ଭୁବନେଶ୍ୱରରେ ବାଟବଣା କଂସେଇଖାନା ଯୋଜନା । ୨୦୧୭ ମସିହାରେ ରାଜଧାନୀର ଗାଡ଼କଣରେ କଂସେଇ ଘର ନିର୍ମାଣ ହୋଇଥିଲା, ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଉଦଘାଟନର ସାଢେ ୪ ବର୍ଷ ପରେ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ଫଳରେ ଏବେ ରାଜଧାନୀ ରାଜରାସ୍ତାରେ ସର୍ବସମ୍ମୁଖରେ ଚାଲିଛି ପଶୁ ହତ୍ୟା...
ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ...
ସାଉଥ୍ ଆଫ୍ରିକାରେ ରହିଛି ଏକ ବିଶାଳକାୟ ପାଦଚିହ୍ନ । ଯାହା ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣେ । କାହାର ଏହି ପାଦଚିହ୍ନ । କିପରି ଏହି ସ୍ଥାନକୁ ଆସିଲା ଏହି ଚିହ୍ନ ଏପରି ଅନେକ ପ୍ରଶ୍ନ । ହେଲେ ସମାଧାନ ଆଜି ବି ରହସ୍ୟ ଘେରରେ । ତେବେ...
ପାଣି ପିଇବା ପାଇଁ ଲୋକମାନେ ସାଧାରଣତ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ...
ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ୪୮,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୧୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ...
ପ୍ରାଚୀନ ଦ୍ୱାରିକା ନଗର ଭଳି ଏକ ସହର ସମୁଦ୍ର ଭିତରେ ମିଳିଥିଲା । ସହରଟି ହେଉଛି ଆଟଲାଣ୍ଟିସ୍ ସହର । କୁହାଯାଏ ଏହି ସହର ବେଶ ଭବ୍ୟ ଥିଲା ଓ ଏହା ସମଗ୍ର ଏସିଆ ମହାଦେଶଠାରୁ ମଧ୍ୟ ବିଶାଳକାୟ ଥିଲା । ଏହି ସହର ସହ ଜଡିତ ଅନେକ...
ବାଉଁଶ ଗଛ ସମସ୍ତଙ୍କର ପରିଚିତ ଗଛ ଅଟେ l ଏହି ଗଛଟି ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଦେଖା ଯାଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ, ବାଉଁଶ ଉଦ୍ଭିଦ ବା ଗଛ ଜୀବନରେ ସକରାତ୍ମକତା ଏବଂ ସୁଖ-ସମୃଦ୍ଧି ଆଣିବା ପାଇଁ ଏକ ପ୍ରଭାବଶାଳୀ ଉପାୟ ଭାବରେ ବିବେଚନା କରାଯାଏ...
ଆପଣ କେବେ ‘ଚିକେନ୍ ମଲାଇ ଟିକ୍କା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ମଲାଇ ଟିକ୍କା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ୍ ମଲାଇ ଟିକ୍କା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ ଆପଣ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ବୃତ୍ତିଗତ ଜୀବନରେ ନୂତନ ସୁଯୋଗ ପାଇବେ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ...
କେଶ ଝାଡ଼ିବା ବର୍ତ୍ତମାନ ସମୟରେ ଏକ ସାଧାରଣ ସମସ୍ୟା ହୋଇଗଲାଣି । କେଶ ଝଡା ରୋକିବା ଏବଂ ଚିକିତ୍ସା କଥା ପଡିଲେ ଅନେକ ଲୋକ ନିଜର ଖାଦ୍ୟକୁ ଅଣଦେଖା କରୁଥିବାରୁ ଏହି ସମସ୍ୟା ଦେଖାଦେଇ ଥାଏ । ତେବେ ଚାଲନ୍ତୁ ଜାଣିବା କଣ ଖାଇଲେ ଚୁଟି ଝଡିବା କମ୍...
କମିଛି ସୁନାର ଦାମ୍ । ଆଜି ସାମାନ୍ୟ କମିଛି ସୁନାର ଦାମ୍। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦାମ୍ ୩୦ ଟଙ୍କା କମିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ...
ବିଶ୍ୱର ସର୍ବବୃହତ୍ ଜ୍ୟୋତିର୍ବିଜ୍ଞାନ ସଂଗ୍ରହାଳୟ ରହିଛି ଚୀନ ସଂଘାଇରେ । ନିକଟ ଅତୀତରେ ସର୍ବସାଧାରଣଙ୍କ ପାଇଁ ଏହା ଖୋଲିଛି । କିନ୍ତୁ ଏହାର ଆକାରକୁ ନେଇ ଦୀର୍ଘ ଦିନ ହେବ ଏହା ଚର୍ଚ୍ଚାରେ ରହି ଆସିଛି । ଆଉ ବାସ୍ତବରେ ଏହି ସଂଗ୍ରହାଳୟ ସମସ୍ତ ପର୍ଯ୍ୟଟକଙ୍କୁ ଦେଇଥାଏ ନିଆରା...
ଆପଣ ଅନେକ ପ୍ରକାରର ଚିଙ୍ଗୁଡ଼ି ଆଇଟମ୍ ଖାଇଥିବେ କିନ୍ତୁ କେବେ କ’ଣ ଚିଙ୍ଗୁଡ଼ି ଚକ୍ମା ଖାଇଛନ୍ତି। ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା କିଭଳି ପ୍ରସ୍ତୁତ କରିବେ ଚିଙ୍ଗୁଡ଼ି ଚକ୍ମା।
ଚା’ ପିଇବାକୁ କାହାକୁ ବା ଭଲ ନ ଲାଗେ । ଖାସ୍ କରି ଶୀତ ଦିନରେ ଚା’ ପିଇବାର ମଜା ଟିକେ ନିଆରା । ଯଦି ଶୀତୁଆ ସକାଳରେ ଟିକେ ମଶଲା ମାର୍କା ଚା’ ମିଳିଯାଏ ତାହେଲେ ଦିନଟା ଆହୁରୀ ଭଲ ଲାଗେ । ଚା’କୁ ଆଉ...
ଏଇ ସହର ଭୂତ ପାଇଁ ଜଣାଶୁଣା । ଆବଖାଜିଆ ଦେଶର ଆକରମାରା ହେଉଛି ଘୋଷ୍ଟ ସିଟି । ଅର୍ଥାତ୍ ଭୂତଙ୍କ ସହର । ଏକଦା ଏହା ଜନଗହଳି ପୂର୍ଣ୍ଣ ଖଣିର ସହର ଥିଲା । ହେଲେ ବର୍ତ୍ତମାନ ଏହା ଏକ ଘୋଷ୍ଟ ସହର ପାଲଟିଯାଇଛି । ତଥାପି ପର୍ଯ୍ୟଟକଙ୍କ...
ଜନ୍ମଦିନ ହେଉ ବା ଖ୍ରୀଷ୍ଟମାସ୍, ଆପଣ ବଜାରରୁ ବିଭିନ୍ନ ପ୍ରକାରର କେକ୍ ଅର୍ଡର କରି ସେଲିବ୍ରେସନ କରିଥିବେ । ଆପଣ ମଧ୍ୟ ଘରେ ସୁଆଦିଆ କେକ୍ ତିଆରି କରି ଖାଇ ପାରିବେ । ଆପଣ କେବେ ଘର ତିଆରି ପ୍ଲମ୍ କେକ୍ ଖାଇଛନ୍ତି କି ? ଆଜି ହିଁ...
ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ । ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ନେଇ ଯେଉଁ ପ୍ରକାର ଘଟଣା ଘଟୁଛି ସେଥିରୁ ଏହା ଅନୁମେୟ । ଏମିତି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆମ ଦୁନିଆ ବେଶ୍ ରଙ୍ଗୀନ । କୌଣସି ସ୍ଥାନକୁ ଯଦି ବୁଲିବାକୁ ଯିବା, ତେବେ ଆଶ୍ଚର୍ଯ୍ୟ କଲାଭଳି ଅନେକ ଛୋଟ ବଡ ବିଚିତ୍ର ଜିନିଷ ମିଳିଯିବ । ଚୀନର ପୂର୍ବାଞ୍ଚଳ ସ୍ଥିତ ଫୁଜିୟାନ ପ୍ରାନ୍ତରେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜଙ୍ଗଲ ଓ ପାହାଡ ମଧ୍ୟରେ ଲୁଚି ରହିଛି...
ରିଲିଜ୍ ହୋଇଛି ଏବର୍ଷର ଦୁଇଟି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ। ବିଶ୍ୱ ବିଜୟୀ ଟିମ୍ ଇଣ୍ଡିଆର କାହାଣୀକୁ ନେଇ ପରଦାକୁ ଆସିଛି '୮୩' । ଐତିହାସିକ, ରୋମାଞ୍ଚକର କ୍ରିକେଟ୍ ସ୍ମୃତିକୁ ପୁଣି ପରଦାରେ ତାଜା କରିଛନ୍ତି ରଣବୀର । ରିଲ୍ ରେ ପୁଣି ଏକାଠି ହୋଇଛନ୍ତି ରିୟଲ୍ ଲାଇଫ୍...
କଦଳୀ ବର୍ଷସାରା ଉପଲବ୍ଧ ହେଉଥିବାଏକ ଫଳ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଲାଲ୍ କଦଳୀ ଖାଇବାର ଉପକାରିତା ବିଷୟରେ କହିବୁ। ତେବେ ଚାଲନ୍ତୁ ଜାଣିବା ସ୍ୱାସ୍ଥ୍ୟ...