Cyclone Dana
ଡଙ୍ଗା ବାହୁଡ଼ିଲାଣି... ବେଳାଭୂମିରେ ନାଲି ପତାକା ଉଡ଼ିଲାଣି... ଘନଘନ ସତର୍କ କଲାଣି ଡାକବାଜି । ବାତ୍ୟା କ୍ଷୟକ୍ଷତି କମାଇବାକୁ ଆକ୍ସନ ମୋଡ୍ରେ ସରକାରୀ କଳବଳ । ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)