• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone Dana
ପୁଣି ଅକ୍ଟୋବର, ପୁଣି ବାତ୍ୟା! ପ୍ରବଳ ବେଗରେ ବହିବ ପବନ, ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ ।

Cyclone
ବାତ୍ୟା ନାଁ ଶୁଣି ଛାନିଆ ଉପକୂଳବାସୀ; ସରକାର ପ୍ରସ୍ତୁତ, ଆଲର୍ଟରେ ରେସ୍କ୍ୟୁ ଟିମ୍

ଅକ୍ଟୋବରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳରେ ପଶିଛି ଛନକା । ବାରମ୍ବାର ବାତ୍ୟାର ସାମ୍ନା କରିଥିବା ଉପକୂଳ ବାସିନ୍ଦାଙ୍କ ମଧ୍ୟରେ ପୁଣି ବାତ୍ୟା ଭୟ ।

Cyclone Dana
ବାତ୍ୟାର ନାଁ 'ଦାନା' କାହିଁକି? କ'ଣ ଏହି ନାଁର ଅର୍ଥ .. ଜାଣନ୍ତୁ

କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ଦାନା ।

Cyclone
୨୩ରେ ବାତ୍ୟା ଆଶଙ୍କା, ୨୪ରେ ଛୁଇଁବ ଉପକୂଳ !

୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବ । ତେବେ ଏହା ୨୩ ସୁଦ୍ଧା ବାତ୍ୟା ରୂପ ନେବ ।

Low Pressure
୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୨୩ ତାରିଖ ବେଳକୁ ନେବ ଅବପାତର ରୂପ

ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଦାନା ବାନ୍ଧିବା ସମ୍ଭାବନା ରହିଛି । ଏହାପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ଲଘୁଚାପ ।

Heavy Rainfall
ଆସୁଛି ବଡ଼ ବର୍ଷା, କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ଘୂର୍ଣ୍ଣିବଳୟ

ଏହାର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।

Cyclonic Circulation
ବାତ୍ୟା ଛୁଇଁବ କି ଓଡ଼ିଶା ଉପକୂଳ ? ବିଦେଶୀ ମଡେଲର ଫରକାଷ୍ଟକୁ ନେଇ ବଢିଲା ଚର୍ଚ୍ଚା

ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ। 

Cyclonic Circulation
ବାତ୍ୟା ଛୁଇଁବ କି ଓଡ଼ିଶା ଉପକୂଳ ?

ନାନା ଶଙ୍କା ଆଉ ନାନା ଚର୍ଚ୍ଚା ଭିତରେ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ବଢ଼ାଇଲାଣି ଆଶଙ୍କା। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୁର୍ଣ୍ଣିବଳୟ। 

Weather Update
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୩ ତାରିଖରୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା !

୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Heavy Rain
Weather Update: ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ, ୨୨ରୁ ପ୍ରବଳ ବର୍ଷିବ !

ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

Weather
ବର୍ଷାରେ ଭିଜିବ ଓଡ଼ିଶା; ୨୩ରୁ ତିନିଦିନ ଯାଏ ପ୍ରବଳ ବର୍ଷିବ

ପୁଣି ବର୍ଷିବ। ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉପକୂଳ ଓଡ଼ିଶା ସହ ପାଶ୍ବବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ।

Durga Pandal
ପୂଜା ପରେ ଅଘଟଣ, ଭୁଶୁଡ଼ିଲା ତୋରଣ!! ବସ୍ ଚଳାଚଳ ବ୍ୟାହତ

ପୂଜା ପରେ ଅଘଟଣ । କଟକରେ ଭୁଶୁଡ଼ିଲା ତୋରଣ ।

Cycolone
ଓଡ଼ିଶାକୁ ପୁଣି ବାତ୍ୟା ଛନକା, ୨୨ରେ ଲଘୁଚାପ..!

ଆଇଏମଡିର ଆକଳନ, ୨୪ରେ ନେଇପାରେ ଅବପାତ ରୂପ । ସାଇକ୍ଲୋନ ନେଇ କିଛି ବିଦେଶୀ ମଡେଲର ପୂର୍ବାନୁମାନ।

Low Pressure
ଆସୁଛି ଆଉ ଏକ ଲଘୁଚାପ; ୨୪ ତାରିଖ ବେଳକୁ ନେଇପାରେ ବାତ୍ୟାର ରୂପ

ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।

Weather
ବଙ୍ଗୋପସାଗରରେ ଅବପାତ! ବୁଡ଼ିଛି ଦକ୍ଷିଣ ଭାରତ, ଉବୁଟୁବୁ ଆଇଟି ସିଟି

ବଙ୍ଗୋପସାଗରରେ ଅବପାତ। ଦକ୍ଷିଣ-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ଉତ୍ତରଦକ୍ଷିଣ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇଛି ।

Tamil Nadu Weather
ଚେନ୍ନାଇରେ ପ୍ରବଳ ବର୍ଷା, ଜଳବନ୍ଦୀ ଅବସ୍ଥା; ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତି

ତାମିଲନାଡୁରେ ଜାରି ରହିଛି ଭାରି ବର୍ଷା । କେବଳ ଚେନ୍ନାଇରେ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି ।

Sahara Desert flood
୫୦ ବର୍ଷ ପରେ ବନ୍ୟାରେ ବୁଡ଼ିଲା ସାହାରା ମରୁଭୂମି; କେମିତି ହେଲା ଚମତ୍କାର ଜାଣନ୍ତୁ...

ବିଶ୍ବର ସର୍ବବୃହତ୍ ମରୁଭୂମିରେ ବନ୍ୟା। ଅଚାନକ ବର୍ଷା ପରେ ପାଣିରେ ବୁଡ଼ିଲା ଆଫ୍ରିକା ସାହାରା ମରୁଭୂମିର ଅନେକ ଅଞ୍ଚଳ। ଦୀର୍ଘ ୫୦ ବର୍ଷ ପରେ ସାହାରା ମରୁଭୂମିରେ ଥିବା ଇରିକି ହ୍ରଦ ପାଣିରେ ଭରିଯାଇଛି।

  • Saturday, 12 October 2024
  • Africa
Cyclone Hurricane Milton
ବାତ୍ୟା ହରିକେନ୍ ମିଲଟନ୍ ମାଡ଼ରେ ଛାରଖାର ଫ୍ଲୋରିଡ଼ା

ଲୋକଙ୍କର ଘର ଭାଙ୍ଗି ଦେଇଛି ହରିକେନ୍ ମିଲଟନ୍। ଉଡ଼ାଇ ନେଇଛି ଷ୍ଟାଡିୟମ୍ ଛାତ। 

Durga Puja
ରାଜଧାନୀରେ ପ୍ରବଳ ବର୍ଷା, ଭୁଶୁଡ଼ିଲା ଦୁର୍ଗା ପୂଜା ଲାଇଟ ଗେଟ୍ ମେଢ଼

ବର୍ଷାରେ ଭୁଶୁଡ଼ିଲା ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ । ୩୦ ଫୁଟ ଉଚ୍ଚର ଏହି ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ।

Weather Update
ଟଳିଲା ପୂଜାରେ ବର୍ଷା ଡ଼ର ! ସପ୍ତାହେ ପର୍ଯ୍ୟନ୍ତ ନାହିଁ ବଡ଼ ବର୍ଷା

ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ । ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।

Monsoon Update
ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ; ଆଗକୁ ଭୀଷଣ ଗୁଳୁଗୁଳି, ୩୮ ଛୁଇଁବ ପାରଦ!!

ସରିଲା ମୌସୁମୀ ବର୍ଷା । ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା ।

rainfall
୬ରେ ଲଘୁଚାପ, ୧୦ ଯାଏଁ ବର୍ଷା; ଫିକା ପଡ଼ିବ ପାର୍ବଣ !

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ।

Typhoon Krathon
ଡରାଇଲାଣି ‘କ୍ରୈଥନ୍‌‌’, ରଚିବ ତାଣ୍ତବ!! ବର୍ଷୁଛି ମୂଷଳଧାରାରେ ବର୍ଷା

ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।

Weather Update
ପାର୍ବଣକୁ ଫିକା କରିବ ବର୍ଷା! ପୂଜାରେ ଭିଜେଇବ, ବୁଡ଼େଇବ!

ପାର୍ବଣକୁ ଫିକା କରିପାରେ ବର୍ଷା । ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Bada Danda
ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ, ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

ପୁରୀରେ ବର୍ଷା ଜାରି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି।