• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Special Story । UP police intercept auto rickshaw, find 27 passengers inside
ଗୋଟିଏ ଅଟୋରେ ବସିଥିଲେ ୨୭ ଯାତ୍ରୀ, ରାସ୍ତାରେ ଅଟକାଇଲା ପୋଲିସ...

ଗୋଟିଏ ଅଟୋରେ ୨୭ ଜଣ ବସି କରୁଥିଲେ ଯାତ୍ରା, ଅଧା ରାସ୍ତାରେ ଅଟକାଇଲା ପୋଲିସ୍‌। ଆଉ ତା’ପରେ ହେଲା କଣ ଦେଖନ୍ତୁ ଏଇ ଭିଡ଼ିଓ

Special Story | Ganjam Sarpanch keeps his words, launches own ambulance service
କଥା ଦେଇ କଥା ରଖିଲେ ସରପଞ୍ଚ, ପଞ୍ଚାୟତରେ ଆରମ୍ଭ କଲେ ନିଜସ୍ୱ ଆମ୍ବୁଲାନ୍ସ ସେବା

ନିର୍ବାଚନ ବେଳେ ସରପଞ୍ଚ ପ୍ରାର୍ଥୀ କଥା ଦେଇଥିଲେ, ଜିତିଲେ ଗାଁର ନିଜସ୍ୱ ଆମ୍ବୁଲାନ୍ସ ସେବା ଆରମ୍ଭ କରିବି। ସେ ନିର୍ବାଚନ ଜିତିଲେ। ଏବେ ପ୍ରତିଶ୍ରୁତି ମୁତାବକ, ନିଜ ପଞ୍ଚାୟତରେ ନିଜସ୍ୱ ମାଗଣା ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

Odisha Girl
୨୯ ବର୍ଷ ପରେ ବାପା ପାଖକୁ ଫେରିଲା ଝିଅ, ଲୁହରେ ଭିଜିଲା ଆଖି

୨୯ ବର୍ଷ ତଳେ ଟଙ୍କା ଅଭାବରୁ କୁନି ଝିଅକୁ ଆଶ୍ରମରେ ଛାଡି ଦେଇଥିଲେ ବାପା। ପରେ ମାମିନାଙ୍କ କୌଣସି ଖୋଜ ଖବର ବି ନଥିଲା..କିନ୍ତୁ ୨୯ ବର୍ଷ ପରେ ନିଜର ଅସଲ ଠିକଣା ପାଇବା ପରେ ସ୍ୱାମୀଙ୍କୁ ଧରି ଜନ୍ମମାଟିକୁ ଫେରିଛନ୍ତି ମାମିନା। ଦୀର୍ଘଦିନ ପରେ ଘରକୁ ଫେରିଥିବାରୁ ଖୁସିରେ ଗଦଗଦ ପରିବାର ଲୋକ..

Meritorious Daughter
ଜିଲ୍ଲା ଟପ୍ପର ହେଲା ଚାଷୀ ଘରର ଝିଅ ; ହେଲେ ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

ଆଇଏଏସ୍‌ ହେବାର ସ୍ୱପ୍ନ ଦେଖୁଛି କେନ୍ଦ୍ରାପଡ଼ାର କୁନି ଝିଅ। ମାଟ୍ରିକ୍‌ରେ ଜିଲ୍ଲା ଟପ୍ପର ବି ହେଲେ । କିନ୍ତୁ କଲେଜ୍‌ରେ ପାଠ ପଢାଇବାକୁ ବାପାଙ୍କର ନାହିଁ ସମ୍ବଳ। କଷ୍ଟେମଷ୍ଟେ ମାଟ୍ରିକ୍‌ ପର୍ଯ୍ୟନ୍ତ ପଢାଇଲେ ହେଲେ ଅଧିକ ପାଠ ପାଇଁ ଟଙ୍କା ନାହିଁ। ଝିଅର ସ୍ୱପ୍ନ ପାଇଁ ମାଆ କାନ୍ଦୁଛି ତ ବାପା ବି କାନ୍ଦୁଛନ୍ତି । ସରକାରୀ ସାହାଯ୍ୟ ମିଳିଲେ ଝିଅର ସ୍ୱପ୍ନ ପୂରଣ ହେବ ବୋଲି କହୁଛି ପରିବାର ।

Railway Job
୧୦ ମାସରେ ପାଇଗଲେ ସରକାରୀ ଚାକିରୀ

ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

Belgium Girl Mamina
୩୦ ବର୍ଷ ପରେ ଅସଲି ପରିବାରକୁ ଚିହ୍ନିଲେ, ବେଲଜିୟମରୁ ଠିକଣା ଖୋଜି କନ୍ଧମାଳ ପହଞ୍ଚିଲେ ମାମିନା

ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।

BJP's Master Plan
ବିଜେପି ଫୋକସରେ ପୂର୍ବଭାରତ; ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ ଲାଗି ଚାଲିଛି ମାଷ୍ଟରପ୍ଲାନ୍‌

ବିଜେପି ଟାର୍ଗେଟରେ ୬ ରାଜ୍ୟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଓ ତାମିଲନାଡୁ । ଆଉ ସେଥିମଧ୍ୟରୁ ସ୍ୱତନ୍ତ୍ର ଫୋକସରେ ରହିଛି ଓଡ଼ିଶା । ବିଜେପିର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା । ଏନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ୍ ।

Idol of Lord Jagannath
'ରାତିରେ ସ୍ୱପ୍ନାଦେଶ ହେଲା, ସକାଳେ କାଳିଆକୁ ଗଢ଼ିଲି'

ସେ ଏକ ଲୁଗା ଦୋକାନର ସେଲ୍ସମ୍ଯାନ୍। କଳା କାରିଗରି ସହ ତାଙ୍କର କୌଣସି ସଂପର୍କ ନଥିଲା। ଦିନେ ରାତିରେ ସ୍ୱପ୍ନ ଦେଖିଲେ, ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଢୁଛନ୍ତି। ରାତି ପାହିଲା, ହଠାତ୍ ତାଙ୍କ ମନରେ ସାହସ ଆସିଲା, କିଛି ନଜାଣି ମଧ୍ୟ ସେ ସେବେଠୁ ଗଢ଼ିବା ଆରମ୍ଭ କଲେ କାଳିଆର ମୂର୍ତ୍ତି। ସେଦିନର ସେ ଅନୁଭୂତି ଥିଲା ଦେହ ଥରାଇ ଦେଲାପରି। ଆସନ୍ତୁ ଭେଟିବା ସେଲ୍ସମ୍ୟାନ୍‌ରୁ ମହାପ୍ରଭୁଙ୍କ କାରିଗର ପାଲଟି ଯାଇଥିବା ଏହି ବ୍ୟକ୍ତିଙ୍କୁ।

Jagatsinghpur Spinning Mill
ଋଣ ବଢ଼ି ୪ କୋଟି ଉପରେ; ସୂତା ଖିଅରେ ଝୁଲୁଛି ୧୨ ଶହ ଶ୍ରମିକଙ୍କ ଭବିଷ୍ୟତ

ସୂତା ଖିଅରେ ଝୁଲିଛି ସୂତାକଳର ଭାଗ୍ୟ । ୧୯୯୯ ମସିହା ପରଠାରୁ ବନ୍ଦ ହୋଇଗଲାଣି କାମ । ଋଣ ଭାର ୪ କୋଟି ଉପରେ । କାରଖାନା ଖୋଲିବାକୁ ବାରମ୍ବାର ଦାବି କରୁଛନ୍ତି ଲୋକେ । ହେଲେ ସରକାରଙ୍କ ଆନ୍ତରିକତା ନଥଖିବାରୁ ଅନ୍ଧାରରେ ୧୨ ଶ୍ରମିକଙ୍କ ଭବିଷ୍ୟତ।

Father-Daughter Duo
ଭାରତ ଇତିହାସରେ ପ୍ରଥମ ! ଏକାଠି ଯୁଦ୍ଧ ବିମାନ ଉଡ଼ାଇଲେ ବାପା-ଝିଅ..

ଇତିହାସରେ ପ୍ରଥମ !! ଏକାଠି ଯୁଦ୍ଧ ବିମାନ ଉଡାଇ ରେକର୍ଡ କଲେ ବାପା-ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ..

Matric Result
ମହାମାରୀ ପରେ ମାଟ୍ରିକ ଫଳ: ପାସ୍ ହାର ୯୦.୫୫ ପ୍ରତିଶତ

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୧୭ ହଜାର ୮୪୭ ପାସ୍ କରିଛନ୍ତି ।  ୮ ହଜାର ୬୯୯ ପିଲା ଫେଲ୍ ହୋଇଛନ୍ତି ।

BJD Begins Campaign For NDA
ଦ୍ରୌପଦୀଙ୍କ ପାଇଁ ବିଜେପିଠୁ ବିଜେଡିର ଅଧିକ ଦରଦ !

ବିଧାନସଭା ଛାଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡିଛନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ଦ୍ରୌପଦୀଙ୍କୁ ଓଡିଶାରୁ ସବୁ ଭୋଟ ଯେମିତି ମିଳିବ ସେଥିପାଇଁ ବିଜେଡିର ପ୍ରୟାସ ଚାଲିଛି ।

Maoist
ବନ୍ଧୁକ ଟ୍ରିଗର୍‌ରୁ ଜେସିବି ଷ୍ଟିଅରିଂ, ମାଓକ୍ୟାମ୍ପ ଛାଡ଼ିବା ପରେ..

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।

Qasim Chacha
କାସିମ୍‌ ଚାଚାଙ୍କ ମହାନତା, ୪ ବର୍ଷ ଧରି ଗରିବଙ୍କୁ ମାଗଣାରେ ବାଣ୍ଟୁଛନ୍ତି ଖାଦ୍ୟ

ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍‌ ଚାଚା । ଗରିବ ଭୋକିଲାଙ୍କୁ ଏଥର ଚିକେନ୍‌ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ । କେତବେବେଳେ ଜୋତା ତ ପୁଣି କେତେବେଳେ ଛତା । ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍‌ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା ।

Maharashtra Political Crisis
"୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର"

ମହାରାଷ୍ଟ୍ର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା । ଶରଦ ପାୱାରଙ୍କ ବଡ଼ ଟିପ୍ପଣୀ କହିଲେ, ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର। ପୁଣି ଥରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନମଣ୍ଡଳୀରେ ରହି କାମ କରିବାକୁ ଦଳୀୟ ବିଧାୟକଙ୍କୁ ଦେଲେ ପରାମର୍ଶ । ରାଜନୈତିକ ମହଲରେ ସୃଷ୍ଟି ହେଲା ଝଡ ।

Muslim Devotes
ମହାଦେବଙ୍କ ଭଜନ ଗାଉଛନ୍ତି ମୁସଲିମ ବାବା..

ରଥ ସମ୍ମୁଖ ରେ ଭଜନ ଗାଇ ଚର୍ଚ୍ଚାରେ ମୁସଲିମ ବାବା । 

Bridge Construction
ପାଣିରେ ପଡ଼ିଲା ୨୦ କୋଟି ! ୫ ବର୍ଷରେ ବି ସରିଲାନି ବ୍ରିଜ୍‌ ନିର୍ମାଣ

୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା । ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ । ବ୍ରିଜ୍‌ କାମ ତ ସରିଗଲା ହେଲେ ଆପ୍ରୋଚ୍‌ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ କୁଆଡ଼େ ଯାଇପାରୁନାହାନ୍ତି ଲୋକେ । ସେନେଇ ତେଜୁଛି ଅସନ୍ତୋଷ।

Ruchika Mohanty
ରୁଚିକାଙ୍କୁ ନ୍ୟାୟ ଦାବିରେ ତେଜୁଛି ଆନ୍ଦୋଳନ

ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ତେଜିଲା ଆନ୍ଦୋଳନ..ଗୋଟିଏ ପଟେ ବିଜେବି କଲେଜ ସାମ୍ନାରେ ରୁଚିକାଙ୍କ ପରିବାର ଓ ବିଭିନ୍ନ ଛାତ୍ର ସଂଗଠନର ଅହୋରାତ୍ର ଧାରଣା, ଅନ୍ୟପଟେ ଏ ପ୍ରସଙ୍ଗରେ ଆଜି ଅଚଳ ହୋଇଛି ବିଧାନସଭା

Special Story
କେତେ ବିପଜ୍ଜନକ ବ୍ରେକ୍ ଡ୍ୟାନ୍ସ ଦୋଳି?

ରଥଯାତ୍ରା ଅବସରରେ ଗାଁ ଗାଁରେ ମୀନାବଜାର ପଡିଛି । ଯେଉଁଠି ଚାଲିଛି ରାମ ଦୋଳି, ଲକ୍ଷ୍ଣଣ ଦୋଳି ଏବଂ ବ୍ରେକ ଡ୍ୟାନ୍ସ ଭଳି ବିପଦପୂର୍ଣ୍ଣ ଦୋଳିଖେଳ । ପ୍ରଶାସନର ଅନୁମତି ନେଇ କେଉଁଠି ୧୫ ଦିନ ତ ଆଉ କେଉଁଠି ମାସେ ଯାଏଁ ଚାଲୁଛି ଯାତ୍ରା ।

Crime Against Women
ଓଡ଼ିଶାରେ କେତେ ସୁରକ୍ଷିତ ନାରୀ?

ଓଡ଼ିଶାରେ ପ୍ରତିଦିନ ୮ରୁ ଅଧିକ ମହିଳା ଓ ପାଖାପାଖି ୫ ଜଣ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ସେହିପରି ନିଖୋଜ ମହିଳାଙ୍କ ସଂଖ୍ୟା ବି ବଢୁଛି । ଦୁଷ୍କର୍ମ ଓ ନାରୀ ନିଖୋଜ ନେଇ ବିଧାନସଭାରେ ସରକାରଙ୍କ ଉତ୍ତର ପରେ ଏହାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।

Ratha Jatra 2022
ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ । ଫାଟିଛି ଦର୍ପଦଳନ ରଥର ବଡ଼ଉଛୁଳା ଚକ । ରଥନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଆଜି ଯାଞ୍ଚବେଳେ ଜଳ ଜଳ ଦିଶିଥିଲା ବଡ଼ଠାକୁର ବଳବଦ୍ରଙ୍କ ରଥ ଚକରେ ଫାଟ ।

Japanese Technology
କୋରାପୁଟ ବନବିଭାଗର ନିଆରା ପ୍ରୟାସ, ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ

ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ ।

Telangana CM
'ସାହାସ ଅଛି ତ ମୋ ସରକାର ଭାଙ୍ଗିକି ଦେଖାଅ'

କେନ୍ଦ୍ର ସରକାରଙ୍କୁ ନାଲିଆଖି ଦେଖାଇଲେ କେସିଆର । କହିଲେ, ଏଇଟା ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା। ତୁମ ମନ୍ତ୍ରୀମାନେ ଦେଖୁଥିବା ସ୍ୱପ୍ନ କେବେ ସତ ହେବନି। ମୋ ସହ ଲାଗିବ ତ, କେନ୍ଦ୍ର ସରକାରଙ୍କୁ ହିଁ ଭାଙ୍ଗିଦେବି । ବାସ୍‌ ଏତିକି କହିବା ପରେ...

Bonded Labourers
ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟ, କିଏ କରିବ ସମାଧାନ ?

ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ ।

Flagship Programmes
ଭୋଟ ପାଇଁ ସରକାରଙ୍କ କାରସାଦି ! ବଜେଟ୍‌ରେ ଫ୍ଲାଗସିପ୍ ଯୋଜନାକୁ ଫୋକସ୍‌

ରାଜ୍ୟ ବଜେଟ ଫୋକସ୍‌ରେ ୨୦୨୪ ନିର୍ବାଚନ ଭୋଟରଙ୍କୁ ଆକୃଷ୍ଠ ଲାଗି କେତେକ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।