ଆମ ବିଚିତ୍ର ବ୍ରହ୍ମାଣ୍ଡରେ ଆମେ ଭଳିକି ଭଳି ନିଆରା ସ୍ଥାନ ଦେଖିଛୁ । କେବେ ଭାବିଛନ୍ତି ଯେ, ସମୁଦ୍ର ବେଳାଭୂମି ଗୋଲାପୀ ରଙ୍ଗର ବି ହୋଇପାରିବ । ହଁ ଆଜ୍ଞା ଆମ ବିଚିତ୍ର ବ୍ରହ୍ମାଣ୍ଡରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ । ଆଉ ଆମରି ବିଶ୍ୱ ବ୍ରହ୍ମାଣ୍ଡରେ ହିଁ...
ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଛି 'ବୀର ଚକ୍ର' ସମ୍ମାନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ ।...
ହିନ୍ଦୁ ଧର୍ମରେ ବିବାହିତ ନାରୀର ପ୍ରଥମ ଆଭୂଷଣ ହେଲା ସିନ୍ଦୂର । ଶାସ୍ତ୍ର ଅନୁସାରେ ସିନ୍ଦୁରର ନିଜସ୍ୱ ମହତ୍ୱ ରହିଛି । ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସିନ୍ଦୁର ଧାରଣ କରିଥାନ୍ତି । ତେବେ ଏନେଇ ବାସ୍ତୁ ଶାସ୍ତ୍ରରେ ଅନେକ କଥା ରହିଛି...
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଫଳାଫଳ ରହିବ । ଏହି ସପ୍ତାହ ବୃତ୍ତିଗତ ଜୀବନରେ ଉନ୍ନତି କରିବେ । ଆର୍ଥିକ ସ୍ଥିତି ଦୃଢ ରହିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଏହି ସପ୍ତାହରେ ଅର୍ଥ ସଞ୍ଚୟ କରିବେ ।
ଐତିହାସିକ କୋଷ୍ଟ କେନାଲ। ଦିନେଥିଲା ନୌବାଣିଜ୍ୟର ସ୍ୱତନ୍ତ୍ର ପରିଚୟ। ଏହି ବାଟ ଦେଇ ହେଉଥିଲା ବାଣିଜ୍ୟ କାରବାର। ଆମଦାନୀ ଠାରୁ ରପ୍ତାନୀ ପର୍ଯ୍ୟନ୍ତ ସବୁ କିଛିର ମୁଖ୍ୟ ମାଧ୍ୟମ ଥିଲା ଏହି କୋଷ୍ଟ କେନାଲ। ବାଣିଜ୍ୟ କାରବାର ପ୍ରମୁଖ ସ୍ଥାନ ନେଇଥିଲା ଏହି କେନାଲ ଏବେ ମୃତପ୍ରାୟ। ପୂର୍ବପରି...
ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଆଜି ବି ସାଧାରଣ ଲୋକଟି ପାଇଁ ଅଭେଦ ରହସ୍ୟ ହୋଇ ରହିଛି । ସେଥିମଧ୍ୟରୁ କିଛି ରହସ୍ୟ ତ ଏଭଳି ଯାହା ବୈଜ୍ଞାନିକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ଥିବା...
ପାଣିପାଗ ଯାହା ହେଉନା କାହିଁକି, ଚର୍ମ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଆମେ ଦିନରେ ଚର୍ମର ଯତ୍ନ ନେଇଥାଉ । କିନ୍ତୁ ରାତିରେ ସ୍କିନର ଯତ୍ନ ଏତେ ଭଲଭାବେ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏନେଇ ଆଜି ଜାଣିବା କିଛି ବିଉଟି ଟିପ୍ସ...
ଘରେ ବିଭିନ୍ନ ଦେଶୀ ଶୈଳୀରେ ଆମେ ରେସିପି ତିଆରି କରିଥାଉ । ଆଜି ଆମେ ଏକ କାଠ ଚୁଲିରେ ଏକ ଦେଶୀ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ବାଉଁଶ ଚୁନା ମାଛ’ ।
ଆପଣ ଇଞ୍ଚିନିୟରିଂ କରିଛନ୍ତି କି ? ତାହେଲେ ଅଏଲ ଇଣ୍ଡିଆ ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । (OIL)କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ ପକ୍ଷରୁ ଇଞ୍ଜିନିୟରିଂର ବିଭିନ୍ନ ପଦବୀ ପାଇଁ ଆବେଦନ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ...
ବେଳେବେଳେ ଆମେ ପେଟର ବିଭିନ୍ନ ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଯାହାର କଷ୍ଟ ଆମ ପାଇଁ ଅତି ଅସହନୀୟ ହୋଇ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ଫୁଲା ଅର୍ଥାତ ପେଟ ଫମ୍ପେଇବା ଆମେ ଯାହାକୁ କହିଥାଉ l ଏହି ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ...
ଆମ ପୃଥିବୀର ୭୦ ପ୍ରତିଶତରୁ ଅଧିକ ଭାଗ ଜଳଭାଗ । ମାନବ ସଭ୍ୟତା ପୃଥିବୀ ପୃଷ୍ଠରେ ମାତ୍ର ୨୦ରୁ ୨୫ ପ୍ରତିଶତ ଭାଗରେ ହି ରହିଥାଆନ୍ତି । ଆଉ ଏହି ସ୍ଥଳ ଭାଗରେ ହିଁ ଜଙ୍ଗଲ, ମରୁଭୂମି, ପାହାଡ ଇତ୍ୟାଦି ରହିଛି । ଆଉ ସେଥିମଧ୍ୟରୁ ଏଭେରେଷ୍ଟ ପର୍ବତ...
ଆମ ଓଡିଆ ଘରେ ଦେଶୀ ରୋଷେଇ ଖାଇବାର ମଜା ଟିକେ ନିଆରା । ସେ ଆମ ପାଖାଳ ହେଉ କି ଶାଗ ଭଜା । ଏହି ଖାଦ୍ୟର ମଜା କେବଳ ଜଣେ ଓଡ଼ିଆ ହିଁ ଜାଣିପାରିବ। ସେଥିପାଇଁ ଛାଡ଼ଖାଇରେ ଆଜି ଆମେ ଆପଣଙ୍କ ପାଇଁ ଏକ ଦେଶୀ...
ସରିଲା ଧର୍ମର ମାସ କାର୍ତ୍ତିକ ମାସ । ଆଜି ଛାଡଖାଇ । ମାସକ ଯାକ ନିରାମିଷ ଖାଇବା ପରେ ଆଜି ପାଟିରେ ଟିକିଏ ଆମିଷ ବାଜିବ । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । ତେଣୁ ଆମିଷ ବଜାରରେ ଯେତେ...
ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦେଖାଦେଉଛି କି ? ତେବେ ଆପଣ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ । ତେବେ କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ । ଆସନ୍ତୁ ଜାଣିବା..
୪୬ ବର୍ଷ ବୟସରେ ମାଆ ହେଲେ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ପ୍ରୀତି ଓ ତାଙ୍କ ସ୍ୱାମୀ ସରୋଗେସୀ ଜରିଆରେ ପିତାମାତା ହୋଇଥିବା ଜଣାଯାଇଛି। ଏହି ଖବରକୁ ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବା ସହ ସରୋଗେଟ ମା’ ଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ଆପଣଙ୍କ ପାଦତଳେ ଏହିଭଳି କିଛି ଚିହ୍ନ ଅଛି କି ? ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ତେବେ ଆପଣ ଏବେ ଏହା ପରଖି ନିଅନ୍ତୁ । ବହୁତ କମ୍ ଲୋକ ଜାଣଥାନ୍ତି ଯେ ନିଜ ଶରୀରର ଗଠନକୁ ନେଇ ଆପଣ ଭାଗ୍ୟଶାଳୀ ହୋଇ ପାରନ୍ତି ।...
ପୃଥିବୀର ଆଖି ଦେଖିଛନ୍ତି । କଳ୍ପନା କରନ୍ତୁ କିଭଳି ଦେଖାଯିବ । ସାଧାରଣ ଭାବେ ଆମ ଆଖି ଭଳି । ମୁଁ ଯଦି କହିବି ଏହା ଚମତ୍କାର ଭଳି ଦୃଶ୍ୟମାନ ହୁଏ, ତେବେ ଆପଣଙ୍କ କଳ୍ପନା କେତେ ଆଗକୁ ଯାଇପାରିବ । ତେବେ ଚାଲନ୍ତୁ ଜାଣିବା ବାସ୍ତବରେ କଣ...
ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ ।
ଆପଣ ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ନ୍ୟାସନାଲ ହେଲଥ ମିଶନ(NHM) ଅଧିନରେ ଖାଲିପଡିଛି ୧୯ଟି ପଦବୀ । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
କଥାରେ ଅଛି 'ପାଟିକୁ ପିତା ଦେହକୁ ହିତ' । ସ୍ୱାସ୍ଥ୍ୟ ପାଇଁ ପିତା ଅତ୍ୟନ୍ତ ଲାଭଦାୟକ ଅଟେ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । କିନ୍ତୁ ଏହି ପିତା ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ ।...