• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Train Accident
Train Tragedy: ୪ ଦିନ ପରେ ବି ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ, ଗୋଟିଏ ଶବକୁ ଏକାଧିକ ଦାବିଦାର

ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।

Train Tragedy
Train Tragedy: ୪୦ ମୃତଦେହ ଏମିତି ଥିଲା, ଯାହାର ଶରୀରରେ ନା ଥିଲା କ୍ଷତ ଚିହ୍ନ ନା ରକ୍ତର ଦାଗ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।

Train Tragedy
Train Tragedy: ଖୋଜି ଖୋଜି ନୟାନ୍ତ, ତଥାପି ପାଉ ନାହାନ୍ତି ! ବଞ୍ଚିଛନ୍ତି କି ମରିଛନ୍ତି ଜଣା ନାହିଁ...

ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ । ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ନୟାନ୍ତ ପ୍ରିୟ ପରିଜନ । ଜାଣି ପାରୁନାହାନ୍ତି ନିଖୋଜ ଥିବା ମଣିଷଟି ବଞ୍ଚିଛି କି ନାହିଁ ।

Train Mishap
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ହୋଇଛି କି ଷଡ଼ଯନ୍ତ୍ର?

ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂରେ ପରିବର୍ତ୍ତନ ଓ ସିଗନାଲ୍ ଟାଂପରିଂ। ଯାହାକୁ ନେଇ ଉଠୁଛି ଷଡ଼ଯନ୍ତ୍ର ଥିଓରୀ। ଏସବୁ ଭିତରେ ଖୋର୍ଦ୍ଧା ରୋଡ୍ DRM ରିଙ୍କେଶ ରାୟ କହିଛନ୍ତି ସିଗନାଲ୍ ସିଷ୍ଟମରେ ଫିଜିକାଲ୍ ଟାଂପରିଂ ହୋଇଛି ।

Train Mishap
ଟ୍ରାଜେଡି ସ୍ପଟରେ ଘନ ଘନ କ୍ଲୁ ଖୋଜିଲା, ତାପରେ ଏଫଆଇଆର ରୁଜୁ କଲା CBI

ରେଳ ମନ୍ତ୍ରାଳୟ ଆବେଦନ ଆଧାରରେ ଏଫଆଇଆର, ଜିଆରପିଠୁ ତଦନ୍ତ ଭାର ନେଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

Train Accident
ବାହାନଗା ଟ୍ରେନ ଦୁର୍ଘଟଣା: ଏକାଧିକ ଯାତ୍ରୀଙ୍କ ଜୀବନ ନେଇଛି ବିଦ୍ୟୁତ ଆଘାତ !

ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍

Odisha Train Tragedy
ବାହାନଗା ରେଳ ଦୁର୍ଘଟଣା : ୨୭୫ ନୁହେଁ, ମୃତ୍ୟୁ ସଂଖ୍ୟା ୨୮୮

ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

CBI
ଓଡ଼ିଶା ଟ୍ରେନ ଟ୍ରାଜେଡି: ମାମଲା ରୁଜୁ କଲା CBI

ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

train accident
ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଅଛନ୍ତି : ମମତା

କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Odisha Train Accident
କି କରୁଣ ଦୃଶ୍ୟ ! ଛାତିକୁ ପଥର କରି ମୃତକଙ୍କ ଫଟୋ ସହ ପୁଅର ଫଟୋ ମିଳାଉଛି ବାପା

‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’

CBI Team Reaches At The train Accident Spot In Bahanaga
ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ ଆରମ୍ଭ କଲା ସିବିଆଇ

ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା

Odisha Train Accident
‘ସେ ବଞ୍ଚିଥିବ ବୋଲି ଆଶା ଛାଡ଼ି ଦେଇଛି ’! ଆଖିର ଲୁହ ବଖାଣୁଛି ଅଭାଗା ବାପର ଯନ୍ତ୍ରଣା

୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ତା’ର କିଛି ଖୋଜଖବର ନାହିଁ ।

Smoke in Secunderabad-Agartala Express
ପୁଣି ଅଘଟଣ ! ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ

ପ୍ରାଣ ବିକଳରେ ଟ୍ରେନ୍‌ରୁ ଓହ୍ଲାଇଗଲେ ଯାତ୍ରୀ

  • Tuesday, 06 June 2023
  • Train
Odisha Train Crash
ଶବ ଭିତରେ ଖୋଜୁଛନ୍ତି ଚିହ୍ନା ମୁହଁ ....ହେ ଭଗବାନ ତାଲିକାରେ ତାଙ୍କ ନାଁ ନଥାନ୍ତା କି..

କିଏ ଜାଣିଥିଲା ସମୟ ଏମିତି ପ୍ରତିଶୋଧ ନେବ ! ଆଉ ହାତରେ ନିଜ ଲୋକର ଫଟୋ ଧରି ଶବର ଫଟୋ ସହ ମେଳ କରାଇବାକୁ ପଡ଼ିବ.. ହାୟ ! ଏମିତି ଦୁଃଖ କାହାରିକୁ ନମିଳୁ.. ଶହ ଶହ ଶବର ତାଲିକା ଆଉ ଫଟୋ ଭିତରୁ ଆପଣାର ଲୋକଟିକୁ ଖୋଜିବା ବେଳେ ସେ ହୃଦୟ ଯେମିତି ଫାଟି ପଡ଼ୁଥିବ..

Story of train no 653 Pamban Dhanushkodi passenger train tragedy
‘ଟ୍ରେନ୍‌ ନଂ- 653’ ର ଭୟାନକ କାହାଣୀ: ହଠାତ୍‌ ମାଡ଼ି ଆସିଥିଲା ଝଡ଼ ତୋଫାନ, ସମୁଦ୍ରରେ ବୁଡ଼ି ଯାଇଥିଲା ଟ୍ରେନ୍‌...

୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍‌ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା।

  • Tuesday, 06 June 2023
Train Tragedy
ଝିଅ ଅପରେସନ୍‌ ପାଇଁ ଯାଉଥିଲୁ...ଆଖି ସାମ୍ନାରେ ଦେଖିଲୁ ମାଳମାଳ ଶବ

ଝିଅ ଅପରେସନ୍‌ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍‌ ବାଲେଶ୍ୱର ପାଖରେ ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ

Train Tragedy
ଭାଗ୍ୟଭଲ…ବଗି ବଦଳେଇଦେଲୁ...ନହେଲେ ସବୁ ମରିଥାଆନ୍ତୁ

କାଳରାତିର କଳାକାହାଣୀ କହିଲେ ଦୁର୍ଘଟଣାରୁ ବଞ୍ଚିଥିବା ପରିବାର । ଖଡ଼ଗପୁରରେ ବଗି ଚେଞ୍ଜ କରିନଥିଲେ ମରିଯାଇଥାଆନ୍ତୁ । ବଞ୍ଚାଇ ଦେଲେ ଭଗବାନ...

  • Tuesday, 06 June 2023
Odisha Train Mishap
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା ପଛରେ ରହିଛି କି ଷଡ଼ଯନ୍ତ୍ର ? କିଏ କରିଥିଲା ଟାମ୍ପରିଂ ?

ବାଲେଶ୍ୱର ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ନେଇ ଖୋର୍ଦ୍ଧା ଡିଆରଏମ୍‌ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତା’ହେଲେ ସିଗ୍ନାଲରେ ଗଡ଼ବଡ଼ ହେବନି। ଟେକ୍ନିକାଲି ଏହା ସମ୍ଭବ ନୁହେଁ।

West Bengal CM Mamata Banerjee announces jobs for kin of victim
ମମତାଙ୍କ ବଡ଼ ଘୋଷଣା: ଟ୍ରେନ୍‌ ଟ୍ରାଜେଡିରେ ମୃତକଙ୍କ ପରିବାରର ଜଣକୁ ମିଳିବ ଚାକିରି

ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ

Railways to run countrywide safety drive after odisha train accident
ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପରେ ବିଭାଗ ସଚେତନ; ସାରା ଦେଶରେ ହେବ ସୁରକ୍ଷା ଡ୍ରାଇଭ୍ ଅଭିଯାନ

ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।

Balasore Train Accident
୫୧ ଘଣ୍ଟାର ନନଷ୍ଟପ୍ ଅପରେସନ୍ ପରେ ଗଡ଼ିଲା ଟ୍ରେନ୍‌, ଧନ୍ୟବାଦ ଜଣାଇବା ବେଳେ କାନ୍ଦିଲେ ରେଳମନ୍ତ୍ରୀ

ଠିକ୍ ରାତି ୧୨ଟାରେ ଅପ୍ ଲାଇନରେ ଆଉ ଏକ ଟ୍ରେନ୍ ଗଡ଼ିବା ପରେ ମୁଣ୍ଡିଆ ମାରିବା ସହ ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଥିଲେ ରେଳମନ୍ତ୍ରୀ।

Statement of Coromandel Express’ Loco pilot recorded
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣା ପରେ ରେକର୍ଡ ହେଲା କରମଣ୍ତଳ ଲୋକୋ ପାଇଲଟ୍‌ଙ୍କ ପ୍ରାଥମିକ ବୟାନ । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଦୁର୍ଘଟଣା ପରେ ପ୍ରଥମ ଥର ଲାଗି ତାଙ୍କୁ ପଚରାଉଚରା କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।

  • Monday, 05 June 2023
Train services resume
୫୧ ଘଣ୍ଟାର ନନଷ୍ଟପ୍ ଅପରେସନ ପରେ ବାହାନଗା ଦୁର୍ଘଟଣା ସ୍ପଟ ଟ୍ରାକରେ ପୁଣି ଗଡ଼ିଲା ଟ୍ରେନ୍

୫୧ ଘଣ୍ଟାର ନନଷ୍ଟପ୍ ଅପରେସନ ପରେ ବାହାନଗା ଦୁର୍ଘଟଣା ସ୍ପଟ ଟ୍ରାକରେ ପୁଣି ଗଡ଼ିଲା ଟ୍ରେନ୍ । କାଲି ରାତି ୧୨ଟାରେ ଗାଡ଼ି ଚଳାଚଳ ସ୍ବାଭାବିକ ପରେ ଶ୍ରମିକ, କର୍ମଚାରୀ ଓ ଅଧିକାରୀଙ୍କୁ ରେଳମନ୍ତ୍ରୀଙ୍କ ପ୍ରଶଂସା

Odisha Train Disaster
ସବୁ ସାରିଦେଲା କରମଣ୍ଡଳ

ସବୁ ସାରିଦେଲା କରମଣ୍ଡଳ । କାହା କୋଳରୁ ପିଲା ଛଡାଇ ନେଲା ତ ଆଉ କାହା ମଥାରୁ ସିନ୍ଦୂର ପୋଛିଦେଲା । ଚାହୁଁଚାହୁଁ ଉଜୁଡିଗଲା ସଂସାର

Odisha Train Disaster
ସିନ୍ଥିରୁ ସିନ୍ଦୂର ପୋଛିଦେଲା କରମଣ୍ଡଳ, ଦିନ ୪ଟା ପରେ ପାଳିଥାଆନ୍ତେ ବିବାହ ବାର୍ଷିକୀ

କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି..