।

The person born on this date is a mystery
ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି ରହସ୍ୟମୟ

ଜ୍ୟୋତିଷଶାସ୍ତ୍ରରେ ଅଙ୍କ ଗଣନାର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ଜନ୍ମତିଥିର ଗୋଟିଏ ମୁଖ୍ୟ ଅଙ୍କ ଥାଏ। ଏହାକୁ ମୂଳାଙ୍କ କୁହାଯାଏ। ମୂଳାଙ୍କ ଜରିଆରେ ପତା କରାଯାଏ ବ୍ୟକ୍ତି ଭାଗ୍ୟଶାଳୀ ହେବେ ନା ଜୀବନରେ ଅସୁବିଧାର ସମ୍ମୁଖୀନ ହେବେ। ପ୍ରତ୍ୟେକ ଅଙ୍କର ଗୁରୁ ଗ୍ରହ ଥାଆନ୍ତି। ଗୁରୁ ଗ୍ରହଙ୍କର...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।