• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

mid-day meal renamed
ବଦଳିଲା ମଧ୍ୟାହ୍ନ ଭୋଜନ ଯୋଜନାର ନାଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମିଡ୍ ଡେ ଭୋଜନ ବା ମଧ୍ୟାହ୍ନ ଭୋଜନ ଯୋଜନାର ନାମ 'ପିଏମ ପୋଷଣ' ଯୋଜନାରେ ପରିବର୍ତ୍ତନ କରାଯାଇଛି । ଏହା ଅଧୀନରେ ସରକାର ପାଞ୍ଚ ବର୍ଷ ପାଇଁ ମୋଟ ୧.୩ ଲକ୍ଷ କୋଟି ବଜେଟ୍ ଆବଣ୍ଟନ କରିଛନ୍ତି ।

Early morning worship
ଘରେ ଲାଗି ରହୁଛି କି ଆର୍ଥିକ ସମସ୍ୟା? ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ

ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।  

Drinking tea every day can be harmful
ପ୍ରତିଦିନ ପିଉଛନ୍ତି କି 'ଚା',ଶରୀର ପାଇଁ ହୋଇପାରେ କ୍ଷତିକାରକ

ସକାଳୁ ଉଠିଲେ ଆଗ ସମସ୍ତେ 'ଚା' ଖୋଜିଥାନ୍ତି । ହେଲେ ଏହି ଚା ଶରୀର ପାଇଁ ବହୁ କ୍ଷତି ପହଞ୍ଚାଇଥାଏ । ପ୍ରତିଦିନ କ୍ଷୀର 'ଚା' ପିଇବା ଦ୍ୱାରା ଶରୀରକୁ ବହୁ କ୍ଷତି ପହଞ୍ଚାଇ ଥାଏ । ତେବେ ଚାଲନ୍ତୁ ଜାଣିବା 'ଚା' ପିଇବା ଦ୍ୱାରା ଶରରୀର କଣ...

Alia bhat
ବିଜ୍ଞାପନ କରି ଅଡ଼ୁଆରେ ଅଭିନେତ୍ରୀ, ଆଲିଆଙ୍କ ବିରୋଧରେ ଦାଖଲ ହେଲା ମାମଲା

ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସୂଚନା ଅନୁସାରେ ନିକଟରେ ଆଲିଆ ଭଟ୍ଟ ଏକ ବ୍ରାଇଡାଲ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ୍) କରିଥିଲେ । ଜଣେ ବ୍ୟକ୍ତି ଆଲିଆଙ୍କ ବିଜ୍ଞାପନରେ ଏତେ ରାଗି ଯାଇଥିଲେ ଯେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ...

Biscuit chocolate cake
ବିନା ଓଭେନ୍‌ରେ ଘରେ ବନାନ୍ତୁ ‘ବିସ୍କୁଟ୍ କେକ୍’

ଆମେ ଅତି କମ୍ ଖର୍ଚ୍ଚରେ ଘରେ ଚକଲେଟ୍ ବିସ୍କୁଟରେ କେକ୍ ବନେଇ ପାରିବା । ଆଜି ଆମେ ଆପଣଙ୍କ ପାଇଁ ବିନା ଓଭେନ୍‌ରେ ବିସ୍କୁଟର ଏକ କେକ୍ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟି ଘରେ ଆପଣ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ...

SBI recruitment
SBIରେ ଖାଲି ପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବେକାର ଯୁବକ ଯୁବତୀଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SBI ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ୟୁଟିଭ୍...

yoga for a health
ସୁସ୍ଥ ଶରୀର ପାଇଁ ଯୋଗାସନ,ଜାଣିବା ବିଭିନ୍ନ ଯୋଗାସନ ବିଷୟରେ

ଯୋଗ ଦ୍ୱାରା ବହୁ ରୋଗର ଉପସମ ହୋଇଥାଏ । ବର୍ତ୍ତମାନ ଏହି କରୋନାର ମହାମାରୀ ସମୟରେ ଶରୀର ପାଇଁ ଯୋଗ ବହୁତ ଲାଭଦାୟକ ଅଟେ । ଯୋଗାସନ ଦ୍ୱାରା ଆମ ଶରୀରର ଅମ୍ଳଜାନ ସ୍ତର ଠିକ ରହିବା ସହିତ ଗୋଟିଏ ସୁସ୍ଥ ଶରୀର ମଧ୍ୟ ମିଳିପାରିବ । ଆସନ୍ତୁ...

chiken zafrani
ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ‘ଚିକେନ୍ ଜାଫରାନୀ’

ସାଧାରଣତଃ ରେଷ୍ଟୁରାଣ୍ଟରେ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ରେସିପି ଖାଇବାକୁ ସୁଆଦିଆ ଲାଗିଥାଏ । ଆପଣ ମାନେ ମଧ୍ୟ ଘରେ ରେଷ୍ଟୁରାଣ୍ଟ୍ ଷ୍ଟାଇଲରେ ବିଭିନ୍ନ ରେସିପି ବନେଇ ପାରିବେ । ଆଜି ଆମେ ଆପଣଙ୍କୁ ଚିକେନର ଏକ ରେଷ୍ଟୁରାଣ୍ଟ ଷ୍ଟାଇଲରେ ରେସିପି ବିଷୟରେ କହିବୁ। ଏହି ରେସିପିର ନାଁ...

Do not do charity after sunset
ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଦାନ,ସୁଖ ଏବଂ ସମୃଦ୍ଧିର ହେବ କ୍ଷତି

ବାସ୍ତୁ ବା ଜୋତିଷ ଶାସ୍ତ୍ର ଅନୁଯାୟୀ ଦାନ କରିବାର ଏକ ନିୟମ ଓ ପଦ୍ଧତି ରହିଛି । ଏପରି କରିବା ଦ୍ୱାରା ପୁଣ୍ୟ ଓ ଶୁଭ ଫଳ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଦାନ କରିବାର ନିୟମ । କିଛି ଜିନିଷ ସୂର୍ଯ୍ୟାସ୍ତ ପରେ କେବେବି ଦାନ...

Akshay Kumar and Emraan Hashmi
ବଡ଼ ପରଦାରେ ଏକାଠି ନଜର ଆସିବେ ଅକ୍ଷୟ କୁମାର ଓ ଇମ୍ରାନ୍ ହାଶ୍ମୀ

ମହାରାଷ୍ଟରେ ସିନେମା ହଲ୍ ଖୋଲିବା ଘୋଷଣା ହେବା ପରେ ସମଗ୍ର ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁସିର ଲହରୀ ଖେଳି ଯାଇଛି । ଏହି ଘୋଷଣା ହେବା ପରେ ଅନେକ ପ୍ରଡକସନ୍ ହାଉସ୍ ଫିଲ୍ମ ରିଲିଜର ଡେଟ୍ ଘୋଷଣା କରିଥିଲେ । ଏହା ଭିତରେ ଖିଲାଡ଼ି ଷ୍ଟାର ଅ‍କ୍ଷୟ କୁମାରଙ୍କ ଏକ...

Vacancies in BECIL
BECILରେ ଖାଲିପଡିଛି ପଦବୀ, ଜାଣନ୍ତୁ କିପରି କରିବେ ଆବେଦନ

BECIL ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ। ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ ବା BECILରେ ଚାକିରି କରିବାର ସୁଯୋଗ ନିଅନ୍ତୁ । ଏହା ଅଧିନରେ ଡାଟା ଏଣ୍ଟ୍ରି ଅପରେଟର, ସୁପରଭାଇଜର ସମେତ ଅନେକ ପଦବୀ ପାଇଁ ଆବେଦନ କରିପାରିବେ । ତେବେ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ...

Lata Mangeshkar Birthday
ଲତା ମଙ୍ଗେସକରଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ସ୍ୱର ସମ୍ରାଙ୍ଗୀ ଲତା ମଙ୍ଗେସଙ୍କର ଜନ୍ମଦିନ । ୯୨ ବର୍ଷ ବୟସରେ ପାଦ ଥାପିଛନ୍ତି ଲତା ଦିଦି। ପୁରା ବିଶ୍ୱରେ ଲତା ମଙ୍ଗେସକରଙ୍କର ବହୁତ ପ୍ରଶଂସକ ଅଛନ୍ତି । ତାଙ୍କ ଜନ୍ମଦିନ ଉପଲକ୍ଷେ ସାରା ବିଶ୍ୱରୁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ଶୁଅ ଛୁଟିଛି । ତେବେ...

Cornflakes
ଜଳଖିଆରେ ଖାଉଛନ୍ତି କର୍ଣ୍ଣ୍,ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

ସକାଳ ଜଳଖିଆଠୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ ଠିକ୍ ଭାବେ ଡାଏଟ୍ ନେବା ଦରକାର । ବିଶେଷ କରି ଓଜନ କମାଇବା ପାଇଁ ପ୍ରତିଦିନ ଜଳଖିଆରେ କର୍ଣ୍ଣ୍ ଫ୍ଲେକ୍ସ ଖାଇବା ଦିନକୁ ଦିନ ବୃଦ୍ଧି ପାଇଛି । କର୍ଣ୍ଣ୍ ଫ୍ଲେକ୍ସ ଆମ ଭାରତୀୟ ଡାଏଟରେ ଏକ...

Mushroom korma
ଘରେ ବନାନ୍ତୁ ଢାବା ଷ୍ଟାଇଲ୍ ‘ମସରୁମ୍ କୋର୍‌ମା’

ଛତୁର ବିଭିନ୍ନ ରେସିପି ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗିଥାଏ । ଆଗରୁ ଆମେ ଛତୁର ଭିନ୍ନ ଭିନ୍ନ ରେସିପି ବିଷୟରେ ଆପଣଙ୍କୁ କହିଛୁ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସୁଆଦିଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି...

Tulsi plant
ଘରେ ତୁଳସୀ ଗଛ ଲଗାଉଥିଲେ କରନ୍ତୁ ନାହିଁ ଏସବୁ ଭୁଲ୍

ତୁଳସୀ ଗଛକୁ ହିନ୍ଦୁ ଧର୍ମ ଅନୁସାରେ ପୂଜା କରାଯାଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଘରେ ସାକାରତ୍ମକ ବାତାବରଣ ସୃଷ୍ଟି କରିଥାଏ ଏବଂ ନାକାରତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ । କିନ୍ତୁ ଏହି ଗଛକୁ ଲାଗାଇବା...

Rakul Preet Singh
ରକୁଲ ପ୍ରୀତ୍‌ଙ୍କ ନୂଆ ଲୁକ୍,ଚିହ୍ନି ପାରୁନାହାନ୍ତି ପ୍ରଶଂସକ

ବି-ଟାଉନରେ ଅଭିନେତ୍ରୀ ରକୁଲପ୍ରୀତ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରକୁଲ ତାଙ୍କ ନୂଆ ଚେହେରା ପାଇଁ ଏବେ ପୁରା ଅଲଗା ଦେଖାଯାଉଛନ୍ତି । ନିକଟରେ ଅଭିନେତ୍ରୀ ରକୁଲପ୍ରୀତ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଂପୂର୍ଣ୍ଣ ଅଲଗା ଦେଖା ଯାଉଛନ୍ତି...

Bigg Boss 15
ସୁନିଶ୍ଚିତ ହେଲା ବିଗ୍ ବସ୍-୧୫ର ୪ ପ୍ରତିଯୋଗୀଙ୍କ ନାଁ, ଆଉ ଏକ ନୂଆ ପ୍ରୋମୋର ଝଲକ୍

ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ରିଆଲିଟି ସୋ ବିଗ୍ ବସ୍-୧୫ । ବିଗ୍ ବସ୍ ଶୋ' ର ଫ୍ୟାନ ମାନେ ବହୁ ପ୍ରତିକ୍ଷାର ସହ ଅପେକ୍ଷା କରିଥିବା ବେଳେ ଅତିଶୀଘ୍ର ଏହାର ଅନ୍ତ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୨ରେ ଏହି ଶୋ’ ଆରମ୍ଭ ହେବାକୁ...

coconut besan barfi recipe
ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ନଡ଼ିଆ ବେସନ ବର୍ଫି’

ଆଜି ଆମେ ଆପଣଙ୍କ ପାଇଁ ଅତି ସହଜ ଓ ସରଳ ଉପାୟରେ ମିଠାର ଏକ ରେସିପି ବିଯୟରେ କହିବାକୁ ଯାଉଛୁ । ବେସନ ଓ ନଡ଼ିଆରେ ଏକ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ନଡ଼ିଆ ବେସନ ବର୍ଫି । ତେବେ...

Cycling every day
ପ୍ରତିଦିନ ଚଲାନ୍ତୁ ସାଇକେଲ,ଫିଟ୍ ରହିବ ଶରୀର

ପ୍ରତିଦିନ ସକାଳୁ ସାଇକେଲ ଚଲାଇବା ଏକ ବଡ଼ ବ୍ୟାୟାମ୍ ଅଟେ । ଶରୀର ପାଇଁ ଏହା ବହୁତ ଲାଭଦାୟକ ଅଟେ । ପ୍ରତିଦିନ ୩୦ ମିନିଟରୁ ଅଧିକ ସାଇକେଲ ଚଲାଇବା ଦ୍ୱାରା ଶରୀରରେ ଓଜନ କମ୍ ହେବା ସହିତ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଯାଇଥାଏ ।

 Kitchen Vastu
ଜାଣିବା ରୋଷେଇ ଘରର ବାସ୍ତୁ ଉପାୟ ବିଷୟରେ

ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି କାରଣ ରୋଷେଇ ଘର ହେଉଛି ମା ଲକ୍ଷ୍ମୀଙ୍କର ସ୍ଥାନ । ଏଥିରେ ସାମାନ୍ୟ ଧ୍ୟାନ ଦେଲେ ଭାଗ୍ୟ ମଧ୍ୟ ବଦଳି ଯାଇପାରେ । କେବଳ ରୋଷେଇ ଘରେ କିଛିଟା ଜିନିଷକୁ ସଠିକ ସ୍ଥାନରେ ରଖିବା ଆବଶ୍ୟକ । ବାସ୍ତୁ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।