• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Heavy rains
ରେଡ୍ ଆଲର୍ଟ ଜାରି ହୋଇଥିବା ହିମାଚଳରେ ହାହାକାର ସ୍ଥିତି, ଉବୁଟୁବୁ ଉତ୍ତରାଖଣ୍ଡ

ରେଡ୍ ଆଲର୍ଟ ଜାରି ହୋଇଥିବା ହିମାଚଳରେ ହାହାକାର ସ୍ଥିତି, ଉବୁଟୁବୁ ଉତ୍ତରାଖଣ୍ଡ । ଅବିଶ୍ରାନ୍ତ ମୌସୁମୀ ବର୍ଷା ସମଗ୍ର ଉତ୍ତର ଭାରତରେ ରଚିଛି ପ୍ରଳୟ। ବହୁ ନଦୀ ଫୁଲିବା ଫଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ଧାରଣ କରିଥିବା ବେଳେ, ଭୂସ୍ଖଳନ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି

Heavy rainfall
ଜମ୍ମୁ କାଶ୍ମୀର, ଉତ୍ତରାଞ୍ଚଳ, ହିମାଚଳପ୍ରଦେଶ ଭଳି ରାଜ୍ୟରେ ଜଳପ୍ରଳୟ

ଜମ୍ମୁ କାଶ୍ମୀର, ଉତ୍ତରାଞ୍ଚଳ, ହିମାଚଳପ୍ରଦେଶ ଭଳି ରାଜ୍ୟରେ ଜଳପ୍ରଳୟ ଦେଖାଦେଇଛି। ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ହୋଇ ଯାତାୟତ ଠପ୍ ହୋଇଯାଇଛି। କିଛି ନଦୀରେ ଜଳସ୍ତର ବୃଦ୍ଧି ହୋଇ ସୃଷ୍ଟି କରିଛି ବନ୍ୟା ସ୍ଥିତି

drought possibility looming large over odisha
ରାଜ୍ୟରେ ମରୁଡ଼ି ଶଙ୍କା ଜଳ ଜଳ: ଶୀଘ୍ର ବର୍ଷା ନହେଲେ ଜଳିଯିବ ଧାନ ତଳି

ସ୍ଥିତି ଆହୁରି ସଂଗୀନ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ, ଏଠି ତ ଶହ ଶହ ଏକର ଜମିରେ ଏଯାଏଁ ହଳ ବି ପଶିନି। ହିଡ଼ ମୁଣ୍ଡରେ ବର୍ଷାକୁ ଚାହିଁ ଚାହିଁ ଚାଷୀର ନିଦ ହଜିଗଲାଣି।

Land Slide and Heavy Rain In JK
ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା, ଭାସିଗଲେ ଦୁଇ ଯବାନ

ସର୍ଚ୍ଚ ଅପରେସନ୍ ଓ ଉଦ୍ଧାର କାର୍ଯ୍ୟ ଜାରି । ଉଦ୍ଧାମପୁରରେ ବର୍ଷା ଓ ଭୂସ୍ଖଳନ ।

Delhi Heavy Rain
ବର୍ଷାରେ ବେହାଲ୍ ଦିଲ୍ଲୀ , ଜୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି

ପ୍ରବଳ ବର୍ଷାରୁ ଅନେକ ଅଂଚଳ ଜଳମଗ୍ନ । ରାସ୍ତାରେ ବୁଡ଼ିଗଲା ଅଟୋ । ଘଣ୍ଟା ଘଣ୍ଟା ଧରି ଅଟକିଲା ଗାଡ଼ି ।

Heavy Rain
ଏହି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ...

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଂଜ ଦେଓଗଡ଼, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ।

yellow warning
୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ

ଆଭ୍ୟନ୍ତରୀଣ ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Weather News
୪୦%ରୁ କମ୍ ବର୍ଷା ହୋଇଥିବା ୯ ଜିଲ୍ଲାରେ ସ୍ଥିତି ସଂଗୀନ...

ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।

Odisha Farmers stare at uncertainty over scanty rainfall
୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ: ବର୍ଷା ଅଭାବରୁ ଚାଷ କାର୍ଯ୍ୟରେ ଗୁରୁତର ବାଧା

ରାୟଗଡ଼ା, ମାଲକାନଗିରି ଓ ଗଜପତିରେ ଉଣା ଅଧିକେ ସବୁଠି ସମାନ ସ୍ଥିତି। କୋଉଠି ହାଲୁକା ବର୍ଷା ପରେ ଏବେ ଏବେ ଜମି ହଳ ହେଉଛି ତ କେଉଁଠି ଖରାରେ ତଳି ଶୁଖି ଜଳିଗଲାଣି। ଆଗକୁ ଭଲ ବର୍ଷା ନହେଲେ, ଚାଷକୁ ଆଉ ଚାଷୀର ଭରସା ପାଉନି।

heavy rains
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ,ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ।

Heavy Rainfall Alert To Various Districts Of Odisha
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷିବ !

ଘୂର୍ଣ୍ଣିବଳୟ  ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିପାରେ। ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

heavy rainfall
ଆଜିଠୁ ବଢିବ ବର୍ଷାର ପରିମାଣ !

ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିପାରେ ।

absence of monsoon rain
ଘୂର୍ଣ୍ଣିବଳୟ ହେଲେ ୪ରୁ ବର୍ଷା ବଢ଼ିବା ଅନୁମାନ

ଧାରା ଶ୍ରାବଣରେ ମୌସୁମୀ ଉଭାନ। କେଉଁଠି ଜମିରେ ହଳ ପଶିନି ତ କେଉଁଠି ଧାନ ତଳି ବଞ୍ଚାଇବାକୁ ଚାଷୀର ପ୍ରାଣମୂର୍ଛା ଉଦ୍ୟମ। ଜୁନରୁ ଏଯାଏଁ ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବୃଷ୍ଟିପାତ। ଘୂର୍ଣ୍ଣିବଳୟ ହେଲେ ୪ରୁ ବର୍ଷା ବଢ଼ିବା ଅନୁମାନ।

Rainfall increase from 4th July
ସକ୍ରିୟ ହେବ ମୌସୁମୀ ! କାଲିଠୁ ବଢିବ ବର୍ଷାର ପରିମାଣ

ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି।

Rain
ରାଜ୍ୟରେ ଏବେ ସୁଦ୍ଧା ବର୍ଷା ଅଭାବ

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Today Heavy Rain Alert To 7 Districts Of Odisha
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ ! ସତର୍କ କଲା ପାଣିପାଗ ବିଭାଗ...

ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି। 

Weather News
ଗୁଳୁଗୁଳି କମିବ.. ଆଗକୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।

Weak monsoon
ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ : କମିଛି ବର୍ଷାର ମାତ୍ରା, ବଢୁଛି ତାପମାତ୍ରା

ଉଚ୍ଚ ଆଦ୍ରତା ଯୋଗୁଁ ଗୁଳୁଗୁଳିର ମାତ୍ରା ବଢୁଛି । ରାଜ୍ୟରେ ୩ଦିନ ହେବ ବର୍ଷା କମିଛି, ବଢିଛି ତାତି ।

Heavy Rainfall Alert On July 2 And 3 In Some Districts Of Odisha
ପାଣିପାଗ ବିଭାଗର ଆଗୁଆ ଚେତାବନୀ- ଏହି ୨ ଦିନ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

ଓଡ଼ିଶାକୁ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ଆଗାମୀ ଦିନରେ ବର୍ଷା ସ୍ୱାଭାବିକ ରହିବ। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁନ୍‌ ମାସରେ ଅଧିକ ବର୍ଷା ହୋଇଛି।

Heavy Rainfall Alert To 11 Districts Of Odisha
ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ...

ଗତ ୨-୩ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୯ ତାରିଖ ଯାଏ ପ୍ରବଳ ବର୍ଷା ହୋଇପାରେ।

Heavy rain lashes several parts of north India
ଉତ୍ତର ଭାରତରେ ବର୍ଷା ବିତ୍ପାତ: ହିମାଚଳ, ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ

ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Rain
ଉତ୍ତର ଭାରତରେ ବର୍ଷା ବିତ୍ପାତ

ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ହେଉ, କି ମେଟ୍ରୋ ସିଟି ଦିଲ୍ଲୀ। ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ। କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍, ପୁଣି କେଉଁଠି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ...

 Orange alert
ରାଜ୍ୟର ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ; ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Heavy Rains Trigger Water Logging in Cuttack
ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ! ମୂଳରୁ ମୌସୁମୀ କୋପ ଦେଖାଇନି, କଟକରେ ଜଳବନ୍ଦୀ ସ୍ଥିତି

ସାହି ଗଳିରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି। ଅଭିଯୋଗ ହୋଇଛି, ବାରମ୍ବାର ଅଭିଯୋଗ ପରେ ବି କିଛି ଶୁଣୁନି ସିଏମସି।

Building Collapse
ପ୍ରବଳ ବର୍ଷା : ମୁମ୍ବାଇରେ ଭୁଶୁଡ଼ିଲା ୩ ମହଲା କୋଠା, ଫସିଛନ୍ତି ୨ ଜଣ

୪ ଜଣ ସୁରକ୍ଷିତ ଉଦ୍ଧାର, ୨ ଜଣ ଏବେ ବି ଫସି ରହିଛନ୍ତି । ଘଟଣାସ୍ଥଳରେ NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏକ କୋଠାର କିଛି ଅଂଶ ଭୁଶୁଡ଼ିଲା ।