/odishatv-khabar/media/post_attachments/uploadimage/library/16_9/16_9_0/accident_1680665416.jpg)
accident
ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରେ ନିଆଁ ଲାଗି ଡ୍ରାଇଭର, ହେଲପରଙ୍କ ମୃତ୍ୟୁ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଭାଲୁଖାଇ ନିକଟରେ ଏକ ଟ୍ରକ୍ ଛିଡାହୋଇଥିବା ବେଳେ ଏକ ଟ୍ରେଲର ପଛରୁ ଧକ୍କା ଦେଇଥିଲା । ଏଥିରେ ଟ୍ରେଲରର ସମ୍ମୁଖ ଭାଗ ନିଆଁ ଲାଗିଯାଇଥିଲା ।
Advertisment
ଗାଡି ଭିତରେ ଥିବା ଡ୍ରାଇଭରଙ୍କ ଜଳି ଯାଇ ମୃତ୍ୟୁ ହୋଇଛି । ଗୁରୁତର ଆହତ ହେଲପୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ: ଦୁର୍ଘଟଣା ପରେ ବସ୍ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୨୦ ତୀର୍ଥଯାତ୍ରୀ
Advertisment
ଯାଜପୁର ଧର୍ମଶାଳା ଥାନା ଭାଲୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ସହ ଜୀବନ୍ତ ଜଳିଗଲେ ଡ୍ରାଇଭର । ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ହେଲପରଙ୍କ ମଧ୍ୟ ମୃତ୍ୟୁ । #Odisha#OTV#Jajpur#Accidentpic.twitter.com/m9GaxYJ0zi
— ଓଟିଭି (@otvkhabar) April 5, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)