• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

crowded island
ସବୁଠାରୁ ଜନଗହଳି ପୂର୍ଣ୍ଣ ଦ୍ୱୀପ, ମାତ୍ର ୧୧୫ଟି ଘର, ରହନ୍ତି ୧୨୦୦ ଲୋକ

ଆମ ବିଶ୍ୱରେ ଅନେକ ନିଆରା ସ୍ଥାନ ରହିଛି । ଆଉ ଏଭଳି ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସେହିଭଳି ଏକ ନିଆରା ସହର ହେଉଛି 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ' । ଏହା ଏକ ଦ୍ୱୀପ ସହର । ଆଉ ଏଠାକାର ଜନସଂଖ୍ୟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ...

Vastu tips
ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ, ପ୍ରସନ୍ନ ହେବେ ମାଆ ଲକ୍ଷ୍ମୀ

ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।

green onion
  ସ୍ୱାସ୍ଥ୍ୟ ପାଇଁ ପିଆଜ ଷଣ୍ଢା,  ରହିଛି କ୍ୟାନ୍ସର ଭଳି ମାରାତ୍ମକ ରୋଗର ପ୍ରତିରୋଧକ ଗୁଣ

ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ । ସାଧାରଣତଃ ଶୀତଦିନରେ ଏହା ବେଶି ଉତ୍ପାଦନ ହୋଇଥାଏ । ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ । ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ...

gold rate today
କେତେ ଅଛି ସୁନା ଦର, ବଢିଛି ନା କମିଛି ?

ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୩,୭୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୦୦ ଟଙ୍କା ରହିଛି । ଦେଶରେ ବିଭିନ୍ନ ସ୍ଥାନରେ ସୁନାର ଦାମ୍...

luck is hidden in the line of the forehead
କଣ କହେ ଆପଣଙ୍କ କପାଳର ରେଖା

ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣଙ୍କର କପାଳର ରେଖା କଣ କହୁଛି । ଚାଲନ୍ତୁ ଜାଣିବା ।

'mutton masala curry'
କେବେ ଖାଇଛନ୍ତି କି ‘ଛେଚା ମସଲା ଖାସି ମାଂସ’ ?

ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆରା । ବିଶେଷ କରି ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟର ଜବାବ ନାହିଁ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଛେଚା ମସଲା ଖାସି ମାଂସ’ । ଏହି...

city of dead russia
ଏମିତି ଗାଁ, ଯିଏ ଆସେ ସେ ଆଉ ଫେରେ ନାହିଁ

ଆମ ଦୁନିଆ ରହସ୍ୟରେ ଭରପୁର । ପୃଥିବୀରେ ଏଭଳି ଅନେକ ରହସ୍ୟପୂର୍ଣ୍ଣ ସ୍ଥାନ ଅଛି, ଯେଉଁ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି । ସେହିଭଳି ଏକ ରହସ୍ୟମୟ ଗାଁ ରହିଛି ଋଷରେ । କୁହାଯାଏ ଏହି ଗାଁକୁ ଯିଏ ଥରେ ଯାଏ, ସେ ଆଉ ଫେରେ ନାହିଁ...

Dry Fruits
ରାତିରେ ବତୁରାଇ ସକାଳୁ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ଫାଇଦା

କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ହୋଇଥାଏ । ପୋଷାକ ତତ୍ତ୍ୱରେ ଭରପୁର ଖାଦ୍ୟ ଆମକୁ କେବଳ ଉର୍ଜା ଦେଇନଥାଏ ବରଂ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ...

rudraksha ratna
ଆପଣଙ୍କ ପାଖରେ ରୁଦ୍ରାକ୍ଷ ରଖିଛନ୍ତି କି ? ଏପରି କରନ୍ତୁ ଧାରଣ

ଶାସ୍ତ୍ର ଅନୁସାରେ ଶରୀରରେ ରୁଦ୍ରାକ୍ଷ ପିନ୍ଧିବା ଭଗବାନ ଶିବଙ୍କୁ ଧାରଣ କରିବା ସହିତ ସମାନ । ତେବେ ଶାସ୍ତ୍ର ଅନୁସାରେ ଏହାକୁ ଧାରଣ କରିଲେ ବହୁ ସଂକଟରୁ ମୁକ୍ତି ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପାଇଁ ବହୁ ନିୟମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା...

Sara Ali Khan
ଭଗବାନ ଶିବଙ୍କ ଭକ୍ତ, ଅଭିନେତ୍ରୀ ସାରା

ନିକଟରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଉଜୈନର ବାବା ମହାକାଳଙ୍କ ଦର୍ଶନ କରିଥିଲେ । ସାରା ବାବା ମହାକାଳଙ୍କ ମନ୍ଦିରରେ ପହଞ୍ଚି ବହୁ ଫଟୋ ଉଠାଇ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଅନେକ ଫଟୋ ସେୟାର କରିଥିଲେ ।

 wearing sweaters It can be harmful
ରାତିରେ ସ୍ୱେଟର ପିନ୍ଧି ଶୋଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ

ଶୀତ ଦିନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ଆମେ ବିଭନ୍ନ ଶୀତ ବସ୍ତ୍ର ବ୍ୟବହାର କରୁ। ଏହି ଗୁଡ଼ିକ ମଧ୍ୟରୁ ସ୍ୱେଟର ଅନ୍ୟତମ । ବହୁତ ଲୋକ ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ସ୍ୱେଟର ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ...

Rasi arisha pitha
ଥରେ ବନେଇ ଖାଆନ୍ତୁ ‘ରାଶି ଆରିସା’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ପିଠାର ରେସିପି କଥା ମନକୁ ଆସିଲେ, ଆଗ ଆରିସା ପିଠା କଥା ମନକୁ ଆସେ । ଆଗରୁ ଆପଣ ଆରିସା ପିଠା ଖାଇଥିବେ,...

Black sea
କଳା ସମୁଦ୍ର, ଯେଉଁଠି ରହିଛି ପ୍ରକୃତିର ଅମାପ ଭଣ୍ଡାର

କଳା ସମୁଦ୍ର ଦେଖିଛନ୍ତି । କଳା ସାଗରର ନାଁ ଶୁଣି ଆଶ୍ଚର୍ଯ୍ୟ ହେଲେ ନା । ସମୁଦ୍ର କଣ କଳା ହୋଇପାରେ କି । ଆମ ବିଚିତ୍ର ବିଶ୍ୱରେ ସବୁ କିଛି ସମ୍ଭବ । ଏହା ଏକ ମହାଦ୍ୱୀପ ସମୁଦ୍ର । ଯାହା ଦକ୍ଷିଣ ପୂର୍ବ ୟୁରୋପ, କକେସସ୍‌,...

kitchen and vastu
ଭାଗ୍ୟ ବଦଳାଇ ଦେବ ରୋଷେଇ ଘରର ଏହି ଜିନିଷ, ଜାଣନ୍ତୁ କଣ

ଭାରତୀୟ ଜୀବନଯାପନ ପ୍ରଣାଳୀ ବାସ୍ତୁଶାସ୍ତ୍ର ଉପରେ କିଛି ମାତ୍ରାରେ ନିର୍ଭର କରିଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ବଢିବା ଦ୍ୱାରା ପଇସାର ଅଭାବ ମଧ୍ୟ ଦେଖା ଦେଇଥାଏ ,ଯେଉଁ କାରଣରୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ...

odisha teacher recruitment
ଓଡ଼ିଶାରେ ଖାଲିପଡିଛି ୧୧ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଶିକ୍ଷକ ହେବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ମାନଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଣି ଦେଇଛି ଖୁସି ଖବର । ଓଡିଶାରେ TGT ଏବଂ ଅନ୍ୟ ପଦବୀରେ ୧୧ ହଜାର ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ...

gold rate today
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ରହିଛି ଦାମ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୨୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ସୁନାର ଦର ୨୨ କ୍ୟାରେଟ ମୂଲ୍ୟରେ...

saptapuri pitha recipe
ଅଳ୍ପ ଖର୍ଚ୍ଚରେ ବନାନ୍ତୁ, ଏହି ପାରମ୍ପରିକ ସୁଆଦିଆ ପିଠା

ଓଡ଼ିଆ ଘରେ ବାର ମାସରେ ତେର ପର୍ବ , ଆଉ ଏହି ପର୍ବପର୍ବାଣୀରେ ଘରେ ତିଆରି ହୁଏ ଭଳିକି ଭଳି ପିଠା । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ପ୍ରସ୍ତୁତ କରିବୁ । ଏହି ପିଠା ରେସିପିର ନାଁ ହେଉଛି ‘ସାତପୁରୀ...

Kansikhana Yojana in Bhubaneswar
ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ୪ ବର୍ଷ ପରେ ବି କାମରେ ଆସୁନି

ଭୁବନେଶ୍ୱରରେ ବାଟବଣା କଂସେଇଖାନା ଯୋଜନା । ୨୦୧୭ ମସିହାରେ ରାଜଧାନୀର ଗାଡ଼କଣରେ କଂସେଇ ଘର ନିର୍ମାଣ ହୋଇଥିଲା, ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ।  କିନ୍ତୁ ଉଦଘାଟନର ସାଢେ ୪ ବର୍ଷ ପରେ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଫଳରେ ଏବେ ରାଜଧାନୀ ରାଜରାସ୍ତାରେ ସର୍ବସମ୍ମୁଖରେ ଚାଲିଛି ପଶୁ ହତ୍ୟା...

dgp sunil bansal
ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ...

here-are-large-footprints-here-someone
ଏଇଠି ରହିଛି ବିଶାଳକାୟ ପାଦ ଚିହ୍ନ, କାହାର ...

ସାଉଥ୍‌ ଆଫ୍ରିକାରେ ରହିଛି ଏକ ବିଶାଳକାୟ ପାଦଚିହ୍ନ । ଯାହା ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣେ । କାହାର ଏହି ପାଦଚିହ୍ନ । କିପରି ଏହି ସ୍ଥାନକୁ ଆସିଲା ଏହି ଚିହ୍ନ ଏପରି ଅନେକ ପ୍ରଶ୍ନ । ହେଲେ ସମାଧାନ ଆଜି ବି ରହସ୍ୟ ଘେରରେ । ତେବେ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।