• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Eating more apple? Be careful
ଦରକାର ଠାରୁ ଅଧିକ ସେଉ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସାବଧାନ

ଜଣେ ବ୍ୟକ୍ତିକୁ ସାରା ଦିନରେ ଗୋଟିଏ କିମ୍ବା ଦୁଇଟିରୁ ଅଧିକ ସେଓ ଖାଇବା ଉଚିତ୍‌ । ଯଦି ଆପଣ ଏହାଠାରୁ ଅଧିକ ସେଓ ଖାଉଛନ୍ତି ତେବେ  ଏହାର ସାଇଡ ଇଫେକ୍ଟ ହୋଇପାରେ । ଚାଲନ୍ତୁ ଜାଣିବା ଅଧିକ ସେଓ ଖାଇବା ସ୍ୱାସ୍ଥ୍ୟ ପ୍ରତି କେତେ ହାନିକାରକ ।

ankita lokhonde engagement
ନିର୍ବନ୍ଧରେ ବାଜିଲା ଏକ୍ସ ବୟଫ୍ରେଣ୍ଡ ସୁଶାନ୍ତଙ୍କ ଗୀତ, ଭିକି ଜୈନଙ୍କୁ ମୁଦି ପିନ୍ଧାଇଲେ ଅଙ୍କିତା

ଭାଇରାଲ ହେଉଛି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ୍‌ଙ୍କ ନିର୍ବନ୍ଧର ଭିଡିଓ । ନିକଟରେ ଦୁଇ ଜଣଙ୍କର ପ୍ରି-ୱେଡିଙ୍ଗ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଅଙ୍କିତା ଓ ବିକିଙ୍କ ନିର୍ବନ୍ଧ ସରି ଯାଇଥିବା ବେଳେ ଉଭୟ ବହୁତ ରୋମାଣ୍ଟିକ ମୁଡ୍‌ରେ ନଜର ଆସିଛନ୍ତି।

How to Control Anger
କ୍ରୋଧକୁ କରନ୍ତୁ ନିୟନ୍ତ୍ରଣ, ନଚେତ୍ ହୋଇପାରେ ସମସ୍ୟା

କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ, ଅର୍ଥାତ୍ ମଣିଷ ଯେବେ ରାଗ ବା କ୍ରୋଧରେ ଥାଏ ସେ କିଛି ଜାଣି ପାରିନଥାଏ । ନିଜର ନିୟନ୍ତ୍ରଣ ହରାଇ ବସିଥାଏ । ତେବେ ନୀତି ଶାସ୍ତ୍ରରେ କ୍ରୋଧକୁ ନେଇ ଅନେକ ତଥ୍ୟ ରହିଛି ।

gold rate today
ବଢିଲା ସୁନା ଓ କମିଲା ରୂପା

ବିଢିଲା ସୁନାର ଦର ଦାମ୍ । ଲଗାତାର ୩ ଦିନ ଧରି ସୁନାର ଦାମ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ଛଡ଼ା ରୂପାର ଦାମ୍ ଅଳ୍ପ ହ୍ରାସ ପାଇଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪, ୧୪୦...

ECIL recruitment 2021
ECILରେ ଖାଲିପଡିଛି ୩୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ୩୦୦ରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ତୁରନ୍ତ ଆବେଦନ କରନ୍ତୁ ।

Odia sweet recipe Parijata
ଘରେ ପ୍ରସ୍ତୁତ କରନ୍ତୁ ଖାଣ୍ଟି ଓଡ଼ିଆ ମିଠା ‘ପାରିଜାତ’

ଆପଣ କେବେ ଓଡ଼ିଆର ଏକ ପାରମ୍ପରିକ ରେସିପି ‘ପାରିଜାତ’ ମିଠା ଖାଇଛନ୍ତି କି । ତାହେଲେ ଆଜି ହିଁ ଘରେ ବନାନ୍ତୁ ପାରମ୍ପରିକ ଓଡ଼ିଆ ମିଠା ପାରିଜାତ । ଏହି ରେସିପି ବନେଇବା ଅତି ସହଜ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

Amazon river
ଦୁନିଆର ସବୁଠୁ ବଡ଼ ନଦୀ, ହେଲେ ନଦୀର ଉତ୍ପତ୍ତି ନାହିଁ

କୌଣସି ନଦୀର ପରିଚୟ ତାର ଧାରା, ଆଉ କୂଳ ହୋଇପାରେ । କୁହାଯାଏ ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । କିନ୍ତୁ ବଡରୁ ବଡ ନଦୀର ଆରମ୍ଭ ବି ଛୋଟ ଧାରାରୁ ହୋଇଥାଏ...

benefits of misri
ଖାଆନ୍ତୁ ମିଶ୍ରି, ମିଳିବ ଏହି ଫାଇଦା

ସ୍ୱାସ୍ଥ୍ୟ ହିଁ ସଂପଦ । ଏବେ ଚାଲିଛି ଶୀତ ଋତୁ । ଥଣ୍ଡା,କାଶ, ଜର ବହୁତ ଶୀଘ୍ର ଶରୀରକୁ ଆକ୍ରାନ୍ତ ହୋଇଥାଏ । ତେବେ ଆପଣ ଜାଣନ୍ତି କି ମିଶ୍ରିରେ ଅନେକ ଗୁଣ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

Al hutaib yemen
ଏପର୍ଯ୍ୟନ୍ତ ଏଠି କେବେ ହୋଇନି ବର୍ଷା

ଦୁନିଆରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବର୍ଷ ତମାମ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ଯେପରିକି ମେଘାଳୟର ମାସିନରାମ ଗାଁ ଯେଉଁଠାରେ ଦୁନିଆର ସବୁଠାରୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ କେବେ ଏଭଳି ସ୍ଥାନ ସମ୍ପର୍କରେ କେବେ ଶୁଣିଛନ୍ତି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେବେ...

Katrina Kaif and Vicky Kaushal
କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠେଇଲେ ଭିକ୍ଟ୍ରିନା

କଙ୍ଗନାଙ୍କୁ ରିଟର୍ଣ୍ଣ ଗିଫ୍ଟ ପଠାଇଛନ୍ତି ବଲିଉଡର ନବ ବିବାହିତ ଦମ୍ପତି ବିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ଆଉ ଏହି ଗିଫ୍ଟର ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ବିକି ଓ କ୍ୟାଟ୍ରିନାଙ୍କୁ ଏନେଇ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା ।

NCL Recruitment
NCLରେ ଖାଲିପଡିଛି ୧୨୯୫ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଅଷ୍ଟମ କିମ୍ବା ଦଶମ ପାସ୍ କରିଛନ୍ତି କି ? NCL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (NCL) ପକ୍ଷରୁ ଅପାରଣ୍ଟିସ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ କରନ୍ତୁ ଆବେଦନ ।

vastu tips
କେଉଁ ଦିଗରେ ରହିବ ଘରର କଠୋରୀ, କଣ କହେ ବାସ୍ତୁ

ସବୁ କିଛି ଠିକ୍ ହେବା ଥାଇ ମଧ୍ୟ ଘରେ ନାନା ସମସ୍ୟା ଦେଇଥାଏ । ତେବେ ଏହା ବାସ୍ତୁ ଦୋଷ କାରଣରୁ ମଧ୍ୟ ହୋଇପାରେ । ବାସ୍ତୁ ଅନୁସାରେ ଚାଲନ୍ତୁ ଜାଣିବା କେଉଁ ଦିଗରେ କୋଉଁ କଠୋରୀ ରହିବା ଦରକାର । କଣ ଶୁଭ ଓ କୁଣ...

Malai Paneer recipe
ଘରେ ବନାନ୍ତୁ ‘ମଲାଇ ପନିର’

ଆପଣ 'ମଲାଇ ପନିର'ର ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ମଲାଇ ପନିର' । ଏହି ରେସିପିଟିକୁ ଅତି ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Gold rate today
ସୁନା କିଣିବାକୁ ଚାହୁଁଛନ୍ତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ଏବେ ଚାଲିଛି ବିବାହର ଋତୁ । ଏବେ ସୁନା କିଣିବା ପାଇଁ ହେଉଛି ପ୍ରକୃଷ୍ଟ ସମୟ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ...

Benefits of warm water
ବାରମ୍ବାର ପିଉଛନ୍ତି କି ଗରମ ପାଣି, ହୋଇପାରେ ସମସ୍ୟା

ଯଦି ଆପଣ ଦିନସାରା ଅନେକ ଥର ଗରମ ପାଣି ପିଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଞ୍ଚାଇପାରେ । ତେବେ ଚାଲନ୍ତୁ ଜାଣିବା ବାରମ୍ବାର ଗରମ ପାଣି ପିଇଲେ କଣ ହୁଏ ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୩ ଡିସେମ୍ବରରୁ ୧୯ ଡିସେମ୍ବର ୨୦୨୧

ଏହି ସପ୍ତାହଟି ଆପଣଙ୍କର ମଧ୍ୟମ ଧରଣର ରହିବ । ଛାତ୍ରମାନଙ୍କ ପାଇଁ ଏହି ସପ୍ତାହଟି ଏକ ଅନୁକୂଳ ପର୍ଯ୍ୟାୟ ହେବ ,ଏହି ସପ୍ତାହରେ ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଯେକୌଣସି ପରିସ୍ଥିତିକୁ କ୍ଷମତା ଉନ୍ନତ ହେବ। ଖର୍ଚ୍ଚ ବୃଦ୍ଧି ପାଇପାରେ,ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ଦେଇପାରେ ।

rajinikanth birthday
ସୁପରଷ୍ଟାର ରଜନୀକାନ୍ତଙ୍କ ଆଜି ଜନ୍ମଦିନ

ସୁପରଷ୍ଟାର...ଓ୍ୱାନ୍‌ ମେନ୍‌ ଆର୍ମି...ଥଲାଇଭା ଫ୍ୟାନ୍‌ଙ୍କ ପାଇଁ ସିଏ ଭଗବାନ ତ କାହା ପାଇଁ ସବୁ କିଛି । ଆଜି ସୁପରଷ୍ଟାର ରଜନୀକାନ୍ତଙ୍କ ୭୧ତମ ଜନ୍ମଦିନ । ଥଲାଇଭାଙ୍କୁ ମନେ ପକାଇଛନ୍ତି ଫ୍ୟାନ୍‌ ।

Tawa smoke chicken recipe
ଘରେ ପ୍ରସ୍ତୁତ କରନ୍ତୁ ‘ତାୱା ସ୍ମୋକ୍‌ ଚିକେନ୍‌’

ଆପଣ କେବେ ‘ତାୱା ସ୍ମୋକ୍‌ ଚିକେନ୍‌’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ତାୱା ସ୍ମୋକ୍‌ ଚିକେନ୍’ ର ରେସିପି ତିଆରି କରିବୁ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

tea for health
ସ୍ୱାସ୍ଥ୍ୟ ପାଇଁ 'ଚା'

ପ୍ରାୟତଃ ସବୁ ଭାରତୀୟଙ୍କ ସକାଳର ଗରମାଗରମ 'ଚା' ନିହାତି ଦରକାର । ସାଧାରଣତଃ ସକାଳୁ ଉଠିଲେ ଚା ଆଗ ସମସ୍ତେ ଖୋଜିଥାନ୍ତି । କିନ୍ତୁ ପ୍ରତିଦିନ 'ଚା' ପିଇବା ସ୍ୱାସ୍ଥ୍ୟ ପକ୍ଷେ କେତେ ଭଲ କେତେ ଖରାପ । ତାହା ଆପଣ ଜାଣନ୍ତି କି ? ଚାଲନ୍ତୁ ଜାଣିବା

MLA Badri Patra
ବିଧାୟକ ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ୍

ବିଧାୟକ ବଦ୍ରି ପାତ୍ରଙ୍କୁ ଏୟାର ଲିଫ୍ଟ୍ । ଭୁବନେଶ୍ୱରରୁ ହାଇଦ୍ରାବାଦ କରାଗଲା ଏୟାର ଲିଫ୍ଟ । ଏୟାର ଲିଫ୍ଟ୍ ନେଇ ପୁଅ ଦେବପ୍ରିୟ ପାତ୍ରଙ୍କ ସୂଚନା ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।