• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

CCTV Footage Of Horrific Murder
ହତ୍ୟାର ଛାତିଥରା ଦୃଶ୍ୟ, ସାଙ୍ଗକୁ ହତ୍ୟା କଲେ, ଜାଳିଲେ

ବଲାଙ୍ଗିର: ମାରିଲେ, ଜାଳିଲେ ଓ LIVE ଭିଡିଓ କଲେ। ହତ୍ୟାକାରୀ ସାଜିଲା ସାଙ୍ଗ। ୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟି ପଛ ପଟେ ଛାତ୍ର ବିଶ୍ୱଦେବ ସାହୁଙ୍କୁ...

 Morning in Benares
ବନାରସରେ ସକାଳ ସବୁ କିଛି ଭୁଲାଇଦିଏ, ନିଜକୁ ଚିହ୍ନାଇଦିଏ

ଆଲୋକର ଏକ ହାଲକା କିରଣ ଥଳ ଥଳ ଜଳରାଶିରେ ବିଞ୍ଚି ହବା ଆରମ୍ଭ କରେ , ଯାହାର ଶୀତଳ ତେଜ ସମୀରରେ ମିଶି ମନରେ ଏକ ଉର୍ଜା ଜାଗ୍ରତ କରେ । ପଶ୍ଚିମାକାଶରେ ବୁଡି ବୁଡି ଯାଉଥିବା ଜହ୍ନ ଓ ମିଞ୍ଜି ମିଞ୍ଜି ତାରାଙ୍କ ପ୍ରତିବିମ୍ୱ, ଗଙ୍ଗାର ଜଳ...

clove oil
କେଶ ସମସ୍ୟାଠୁ ମୁଣ୍ଡ ବିନ୍ଧା, ସବୁ ପାଇଁ ରାମବାଣ ଲବଙ୍ଗ ତେଲ

ଲବଙ୍ଗ ଏକ ଉପକାରୀ ମସଲା । ଲବଙ୍ଗ ତେଲରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ ମୁଣ୍ଡ ବିନ୍ଧାଠୁ ନେଇ ମାନସିକ ଚାପ ଦୂର କରେ ଲବଙ୍ଗର ତେଲ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ।

Yoga man
୮୦ ବର୍ଷରେ ବି ପୂରା ଫିଟ୍ ଯୋଗଗୁରୁ ହରିବୋଲ, ଯୁବକ ଭଳି ଡେଉଁଛନ୍ତି

ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର...

Rabdi Malpua
ଏହି ପ୍ରଥମାଷ୍ଚମୀରେ ଘରେ ବନାନ୍ତୁ ‘ରାବିଡ଼ି ମାଲପୁଆ’

ଆପଣ କେବେ ‘ରାବିଡ଼ି ମାଲପୁଆ’ ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତାହେଲେ ଘରେ ବନାନ୍ତୁ ସ୍ୱାଦିଷ୍ଟ 'ରାବିଡ଼ି ମାଲପୁଆ' । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Stone henge
ରହସ୍ୟମୟ ସ୍ମାରକ, ‘ଷ୍ଟୋନ୍ ହେଞ୍ଜ’

ଯଦି ଇଂଲଣ୍ଡକୁ ଭଲ ଭାବେ ଜାଣିବାକୁ ଚାହୁଛନ୍ତି, ତେବେ ଇଂଲଣ୍ଡର ଗ୍ରାମୀଣ ଅଞ୍ଚଳ ନିଶ୍ଚୟ ଯିବା କଥା । ସେଠାରେ ଦୂର ଦୂର ପର୍ଯ୍ୟନ୍ତ ସବୁଜ ବନାନୀ । ଏଭଳି ପରିବେଶ ଆପଣ ଦେଖିଲେ କୌଣସି ନିଆରା ଦୁନିଆରେ ହଜିଯିବେ । ସେହିଭଳି ଏକ ମନମୁଗ୍ଧକର ସ୍ଥାନ ହେଉଛି...

Road like Katrina Kaif's cheeks
କାଟ୍ରିନାଙ୍କ ଗାଲ କଥା କହି ଚର୍ଚ୍ଚାରେ ମନ୍ତ୍ରୀ

ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଦା ପୁଣି ଥରେ ତାଙ୍କ ବିବୃତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ରାଜେନ୍ଦ୍ର ଗୁଦ୍ଦା ଏକ ବିଭାଗର ମୁଖ୍ୟ ଇଞ୍ଜିନିୟରଙ୍କୁ କହିଛନ୍ତି ଯେ ମୋ ଅଞ୍ଚଳର ରାସ୍ତା କାଟ୍ରିନା କୈଫ୍ ଗାଲ ପରି ହେବା ଉଚିତ ।

free food until March
ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ

ଗରିବଙ୍କୁ ମାଗଣା ରାସନ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା । ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବଙ୍କୁ ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ମାର୍ଚ୍ଚ ଯାଏ ଏହାର ଅବିଧା ବୃଦ୍ଧି କରାଯାଇଛି ।

sbi alert
ଏସବୁ ନକଲେ ବନ୍ଦ ହୋଇପାରେ ବ୍ୟାଙ୍କସେବା, କାରଣ ଜାଣନ୍ତୁ

୨୦୨୨ ମାର୍ଚ୍ଚ ୩୧ ତାରିଖ ହେଉଛି ଶେଷ ତାରିଖ। ଏହା ପୂର୍ବରୁ ଏସବୁ କାମ ଶୀଘ୍ର ଶେଷ କରିବାକୁ ଚେଷ୍ଟା କରନ୍ତୁ। ନିଜର ସମସ୍ତ ଗ୍ରାହକଙ୍କ ପାଇଁ ନୋଟିସ୍ ଜାରି କରି ଏ ସୂଚନା ଦେଇଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଏବେ ଜାଣନ୍ତୁ ସେ କାମ ସବୁ...

tree mairrage
ନିଆରା ବାହାଘର, ବର ଗଛ ସହିତ ଓସ୍ତ ଗଛ, ଜାଣନ୍ତୁ ବର କିଏ ?

ଏ ହେଉଛି ଏକ ନିଆରା ବାହାଘର । ଗଛ ସହିତ ଗଛର ବାହାଘର । ବର ଗୋଟିଏ ଗଛ ଓ କନ୍ୟା ଗୋଟିଏ ଗଛ । ସତସତିକା ବାହାଘର ପରି ହୋଇଥିଲା ସବୁ ରୀତିନୀତି । ସତେ ଯେମିତି ସ୍ୱର୍ଗରୁ ଓହ୍ଲାଇ ଆସିଥିଲେ ଦେବାଦେବୀ ।

Garlic Mutton Recipe
ଘରେ ବନାନ୍ତୁ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ୍’

ଆପଣ କେବେ ମାଟି ହାଣ୍ଡିରେ ପ୍ରସ୍ତୁତ ‘ରସୁଣ ମଟନ’ ଖାଇଛନ୍ତି କି ? ତେବେ ଆଜି ହିଁ ଘରେ ବନାନ୍ତୁ ‘ରସୁଣ ମଟନ୍’ । ଏହି ରେସିପିଟି ଆମେ ଆଜି ଦେଶୀ ଉପାୟରେ ପ୍ରସ୍ତୁତ କରିବା ।

cryptocurrency
ବନ୍ଦ ହେବ କି କ୍ରିପ୍ଟୋକରେନ୍ସି ? ସରକାର ଆଣିପାରନ୍ତି ନୂଆ ବିଲ୍

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହୀ କିମ୍ବା ଏଥିରେ ଟଙ୍କା ବିନିଯୋଗ କରିଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ବାସ୍ତବରେ, ଭାରତ ସରକାର ଶୀଘ୍ର କ୍ରିପ୍ଟୋ ମୁଦ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ଯାଉଛନ୍ତି ।

vastu for succes
କରନ୍ତୁ ଏହି ୫ଟି କାର୍ଯ୍ୟ, ଜୀବନରେ ହାସଲ କରିବେ ସଫଳତା

ମଣିଷ ଜୀବନରେ ସଫଳତାର ଅନେକ ମହତ୍ୱ ରହିଛି l ବାସ୍ତୁ ଶାସ୍ତ୍ରରେ ଏହି ବିଷୟରେ ଅନେକ ତଥ୍ୟ ଦିଆଯାଇଛି l କାରଣ ସଫଳତା ବିନା ମଣିଷ ଜୀବନ ମୁଲ୍ୟହୀନ ଅଟେ ।

Awarded Vir Chakra
ଓଡ଼ିଆ ସେନା ଅଧିକାରୀଙ୍କୁ ମରଣୋତ୍ତର 'ବୀର ଚକ୍ର'ରେ ସମ୍ମାନିତ

ଗୁରୁତର ଅବସ୍ଥାରେ ବି ଶତ୍ରୁ ଆଗରେ ମୁଣ୍ଡ ନଇଁ ନଥିଲା ତାଙ୍କର । ଦେଶର ଶତ୍ରୁମାନଙ୍କ ବିରାଟ ଦଳ ସହ ଆର୍-ପାର୍ ଲଢି ସହିଦ ହୋଇଥିଲେ ଆମର ବୀର ଯବାନ । ତାଙ୍କର ନିସ୍ୱାର୍ଥ ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱ ପାଇଁ ରାଷ୍ଟ୍ରପତି ଭବନରେ ବୀର ଚକ୍ର...

A different Taj Mahal
ଭିନ୍ନ ଏକ ତାଜମହଲ

ମଧ୍ୟପ୍ରଦେଶରେ ସପ୍ତାଶ୍ଚର୍ଯ୍ୟ ତାଜମହଲ , ଆପଣ ଭାବୁଥିବେ ଆମେ କାହିଁକି ଏ କଥା କହୁଛୁ । ହଁ ଅସଲି ନୁହେଁ ନକଲି, ଠିକ୍ ଅବିକଳ ତାଜ ମହଲ ସଦୃଶ୍ୟ । ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଉପହାର ଦେବାକୁ ତୋଳି ଦେଇଛନ୍ତି ଭିନ୍ନ ଏକ ତାଜମହଲ ।

Plitvice lake National park
ସ୍ୱପ୍ନ ରାଇଜ ନା ସୁନ୍ଦର ଉଦ୍ୟାନ !

ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସପୂର୍ଣ୍ଣ ଭାବେ ପ୍ରମାଣିତ କରେ କେ୍ରାଏଶିଆର 'ପ୍ଲିଟବିସ୍‌ ହ୍ରଦ ନ୍ୟାଶନାଲ୍‌ ପାର୍କ' । ହ୍ରଦ ତ ସେମିତିରେ...

Villagers far from development
ବିକାଶରୁ କୋଶେ ଦୂରରେ ଗ୍ରାମବାସୀ, ସରକାରୀ ଯୋଜନା କେତେ ସଫଳ ?

ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା, ହେଲେ କେତେ ସଫଳ ଏ ଯୋଜନା । ଏବେବି ଅନେକ ଗାଁ ବିକାଶରୁ କୋଶେ ଦୂରରେ ଲୋକଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା । ସଡ଼କ ଅବ୍ୟବସ୍ଥାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଶାସନ ନ ଶୁଣିବାରୁ ଲୋକେ...

Daily Horoscope
Daily Horoscope, 23 NOV 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୩ ତାରିଖ, ମଙ୍ଗଳବାର, ବିଛା ୮ ଦିନ, ମାର୍ଗଶୀର ମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି ।ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Dahi paneer recipe
ଘରେ ପ୍ରସ୍ତୁତ କରନ୍ତୁ ‘ଦହି ପନିର’

ଆଜିର ରାନ୍ଧଣା ଆମେ ବିନା ପିଆଜ ରସୁଣରେ ପ୍ରସ୍ତୁତ ପନିରର ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଆପଣ ପର୍ବପର୍ବାଣୀରେ ଘରେ ବନେଇ ଖାଇପାରିବେ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ 'ଦହି ପନିର' ।

real life stories
ଏହି ସବୁ ସିନେମାରେ ରହିଛି ଜୀବନର ସତ କାହାଣୀ

ସିନେମା ଆମ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ନିହାତି ଆବଶ୍ୟକ, କାରଣ ଏହା ଆମ ଚତୁର୍ଦିଗରେ ଥିବା ଘଟୁଥିବା ବାସ୍ତବ ଘଟଣାକୁ ଆମ ଆଗରେ ଦେଖାଇଥାଏ । ଏବେ ରିଅଲ ଲାଇଫ ଷ୍ଟୋରୀକୁ ନେଇ ଅନେକ ସିନେମା ନିର୍ମାଣ କରାଯାଉଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।