କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ । ମଣିଷ ରାଗିଥିବା ସମୟରେ ନିଜର ସତ୍ତା ହରାଇ ଦେଇଥାଏ । ସେଥିପାଇଁ ନିଜର ରାଗ ବା କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ । କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ...
ମିଶ୍ର ସଭ୍ୟତାର ପ୍ରାଚୀନତା ସମ୍ପର୍କରେ ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ଏହି ସଭ୍ୟତା ସବୁଠାରୁ ପ୍ରାଚୀନ ଓ ଭବ୍ୟ । ସେହି କ୍ରମରେ ମିଶ୍ର, ଇଜିପ୍ଟରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଓ ପୁରାତନ ମନ୍ଦିର । ଯାହାର ନାଁ 'କର୍ଣ୍ଣାକ' ମନ୍ଦିର ପରିସର ।...
ଆମ ଓଡ଼ିଆ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଅମୃତଭଣ୍ଡାରେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଅମୃତଭଣ୍ଡା ହାଲ୍ୱା’ ।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।
ଆମ ଦୈନଦିନ କର୍ମମୟ ଜୀବନରେ ଆମେ ଅନେକ ପରିଶ୍ରମ କରି ଅର୍ଥ ଉପାର୍ଜନ କରିଥାଉ ହେଲେ ଅର୍ଥ ସଞ୍ଚୟ କରି ରଖିପାରନ୍ତି ନାହିଁ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ବିଭିନ୍ନ କାରଣ ପାଇଁ ହୋଇଥାଏ । ଆଜିର ବାସ୍ତୁ ଟିପସ୍ରେ ଜାଣିବା କଣ ଉପଚାର କଲେ...
ଆପଣ କେବେ ପାମ୍ପଡ଼ ଓ ପରିବାରେ ତିଆରି ହୋଇଥିବା ରେସିପି ଖାଇଛନ୍ତି କି ? ଆଉ ସେ ପୁଣି ବିନା ପିଆଜ ରସୁଣରେ । ପଞ୍ଚୁକରେ ଆଜି ଆମେ ଆପଣଙ୍କ ପାଇଁ ବିନା ପିଆଜ ରସୁଣରେ ପ୍ରସ୍ତୁତ କରିବୁ 'ଭେଜ୍ ପଟିଆଲା' । ଚାଲନ୍ତୁ ଜାଣିବା..
ଆମ ଦେଶ ଭାରତଠାରୁ ପାଖାପାଖି ୭ହଜାର ୮୦୦ କମି ଦୂରରେ ଏକ ଦ୍ୱୀପ ରହିଛି, ଯାହା ନିଜର ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦୃଶ୍ୟ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍ ବା ଟିପ ଚିହ୍ନ...
ଫୁଲବାଣୀର ଦୁଇ ଭଉଣୀଙ୍କ ଚମତ୍କାରୀ ଶକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟି ବାନ୍ଧି ମଧ୍ୟ ବହିରେ ପାଠ ପଢୁଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଅଟେ । lତେବେ ଏହା ଏକ ଅଲୌକିକ ଶକ୍ତି ନା ଭଗବାନଙ୍କ ଶୁଭ ଦୃଷ୍ଟି...
ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ।
ବାଡ଼ିରେ ଫଳିଛି କରୋନା କାକୁଡ଼ି । ଅବିକଳ ଭାଇରସ୍ ଆକୃତିର । ନଦେଖିଲେ ବିଶ୍ୱାସ ହେବନି । ଆଉ ଏହି କରୋନା ସଦୃଶ କାକୁଡ଼ି ଦେଖିବାକୁ ଛୁଟୁଛି ଲୋକଙ୍କ ଭିଡ଼ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ସରାଗୁଡ଼ା...
ଆପଣ ଭାରତୀୟ ସେନାରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଭାରତୀୟ ସେନା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସେନାରେ ରିମାଉଣ୍ଟ ଭେଟନାରୀ କୋର୍ପ୍ସରେ ସର୍ଟ ସର୍ଭିସ କମିଶନ ଅଧିନରେ ଭେଟେନାରୀ ଗ୍ରାଜୁଏଟ୍ସ ଭର୍ତ୍ତି ପାଇଁ ଆବେଦନ କରିପାରିବେ ।
ପୁଣି ବଢିଛି ସୁନାର ଦାମ୍ । ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୮୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୦୦୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନାର ଦାମ୍ ୧୦...
ପ୍ରେମ ହେଉଛି ପବିତ୍ର ଓ ବନ୍ଦନୀୟ ,ପ୍ରେମ ହେଉଛି ପୂଜା ଓ ପ୍ରତିଶ଼ତି ,ପୁଣି ସେହି ପ୍ରେମ କେତେବେଳେ ହୋଇଯାଏ ଚିର ସ୍ମରଣୀୟ । ଆଜି ଜାଣିବା ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ କଣ ରହିଛି ଟିପସ୍ ।
ମଣିଷ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି ମୁଖମଣ୍ଡଳ ବା ମୁହଁ । ତେଣୁ ମୁଖମଣ୍ଡଳ ସବୁବେଳେ ସତେଜ ଓ ସୁନ୍ଦର ଦେଖାଯିବା ନିହାତି ଜରୁରୀ ଅଟେ । ମୁହଁରେ ରିଙ୍କଲ୍ସ ବା କୁଞ୍ଚନ ପଡିଲେ ବୟସ ଅନୁସାରେ ମଣିଷ ଅଧିକ ବୟସ୍କ ଦେଖାଯାଇ ଥାଏ । ତେବେ...
ଓଡ଼ିଆ ଘରେ ଆମେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଓଡ଼ିଆ ଘର ଏକ ଦେଶୀ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି 'ନଡ଼ିଆ ଗୋଟମା' ।
ଅନ୍ନ ବା ଭୋଜନକୁ କଦାପି ଅନାଦର କରିବା ଉଚିତ ନୁହେଁ। କୁହାଯାଏ, ଅନ୍ନର ଗୋଟିଏ ଦାନାରେ ମଧ୍ୟ ଜୀବନଦାନ ଦେଇଥାଏ । ବାସ୍ତୁରେ ଅନ୍ନ ସହ ଜଡିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାକୁ ଜୀବନରେ ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ...
ଆପଣ ଅଷ୍ଚମ ପାସ୍ କରିଛନ୍ତି କି ? ତାହେଲେ ଆପଣ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆରେ ଚାକିରି କରିପାରିବେ । ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ (FCI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । FCIରେ ଖାଲି ପଡ଼ିଛି ୩୮୦ଟି ପଦବୀ । ଯୋଗ୍ୟ ଓ ଆଶାୟୀ...
ଖାଦ୍ୟରେ ବିଭିନ୍ନ ରେସିପି ପାଇଁ ଆମେ ପିଆଜ ପକାଇଥାଉ ଯାହା କି ଖାଦ୍ୟର ସ୍ୱାଦ ୨ ଗୁଣ ବଢାଇ ଦେଇଥାଏ । ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପିଆଜ ସେତିକି ଲାଭଦାୟକ ଅଟେ । ଆଜି ଆମେ ଜାଣିବା ପିଆଜର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ....
ଏହି ସପ୍ତାହଟି ଆପଣଙ୍କ ପାଇଁ ପ୍ରାୟତଃ ଶୁଭପ୍ରଦ ରହିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଏହି ସପ୍ତାହରେ ଆପଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କେମିତି କଟିବ ଆପଣଙ୍କର ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଦୁନିଆ ସାରା ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଯାହା କୌଣସି ରହସ୍ୟ ଠାରୁ କମ ନୁହେଁ । ଯାହା ପର୍ଯ୍ୟଟକଙ୍କମାନଙ୍କୁ ବେଶ୍ ପସନ୍ଦ ଆସିଥାଏ । କିଛି ସ୍ଥାନକୁ ମଣିଷ ନିଜ ପରିଶ୍ରମରେ ନିର୍ମାଣ କରିଛି ତ ଆଉ କିଛି ସ୍ଥାନ ପ୍ରକୃତିରାଣୀର ସୃଷ୍ଟି । ଆଉ...