• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Yester castle, Scotland
ଭୟଙ୍କର ମହଲ,ଏହାକୁ ତିଆରି କରିଛନ୍ତି ଭୂତ

ସ୍କଟଲ୍ୟାଣ୍ଡରେ ରହିଛି ଏକ ଭୟଙ୍କର ସ୍ଥାନ । ଏହି ସ୍ଥାନକୁ ଦୂରରୁ ଦେଖିଲେ ହି ମନରେ ଭୟ ସୃଷ୍ଚି ହୁଏ । ଏହା ହେଉଛି ଏକ କ୍ୟାସଲ୍‌ ବା ମହଲ । ତେବେ କୁହାଯାଏ ଭୂତ ମାନଙ୍କ ଦ୍ୱାରା ଏହି ମହଲର ନିର୍ମାଣ କରାଯାଇଥିଲା ୧୨୬୬ରେ । ତେବେ...

eating more chicken
ଅତ୍ୟଧିକ ଚିକେନ୍ ଖାଇବା ସ୍ୱାସ୍ଥ୍ୟପ୍ରତି ହୋଇପାରେ ଘାତକ, ହୋଇଯାଆନ୍ତୁ ସାବଧାନ

ସ୍ୱାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । ତେବେ ଅଧିକ ଚିକେନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କଣ ରହିଛି ବିପଦ...

shoes and vastu
ଶନିବାର ଦିନ କରନ୍ତୁ ଜୋତା ଚପଲ ଦାନ, ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି...

Do makeup for a party like this
ନିଜ ଲୁକ୍‌କୁ କରନ୍ତୁ ଖାସ୍‌, ଆପଣାନ୍ତୁ ଏହି ମେକ୍‌ଅପ୍‌ ଟିପ୍ସ୍

ବାହାଘର ପାର୍ଟି ଓ ଫଙ୍କସନ୍‌ରେ ଆପଣ ସବୁଠୁ ଅଲଗା ଓ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି କି ? ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି କି ? ତେବେ ପାର୍ଲର ନ ଯାଇ ଘରେ ମଧ୍ୟ ନିଜେ ମେକ୍‌ଅପ୍‌ କରିପାରିବେ।

gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ହ୍ରାସ ପାଇଲା । ଦେଶର ପ୍ରମୁଖ ସହରରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭, ୧୦୦...

THE WORLD ISLAND, DUBAI
ଦାମୀ ମନୁଷ୍ୟକୃତ ଦ୍ୱୀପ,ହେଲେ ଜନଶୂନ୍ୟ କାହିଁକି ?

ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ସେହିକ୍ରମରେ ଏଠାରେ ରହିଛି 'ଦ ୱାର୍ଲଡ୍‌ ଆଇଲ୍ୟାଣ୍ଡ' । ଏତେ ବଡ ଆଉ ଏତେ ଦାମୀ ଦ୍ୱୀପ ହୋଇ ମଧ୍ୟ ଏହା ଜନଶୂନ୍ୟ । ହେଲେ କାହିଁକି, ଚାଲନ୍ତୁ ଜାଣିବା ।

'Green Chiken Curry' Recipe
କମ୍ ତେଲ ଓ ମସଲାରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆଗରୁ ଆମେ ଆପଣଙ୍କ ପାଇଁ ଚିକେନର ଅନେକ ରେସିପି ବନେଇଛୁ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗ୍ରୀନ୍‌ ଚିକେନ୍‌ କରି’ ।

Clay utensils
ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ ମାଟି ବାସନ

ଆଜିକାଲି, ମାଟି ବାସନର ବହୁତ ଚାହିଦା ଦେଖିବାକୁ ମିଳୁଛି । ପ୍ରାୟ ୪ ଦଶନ୍ଧି ପୂର୍ବରୁ ହାଣ୍ଡି ମାଠିଆ, ସୁରେଇ, ମାଟି ଚୁଲି ଏବଂ ଅନ୍ୟାନ୍ୟ ବାସନକୁସନ ବହୁଳ ଭାବରେ ବ୍ୟବହୃତ ହେଉଥିଲା, କିନ୍ତୁ ସମୟ ବଦଳିବା ସହିତ ୱାଟର କୁଲର, ଫ୍ରିଜ୍, ଗ୍ୟାସ୍ ଚୁଲା, ପ୍ଲାଷ୍ଟିକ୍ ଆଦି...

IHU variant in France
ଫ୍ରାନ୍ସରେ କରୋନାର IHU ଭ୍ୟାରିଆଣ୍ଟକୁ ନେଇ ଆତଙ୍କ

ଫ୍ରାନ୍ସର ବୈଜ୍ଞାନିକମାନେ କରୋନାର ଆଉ ଏକ ନୂତନ ପ୍ରକାର ଭ୍ୟାରିଆଣ୍ଟର ଆବିଷ୍କାର କରିଛନ୍ତି | ଅନୁସନ୍ଧାନକାରୀଙ୍କ ଅନୁଯାୟୀ, IHU ନୂତନ ପ୍ରକାର ଭ୍ୟାରିଆଣ୍ଟ ଯାହାକି ୪୬ ଥର ରୂପ ବଦଳାଇଲାଣି ।

statue of ramses 2
ଇତିହାସ ପୃଷ୍ଠାର ସବୁଠୁ ପୁରାତନ ସଭ୍ୟତା, ହେଲେ ଆଜି ବି ରହସ୍ୟମୟ

ଆପଣମାନେ ସମସ୍ତେ ପ୍ରାଚୀନ ମିଶର ଓ ଏହାର ସଭ୍ୟତା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ମିଶର ଓ ଏହାର ସଭ୍ୟତା ‌ଆଜି ବି ରହସ୍ୟମୟ । ଏଠାରେ ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । କିଛି ସଂରଚନା ଆଜି ବି ନିଜର ଅସ୍ତିତ୍ୱ...

ESIC recruitment 2022
ESICରେ ଖାଲି ପଡିଛି ୩୬୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ESIC ପକ୍ଷରୁ ୩୬୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ‌ଅନଲାଇନରେ ଆବେଦନ କରିପାରିବେ ।

gold rate today
ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ସାମାନ୍ୟ ବିଢିଛି ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୫୦ ଟଙ୍କା ରହିଛି। ଦେଶର ବିଭିନ୍ନ ସ୍ଥାନରେ ସୁନାର ଦାମ୍ ଭିନ୍ନ...

allergies in the winter
ଶୀତଦିନେ ଆଲର୍ଜିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ

ଶୀତ ଦିନ ଆସିବା କ୍ଷଣି ଆମ ତ୍ୱଚା ଶୁଷ୍କ ହୋଇ ଯାଇଥାଏ । ତ୍ୱଚା ଶୁଷ୍କ ହେଲେ ଆଲର୍ଜି ହୋଇ ତ୍ୱଚା କୁଣ୍ଡେଇ ହୋଇଥାଏ । ତ୍ୱଚାକୁ ନେଇ ଲୋକଙ୍କୁ ଆଲର୍ଜି ହେବାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଆଜି ଆମେ ଜାଣିବା ଶରୀରରେ ଆଲର୍ଜିକୁ...

'muan pitha' odia recipe
ବିରି ଓ ଚାଉଳରେ ବନାନ୍ତୁ ତୁଳା ପରି ନରମ ‘ମୁଆଁ ପିଠା’

ଘରେ ପର୍ବପର୍ବାଣୀ ଆସିଲେ ବିଭିନ୍ନ ପିଠା ତିଆରି କରାଯାଏ । ପ୍ରାୟ ସମସ୍ତଙ୍କୁ ମଧ୍ୟ ପିଠା ଖାଇବାକୁ ବହୁତ ଭଲ ଲାଗିଥାଏ । ଆଜି ଆପଣଙ୍କ ପାଇଁ ଓଡ଼ିଆ ଘରର ଏକ ପାରମ୍ପରିକ ପିଠା ତିଆରି କରିବୁ । ଏହି ପିଠାର ନାଁ ହେଉଛି ‘ମୁଆଁ ପିଠା’ ।...

vastutips
କରନ୍ତୁ ନାହିଁ ଏହି ୫ଟି କାମ, ହୋଇପାରେ ଅଶୁଭ

ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଆମେ ପ୍ରତିଦିନ ଏପରି ଅନେକ କାମ କରିଥାଉ ଯାହା ଆମ କାମକୁ ସହଜ ତ କରିଥାଏ କିନ୍ତୁ ତାହାର ବ୍ୟବହାର ଅଶୁଭ ମନାଯାଏ । ଏହା ସମ୍ପର୍କରେ...

Split apple rock
ବିଶାଳକାୟ ପଥର ନା ଦୁଇଫାଳ ହୋଇଥିବା ସେଓ

ଆମ ଦୁନିଆରେ ଅନେକ ପ୍ରାକୃତିକ ସୃଷ୍ଟି ଆପଣ ଦେଖିବାକୁ ପାଇବେ । ଯାହା ସବୁବେଳେ ରହସ୍ୟମୟ ଲାଗେ । ଆଉ ଆଶ୍ଚର୍ଯ୍ୟ ବି କରେ । ସେହିଭଳି ଏକ ନିର୍ମାଣ ରହିଛି ନ୍ୟୁଜିଲ୍ୟାଣ୍ଡର ସାଉଥ୍‌ ଆଇଲ୍ୟାଣ୍ଡରେ । ଏହି ନିର୍ମାଣଟି ଏକ ବିଶାଳକାୟ ପଥର । ଯାହା ଏକ...

gold rate today
ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍, ଜାଣନ୍ତୁ

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୭୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ମୂଲ୍ୟରେ ୪୭,୦୫୦ ଟଙ୍କା ଓ ୨୪ କ୍ୟାରେଟ୍ ମୂଲ୍ୟରେ...

what eyebrows say about you
ଆପଣଙ୍କ ଆଇବ୍ରୋ କହିବ ଆପଣ କେତେ ଭାଗ୍ୟଶାଳୀ

ସମସ୍ତଙ୍କ ଚେହେରା ଯେମିତି ଭିନ୍ନ ଭିନ୍ନ ସେହିଭଳି ମୁହଁର ଗଠନ ମଧ୍ୟ ଭିନ୍ନ ଭିନ୍ନ। ମୁହଁର ଗଠନ ଭଳି ଆଇବ୍ରୋ ବା ଭ୍ରୂଲତା ମଧ୍ୟ ଭିନ୍ନ ଭିନ୍ନ ଥାଏ। କିଛି ଲୋକଙ୍କ ଭ୍ରୂଲତା (ଆଇବ୍ରୋ) ଯୋଡି ହୋଇଥାଏ ତ କାହାର ଛଡା ଛଡା ଥାଏ। ଏହିଭଳି ଭ୍ରୂଲତା ଦେଖିବାକୁ...

 SEBI Recruitment
SEBIରେ ଖାଲି ପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (SEBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । SEBI ପକ୍ଷରୁ ସିକ୍ୟୁରିଟିଜ ମାର୍କେଟ୍‌ ଅପରେସନ୍ସ (SMO), ଆଇନ, ରିସର୍ଚ୍ଚ ଏବଂ ଆଇଟି ବିଭାଗରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ SEBIର ଅଫିସିଆଲ୍ ୱେବସାଇଟକୁ...

'Tomato chicken' recipe
ଅଳ୍ପ ଖର୍ଚ୍ଚରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ ଲଞ୍ଚ୍‌ରେ କଣ ଖାଇବା ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତେବେ ବିଲ୍‌କୁଲ୍ ବି ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ସୁଆଦିଆ ରେସିପି । ଆଜି ବୁଧବାର ରାନ୍ଧଣାରେ ଘରେ ପ୍ରସ୍ତୁତ କରନ୍ତୁ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।