Advertisment

Cyclone Dana Live Updates: ଭିତରକନିକାରେ ଲ୍ୟାଣ୍ଡଫଲ କଲା ଦାନା

ଆରମ୍ଭ ହେଲା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭାରତୀୟ

author-image
Sonali Ojha
ଅଦ୍ୟତନ ହୋଇଛି
New Update
Cyclone Dana

Cyclone Dana

ଆରମ୍ଭ ହେଲା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ସକାଳ ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ । ରାତି ୧୨ଟା ୫ ମିନିଟରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଛି । ପବନର ବେଗ ୧୦୦ରୁ ୧୨୦ କିଲୋମିଟର୍ ବେଗ ରହିଛି । ବାତ୍ୟାକୁ ନେଇ ସଜାଗ ରହିଛନ୍ତି ସରକାର । Cyclone ‘Dana’ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ ଇନ୍‌ କରନ୍ତୁ otvkhabar.in

Advertisment
  • Oct 25, 2024 12:13 IST

    ଘରେ ପଶିଲାଣି ଲୁଣି ଜୁଆର...ଚୂନା ହେଲାଣି ଡଙ୍ଗା



  • Oct 25, 2024 12:12 IST

    ଚାନ୍ଦବାଲିରେ ସର୍ବାଧିକ ୧୫୮.୬ ମିମି ବର୍ଷା ରେକର୍ଡ



  • Oct 25, 2024 12:12 IST

    ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ?

    ହଠାତ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା ? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଭୀଷଣ ବାତ୍ୟାରୁ ଦାନା କେବଳ ବାତ୍ୟା ସ୍ଥିତିକୁ ଆସିବାପରେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦୁଇଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ବିଳମ୍ବ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଅଧିକ ପଢନ୍ତୁ...



  • Oct 25, 2024 11:48 IST

    ବାତ୍ୟା ଦେଖାଇଲା କରାଳ ରୂପ...



  • Oct 25, 2024 11:47 IST

    ଦିନ ୧ଟା ସୁଦ୍ଧା ରାସ୍ତା ସଫା କାମ ସରିବ



  • Oct 25, 2024 11:47 IST

    ପଞ୍ଚୁବିସା ନଦୀ ମୁହାଁଣରେ ବାତ୍ୟା 'ଦାନା'ର ତାଣ୍ଡବ



  • Oct 25, 2024 11:46 IST

    ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ପାଇଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ବିଳମ୍ବ



  • Oct 25, 2024 11:45 IST

     ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ

    ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ସଫଲ ହୋଇଛି। ବାତ୍ୟା ପରର ସ୍ଥିତି ସମୀକ୍ଷା କଲେରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ବାତ୍ୟା ମୁକାବିଲାରେ ଆମେ ସଫଳ ହୋଇଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ଦିନ ୧ଟା ସୁଦ୍ଧା ଗଛ ପଡିଥିବା ସମସ୍ତ ରାସ୍ତାରୁ ଅବରୋଧ ହଟିବ ଏବଂ ସଂଧ୍ୟା ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ଯୋଗାଣ ସ୍ବାଭାବିକ ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ।  ଅଧିକ ପଢନ୍ତୁ...



  • Oct 25, 2024 11:44 IST

    ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର

    ବଡ଼ ଖବର । ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ସୂଚନା । କିଛି ଦୂରରେ ଲଙ୍ଗର ପକାଇ ରହିଛନ୍ତି । ଅଧିକ ପଢନ୍ତୁ...



  • Oct 25, 2024 02:53 IST

    ପୋଲିସ ଜଗିଛି ବାତ୍ୟା ବିପନ୍ନଙ୍କ ଘରଦ୍ୱାର



  • Oct 25, 2024 02:25 IST

    କେନ୍ଦ୍ରାପଡ଼ାର ଏକ ବାତ୍ୟା ଆଶ୍ରୟସ୍ଥଳୀରେ ବୃଦ୍ଧାଙ୍କ ମୃତ୍ୟୁ

    • ରାଜନଗର ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ବୃଦ୍ଧା ମୃତ
    • ବାଙ୍କୁଆଳ କଲ୍ୟାଣମଣ୍ଡପ ବାତ୍ୟା ଆଶ୍ରୟସ୍ଥଳୀରେ ଅସୁସ୍ଥ ହୋଇ ପଡ଼ିଥିଲେ
    • ଆଶ୍ରୟସ୍ଥଳୀରୁ ବୃଦ୍ଧାଙ୍କୁ ଘରକୁ ନେବା ବେଳେ ମୃତ୍ୟୁ ସୂଚନା

    Image



  • Oct 25, 2024 02:21 IST

    ବାତ୍ୟା ପାଇଁ ଚିନ୍ତା ନକରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ପ୍ରଶାସନ ପ୍ରସ୍ତୁତ ଅଛି



  • Oct 25, 2024 02:08 IST

    ଭିତରକନିକାରେ ଦେଖିବାକୁ ମିଳିଲା ବାତ୍ୟାର ଉଗ୍ର ରୂପ



  • Oct 25, 2024 01:58 IST

    ଧାମରାରେ ବାତ୍ୟାରେ ଫସିଯାଇଛି ବିଲୁଆ



  • Oct 25, 2024 01:56 IST

    ବାତ୍ୟା ଅପ୍‌ଡେଟ୍‌ ନେଇ IMD ଡିଜିଙ୍କ ସୂଚନା



  • Oct 25, 2024 01:55 IST

    ଧାମରାରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଲା, ଉଡ଼ିଗଲା ଆଜବେଷ୍ଟସ୍

    ImageImageImage



  • Oct 25, 2024 01:37 IST

    ‘ଆମ ଛୁଆ ବାତ୍ୟାରେ ଜନ୍ମ ହୋଇଛି । ତେଣୁ ତା ନାଁ ଆମେ ’ଦାନା’ ରଖିବୁ’



  • Oct 25, 2024 01:36 IST

    ଏବେ ପବନର ବେଗ ୧୦୦ରୁ ୧୨୦ କିମି ରହିଛି । ୩ ଘଣ୍ଟା ପରେ ପବନ ସମ୍ପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ବେଗ କମିବ



  • Oct 25, 2024 01:35 IST

    ବାତ୍ୟା ଅପ୍‌ଡେଟ୍‌ ନେଇ IMD ଡିଜିଙ୍କ ସୂଚନା

    • ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ଆରମ୍ଭ ହୋଇଛି
    • ପୂର୍ବାନୁମାନ ଅନୁସାରେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌
    • ଆସନ୍ତା ୩/୪ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ
    • ଏବେ ସେଠାରେ ପବନର ବେଗ ୧୦୦ରୁ ୧୨୦ କିମି ରହିଛି
    • ୩ ଘଣ୍ଟା ପରେ ପବନ ସମ୍ପୂର୍ଣ୍ଣ ସ୍ଥଳଭାଗ ଛୁଇଁଲେ ବେଗ କମିବ
    • କାଲି ପୂର୍ବାହ୍ନରେ ଏହାର ତୀବ୍ରତା କମି ‘ବାତ୍ୟା’କୁ ଖସିବ
    • କାଲି ଅପରାହ୍ନରେ ବାତ୍ୟାଟି ଗଭୀର ଅବପାତକୁ ଖସିବ

    Image



  • Oct 25, 2024 01:34 IST

    ସାକାଳ ସମୟରେ ଶାନ୍ତ ଥିଲା ସମୁଦ୍ର । ଏବେ ଗର୍ଜନ କରୁଛି । ଶାନ୍ତ ସମୁଦ୍ର ଅଶାନ୍ତ ହୋଇଛି



  • Oct 25, 2024 01:33 IST

    ସ୍ଥଳଭାଗ ଆଡ଼କୁ ଯେତିକି ଯେତିକି ପାଖୋଉଛି ଦାନା, ବର୍ଷା ପବନର ବେଗ ସେତିକି ବଢ଼ୁଛି



  • Oct 25, 2024 01:33 IST

    ଭିତରକନିକାରେ ବଢ଼ିଛି ବର୍ଷାର ପରିମାଣ । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି ।



  • Oct 25, 2024 01:32 IST

    ବାତ୍ୟା ଲ୍ୟାଣ୍ଡଫଲ ପୂର୍ବରୁ ନିରବ ପଡିଯାଇଛି ପରିବେଶ



  • Oct 25, 2024 01:32 IST

    ଧାମରାରେ ପବନର ବେଗ ବଢ଼ିବାରେ ଲାଗିଛି



  • Oct 25, 2024 01:31 IST

    ଲ୍ୟାଣ୍ଡଫଲ କରୁଛି ବାତ୍ୟା ଦାନା । ଏବେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ରହିଛି



  • Oct 25, 2024 00:22 IST

    SRCଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ



  • Oct 25, 2024 00:21 IST

    ବାତ୍ୟା ଦାନାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

    -ବାତ୍ୟା ଦାନାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

    -ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା

    -ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଭୋର୍‌ ସକାଳ ଯାଏଁ ଚାଲୁ ରହିବ

    Cyclone Dana LandfallCyclone Dana Landfall



  • Oct 25, 2024 00:19 IST

    ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ଦାନା

    Image



  • Oct 25, 2024 00:13 IST

    ବାତ୍ୟା ଦାନାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ



  • Oct 24, 2024 20:12 IST

    ଭୀଷଣ ବାତ୍ୟା ଯେତିକି ତାଣ୍ଡବ ରଚିବ, ଏହା ସ୍ଥଳ ଭାଗ ଛୁଇଁବା ପରେ ପ୍ରବଳ ବର୍ଷା ତାଠାରୁ ଅଧିକ କୋପ ଦେଖାଇବ



  • Oct 24, 2024 20:11 IST

    ଲାଣ୍ଡଫଲ ପୂର୍ବରୁ ତୋଡ଼ ଦେଖାଇଛି ବାତ୍ୟା ଦାନା



  • Oct 24, 2024 20:11 IST

    ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବଡ଼ ତୟାରୀ



  • Oct 24, 2024 19:37 IST

    ‘ଦାନା’ ପାଇଁ ବାଲଶ୍ବର ଶୂନଶାନ



  • Oct 24, 2024 19:36 IST

    ବାତ୍ୟାରେ ଭାଙ୍ଗି ଯାଉଥିବା ଘରକୁ ସଜାଡି ଦେବାକୁ ପ୍ରୟାସ



  • Oct 24, 2024 19:10 IST

    ସ୍ଥଳଭାଗ ମୁହାଁ ହେବା ସହ ପ୍ରଭାବ ଦେଖାଇ ଲାଣି ବାତ୍ୟା



  • Oct 24, 2024 18:54 IST

    ୩ ଲକ୍ଷ ୫୦ ହଜାର ସ୍ଥାନାନ୍ତର



  • Oct 24, 2024 18:53 IST

    ମାଡ଼ ହେଲା ବାତ୍ୟା ଡ୍ୟାମରେ ବୁଡ଼ିଗଲେ ମତ୍ସ୍ୟଜୀବୀ !



  • Oct 24, 2024 18:53 IST

    ‘କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବ’



  • Oct 24, 2024 18:52 IST

    ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ବାଢିଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ



  • Oct 24, 2024 18:52 IST

    ଦିଘାରେ ପବନ ସାଙ୍ଗକୁ ବର୍ଷା ଆରମ୍ଭ । ବାତ୍ୟା ‘ଦାନା’ ପ୍ରଭାବରେ ଗର୍ଜନ କରୁଛି ସମୁଦ୍ର ।



  • Oct 24, 2024 18:51 IST

    ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗକୁ ପଶିବ 'ଦାନା'



  • Oct 24, 2024 18:51 IST

    ବାତ୍ୟା 'ଦାନା' ଆସିବା ପୂର୍ବରୁ.. ଭୋକିଲା ପେଟରେ ପଡ଼ିଲା ଦାନା



  • Oct 24, 2024 18:28 IST

    ୩ ଲକ୍ଷ ୫୦ ହଜାର ସ୍ଥାନାନ୍ତର



  • Oct 24, 2024 18:14 IST

    ଆସୁଛି ‘ଦାନା’, ଗର୍ଜନ କରୁଛି ସମୁଦ୍ର



  • Oct 24, 2024 18:12 IST

    ବାତ୍ୟାରେ ଓଲଟି ପଡ଼ିଲା ମତ୍ସ୍ୟଜୀବୀ ଡଙ୍ଗା



  • Oct 24, 2024 18:11 IST

    ଟାପୁରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର



  • Oct 24, 2024 17:59 IST

    ବାତ୍ୟା ଦାନା ପ୍ରଭାବ। ପାରାଦ୍ୱୀପ ପୋର୍ଟ ମଧ୍ୟରେ ଆଶ୍ରୟ ନେଲେ ୨୦ ଟି ମାଛଧରା ଟ୍ରଲର



  • Oct 24, 2024 17:59 IST

    ୧୬ ଜିଲ୍ଲାରେ ‘ଦାନା’ ଆଣିବ ବନ୍ୟା !



  • Oct 24, 2024 17:46 IST

    ବୈତରଣୀ ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କ କୁମ୍ଭୀର ଛନକା



  • Oct 24, 2024 17:46 IST

    ଜୁଆର ମାଡ଼ରେ ଓଲଟିଲା ବୋଟ୍



IMD Heavy Rainfall Cyclone Warning
Advertisment
Advertisment