• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Special Story

Plastic Waste
ଗ୍ରାହକଙ୍କୁ ବମ୍ପର ଅଫର୍‌; ପ୍ଲାଷ୍ଟିକ୍‌ ଦିଅ ସୁଆଦିଆ ଖାଇବା ଖାଅ

ଗ୍ରାହକଙ୍କ ପାଇଁ ବଡ଼ ଖବର । ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ । ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍‌ ବଦଳରେ କେତେ ମିଳୁଛି ଖାଇବା?

Manipur Landslide
ଯେତେ ଖୋଳା ଯାଉଛି, ସେତେ ଶବ ମିଳୁଛି..

ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ ପରେ ଦିନ ବିତୁଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ବଢ଼ୁଛି, ପଥର ଓ ମାଟି କାଦୁଅ ଭିତରୁ ମିଳୁଛି ଗୋଟିକ ପରେ ଗୋଟିଏ ଶରୀର ।

Gold Price
ସୁନାପ୍ରେମୀଙ୍କ ମୁଣ୍ତରେ ଚଡ଼କ, ବଢ଼ିଲା ୧୧୫୦ ଟଙ୍କା

ସୁନାପ୍ରେମୀଙ୍କୁ ଝଟକା । ମହଙ୍ଗା ହେଲା ସୁନା । କେନ୍ଦ୍ର ସରକାର ସୁନା ଉପରେ ଆମଦାନି ଶୁଳ୍କ ଓ କୃଷି ସେସ୍ ଲାଗୁ କରିବା ପରେ ହଠାତ୍ ଉପରମୁହାଁ ହୋଇଛି ଦର ।

Sonu Sood
ଅପରେସନ ବଦଳରେ ସୋନୁଙ୍କୁ ଦେଲେ ଗୋଲ୍ଡ ମେଡାଲ

ନିଜର ଜନହିତକାରୀ କାର୍ଯ୍ୟ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସୋନୁ ସୁଦ୍‌ ।

Forest Officer
ଫରେଷ୍ଟ ଅଫିସରଙ୍କ ମହାନତା; ପୋଖରୀ ଖୋଳି ଗାଁ ଲୋକଙ୍କ ଦୁଃଖ ଦୂର କଲେ

ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ । ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା । ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ ।

Budget Session
ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିବେ ବିରୋଧି, ହୁଲସ୍ତୁଲ ହେବ ଗୃହ !

ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ବିଧାନସଭାରେ ମଧ୍ୟ ପୂରା ନୂଆ ଟିମ୍ । ବାଚସ୍ପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ସମସ୍ତେ ନୂଆ । ତେଣୁ ବଜେଟ ଅଧିବେଶନ ପରିଚାଳନା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

Enforcing Polythene Ban
ରାଜ୍ୟରେ ତିନି ବର୍ଷ ତଳୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ସତ୍ତ୍ୱେ କାହିଁକି ମିଳୁନି ସୁଫଳ ?

କଟକଣା ଲାଗିଲା, ଧରପଗଡ ଆରମ୍ଭ ହେଲା, ଆଉ ଆରମ୍ଭରୁ ତୁତୁ ମେମେ ଦେଖିବାକୁ ମିଳିଲା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିରୋଧରେ ବିଏମ୍ସି ପକ୍ଷରୁ ଆଜି ଭୁବନେଶ୍ୱର ଡମଣା ହାଟରେ ଚଢାଉ କରାଯାଇଛି ।

Maoist Food Shop
ଦିନେ ବନ୍ଧୁକ ଧରି ମୁଣ୍ଡ ଗଡ଼ାଉଥିଲେ, ଆଜି ଜଳଖିଆ ଦୋକାନ କରି ଲୋକଙ୍କୁ ଖୁଆଉଛନ୍ତି

ଦିନେ ଜଙ୍ଗଲ ଭିତରେ ଲାଲ ଝଣ୍ଡା ଧରି ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିଲେ । ଘଞ୍ଚ ଜଙ୍ଗଲରେ ବୁଲି ଶହଶହ ଲୋକଙ୍କ ମୁଣ୍ଡ ବି ଗଡାଉଥିଲେ, ହେଲେ ଅମର-ଆରତୀଙ୍କ ବଦଳି ଯାଇଛି ଜୀବନ ଶୈଳୀ । ଯେଉଁ ହାତରେ ବନ୍ଧୁକ ଧରୁଥିଲେ, ସେଇ ହାତରେ ଛାଣୁଛନ୍ତି ବରା-ପିଆଜି। ୟାଙ୍କ ଜଳିଖିଆ ଦୋକାନ ସାମ୍ନାରେ ଲୋକଙ୍କର ଲାଗୁଛି ଲମ୍ବା ଲାଇନ୍‌ ।

PAN-Aadhaar link
ସାବଧାନ ! ପାନ୍-ଆଧାର ଲିଙ୍କ୍‌ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା

ଜୁଲାଇ ୧ ରୁ ଏହି ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି।

Special story
ନିଶାରେ ସାପକୁ ଚୁମା ଦେବା ମହଙ୍ଗା ପଡ଼ିଲା : ଚୋଟ ପରେ ଚୋଟ ମାରିଲା ନାଗ

ନାଗ ଚୋଟରେ ରକ୍ତାକ୍ତ ହୋଇଥିବା ମଦ୍ୟପ ଯୁବକଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Special story
ବିଚ ବଜାରରେ ସ୍ୱାମୀଙ୍କୁ ନିର୍ଦ୍ଧୁମ୍‌ ମାଡ଼ : ମଉକା ଦେଖି ଘଟଣାସ୍ଥଳରୁ ଫୁର୍‌ ହୋଇଗଲା ଗର୍ଲଫ୍ରେଣ୍ଡ୍‌

ସ୍ତ୍ରୀ ମାଡ଼ରେ ସ୍ୱାମୀ ଘାଇଲା । ପରକୀୟା ପ୍ରୀତି ଧରାପଡ଼ିବା ପରେ ଛେଚା ଖାଇଲେ ।

Special story
‘ମୋ ସ୍ୱାମୀଙ୍କୁ ଭଡ଼ାରେ ନିଅ’ : ବିଜ୍ଞାପନ ଦେଲେ ମହିଳା

ଅତିରିକ୍ତ ଆୟ ପାଇଁ ସ୍ୱାମୀଙ୍କୁ ଭଡ଼ାରେ ଲଗାଇଲେ ମହିଳା ।

Special Story | No PAN-Aadhaar link, then be prepared to pay fine of Rs1000
କାଲିଠାରୁ ଏଇ ସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ....ପାନ-ଆଧାର ଲିଙ୍କ୍‌ ହୋଇନଥିଲେ ୧ ହଜାର ଦେବେ ଫାଇନ୍‌

ରାତି ପାହିଲେ ଜୁଲାଇ ୧। ଏଇ ସବୁ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ନିଆଯାଇଛି ନିଷ୍ପତ୍ତି। ପାନ-ଆଧାର ସଂଯୋଗ ହୋଇନଥିଲେ ଦେବାକୁ ପଡ଼ିବ ୧ ହଜାର ଜୋରିମାନା। ସେପଟେ ଏସି ଓ ଗ୍ୟାସ ଦରରେ ଏତିକି ଟଙ୍କା ହୋଇପାରେ ବୃଦ୍ଧି...

Special Story | Nuapada man digs up pond on his own, solves villagers’ year-long water problem
ନିଆଁ ଲିଭାଇବା ପାଇଁ ଜଙ୍ଗଲ ଯାଇଥିଲେ, ସେଇ ଗାଁରେ ପୋଖରୀ ଖୋଳି ଦେଲେ

“ସେ ଫରେଷ୍ଟର ନୁହଁ ଜଳଦେବତା”....ଖଗେଶ୍ୱରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଜଙ୍ଗଲ ଜଳୁଥିବାର ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ବଣକୁ ଯାଇଥିଲେ...ଗାଁ ଲୋକଙ୍କ ଦୁଃଖ ଶୁଣିବା ପରେ ନିଜସ୍ୱ ଉଦ୍ୟମରେ ଗାଁରେ ଖୋଳି ଦେଲେ ପୋଖରୀ। ଏବେ ପାଣିର ବିଲକୁଲ ନାହିଁ ସମସ୍ୟା.....ଗାଧୁଆଠୁ ଆରମ୍ଭ କରି ଚାଷ, ସବୁ କାମରେ ଗାଁ ଲୋକ ଦେଖାଉଛନ୍ତି ଉତ୍ସାହ

Special Story | Sonepur artist makes Lord Jagannath from cycle spare parts
ଶିଳ୍ପୀର ଭକ୍ତିରେ ସ୍ପେୟାର ପାର୍ଟ୍ସରେ ଜଗନ୍ନାଥ… ଶୋଭା ପାଉଛନ୍ତି କାଳିଆ ସାଆନ୍ତ

ଶିଳ୍ପୀର ହାତର ସ୍ପର୍ଶରେ ହସୁଛନ୍ତି କାଳିଆ ସାଆନ୍ତ। ରାତି ପାଇଲେ ରଥ ଯାତ୍ରା । ଏମିତି ଏକ ଦିବ୍ୟ ସମୟରେ ଶିଳ୍ପୀଟେ ତା କାଳିଆ ଠାକୁରକୁ ଆଙ୍କି ଦେଇଛି ସାଇକେଲର ସ୍ପେୟାର ପାର୍ଟ୍ସରେ ଆଉ ଜଗାବି ସେଇଠି ଖିଲିଖିଲି ହସୁଛି । ଦେଖନ୍ତୁ ସୁବର୍ଣ୍ଣପୁରର ଜଣେ ସାଇକେଲ ମେକାନିକର ଅନୁଭବର କାହାଣୀ। ପିଲାଟି ବେଳୁ ଜଗନ୍ନାଥ ପ୍ରେମରେ ବନ୍ଧା ସାଇକେଲ ଦୋକାନୀ

Special story
ଅନାଥ ଯୁବତୀଙ୍କୁ ସାହା ହେଲେ ଦୁଇ ଯବାନ୍, ଭାଇ ସାଜି ବିବାହ କରାଇଲେ . . .

ନିଜ ଗାଁର ଅନାଥ ଯୁବତୀଙ୍କ ବାହାଘର ଖର୍ଚ୍ଚ ବହନ କଲେ ଯବାନ

Udaipur Hindu tailor murder accused Mohammed Ghaus, Riyaz Ansari have Pakistan connection
ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ

ଉଦୟପୁରରେ ଟେଲର ମୁଣ୍ଡକାଟ୍ ଘଟଣାରେ ପାକିସ୍ତାନୀ ଆତଙ୍କୀ ସଂସ୍ଥା ଦଓ୍ୱାତ୍-ଏ-ଇସଲାମର ଲିଙ୍କ: ଦୁଇ ଅଭିଯୁକ୍ତ କରାଚି ଓ ନେପାଳ ଯାଇଥିବା ସୂଚନା

Single-use plastic ban in India from July 1; implementation on backseat for 3 years in Odisha
ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍: ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ !

ଆଉ ଚଳିବନି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍: ଜୁଲାଇ ପହିଲାରୁ ଉତ୍ପାଦନ, ବିକ୍ରି ଓ ବ୍ୟବହାର ସଂପୂର୍ଣ୍ଣ ନିଷେଧ ପାଇଁ କେନ୍ଦ୍ରର ନିର୍ଦ୍ଦେଶ

Family of geologist Satyambada Patra, who died in helicopter crash in Arabian Sea, mourns
ONGC ହେକିକର ଦୁର୍ଘଟଣାରେ ମୃତ ଓଡ଼ିଆ ପୁଅକୁ ଝୁରୁଛି ଜନ୍ମମାଟି

ONGC ହେକିକର ଦୁର୍ଘଟଣାରେ ମୃତ ଓଡ଼ିଆ ପୁଅକୁ ଝୁରୁଛି ଜନ୍ମମାଟି: ଜନ୍ମମାଟି ଭୁବନରୁ-ବାସସ୍ଥାନ ମାଲକାନଗିରି ଯାଏଁ ଶୋକର ଛାୟା...୨୭ ବର୍ଷର ବୈଜ୍ଞାନିକ ପୁଅକୁ ହରାଇ ନିର୍ବାକ ବାପା-ମାଆ

After 2 years, devotees throng Srimandir to witness Netra Utsav
ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ

ଆଃ କେଡେ ସୁନ୍ଦର ଦିଶୁଛି ଜଗା...ଛଳଛଳ ଭକ୍ତ ପ୍ରାଣ, ଭାବବିହ୍ୱଳ ଭକ୍ତ ହୃଦୟ....ଜଗାକୁ ଦେଖିବା ପରେ ବେଶ୍‌ ଆନନ୍ଦିତ ଭକ୍ତ

BJP State executive meet । Odisha BJP preps road map for next 3 months
ବିଜେପି ପ୍ରସ୍ତୁତ କଲା ୩ ମାସିଆ ରୋଡ୍‌ ମ୍ୟାପ୍‌

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ: ଦୁର୍ନୀତିରୁ ଆଇନଶୃଙ୍ଖଳା, ବିଭିନ୍ନ ପ୍ରସଙ୍ଗକୁ ନେଇ ଜନ ଆନ୍ଦୋଳନ କରିବ ଦଳ

Special story
ଭୁଲରେ ଥରକେ ମିଳିଗଲା ୨୮୬ ମାସର ଦରମା : ଟଙ୍କା ମିଳିବା ପରେ କର୍ମଚାରୀ ଫେରାର୍‌

ଏକ ମାସରେ ମିଳିଲା ୨୮୬ ମାସର ଦରମା । ଫେରାଇବା ବଦଳରେ କମ୍ପାନୀକୁ ଚକମା ଦେଇ କର୍ମଚାରୀ ଗାୟବ୍ ।