କରୋନା ବର୍ଷ ଭଳି କ୍ୱାଟର ଏଣ୍ଡ ନା ବର୍ଷ ଶେଷକୁ ଫାଇନାଲ୍ ଏକଜାମ୍...CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ
Published By: Prangyan Parimita
Last updated: 14 August 2022, 08:43 PM IST
କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...