• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Car Accident
ତାଳଦଣ୍ଡାକୁ ଖସିଲା କାର; ୨ ଗୁରୁତର

ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି ।

Newly-wed doctor dies
ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ୩ ମାସ ତଳେ ହୋଇଥିଲା ବାହାଘର

ହାତରୁ ମେହେନ୍ଦି ଲିଭିନି, କାନ୍ଥରୁ ଶୁଭ ବିବାହର ଲେଖା ବି ଲିଭିନି କିନ୍ତୁ ଲିଭିଗଲା ଭାବିଥିବା ଅନେକ ସ୍ୱପ୍ନ। ସଂସାର ଗଢୁ ଗଢୁ କେଇଟା ଦିନରେ ଉଡୁଜିଗଲା ସଂସାର। ୩ ମାସର ବିବାହ ନପୁରୁଣୁ ଆର ପାରିକୁ ଚାଲିଗଲେ ସ୍ୱାମୀ।

Doctor dies in road accident in Bhubaneswar
ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ୩ ମାସ ତଳେ ହୋଇଥିଲା ବାହାଘର

ଗତ ଫେବୃଆରୀ ୨୮ ତାରିଖରେ ବେଶ୍ ଧୁମଧାମରେ ବାହାଘର ହୋଇଥିଲା।

accident
ଭୀଷଣ ସଡ଼କ ଦୁର୍ଘଟଣା : ୭ମୃତ, ଅନେକ ଆହତ

ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କିସ୍ତବାଡ଼ ଅଞ୍ଚଳରେ ବଡ଼ ଦୁର୍ଘଟଣା

Sarabhai vs Sarabhai Actress Vaibhavi Upadhyaya Dies In Car Accident
କାର୍‌ ଦୁର୍ଘଟଣାରେ ‘ସାରାଭାଇ Vs ସାରାଭାଇ’ର ଫେମ୍‌ ଅଭିନେତ୍ରୀ ମୃତ

ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ‘ସିଆଇଡି’ ଓ“ଅଦାଲତ’ ଭଳି ଅନେକ ଶୋ’ରେ ସେ ଅଭିନୟ କରିଥିଲେ।

accident
ପୋଲିସ ଗାଡ଼ିକୁ ପିଟିଲା ଟ୍ରକ୍ : ଦୁର୍ଘଟଣାରେ ୨ମୃତ, ୨ଗୁରୁତର

ମୃତକ ହେଲେ ଡ୍ରାଇଭର ପ୍ରଶାନ୍ତ ଓ ହୋମଗାର୍ଡ ଜଗନ୍ନାଥ ମେହେର, ୨ ଗୁରୁତରଙ୍କ ମଧ୍ୟରେ ଜଣେ ASI ଓ ଜଣେ ହୋମଗାର୍ଡ ଅଛନ୍ତି

accident
ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା:ଭୟଙ୍କର ଦୁର୍ଘଟଣାରେ ୯ମୃତ, ୧୩ ଗୁରୁତର

ନାଗପୁର-ପୁଣେ ଏକ୍ସପ୍ରେସ୍‌ୱେରେ ସକାଳ ସାଢ଼େ ୭ରେ ଦୁର୍ଘଟଣା ଘଟିଛି

Deadly Fire
ହଷ୍ଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ :୨୦ ଛାତ୍ରୀ ଜୀବନ୍ତ ଦଗ୍ଧ

ରାଜଧାନୀ ଜର୍ଜଟାଉନଠୁ ୨୦୦ କିମି ଦୂର ମହିଦା ଟାଉନରେ ଅଘଟଣ

Ballia Boat Accident
ଗଙ୍ଗା ନଦୀରେ ବୁଡ଼ିଗଲା ଡଙ୍ଗା : ୪ ମୃତ, ଅନେକ ନିଖୋଜ

ଡଙ୍ଗାରେ ୩୦ ଜଣ ଲୋକ ସବାର ଥିବା ଜଣାପଡ଼ିଛି । ଆଉ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି ।

Bengaluru Techie Dies After Car Enters Flooded Underpass
ବର୍ଷା ଯୋଗୁଁ ଅଣ୍ଡରପାସରେ ଫସିଲା କାର୍, ବାହାରି ନପାରି ଜଣେ ଟେକ୍‌ନିକ୍‌ ବିଶେଷଜ୍ଞଙ୍କ ମୃତ୍ୟୁ

ମୃତ ଯୁବତୀ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଜୟୱାଡାର ଜଣେ ଆଇଟି ପ୍ରଫେସନାଲ ।

  • Monday, 22 May 2023
Deceased farmer’s family
ସରକାରୀ ସହାୟତା ଲାଗି ଯେବେ ଅପେକ୍ଷା କରିବାକୁ ପଡ଼େ ୭ ବର୍ଷ...

ବିଲ କାମ କରିବାକୁ ଯାଇଥିଲେ, ଘଡଘଡିରେ ଜୀବନ ଚାଲିଗଲା । ପ୍ରଶାସନ ପାଖକୁ ଦୌଡି ଦୌଡି ୭ ବର୍ଷ ହେଲା କିନ୍ତୁ ସହାୟତା ମିଳିଲାନି । ସରକାରୀ ଯୋଜନା ତାହାଲେ କାହାପାଇଁ ?

  • Monday, 22 May 2023
bengali tv actress suchandra dasgupta died in road accident
ଶୁଟିଂ ସାରି ଘରକୁ ଫେରୁଥିଲେ ଅଭିନେତ୍ରୀ, ପିଟିଦେଲା ଟ୍ରକ୍‌....

ଗତକାଲି ରାତିରେ ଶୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

IAF grounds entire fleet of MiG-21 fighter jets following crash in Rajasthan
ବାରମ୍ବାର ଦୁର୍ଘଟଣା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣ ସ୍ଥଗିତ

କ୍ରାସ୍ ବଢ଼ିବା ପରେ ଲଢ଼ୁଆ ବିମାନ MIG-21ର ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ରାଜସ୍ଥାନରେ ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଇ ସପ୍ତାହ ପରେ ଭାରତୀୟ ବାୟୁସେନା ଏଭଳି ନିଷ୍ପତ୍ତି ନେଇଛି। 

  • Sunday, 21 May 2023
  • IAF
Mobile phone explodes in shirt pocket
ସାର୍ଟ ପକେଟ୍‌ରେ ଫୋନ୍‌ ରଖିଥିଲେ, ହଠାତ୍‌ ଫାଟି ଜଳିଗଲା...ଦେଖନ୍ତୁ ଭିଡିଓ

ଚେୟାରରେ ବସିଥିଲେ, ହଠାତ୍‌ ସାର୍ଟ ପକେଟ୍‌ରେ ଥିବା ଫୋନ୍‌ ଫାଟି ଜଳି ଯାଇଥିଲା। ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। 

Student who scored 86 percent in Matric exam dies after drowning in bhadrak
କାଲି ମାଟ୍ରିକରେ ୮୬% ରଖିଥିଲେ, ଆଜି ଚାଲିଗଲା ଜୀବନ

କାଲି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଓ ଏଥିରେ ଛାତ୍ର ଜଣକ ୮୬% ରଖିଥିଲେ। ହେଲେ ଦୁଃଖଦ ଘଟଣା ଆଜି ତାଙ୍କର ଜୀବନ ଚାଲି ଯାଇଛି।

Assam's lady singham Cop Junmoni Rabha
ଲେଡି ଦବଙ୍ଗ ଅଫିସରଙ୍କ ମୃତ୍ୟୁ, ଯୋଜନାବଦ୍ଧ ହତ୍ୟାକାଣ୍ଡ କହିଲେ ପରିବାର ଲୋକ

କୌଣସି ଏକ ରାକେଟ୍‌ ଦ୍ୱାରା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ତାଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁତର ସହ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ନିବେଦନ କରିଛନ୍ତି ଜୁନମୋନିଙ୍କ ପରିବାର ଲୋକ।     

26 killed as truck-trailer and van crash
ଭୟଙ୍କର ଦୁର୍ଘଟଣା; ୨୬ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍‌ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।

accident
ପିକ୍‌ଅପ୍‌ ଭ୍ୟାନକୁ ପିଟିଲା ଟ୍ରକ୍‌, ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୬ ମୃତ

ଦିନକୁ ଦିନ ଦେଶରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ି ବଢ଼ି ଯାଉଥିବା ବେଳେ ଆଜି ଛତିଶଗଡ଼ରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି ।

5 Teenagers Drown In Lake In Gujarat
ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ୫ ଜଣ ପାଣିରେ ବୁଡ଼ିଗଲେ

ପାଣିରେ ବୁଡ଼ି ୫ ନାବାଳକଙ୍କ ମୃତ୍ୟୁ ହୋଇଛି। ହ୍ରଦରେ ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ି ଯାଇଥିଲେ। 

Woman killed as car rams into her house in Boudh
ଘର ଭିତରେ ଶୋଇଥିଲେ, ମହିଳାଙ୍କ ଉପରେ ମାଡ଼ିଗଲା କାର୍‌...

ଘରେ ଶୋଇଥିବା ବେଳେ ମାଡ଼ିଗଲା କାର୍‌। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

accident
ଜଗା ଦର୍ଶନ ପାଉଁ ଯାଉଥିବା ବେଳେ ଛକିଥିଲା ଯମ, ଏକ ସଙ୍ଗେ ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ଗତକାଲି ବିଳମ୍ବିତ ରାତିରେ ଏକ ବାଇକରେ ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୩ ସାଙ୍ଗଙ୍କ ଜୀବନ . . .

5 Died After Inhaling Toxic Fumes While Cleaning Septic Tank
ବଡ଼ ଅଘଟଣ: ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୫ ଶ୍ରମିକ ମୃତ

ସେଫ୍ଟିକ୍‌ ଟ୍ୟାଙ୍କ୍‌ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ଯୋଗୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

  • Saturday, 13 May 2023
cracker blast at Jagatsinghpur Sarala temple
ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ

ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।

Bus Accident
ବାଇକକୁ ଧକ୍କା ଦେଇ ଝିଅକୁ ଅଧା କିଲୋମିଟର ଘୋଷାଡି ନେଲା ବସ୍

ଆଖି ପିଛୁଳାକେ ଅଘଟଣ। ବଲାଙ୍ଗୀର ପୁଇଁତଳାରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ବାପା ଓ ଦୁଇ ଝିଅଙ୍କ ଜୀବନ। ବାଇକକୁ ଧକ୍କା ଦେଇ ଝିଅକୁ ଅଧା କିଲୋମିଟର ଘୋଷାଡି ନେଲା ବସ୍। ପୋଡ଼ାଜଳା କରି କ୍ଷତିପୂରଣ ଦାବି କଲେ ଉତ୍ୟକ୍ତ ଲୋକେ।

Bus Accident
ଆଖି ପିଛୁଳାକେ ଅଘଟଣ: ବସ୍ ଧକ୍କାରେ ଆଗପଛ ହୋଇ ଚାଲିଗଲେ ବାପା ଓ ଦୁଇ ଝିଅ

ଦ୍ରୁତ ଗତି ମହାବିପତ୍ତି। ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗ କେତେ କଣ ସଚେତନ କରୁଛି। କଟକଣା ଲଗାଉଛି, ଜୋରିମାନା ବି ଆଦାୟ ହେଉଛି। ହେଲେ ଡ୍ରାଇଭରଙ୍କ ଅବହେଳା ଆଜି ଗୋଟିଏ ପରିବାରକୁ ସର୍ବସ୍ବାନ୍ତ କରିଦେଇଛି।