ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଚିତ୍କାର କରୁଥିଲେ।
ସାତ ଦରିଆ ଡେଇଁ ବୁଲିବାକୁ ଆସିଥିଲେ, ଏବେ ପ୍ରାଣ ହରାଇଲେ...ହେଲେ କେମିତି?
ଦୁର୍ଘଟଣାରେ ୮ ଆୟାପ୍ପା ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି ।
ସିକିମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୬ ସେନା ଯବାନ ସହିଦ୍ ହୋଇଛନ୍ତି । ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଗଭୀର ଖାତକୁ ଖସିପଡ଼ି ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୬ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି
ଆଜି ଅପରାହ୍ଣ ୧ଟା ବେଳେ ଗାଁର କିଛି ପିଲା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁ ପାଣିରେ ବୁଡ଼ି ଯାଇଥିଲେ।
ରବି ନାରାୟଣଙ୍କ ବିୟୋଗରେ ଆଜି ଓଟିଭି ଅଫିସ୍ ପରିସରରେ ଏକ ଶୋକସଭାର ଆୟୋଜନ ହୋଇଥିଲା।
ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଚେକିଂ ବେଳେ ହୋମଗାର୍ଡଙ୍କ ଉପରେ ଗାଡ଼ି ମଡ଼ାଇ ପଳାଇଲେ ଭ୍ୟାନ୍। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି।
ରାଉରକେଲାର ସେକ୍ଟର-୧୫ ଅଞ୍ଚଳରୁ ୪ ଜଣ ସାଙ୍ଗ ଆଜି ସୁନ୍ଦରଗ଼ଡ଼ ତଳସରା ଥାନା ଘୋଘର ନିକଟ କାନକୁଣ୍ଡକୁ ବୁଲିବା ପାଇଁ ଆସିଥିଲେ। ପଥର ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ସୋମେଶ ମଲ୍ଲିକ ନାମକ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା।
ଛାତ୍ରଙ୍କ ଅସାବଧାନତା ନା ଶିକ୍ଷକଙ୍କ ଅବହେଳା? ଗମାତ କରୁ କରୁ ବେକରେ କେମିତି ଗଳିଗଲା ଜାଭେଲିନ୍?
ଆନ୍ଧ୍ରପ୍ରଦେଶ କାକିନାଡ଼ାର ପେଡ୍ଡାପୁରମ୍ ସହରରେ ଜଣେ ବ୍ୟକ୍ତି ଅବତାର-୨ ଦେଖୁଥିବା ବେଳେ ପ୍ରାଣ ହରାଇଛନ୍ତି । ଫିଲ୍ମ ଚାଲିଥିବା ବେଳେ ହଠାତ୍ ତାଙ୍କର ହୃଦ୍ଘାତ ହୋଇଥିଲା ।
ଛାତ୍ର ଜଣକ ଗୁରୁତର ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ପ୍ରଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ଟି କିଛି ମାସ ହେବ ଷ୍ଟେସନରେ ଛିଡ଼ା ହୋଇ ରହିଥିଲା ।
ଯାଇଥିଲେ ବିବାହ ଭୋଜିକୁ..ଫେରିବା ବାଟରେ ପାଲଟିଗଲେ ଶବ..ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ଦେବା ପାଇଁ..ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ
ଯାଇଥିଲେ ନବଦମ୍ପତ୍ତିଙ୍କୁ ଆଶିର୍ବାଦ ପାଇଁ କିନ୍ତୁ ନିଜେ ଅଭିଶପ୍ତ ସାଜି ହାତ ଧରାଧରି ହୋଇ ଚାଲିଗଲେ ଚାରି ଚାରି ଜଣ ।
ମିଳିଲା ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣ ସଦସ୍ୟ ଓ ସେମାନଙ୍କର ଜଣେ ପଡ଼ୋଶୀଙ୍କ ପତ୍ତା। ଖୋଜାଖୋଜି ପରେ ୪ ଜଣ ଫେରୁଥିବା କାର୍ଟି ରାସ୍ତାକଡ଼ କୂଅ ଭିତରୁ ଠାବ କରାଯାଇଛି।
ଏକ କୋଚିଂ ସେଣ୍ଟରର ଛାତ୍ରଛାତ୍ରୀ ପିକ୍ନିକ୍ ସାରି ବସ୍ରେ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗତକାଲି ମୁମ୍ବାଇରେ ଏହି ଦୁର୍ଘଟଣା ଘଟିଛି।
ମହାନଦୀରେ ପହଁରା ଅଭ୍ୟାସ ବେଳେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମହାନଦୀରେ ପହଁରା ଅଭ୍ୟାସ କରୁଥିବା ବେଳେ ଛାତ୍ର ଜଣକ ବୁଡ଼ି ଯାଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।
ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ।
ବରଯାତ୍ରୀ ବାହାରିବା ପୂର୍ବରୁ ବଡ଼ ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ୪ ଅତିଥିଙ୍କ ମୃତ୍ୟୁ ଘଟି ଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି।
କେଉଁଠି ନା କେଉଁଠି ଆମ ବ୍ୟସ୍ତ ବହୁଳ ଜୀବନ ସଡକ ଦୁର୍ଘଟଣା ପାଇଁ ନିହାତି ଦାୟୀ।
ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ମାତ୍ରା ଏତେ ଅଧିକ ଯେ, ପାଖ ଦୋକାନକୁ ବ୍ୟାପିବାର ଆଶଙ୍କା ରହିଛି ।
ଡ୍ରାଇଭରକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି।